Tag Archives: Home Middle

ଦେଶରେ ୧୦ଜଣ କିଶୋରୀଙ୍କ ମଧ୍ୟରୁ ୬ଜଣ ରକ୍ତହୀନତାରେ ପୀଡିତ

ନୂଆଦିଲ୍ଲୀ,୧୦।୯: ସର୍ବବୃହତ ଜନସଂଖ୍ୟା ବିଶିଷ୍ଟ ଦେଶ ଭାରତରେ ଅଧିକାଂଶ ଲୋକ ରକ୍ତହୀନତା(ଆନେମିଆ)ର ଶିକାର ହେଉଛନ୍ତି। ରକ୍ତହୀନତାରେ ପୀଡିତ ଦେଶରେ ମହିଳା ଓ ଶିଶୁଙ୍କ ସଂଖ୍ୟା ଅଧିକ। ଭାରତରେ ୪୯.୯ଶତକଡା ଲୋକ ଏଥିରେ ପୀଡିତ। ଏକ ଅଧ୍ୟୟନ ଅନୁଯାୟୀ, ଦେଶରେ୧୦ଜଣ କିଶୋରୀଙ୍କ...

ଭାରତ-ପାକିସ୍ତାନ ସୁପର-୪ରେ ହେବେ ମୁହାଁମୁହିଁ: ବର୍ଷା ବାଧକ ସାଜିବା ଆଶଙ୍କା…

କଲମ୍ବୋ,୧୦।୯ : ଏସିଆ କପରେ ରବିବାର ଭାରତ-ପାକିସ୍ତାନ ସୁପର-୪ରେ ମୁହାଁମୁହିଁ ହେବେ। ସୁପର ଫୋର ମ୍ୟାଚ ପାଇଁ ରିଜର୍ଭ ଦିନ ଘୋଷଣା ହୋଇଛି। କଲମ୍ବୋରେ ହେବାକୁ ଥିବା ଏହି ମ୍ୟାଚରେ ବର୍ଷା ଆଶଙ୍କା ରହିଛି। ବର୍ଷା ଯୋଗୁଁ ପାଲଲେକେଲରେ ଭାରତର...

ଜନସେନା ପାର୍ଟି ମୁଖ୍ୟ ପଓ୍ବନ କଲ୍ୟାଣଙ୍କୁ ହେପାଜତକୁ ନେଲା ଆନ୍ଧ୍ର ପୋଲିସ

ବିଜୟଓ୍ବାଡା,୧୦।୯: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟଡିପି ମୁଖ୍ୟ ଏନ. ଚନ୍ଦ୍ରବାବୁ ନାଇଡୁଙ୍କୁ ଦୁର୍ନୀତି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ ଶନିବାର ତାଙ୍କୁ ଗିରଫ କରିଛି। ଜନସେନା ପାର୍ଟି ସଭାପତି ପୱନ କଲ୍ୟାଣ ଶନିବାର ନାଇଡୁଙ୍କ ଗିରଫଦାରୀକୁ ନିନ୍ଦା କରିଛନ୍ତି।...

ଦୁର୍ଗତଙ୍କ ଆକୁଳ ଚିତ୍କାର,ମୋରୋକୋ ଭୂକମ୍ପ ମୃତ୍ୟୁ ସଂଖ୍ୟା ଟପିଲା ୨ ହଜାର…

ରାବାତ,୧୦।୯ : ଶୁକ୍ରବାର ବିଳମ୍ବିତ ରାତିରେ ମୋରୋକୋରେ ହୋଇଥିବା ଭୂକମ୍ପରେ ମୃତ୍ୟୁସଂଖ୍ୟା ୨ ହଜାର ଅତିକ୍ରମ କରିଛି। ମୋରୋକୋରେ ଏହି ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପୁନରୁଦ୍ଧାର ପାଇଁ ବହୁତ ସମୟ ଲାଗିବ ବୋଲି କୁହାଯାଉଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ...

ଅକ୍ଷରଧାମ ମନ୍ଦିର ଦର୍ଶନ କଲେ ସୁନକ, ଅକ୍ଷତା

ନୂଆଦିଲ୍ଲୀ,୧୦।୯: ଭାରତର ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି ଜି-୨୦ ଶିଖର ସମ୍ମିଳନୀ। ଏଥିରେ ଯୋଗଦେବାକୁ ୨୯ଦେଶର ରାଷ୍ଟ୍ରମୁଖ୍ୟଙ୍କ ସମେତ ଅନ୍ୟ ଦେଶର ପ୍ରତିନିଧି ମଧ୍ୟ ଆସିଛନ୍ତି। ତେବେ ଜି-୨୦ର ପ୍ରଥମ ଅଧିବେଶନ ଶନିବାର ଶେଷ ହୋଇଛି। ଜି-୨୦ ଅବସରରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ...

‘ପୁରୁଷ ପ୍ରାଧାନ୍ୟ’ ମେକ୍ସିକୋରେ ବର୍ତ୍ତମାନ ଜଣେ ମହିଳା ଦେଶରେ ରାଷ୍ଟ୍ରପତି ହୋଇପାରିବେ, ମହିଳାଙ୍କ ଜନସଂଖ୍ୟାର ୫୨ ପ୍ରତିଶତ ପରେ ମଧ୍ୟ ଭେଦଭାବ…

ଓ୍ବାଶିଂଟନ,୧୦।୯ : ସମଗ୍ର ପୃଥିବୀରେ ମହିଳାମାନେ ପ୍ରତ୍ୟେକ ଦିଗରେ ଅଗ୍ରଗତି କରୁଛନ୍ତି। ସମଗ୍ର ବିଶ୍ୱ ପରି, ମେକ୍ସିକୋରେ ମଧ୍ୟ ମହିଳାମାନଙ୍କର ପ୍ରାଧାନ୍ୟତା ବୃଦ୍ଧି ପାଉଛି, ତାହା ରାଜନୀତି ହେଉ କିମ୍ବା ଅନ୍ୟ କୌଣସି କ୍ଷେତ୍ର। ଏକବିଂଶ ଶତାବ୍ଦୀର ପ୍ରାରମ୍ଭରେ ମେକ୍ସିକୋ...

ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦିଙ୍କ ସମେତ ଜି-୨୦ଦେଶର ରାଷ୍ଟ୍ର ମୁଖ୍ୟ

ନୂଆଦିଲ୍ଲୀ,୧୦।୯: ଭାରତ ଅଧ୍ୟକ୍ଷତାରେ ଦିଲ୍ଲୀର ପ୍ରଗତି ମଇଦାନରେ ଅନୁଷ୍ଠିତ ହୋଇଯାଇଛି ଜି-୨୦ ଶିଖର ସମ୍ମିଳନୀ। ବିଭିନ୍ନ ଦେଶର ରାଷ୍ଟ୍ରନେତାମାନେ ବୈଠକରେ ଯୋଗ ଦେଇଛନ୍ତି। ଶନିବାର ଏହାର ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଛି। ଦ୍ୱିତୀୟ ଦିନରେ ସମସ୍ତ ରାଜନେତା ଦିଲ୍ଲୀର ରାଜଘାଟରେ...

ତାଇଓ୍ବାନ ନେଇ ପୁଣି ଉତ୍ତେଜନା: ଆମେରିକା-କାନାଡ଼ାର ଯୁଦ୍ଧପୋତ ନେଇ ଚାଇନାର ଆପତ୍ତି…

ତାଇପେ,୧୦।୯ : ତାଇୱାନ ଷ୍ଟ୍ରାଇଟରେ ପୁଣି ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକା ଏବଂ କାନାଡା ଦୁଇଟି ଯୁଦ୍ଧ ଜାହାଜ ପଠାଇବା ପରେ ଏହି ଉତ୍ତେଜନା ଦେଖାଦେଇଛି। ଏହି କ୍ଷେତ୍ରରେ ଚାଇନା ଦାବିକୁ ଉଭୟ ଦେଶ ଚ୍ୟାଲେଞ୍ଜ କରିଛନ୍ତି। ଫଳରେ ଏହାକୁ...

ୟୁକ୍ରେନ ଉପରେ ରୁଷିଆର ଏୟାର ଷ୍ଟ୍ରାଇକ…

କିଭ,୧୦।୯: ରୁଷିଆ ରବିବାର ଭୋର ସମୟରେ ୟୁକ୍ରେନ ରାଜଧାନୀ କିଭ ଉପରେ ଏୟାର ଷ୍ଟ୍ରାଇକ କରିଛି। ଆକ୍ରମଣରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଜଣା ପଡି ନାହିଁ। ନ୍ୟୁଜ ଏଜେନ୍ସି ରଏଟର୍ସ ଅନୁଯାୟୀ କିଭରେ ଅତି କମରେ ପାଞ୍ଚଟି ବିସ୍ଫୋରଣ ଶବ୍ଦ...

ହରିକେନ ଲି ଆମେରିକାର ଲିଓ୍ବାର୍ଡ ଦ୍ୱୀପ ମୁହାଁ…

ଓ୍ବାଶିଂଟନ,୯।୯ : ହରିକେନ ଲି ଚତୁର୍ଥ ବିପଜ୍ଜନକ ମାନ୍ୟତା ହାସଲ କରି ଆମେରିକାର ଲିଓ୍ବାର୍ଡ ଦ୍ୱୀପ ମୁହାଁ ହୋଇଛି। ଆଟଲାଣ୍ଟିକ ମହାସାଗରର ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଏହା ୫୦୦ ମାଇଲ ଦୂରରେ ରହିଛି। ଏହାଯୋଗୁ ଘଣ୍ଟାପ୍ରତି ୧୫୦ ମାଇଲ ବେଗରେ ପବନ...

ଅତିଥିଙ୍କୁ ସତ୍ୟ ଲୁଚାଇବାର ଆବଶ୍ୟକତା ନାହିଁ: ରାହୁଲ…

ନୂଆଦିଲ୍ଲୀ,୯।୯ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜି-୨୦ ଶିଖର ସମ୍ମିଳନୀରେ ବିଦେଶରୁ ଭାରତ ଆଦିଥିବା ଅତିଥିଙ୍କୁ ସରକାର ସତ୍ୟ ଲୁଚାଇଥିବା ଅଭିଯୋଗ କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏନେଇ ପୋଷ୍ଟ ମଧ୍ୟ କରିଛନ୍ତି। ସୂଚନାଯୋଗ୍ୟ ରାହୁଲ ଗାନ୍ଧୀ...

ଆଖିରେ ଲୁହ ମନରେ କୋହ: ମୋରୋକୋ ମୃତ୍ୟୁ ସଂଖ୍ୟା ଟପିଲା ୧୦୦୦, ଆହତଙ୍କ ସଂଖ୍ୟା ୧୨ ୦୦ ଉପରେ…

ରାବାତ,୯।୯ : ଶୁକ୍ରବାର ବିଳମ୍ବିତ ରାତିରେ ମୋରୋକୋରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର ତୀବ୍ରତା ରିଚ୍ଟର ସ୍କେଲରେ ୬.୮ଥିଲା। ମୋରୋକୋର ଆଭ୍ୟନ୍ତରୀଣ ମନ୍ତ୍ରୀ କହିଛନ୍ତି ଏହି ଭୂକମ୍ପରେ ମୃତ୍ୟୁସଂଖ୍ୟା ୧୦୦୦ ଟପିଛି। ସେହିପରି ଆହତଙ୍କ ସଂଖ୍ୟା ୧୨୦୦...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri