Tag Archives: Home Middle

ସନାତନ ବିବାଦ ନିଆଁରେ ଘିଅ ଢାଲିଲେ ଏ.ରାଜା, କହିଲେ ସନାତନ ଧର୍ମ ଏଚଆଇଭି ଅବା ଲେପର୍ସି ଭଳି…

ଚେନ୍ନାଇ,୭।୯ : ସନାତନ ଧର୍ମକୁ ନେଇ ତାମିଲନାଡୁ ସିଏମ ଏମକେ ଷ୍ଟାଲିନଙ୍କ ପୁଅ ଉଦୟାନିଧିଙ୍କ ବିବୃତ୍ତି ଉପରେ ବିବାଦ ବନ୍ଦ ହେବାର ନା ଧରୁନି। ଏହି ସମୟରେ ତାଙ୍କ ଦଳ ଡିଏମକେର ଅନ୍ୟ ଜଣେ ନେତା ଏ. ରାଜା ମଧ୍ୟ...

ଭାରତ ଆସିବା ପୂର୍ବରୁ ବାଇଡେନ କହିଲେ ଏମିତି…

ନୂଆଦିଲ୍ଲୀ/ଓ୍ବାଶିଂଟନ,୭ା୯: ଭାରତ ୯ ଏବଂ ୧୦ ସେପ୍ଟେମ୍ବରରେ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି। ଯେଉଁଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ସରିଯାଇଛି। ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି। ଜି -୨୦ ସମ୍ମିଳନୀରେ ଭାରତ ଏହାର...

ଆମେରିକା ବୈଦେଶିକ ମନ୍ତ୍ରୀଙ୍କ କିଭ୍‌ ଗସ୍ତବେଳେ ଗୁଳିମାଡ କଲା ଋଷିଆ, ୧୭ମୃତ

କିଭ୍‌,୭।୯: ପୂର୍ବ ୟୁକ୍ରେନର ଏକ ସହରର ବଜାରରେ ଋଷିଆ ଗୁଳିମାଡ କରିଛି। ସାନି ଗୁଳିମାଡରେ ୧୭ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ଅନେକ ଲୋକ ଆହତ ହୋଇଛନ୍ତି। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଋଷିଆ ବିରୋଧରେ ୟୁକ୍ରେନ ଯବାନଙ୍କୁ ସମର୍ଥନ...

ଶାଶୁ ଶ୍ୱଶୁରଙ୍କୁ ନେଇ ଗର୍ବ କରେ: ଋଷି ସୁନକ

ଇଂଲଣ୍ଡ,୭।୯: ଭାରତୀୟ ଭାବେ ନିଜକୁ ଗର୍ବିତ ଅନୁଭବ କରେ ବୋଲି କହିଛନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ। ସେ କହିଛନ୍ତ, ଯେତେବେଳେ ସେ ତାଙ୍କ ଶାଶୁ ଶ୍ୱଶୁରଙ୍କୁ ଭେଟନ୍ତି କିମ୍ବା ତାଙ୍କ ସହ ଡିନର କରନ୍ତି ସେମାନେ କେବେ ରାଜନୀତି...

ସନାତନ ବିରୋଧି ମନ୍ତବ୍ୟକୁ ଆମେ ସମର୍ଥନ କରୁନୁ, ଇଣ୍ଡିଆ ମେଣ୍ଟର ସ୍ବାର୍ଥ ପାଇଁ ଏଭଳି ମନ୍ତବ୍ୟରୁ ଦୂରେଇ ରହବା ଜରୁରୀ…

ମୁମ୍ବାଇ,୭।୯ : ତାମିଲନାଡୁର ସିଏମ ଏମ.କେ ଷ୍ଟାଲିନଙ୍କ ସନାତନ ଧର୍ମକୁ ସମାପ୍ତ କରିବା ବିବୃତ୍ତି ଉପରେ ବିବାଦ ଜାରି ରହିଛି। ବର୍ତ୍ତମାନ ଉଦୟ ବାଲା ସାହେବ ଠାକରେ ଏବଂ ଇଣ୍ଡିଆ ଆଲାଇନ୍ସର ଶିବସେନା ପକ୍ଷରୁ ମଧ୍ୟ ଏହାକୁ ସମାଲୋଚନା କରାଯାଇଛି।...

ବିବାଦ ଉଗ୍ରରୂପ ନେବା ପରେ ସନାତନ ନେଇ ମତ ରଖିଲେ ଉଦୟାନିଧି: ମୋ ମନ୍ତବ୍ୟର ଭୁଲ ଅର୍ଥ ବାହାର କରାଯାଇଛି…

ଚେନ୍ନାଇ,୭।୯ : ତାମିଲନାଡୁର କ୍ରୀଡା ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ ସନାତନ ଧର୍ମ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଉଗ୍ରରୂପ ନେବା ପରେ ଦେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, ସେ କହିଛନ୍ତି ମୋର ବିବୃତ୍ତିକୁ ଭୁଲ ବ୍ୟାଖ୍ୟା କରାଯାଇଛି...

ଯେ ପର୍ଯ୍ୟନ୍ତ ଘୃଣା ଶେଷ ନ ହୋଇଛି ଯାତ୍ରା ରହିବ ଜାରି: ରାହୁଲ…

ନୂଆଦିଲ୍ଲୀ,୭।୯ : ଗୁରୁବାର ଭାରତ ଯୋଡୋ ଯାତ୍ରା ଆରମ୍ଭ ହେବାର ପ୍ରଥମ ବାର୍ଷିକୀ । ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଦେଶରେ ଘୃଣା ଶେଷ ନହେବା ପର୍ଯ୍ୟନ୍ତ ଏହି ଯାତ୍ରା ଜାରି ରହିବ। ଭାରତ ଯୋଡୋ...

ଦେଶବାସୀଙ୍କୁ ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୭।୯ : ଜନ୍ମାଷ୍ଟମୀ ପର୍ବ ସାରା ଦେଶରେ ବଡ଼ ଉତ୍ସବରେ ପାଳନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଜନମାଷ୍ଟମୀର ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ଟୁଇଟରରେ ଲେଖିଛନ୍ତି, “ମୁଁ ଜନ୍ମାଷ୍ଟମୀର ପବିତ୍ର ପର୍ବ ଅବସରରେ ସମସ୍ତ ଦେଶବାସୀଙ୍କୁ...

ଚାଇନା ରୁଷିଆ ଜି-୨୦ ଘୋଷଣାପତ୍ରରେ ସ୍ବାକ୍ଷର କରିବା ଆଶା କମ: ଆମେରିକା…

ଓ୍ବାଶିଂଟନ,୭।୯ : ଆମେରିକା ଅନୁମାନ କରୁଛି ଚଳିତ ସପ୍ତାହରେ ଭାରତରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ସମସ୍ତ ଦେଶ ମିଳିତ ଘୋଷଣାନାମାରେ ଦସ୍ତଖତ କରିବେ। କିନ୍ତୁ ରୁଷିଆ ଏବଂ ଚାଇନା ଭଳି ଦେଶ ଏଥିରେ ସ୍ବାକ୍ଷର କରିବା ଆଶା...

ସାବାଳକ ଯୋଡ଼ା ଏକତ୍ର ରହିପାରିବେ, ମାତାପିତା କରି ପାରିବେନି ହସ୍ତକ୍ଷେପ: ଲିଭଇନ ସମ୍ପର୍କ ନେଇ ହାଇକୋର୍ଟଙ୍କ ରାୟ…

ପ୍ରୟାଗରାଜ,୭।୯ : ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିଛନ୍ତି ସାବାଳକ ଯୋଡ଼ାମାନଙ୍କର ଏକାଠି ରହିବାର ସ୍ବାଧୀନତା ରହିଛି। ପିତାମାତାଙ୍କ ସମେତ ଅନ୍ୟ କାହାର ସେମାନଙ୍କ ଶାନ୍ତିପୂର୍ଣ୍ଣ ଜୀବନରେ ହସ୍ତକ୍ଷେପ କରିବାର ଅଧିକାର ନାହିଁ। ସେମାନେ ବିଭିନ୍ନ ଜାତି କିମ୍ବା...

ୟୁକ୍ରେନକୁ ସାଢ଼େ ୧୭ କୋଟି ଡଲାର ସାମରିକ ସହାୟତା ଦେଲା ଆମେରିକା…

ଓ୍ବାଶିଂଟନ,୭।୯ : ୟୁକ୍ରେନ ପାଇଁ ଆମେରିକା ଏକ ବଡ ସାମରିକ ସହାୟତା ପ୍ୟାକେଜ ଘୋଷଣା କରିଛି। ଏହି ପ୍ୟାକେଜ ଅନ୍ତର୍ଗତ ୟୁକ୍ରେନ ଟ୍ୟାଙ୍କ ବିରୋଧୀ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ପାଇବ। ଏହି ସହାୟତା ସାଢ଼େ ୧୭ କୋଟି ଆମେରିକୀୟ ଡଲାରର...

ଖାଇବର ପାସ୍ତୁନଖ୍ବାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ: ୪ ସୈନ୍ୟ, ୧୨ ଆତଙ୍କବାଦୀ ନିହତ…

ଇସଲାମାବାଦ,୭।୯ : ପାକିସ୍ତାନର ଖାଇବର ପାସ୍ତୁନଖ୍ବାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଘଟଣାରେ ଚାରିଜଣ ପାକିସ୍ତାନୀ ସୈନିକ ଏବଂ ୧୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ସୂଚନା ସାମରିକ ବିବୃତ୍ତିରେ ଦିଆଯାଇଛି। ସେନା ମିଡିଆ ୱିଙ୍ଗ ଇଣ୍ଟର ସର୍ଭିସେସ ଲୋକସମ୍ପର୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri