Tag Archives: Home Middle

ଜି-୨୦ରେ ବିଦେଶୀ ଅତିଥିଙ୍କ ପାଇଁ ଦେଶୀ ଖାଦ୍ୟ, ଜାଣନ୍ତୁ କ’ଣ ରହିଛି ମେନୁ…

ନୂଆଦିଲ୍ଲୀ,୯ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀରେ ଅନେକ ଦେଶର ମୁଖ୍ୟମାନେ ଯୋଗଦେଇଛନ୍ତି। ଏହି ଐତିହାସିକ କାର୍ଯ୍ୟକ୍ରମରେ ଭାଗ ନେବାକୁ ଆସିଥିବା ପ୍ରତିନିଧିଙ୍କ ସ୍ବାଗତ, ରହିବା ଏବଂ ଖାଦ୍ୟ ପାଇଁ ବିଶେଷ ଯତ୍ନ ନିଆଯାଇଛି।...

ଭାରତ ମଣ୍ଡପମ୍‌ରେ ପହଞ୍ଚିଲେ ରାଷ୍ଟ୍ରପତି, ଆଉ କିଛି ସମୟ ପରେ ଆରମ୍ଭ ହେବ ଡିନର ପ୍ରୋଗ୍ରାମ

ନୂଆଦିଲ୍ଲୀ,୯ା୯: ଜି -୨୦ ଶିଖର ସମ୍ମିଳନୀରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଭାରତର ପ୍ରସ୍ତାବ ଉପରେ ଜି-୨୦ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ସମସ୍ତ ଦେଶ ନେତାଙ୍କ ଘୋଷଣାରେ ସହମତ ହୋଇଛନ୍ତି। ଏହା ଭାରତ ପାଇଁ ଏକ...

ଅକ୍ଟୋବରରେ ଶେଷ ହେବ ନଓ୍ବାଜଙ୍କ ବନବାସ: ଫେରିବେ ସ୍ବଦେଶ, ହୋଇପାରନ୍ତି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ…

ଲାହୋର,୯।୯ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଖୁବ ଶୀଘ୍ର ରାଜନୀତିରେ ପ୍ରତ୍ୟାବର୍ତ୍ତନ କରିପାରନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ନୱାଜ ସରିଫ ଆସନ୍ତା ମାସରେ ଅର୍ଥାତ ଅକ୍ଟୋବରରେ ପାକିସ୍ତାନକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। ନୱାଜ ସରିଫ ଗତ ଚାରି ବର୍ଷ ଧରି...

ବାଂଲାଦେଶ ପାଇଁ ବିଜୟ ଲକ୍ଷ୍ୟ ୨୫୮ ରନ…

କଲେମ୍ବୋ,୯।୯ : ଏସିଆ କପରେ ସୁପର ଫୋରର ଦ୍ୱିତୀୟ ମ୍ୟାଚ ଶ୍ରୀଲଙ୍କାର ଆର.ପ୍ରେମଦାସା ଷ୍ଟାଡିୟମରେ ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି। ବାଂଲାଦେଶ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଶ୍ରୀଲଙ୍କା ବ୍ୟାଟିଂ କରିବାକୁ ପଡ଼ିଆକୁ...

ଇଷ୍ଟର ସଣ୍ଡେ ଆକ୍ରମଣ ମାମଲା: ବ୍ରିଟେନ ଚ୍ୟାନେଲର ତଥ୍ୟକୁ ମନଗଢ଼ା କହିଲା ଶ୍ରୀଲଙ୍କା…

କଲମ୍ବୋ,୯।୯ : ୨୦୧୯ରେ ଶ୍ରୀଲଙ୍କାରେ ଇଷ୍ଟର ସଣ୍ଡେ ଆକ୍ରମଣ ଉପରେ ବ୍ରିଟେନ ଚ୍ୟାନେଲ ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିଥିଲା ଯେଉଁଥିରେ ତତ୍କାଳୀନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଏବଂ ମେଜର ଜେନେରାଲ ସୁରେଶ ସାଲେଙ୍କୁ ଏଥିରେ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା।...

ଭଙ୍ଗାକୋଠାର ଆର୍ବଜନା ତଳୁ ଜୀବନ ସନ୍ଧାନ ଜାରି: ମୋରୋକୋ ଭୂକମ୍ପ ମୃତ୍ୟୁ ସଂଖ୍ୟା ୮୨୦ ଛୁଇଁଲା,ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା…

ରାବାତ,୯।୯ : ଶୁକ୍ରବାର ବିଳମ୍ବିତ ରାତିରେ ମୋରୋକୋରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର ତୀବ୍ରତା ରିଚ୍ଟର ସ୍କେଲରେ ୬.୮ଥିଲା। ମୋରୋକୋର ଆଭ୍ୟନ୍ତରୀଣ ମନ୍ତ୍ରୀ କହିଛନ୍ତି ଏହି ଭୂକମ୍ପରେ ମୃତ୍ୟୁସଂଖ୍ୟା ୮୨୦ କୁ ବୃଦ୍ଧି ପାଇଛି। ସେହିପରି ଆହତଙ୍କ...

ଦକ୍ଷିଣ ଆଫ୍ରିକା ରାଜନେତା ମଙ୍ଗୋସୁଥୁ ବୁଥେଲେଜିଙ୍କ ପରଲୋକ…

ଜୋହାନ୍ସବର୍ଗ,୯।୯ : ଦକ୍ଷିଣ ଆଫ୍ରିକାର ରାଜନେତା ମଙ୍ଗୋସୁଥୁ ବୁଥେଲେଜିଙ୍କ ପରଲୋକ ଘଟିଛି ହୋଇଛି ବୋଲି ରାଷ୍ଟ୍ରପତି ରାମାଫୋସା ନିଶ୍ଚିତ କରିଛନ୍ତି। ଭେଟେରାନ ଦକ୍ଷିଣ ଆଫ୍ରିକାର ରାଜନେତା ମଙ୍ଗୋସୁଥୁ ବୁଥେଲେଜୀଙ୍କ ଶନିବାର ସକାଳେ ଦେହାନ୍ତ ହୋଇଛି। ଗତ ସପ୍ତାହରେ ଇଙ୍କଥା ଫ୍ରିଡମ...

୧୨୩ଏକର ଜାଗାରେ ବ୍ୟାପିଛି ‘ଭାରତ ମଣ୍ଡପମ’, ସିଡନୀର ଅପେରା ହାଉସ ଠାରୁ ବଡ…

ନୂଆଦିଲ୍ଲୀ,୯।୯: ଦେଶର ରାଜଧାନୀ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ଆୟୋଜିତ ହେଉଛି। ବୈଠକର ପ୍ରଥମ ଅଧିବେଶନ ଶନିବାର ଶେଷ ହୋଇଛି। ଏହି ବୈଠକରେ ଯୋଗଦେବା ପାଇଁ ସଦସ୍ୟ ଦେଶ ସମେତ ୨୯ଟି ଦେଶର ମୁଖ୍ୟ ଭାରତରେ ପହଞ୍ଚିଛନ୍ତି। ପ୍ରଗତି ମଇଦାନରେ ଅବସ୍ଥିତ...

ଜି-୨୦ ନୂଆଦିଲ୍ଲୀ ଘୋଷଣା ପତ୍ରକୁ ସହମତି: ସୂଚନା ଦେଲେ ପ୍ରଧାନମନ୍ତ୍ରୀ..

ନୂଆଦିଲ୍ଲୀ,୯।୯ : ଦିଲ୍ଲୀରେ ଚାଲିଥିବା ଜି -୨୦ ବୈଠକର ଦ୍ୱିତୀୟ ଅଧିବେଶନ ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ ଘୋଷଣା କରିଛନ୍ତି। ଦ୍ୱିତୀୟ ଅଧିବେଶନ ଆରମ୍ଭରେ ପ୍ରଧାନମନ୍ତ୍ରୀ ମୋଦି ଅତିଥି ଦେଶର ମୁଖ୍ୟମାନଙ୍କୁ ସମ୍ବୋଧିତ କରିବାବେଳେ କହିଛନ୍ତି ନୂଆଦିଲ୍ଲୀ...

ବିକ୍ରମର ଫଟୋ ଉଠାଇଲା ଚନ୍ଦ୍ରାୟାନ ୨ର ଅର୍ବିଟର

ନୂଆଦିଲ୍ଲୀ,୯।୯: ଭାରତର ମୁନ ମିଶନ ଚନ୍ଦ୍ରାୟାନ ୩ ସଫଳତାର ସହିତ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି। ପ୍ରଜ୍ଞାନ ରୋଭର ଓ ବିକ୍ରମ ଲ୍ୟାଣ୍ଡର ନିଜର ମିଶନ ସମାପ୍ତ କରି ଅନେକ ତଥ୍ୟ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)କୁ ପଠାଇଛନ୍ତି।...

ରବିବାର ଭାରତ-ପାକିସ୍ତାନ ସୁପର ୪ ମ୍ୟାଚରେ ପୁଣି ବାଧକ ହୋଇପାରେ ବର୍ଷା ! ସମ୍ଭାବନା ୯୦ ପ୍ରତିଶତ…

କଲମ୍ବୋ,୯।୯ : ଏସିଆ କପରେ ରବିବାର ଖେଳା ଯିବାକୁ ଥିବା ଭାରତ-ପାକିସ୍ତାନ ସୁପର ଫୋର ମ୍ୟାଚ ପାଇଁ ରିଜର୍ଭ ଦିନ ଘୋଷଣା ହୋଇଛି। କଲମ୍ବୋରେ ହେବାକୁ ଥିବା ଏହି ମ୍ୟାଚରେ ମଧ୍ୟ ବର୍ଷା ଆଶଙ୍କା କମିନାହିଁ। ଯେହେତୁ ବର୍ଷା ଯୋଗୁଁ...

ଦିଲ୍ଲୀରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ନାହିଁ ‘ନୋ ଫ୍ଲାଇଙ୍ଗ୍‌ ଜୋନ’ କଟକଣା

ନୂଆଦିଲ୍ଲୀ,୯।୯: ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଜି-୨୦ରେ ବିମାନ ଉଡାଣକୁ ନେଇ କଟକଣା କୋହଳ କରାଯାଇଛି। ଜି-୨୦ ଶିଖର ସମ୍ମିଳନୀରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ କିମ୍ବା ଏହାର ଆଖପାଖ ଅଞ୍ଚଳକୁ ବିମାନ ଯାତ୍ରା ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri