Tag Archives: Home Middle

ରାଷ୍ଟ୍ରପତି ଭବନରେ ସୌଦି କ୍ରାଉନ ପ୍ରିନ୍ସଙ୍କୁ ଔପଚାରିକ ସ୍ବାଗତ

ନୂଆଦିଲ୍ଲୀ,୧୧।୯: ଜି -୨୦ ଶିଖର ସମ୍ମିଳନୀ ଆରମ୍ଭ ହେବା ପରେ ସୌଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ଭାରତକୁ ସରକାରୀ ଗସ୍ତ ସୋମବାର ଆରମ୍ଭ ହୋଇଛି। ସୋମବାର ସକାଳେ ସେ ରାଷ୍ଟ୍ରପତି ଭବନରେ ପହଞ୍ଚିବା ପରେ ସେଠାରେ...

ରିଜର୍ଭ ଡେ ମ୍ୟାଚକୁ ବର୍ଷା ଧୋଇ ନେବା ଆଶଙ୍କା, ଅପରାହ୍ନ କଲେମ୍ବୋରେ ବର୍ଷା ସମ୍ଭାବନା ଅଧିକ…

କଲମ୍ବୋ,୧୧।୯ : ଏସିଆ କପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ମ୍ୟାଚରେ ଏପର୍ଯ୍ୟନ୍ତ ସ୍ଥିର ରହିଆସିଥିବା ଗୋଟିଏ ଜିନିଷ ହେଉଛି ବର୍ଷା। ବର୍ଷା କାରଣରୁ ଭାରତ ବନାମ ପାକିସ୍ତାନ ଗ୍ରୁପ ପର୍ଯ୍ୟାୟ ମ୍ୟାଚ ଧୋଇଯିବା ପରେ ଏହା ରବିବାର...

ଝିଅଙ୍କର କାନ୍ଧରେ ହାତ ରଖିବା, ପୋଷାକ ଟାଣିବା , ପୋକ୍ସୋ ଅନୁସାରେ ମନ୍ଦ ଉଦ୍ଦେଶ୍ୟର ପ୍ରମାଣ: ହାଇକୋର୍ଟ…

ଭୋପାଳ,୧୧।୯ : ମଧ୍ୟପ୍ରଦେଶ ହାଇକୋର୍ଟ ପୋକ୍ସୋ ଆକ୍ଟ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ଦଣ୍ଠାଦେଶକୁ କାଏମ ରଖିଛନ୍ତି। ହାଇକୋର୍ଟ କହିଛନ୍ତି ଜଣେ ବ୍ୟକ୍ତି ଝିଅଙ୍କର ପୋଷାକ ଟାଣି କାନ୍ଧରେ ହାତ ରଖିବା ତାଙ୍କ ମନ୍ଦ ଉଦ୍ଦେଶ୍ୟକୁ ଦର୍ଶାଇଥାଏ। ଜଷ୍ଟିସ...

ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ବାଂଲାଦେଶରେ ଦିଆଗଲା ୨୧ ତୋପ ସଲାମି

ଢାକା/ପ୍ୟାରିସ,୧୧।୯: ଭାରତରେ ଅନୁଷ୍ଠିତ ଜି -୨୦ ସମ୍ମିଳନୀରେ ଯୋଗଦେବା ପରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ରବିବାର ବାଂଲାଦେଶରେ ପହଞ୍ଚିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୩୩ ବର୍ଷ ମଧ୍ୟରେ ବାଂଲାଦେଶକୁ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଏହା ପ୍ରଥମ ଐତିହାସିକ ଗସ୍ତ। ଦୁଇ...

ଜି-୨୦ରେ ଭାରତ-ସୌଦି ଆରବ ଚୁକ୍ତିରେ ଚକିତ ହୋଇଛି ପାକିସ୍ତାନ, ସୋସିଆଲ ମିଡିଆରେ ଲୋକେ କହୁଛନ୍ତି ଆମେ ଲଜ୍ଜିତ

ନୂଆଦିଲ୍ଲୀ,୧୧।୯: ଭାରତରେ ପ୍ରଥମ ଥର ପାଇଁ ସଫଳ ହୋଇଥିବା ଜି -୨୦ ଶିଖର ସମ୍ମିଳନୀ ସମଗ୍ର ବିଶ୍ୱରେ ପ୍ରଶଂସା ସାଉଁଟୁଛି। ଏଥିରେ ଅଂଶଗ୍ରହଣ କରିବା ପରେ ବିଶ୍ୱ ସ୍ତରର ସମସ୍ତ ନେତା ଭାରତର ହୋଷ୍ଟିଂ ଏବଂ ଶିଖର ସମ୍ମିଳନୀରେ ନିଆଯାଇଥିବା...

‘ଏବେ ଆଶା କରୁଛୁ ଆସିବେ ରୁଷିଆ-ଚାଇନା ରାଷ୍ଟ୍ରପତି’, ଜି-୨୦ ଅଧ୍ୟକ୍ଷତା ମିଳିବା ପରେ କହିଲେ ବ୍ରାଜିଲ ରାଷ୍ଟ୍ରପତି

ବ୍ରାସିଲିୟା,୧୧।୯: ଭାରତ ପରେ ବ୍ରାଜିଲକୁ ବର୍ତ୍ତମାନ ଜି -୨୦ ଗୋଷ୍ଠୀର ଅଧ୍ୟକ୍ଷତା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜି -୨୦ ଗୋଷ୍ଠୀର ଅଧ୍ୟକ୍ଷତା ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲଭାଙ୍କୁ ଦେଇଛନ୍ତି। ରାଷ୍ଟ୍ରପତି ସିଲଭା ଏହା...

ବାଲ୍ୟ ବିବାହ ଉପରେ ଅଙ୍କୁଶ: ଆଗାମୀ ୧୦ ଦିନରେ ହେବେ ୩ ହଜାର ଗିରଫ, ବିଶ୍ୱ ଶର୍ମାଙ୍କ ନିର୍ଦ୍ଦେଶ…

ଗୁଆହାଟୀ,୧୧।୯ : ଆସାମରେ ବାଲ୍ୟ ବିବାହରେ ସମ୍ପୃକ୍ତ ଥିବା ୩ ହଜାର ଲୋକଙ୍କୁ ଗିରଫ କରାଯିବ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଚେତାବନୀ ଦେଇଛନ୍ତି। ଭାଜପା ମହିଳା ମୋର୍ଚ୍ଚାର ୨ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକର ସମାପ୍ତ ସମାରୋହରେ...

ଭିଏତନାମ ଯାତ୍ରା ଚାଇନା ଉପରେ ଅଙ୍କୁଶ ଲଗାଇବା ପାଇଁ ନୁହେଁ, ବିଶ୍ୱରେ ସ୍ଥିରତା ପ୍ରଦାନ କରିବା ପାଇଁ: ବାଇଡେନ

ହାନୋଇ,୧୧।୯: ଭାରତରେ ହୋଇବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ଯୋଗଦେବା ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଭିଏତନାମ ଅଭିମୁଖେ ଯାତ୍ରା କରିଥିଲେ। ଜି -୨୦ ଶିଖର ସମ୍ମିଳନୀ ସମାପ୍ତ ହେବା ପୂର୍ବରୁ ବାଇଡେନ ଭିଏତନାମ ଗସ୍ତରେ ବାହାରିଥିଲେ।...

ଗାନ୍ଧୀ ଉପନାମ ଫେରାଇ ଦିଅ: ରାହୁଲଙ୍କୁ ହିମନ୍ତ ବିଶ୍ୱ ଶର୍ମାଙ୍କ ଆକ୍ଷେପ…

ଗୁଆହାଟୀ,୧୧।୯ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା ଗାନ୍ଧୀ ଉପନାମ ବ୍ୟବହାରର ବୈଧତା ଉପରେ ପ୍ରଶ୍ନ କରିଛନ୍ତି। ସେ ଗାନ୍ଧୀ ପରିବାରକୁ ନକଲ ସର୍ଦ୍ଦାର’...

ହାଇଦ୍ରାବାଦ ହାଉସରେ ଆଜି ମୋଦିଙ୍କୁ ଭେଟିବେ ସୌଦି ଅରବ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ/ରିୟାଦ,୧୧।୯: ଭାରତରେ ଆୟୋଜିତ ଜି -୨୦ ଶିଖର ସମ୍ମିଳନୀରେ ସୌଦି ଆରବର ପ୍ରଧାନମନ୍ତ୍ରୀ ତଥା କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ଅଲ ସୌଦ ଯୋଗ ଦେଇଥିଲେ, କିନ୍ତୁ ସେ ଏପର୍ଯ୍ୟନ୍ତ ସ୍ବଦେଶ ଫେରି ନାହାଁନ୍ତି। ସେ ସୋମବାର ହାଇଦ୍ରାବାଦ...

ବିଶ୍ୱ ପାଞ୍ଚ ଦେଶଠାରୁ ବହୁତ ବଡ, ଆମେ ଗର୍ବ କରିବୁ ଯଦି ଭାରତ ୟୁଏନଏସସିର ସ୍ଥାୟୀ ସଦସ୍ୟ ହେବ’, ତୁର୍କୀ ରାଷ୍ଟ୍ରପତି

ଅଙ୍କାରା,୧୧।୯: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ଭାରତର ସ୍ଥାୟୀ ସଦସ୍ୟତା ଉପରେ ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏରଦଗାନ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି ଯେ ଯଦି ଭାରତକୁ ୟୁଏନଏସସିର ସ୍ଥାୟୀ ସଦସ୍ୟ କରାଯାଏ...

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଆରମ୍ଭ ହେବ ଆୟୁଷ୍ମାନ ଭବ ଯୋଜନା, ୬୦ ହଜାର ଲୋକଙ୍କୁ ମିଳିବ କାର୍ଡ…

ନୂଆଦିଲ୍ଲୀ,୧୧।୯ : ଚଳିତ ବର୍ଷ ସାଧାରଣ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ସ୍ବତନ୍ତ୍ର ହେବାକୁ ଯାଉଛି। କେନ୍ଦ୍ର ଆୟୁଷ୍ମାନ ଭବ କାର୍ଯ୍ୟକ୍ରମ ୧୭ସେପ୍ଟେମ୍ବର ଅର୍ଥାତ ପିଏମ ମୋଦିଙ୍କ ଜନ୍ମଦିନରେ ଆରମ୍ଭ କରିବାକୁ ଯାଉଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri