Tag Archives: Home Middle

ଭାରତରୁ ୟୁରୋପ ଚାଲିବ ଟ୍ରେନ: ଆମେରିକ ସାଉଦି ସହ ମିଳିତ ହୋଇ ନିର୍ମାଣ ହେବ ରେଲ ଶିପିଂ କରିଡର…

ନୂଆଦିଲ୍ଲୀ,୯।୯ : ‘ବେଲ୍ଟ ଆଣ୍ଡ ରୋଡ’ ପଦକ୍ଷେପ (ବିଆରଆଇ) ଅନ୍ତର୍ଗତ ଅନ୍ତର୍ଜାତୀୟ ବ୍ୟବସାୟରେ ନିଜର ଆଭିମୁଖ୍ୟ ପ୍ରତିଷ୍ଠା ପାଇଁ ଚାଇନା ଅନେକ ଦେଶକୁ ନିଜ ଅଧୀନରେ ନେଇଛି। ନୂଆଦିଲ୍ଲୀରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀରେ ଭାରତ ମଧ୍ୟ ଏକ ଉପଯୁକ୍ତ...

ଜି-୨୦ରେ ଭାରତର ଅଧ୍ୟକ୍ଷତା, ବିଦେଶୀ ଗଣମାଧ୍ୟମରେ ଚର୍ଚ୍ଚା

ନୂଆଦିଲ୍ଲୀ/ ମସ୍କୋ,୯।୯: ଦିଲ୍ଲୀରେ ଆରମ୍ଭ ହୋଇଯାଇଛି ଜି-୨୦ ଶିଖର ସମ୍ମିଳନୀ। ଭାରତର ଅଧ୍ୟକ୍ଷତାକୁ ନେଇ ବିଦେଶୀ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ସମୟରେ, ଋଷିଆର ଏକ ସରକାରୀ ଗଣମାଧ୍ୟମ ଭାରତ ବିରୋଧରେ ଭୁଲ ଏଜେଣ୍ଡା ପ୍ରସାରଣ କରିଥିବାରୁ...

ମୁଁ ସରକାର ନୁହେଁ ମୋର ପରିବାର ଚଳାଉଛି: ଶିବରାଜ…

ଖରଗୋନ,୯।୯ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଶନିବାର ଖରଗୋନର ସନାୱାଦରେ ପହଞ୍ଚିଛନ୍ତି। ସେ ଭାଜପାର ଜନ ଆର୍ଶିବାଦ ଯାତ୍ରାରେ ଯୋଗଦେଇ କହିଛନ୍ତି ମୁଁ ସରକାର ନୁହେଁ, ମୋର ପରିବାର ଚଳାଉଛି। ସନାତନ ଅପମାନକୁ ବରଦାସ୍ତ କରାଯିବ ନାହିଁ।...

ଆମେ କରୋନାକୁ ପରାସ୍ତ କରିଛେ, ଯୁଦ୍ଧ ଦ୍ୱାରା ସୃଷ୍ଟି ହୋଇଥିବା ଅବିଶ୍ୱାସକୁ ମଧ୍ୟ ପରାଜିତ କରି ପାରିବା : ଜି-୨୦ ରେ ମୋଦି…

ନୂଆଦିଲ୍ଲୀ,୯।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ ଜି -୨୦ ସମ୍ମିଳନୀକୁ ସମ୍ବୋଧିତ କରି ସ୍ବାଗତ ଭାଷଣ ଦେଇଛନ୍ତି। ଦେଶକୁ ଆତ୍ମବିଶ୍ୱାସର ମନ୍ତ୍ର ପ୍ରଦାନ କରୁଥିବାବେଳେ ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦି ଭାରତର ଅଧ୍ୟକ୍ଷତାରେ ‘ସବକା...

ଭାରତକୁ ପ୍ରଂଶସା ଓ ଆମେରିକାକୁ ନିନ୍ଦା କଲା ଚାଇନା ଗଣମାଧ୍ୟମ

ବେଜିଂ,୯।୯: ଜି-୨୦ ଶିଖର ସମ୍ମିଳନୀ ଦୁଇ ଦିନ ଧରି ଭାରତରେ ଅନୁଷ୍ଠିତ ହୋଇଯାଇଛି। ୩୦ଟି ଦେଶର ପ୍ରମୁଖ ରାଷ୍ଟ୍ରନେତା ବୈଠକରେ ଯୋଗ ଦେଇଛନ୍ତି। କେବଳ ଚାଇନା ଓ ଋଷିଆ ରାଷ୍ଟ୍ରପତି ସମ୍ମିଳନୀରେ ଯୋଗ ନେଇ ନାହାନ୍ତି। ତେବେ ଏହାରି ଭିତରେ...

ଅନ୍ୟ ମହିଳାଙ୍କ ସହ ସ୍ବାମୀଙ୍କ ସମ୍ପର୍କ ଅବା ଜୁଆ ଖେଳ ଅଭ୍ୟାସ ତାଙ୍କୁ ଯୌତୁକ ହତ୍ୟା ମାମଲାରେ ଅଭିଯୁକ୍ତ କରାଇବାର କାରଣ ହୋଇ ପାରିବ ନାହିଁ: ହାଇକୋର୍ଟ…

ନୂଆଦିଲ୍ଲୀ,୯।୯ : ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଅନ୍ୟ ମହିଳାଙ୍କ ସହ ସ୍ବାମୀଙ୍କ ସମ୍ପର୍କ ଅବା ଜୁଆ ଖେଳ ଅଭ୍ୟାସ ତାଙ୍କୁ ଯୌତୁକ ହତ୍ୟା ମାମଲାରେ ଅଭିଯୁକ୍ତ କରାଇବାର କାରଣ ହୋଇ ପାରିବ ନାହିଁ।...

ଉତ୍ତର କୋରିଆର ପ୍ରତିଷ୍ଠା ଦିବସରେ ଯୋଗ ଦେଲେ ଋଷିଆ, ଚାଇନା

ଉତ୍ତର କୋରିଆର ପ୍ରତିଷ୍ଠା ଦିବସରେ ଯୋଗ ଦେଲେ ଋଷିଆ ଓ ଚାଇନାରା ପ୍ରତିନିଧି। ଆମେରିକା ସହିତ ବଢୁଥିବା ମୁହାଁମୁହିଁ ପରିସ୍ଥିତି ମଧ୍ୟରେ ଉତ୍ତର କୋରିଆ ଋଷିଆ ଓ ଚାଇନା ସହ ସୁସମ୍ପର୍କ ବଢାଇବା ପାଇଁ ଉଭୟ ଦେଶର ପ୍ରତିନିଧି ଓ...

କରୋନାଠାରୁ ଲେପ୍ଟୋସ୍ପାଇରୋସିସ ଅଧିକ ବିପଜ୍ଜନକ, ବାରାଣସୀରେ ୧୦ରୁ ଅଧିକ ପିଲା ଆକ୍ରାନ୍ତ,ସତର୍କ ସୂଚନା ଜାରି…

ବାରାଣସୀ,୯।୯ : କରୋନା ଠାରୁ ଅଧିକ ବିପଜ୍ଜନକ ଲେପ୍ଟୋସ୍ପାଇରୋସିସ ବାରାଣସୀରେ ସଂକ୍ରମଣ ହେବାରେ ଲାଗିଛି। ଏହି ରୋଗ ମୂଷା ଦ୍ୱାରା ହୋଇଥାଏ। ଏହା କେବଳ ପିଲାମାନଙ୍କୁ ହୋଇଥାଏ। ଏପର୍ଯ୍ୟନ୍ତ ୧୦ ରୁ ଅଧିକ ପିଲା ଏହା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି।...

ଡିନର ପାର୍ଟିରେ ଯୋଗ ଦେବେନି ମନମୋହନ ଓ ଦେବଗୌଡା

ନୂଆଦିଲ୍ଲୀ,୯।୯: ଜି-୨୦ ସମ୍ମିଳନୀ ପାର୍ଇ ଡିନର ପାର୍ଟି ଆୟୋଜନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଯେଉଁଥିରେ ଦେଶର ଅନେକ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରୀ ମଧ୍ୟ ନିମନ୍ତ୍ରିତ ହୋଇଛନ୍ତି। ତେବେ ଡିନରରେ କଂଗ୍ରେସ ଅଧ୍ୟକ୍ଷ ତଥା ବିରୋଧୀ ଦଳର ନେତା...

ବାଂଲାଦେଶ ଦେଶ ଜିତିଲା ଟସ, ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଶ୍ରୀଲଙ୍କା…

କଲେମ୍ବୋ,୯।୯ : ଏସିଆ କପରେ ସୁପର ଫୋରର ଦ୍ୱିତୀୟ ମ୍ୟାଚ ଶ୍ରୀଲଙ୍କାର ଆର.ପ୍ରେମଦାସା ଷ୍ଟାଡିୟମରେ ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି। ସୁପର ଫୋରର ପ୍ରଥମ ମ୍ୟାଚରେ ବାଂଲାଦେଶ ଦଳ ପାକିସ୍ତାନକୁ ହରାଇଛି ଏବଂ ଫାଇନାଲ ଦୌଡ଼ରେ ଏହି ଦଳ...

ଜି-୨୦ରେ ବଡ଼ ଭୁଲ କଲା ଚାଇନା: ଏବେ ୫୫ ଦେଶରେ ବନ୍ଦ ହେବ ଆର୍ଥିକ ଅନୁପ୍ରବେଶ…

ନୂଆଦିଲ୍ଲୀ,୯।୯ : ଦିଲ୍ଲୀରେ ଆରମ୍ଭ ହୋଇଥିବା ଜି -୨୦ ବୈଠକରେ ଚାଇନା କୂଟନୈତିକ ପ୍ରସଙ୍ଗରେ ସବୁଠୁ ବଡ ଭୁଲ କରିଛି। ଏହି ଭୁଲ ଯୋଗୁଁ ଚାଇନା କେବଳ ଆଫ୍ରିକୀୟ ୟୁନିଅନର ୫୫ ଟି ଦେଶରେ ଆତ୍ମବିଶ୍ୱାସର ସଙ୍କଟର ସମ୍ମୁଖୀନ ହେବ...

ବ୍ରିଟେନ୍‌ରୁ ଫେରିବ ଛତ୍ରପତି ଶିବାଜୀଙ୍କ ସ୍ବତନ୍ତ୍ର ଅସ୍ତ୍ର ‘ବାଘ ନଖ’

ମୁମ୍ବାଇ,୯।୯: ଛତ୍ରପତି ଶିବାଜୀ ମହାରାଜଙ୍କ ସବୁଠାରୁ ସ୍ବତନ୍ତ୍ର ଅସ୍ତ୍ର ‘ବାଘ ନଖ’କୁ ଦେଶକୁ ଫେରାଇ ଆଣିବାକୁ ପ୍ରସ୍ତୁତି ଚାଲିଛି। ୬.୭ ଫୁଟ୍‌ର ଶତ୍ରୁ ଅଫଜଲ ଖାନ୍‌କୁ ହତ୍ୟା କରିବା ପାଇଁ ଶିବାଜୀ ବ୍ୟବହାର କରିଥିବା ଏହି ଅସ୍ତ୍ର ଗତ କିଛି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri