Tag Archives: Home Middle

ଜି -୨୦ ସମ୍ମିଳନୀର ପ୍ରଥମ ଦିବସ: ଉଦଘାଟନ ସମାରୋହରେ ମରକ୍କୋ ଭୂ୍‌କମ୍ପକୁ ନେଇ ଦୁଃଖ ପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୯।୯: ରାଜଧାନୀ ଦିଲ୍ଲୀରେ ଶନିବାର (ଅନୁଷ୍ଠିତ ହେବାକୁ ଥିବା ଜି -୨୦ଶିଖର ସମ୍ମିଳନୀର ପ୍ରଥମ ଦିନର ଶୁଭାରମ୍ଭ ହୋଇଛି। ଏହି ଶିଖର ସମ୍ମିଳନୀକୁ ଉଦଘାଟନ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସମଗ୍ର ବିଶ୍ୱ ତରଫରୁ ମରକ୍କୋରେ ହୋଇଥିବା...

ଭାରତ ମଣ୍ଡପମରେ ବିଶ୍ୱ ନେତାଙ୍କୁ ସ୍ବାଗତ କଲେ ମୋଦି

ନୂଆଦିଲ୍ଲୀ,୯।୯:ରାଜଧାନୀ ଦିଲ୍ଲୀରେ ଶନିବାର ସେପ୍ଟେମ୍ବର ୯ରୁ ଜି-୨୦ ସମ୍ମିଳନୀ ଆରମ୍ଭ ହୋଇଛି। ଏଥି ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି -୨୦ ସ୍ଥାନ ଭାରତ ମଣ୍ଡପରେ ପହଞ୍ଚିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ...

ମାଓ ନିଆଁରେ ନିଖୋଜ ଅଛନ୍ତି ୬୬ଜଣ

ହଓ୍ବାଇ,୯।୯: ଆମେରିକାର ହଓ୍ବାଇ ସହରର ମାଓ ଜଙ୍ଗଲରେ ଏକ ମାସ ପୂର୍ବରୁ ବ୍ୟାପକ ଅଗ୍ପିକାଣ୍ଡ ଘଟିଥିଲା। ନିଆଁରେ ଜଙ୍ଗଲର ଅଧିକାଂଶ ଭାଗ ଜଳିପଡି ପାଉଁଶ ହୋଇଯାଇଥିଲା। ତେବେ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ହଓ୍ବାଇ ସହରର ପ୍ରାୟ ୬୬ଜଣ...

୨୦୨୪ରେ ପୁଣି ଲଢିବି ନିର୍ବାଚନ: ନାନସି ପେଲୋସି

ଓ୍ବାଶିଂଟନ,୯।୯: ପ୍ରତିନିଧି ସଭାର ପୂର୍ବତନ ସ୍ପିକର ନାନସି ପେଲୋସି ଶୁକ୍ରବାର କହିଛନ୍ତି ଯେ ସେ ୨୦୨୪ରେ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଡେମୋକ୍ରାଟମାନେ କାର୍ଯ୍ୟ କରୁଥିବାରୁ ସେ କଂଗ୍ରେସ (ସଂସଦ) ରେ ଆଉ ଏକ କାର୍ଯ୍ୟକାଳ ପାଇଁ ନିର୍ବାଚନ ଲଢିବେ। ସେ...

ଜି -୨୦ ଶିଖର ସମ୍ମିଳନୀ ପାଇଁ ଆଇଜିଆଇ ବିମାନ ବନ୍ଦରରେ ୩ ଘଣ୍ଟାରେ ଲ୍ୟାଣ୍ଡ ହେଲା ୧୨ ବିମାନ, ୨୯ ଅତିଥିଙ୍କୁ କରାଗଲା ଭବ୍ୟ ସ୍ବାଗତ

ନୂଆଦିଲ୍ଲୀ,୯।୯: ଜି -୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ବିଭିନ୍ନ ଦେଶର ମୁଖ୍ୟମାନେ ଦିଲ୍ଲୀ ଆସିଛନ୍ତି। ସମସ୍ତ ରାଷ୍ଟ୍ର ମୁଖ୍ୟଙ୍କୁ ସ୍ବାଗତ କରିବା ପାଇଁ ରାଜ୍ୟ ମନ୍ତ୍ରୀଙ୍କୁ ନିୟୋଜିତ କରାଯାଇଥିଲା। ଏହି ସମୟ ମଧ୍ୟରେ ସୁରକ୍ଷା ଏଜେନ୍ସି ଦିଲ୍ଲୀ ବିମାନବନ୍ଦର...

ମରକ୍କୋ ଭୂକମ୍ପକୁ ନେଇ ଦୁଃଖ ପ୍ରକାଶ କଲେ ମୋଦି, କହିଲେ ଯୋଗାଇ ଦିଆଯିବ ଯଥା ସମ୍ଭବ ସହାୟତା

ନୂଆଦିଲ୍ଲୀ,୯।୯: ମରକ୍କୋରେ ହୋଇଥିବା ଭୂକମ୍ପକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି ଏବଂ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ସମସ୍ତ ସହାୟତା ପାଇଁ ଭରସା ଦେଇଛନ୍ତିି।ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି, ମରକ୍କୋରେ ହୋଇଥିବା ଭୂକମ୍ପ ଜନିତ କ୍ଷୟକ୍ଷତିକୁ...

ଦୂର ହେଲା ଭାରତ ଆମେରିକାର ସବୁଠାରୁ ବଡ ବିବାଦ!

ନୂଆଦିଲ୍ଲୀ,୯।୯: ଶୁକ୍ରବାର ସାରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଉଭୟ ରାଷ୍ଟ୍ର ମୁଖ୍ୟ ଦୁଇ ଦେଶ ମଧ୍ୟରେ ଘନିଷ୍ଠ ଏବଂ ସ୍ଥାୟୀ ଭାଗିଦାରୀକୁ...

ଜି୨୦ ସମିଟ୍‌ ପାଇଁ ଟ୍ରାଫିକ୍‌ କଟକଣା

ନୂଆଦିଲ୍ଲୀ,୯।୯: ଜି୨୦ ସମିଟ୍‌ ପାଇଁ ନୂଆଦିଲ୍ଲୀ ଜିଲାରେ ଶୁକ୍ରବାର ସକାଳେ ଟ୍ରାଫିକ୍‌ କଟକଣା କଡ଼ାକଡ଼ି ହୋଇଛି। ଜି୨୦ ସମ୍ମିଳନୀ ହେବାକୁ ଥିବା ସ୍ଥାନ ଓ ଅତିଥିମାନେ ରହିବାକୁ ଥିବା ହୋଟେଲ୍‌ ଅଞ୍ଚଳରେ ଔଷଧକୁ ବାଦ୍‌ଦେଲେ ଅନ୍ୟ ସମସ୍ତ ଅନ୍‌ଲାଇନ୍‌ ଡେଲିଭରି ସେବାକୁ...

ମରକ୍କୋରେ ଭୂକମ୍ପ: ଚାଲିଗଲା ୨୯୬ ଜୀବନ, ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା

ରାବତ୍‌,୯।୯: ମରକ୍କୋର ଦକ୍ଷିଣ-ପଶ୍ଚିମ ଭାଗରେ ଶୁକ୍ରବାର ୬.୮ ମ୍ୟାଗ୍ନିଚ୍ୟୁଡର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛଇ। ଯେଉଁଥିରେ ପ୍ରାୟ ୧୩୨ ଜଣ ପ୍ରାଣ ହରାଇଛନ୍ତି। ଆମେରିକାର ଜିଓଲୋଜିକାଲ ସର୍ଭେ ଦ୍ୱାରା ଏହି ସୂଚନା ଦିଆଯାଇଛି। କୁହାଯାଇଛି ଯେ, ରାତି ପ୍ରାୟ...

ମଣିପୁରରେ ପୁଣି ହିଂସାକାଣ୍ଡ: ୨ ମୃତ, ୫୦ ଆହତ

ଗୁଆହାଟୀ,୯।୯: ମଣିପୁରର ଟେଙ୍ଗନୌପାଲ ଓ କାକଚିଂ ଜିଲାରେ ଶୁକ୍ରବାର ପୁଣି ହିଂସାକାଣ୍ଡ ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫୦ ଜଣ ଆହତ ହୋଇଛନ୍ତି। ଶୁକ୍ରବାର ସକାଳୁ ପେଲଲ ସହରରେ ଆସାମ ରାଇଫଲ୍ସର ଯବାନ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଗୁଳି...

ଜି୨୦ରେ ବିଶ୍ୱନେତା

ନୂଆଦିଲ୍ଲୀ,୯ା୯: ଭାରତ ଅଧ୍ୟକ୍ଷତା କରୁଥିବା ଜି୨୦ ସମ୍ମିଳନୀରେ ଯୋଗଦେବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ୍‌ଙ୍କ ସମେତ ଅନେକ ବିଶ୍ୱନେତା ନୂଆଦିଲ୍ଲୀରେ ପହଞ୍ଚତ୍ଲେଣି। ଶନିବାର ଓ ରବିବାର ଦୁଇଦିନ ଧରି ଚାଲିବାକୁ ଥିବା ଏହି...

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ

ଅମରାବତୀ,୯।୯: ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରାଯାଇଛି। ଟିଡିପି ଏ ବିଷୟରେ ସୂଚନା ଦେଇଛି। ଦୁର୍ନୀତି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) ଶନିବାର ସକାଳେ ନାଇଡୁଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri