Tag Archives: Home Middle

ଗାଁ ଶ୍ମଶାନରେ ସୂର୍ଯ୍ୟଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୩ା୯(ଅଶେଷନାଥ ମିଶ୍ର): ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଶେଷକୃତ୍ୟ ତାଙ୍କ ଗାଁ ଶ୍ମଶାନ ତଥା ଗଞ୍ଜାମ ଜିଲାର ଦିଗପହଣ୍ଡିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି। ସୂର୍ଯ୍ୟଙ୍କୁ ତାଙ୍କ ବଡ଼ପୁଅ ବିପ୍ଳବ ମୁଖାଗ୍ନି ଦେଇଥିଲେ। ଶହଶହ...

‘ଓ୍ବାନ ନେଶନ ଓ୍ବାନ ଏଜୁକେଶନ’ହେବା ଦରକାର: କେଜରିଓ୍ବାଲ

ନୂଆଦିଲ୍ଲୀ,୩।୯: ଲୋକ ସଭା ନିର୍ବାଚନ ପରେ ହରିୟାଣାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁ କାରଣରୁ ରାଜନୈତିକ ଦଳଗୁଡ଼ିକ ସକ୍ରିୟ ହୋଇଛନ୍ତି। ଏହି କ୍ରମରେ ଆମ ଆଦମୀ ପାର୍ଟି (ଏଏପି) ର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ...

‘ଓ୍ବାନ ନେଶନ, ଓ୍ବାନ ଇଲେକ୍ସନକୁ ନେଇ’ ଆକ୍ସନରେ କମିଟି, ରାମନାଥ କୋବିନ୍ଦଙ୍କୁ ଭେଟିଲେ ଆଇନ ମନ୍ତ୍ରଣାଳୟର ଅଧିକାରୀ

ନୂଆଦିଲ୍ଲୀ,୩।୯: ଓ୍ବାନ ନେଶନ, ଓ୍ବାନ ଇଲେକ୍ସନ ଉପରେ ସାରା ଦେଶରେ ଏକ ନୂଆ ଆଲୋଚନା ଆରମ୍ଭ ହୋଇଛି। ଏହି ସମୟରେ ଆଇନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ରବିବାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି। କୋବିନ୍ଦ ଲୋକ ସଭା, ରାଜ୍ୟ...

ଜି-୨୦ର ଶେଷ ଶେରପା ବୈଠକରେ ଦେଖିବାକୁ ମିଳିବ ମଓ୍ବୋତ ସଂସ୍କୃତିର ଝଲକ, ବିଦେଶୀ ଅତିଥିଙ୍କ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି

ନୂଆଦିଲ୍ଲୀ,୩।୯: ହରିୟାଣାର ନୁହୁ ଜିଲାର ତାୱଡୁ ସବ-ଡିଭିଜନ ଅନ୍ତର୍ଗତ କୋଟା-ସାରାଇ ସୀମାନ୍ତ ଗ୍ରାମରେ ଅବସ୍ଥିତ ଆଇଟିସି ଗ୍ରାଣ୍ଡ ଭାରତ ହୋଟେଲରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ଶେରପା ବୈଠକରେ ବିଦେଶୀ ଅତିଥିମାନେ ସିଧାସଳଖ ମେୱାତି ସଂସ୍କୃତିର...

‘ଇଣ୍ଡିଆ’ ଗୋଷ୍ଠୀ ହିନ୍ଦୁତ୍ୱକୁ ଘୃଣା କରୁଛି: ଶାହା

ନୂଆଦିଲ୍ଲୀ,୩ା୯: କେନ୍ଦ୍ର ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହା ରବିବାର ଡିଏମକେ ନେତା ତଥା ଏହାର ‘ଇଣ୍ଡିଆ’ ସହଯୋଗୀ ପାର୍ଟି କଂଗ୍ରେସ ‘ସନାତନ ଧର୍ମ’କୁ ନଷ୍ଟ କରିବା କଥା କହୁଥିବା ବେଳେ ରାହୁଲ ଗାନ୍ଧୀଙ୍କୁ ହିନ୍ଦୁ ସଂଗଠନ ସହ ତୁଳନା କରିବା...

ଉଦୟନିଧି ଷ୍ଟାଲିନଙ୍କ ବୟାନକୁ ନେଇ ନଡ୍ଡା କହିଲେ, ‘ଏହା ସନାତନ ଧର୍ମକୁ ଶେଷ କରିବାର ରଣନୀତି’

ନୂଆଦିଲ୍ଲୀ,୩।୯: ଭାରତୀୟ ଜନତା ପାର୍ଟି (ଭାଜପା) ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦାବି କରିଛନ୍ତି ଯେ ଖୁବ ଶୀଘ୍ର ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ଭାବରେ ଉଭା ହେବ। ମଧ୍ୟପ୍ରଦେଶର ଚିତ୍ରକୋଟରେ ‘ଜନ ଆର୍ଶିବାଦ ଯାତ୍ରା’ରେ ଜନତାଙ୍କୁ...

ଚାଇନା, ପାକିସ୍ତାନକୁ କଡ଼ା ସମାଲୋଚନା କଲେ ମୋଦି

ନୂଆଦିଲ୍ଲୀ,୩ା୯: ଚଳିତମାସ ୯-୧୦ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନା ଏବଂ ପାକିସ୍ତାନକୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଦୁଇଟି ଶବ୍ଦରେ କହିଛନ୍ତି ଯେ, ଏହି ଦେଶରେ...

ଜାଲନା ହିଂସାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଆଦିତ୍ୟ ଠାକରେ, କହିଲେ ଇସ୍ତଫା ଦେଇଦେବା ଭଲ

ମୁମ୍ବାଇ,୩।୯: ମହାରାଷ୍ଟ୍ରର ଜାଲନାରେ ମରାଠା ସଂରକ୍ଷଣ ଆନ୍ଦୋଳନ ଶୁକ୍ରବାର ହିଂସାତ୍ମକ ରୂପ ନେଇଛି। ଏହି ଆନ୍ଦୋଳନରେ ୩୮ଜଣ ପୋଲିସ କର୍ମଚାରୀଙ୍କ ସମେତ ଅନେକ ଲୋକ ଆହତ ହୋଇଥିଲେ। ଏଥି ସହିତ, ଶନିବାର ଅପରାହ୍ନ ପର୍ଯ୍ୟନ୍ତ ୩୬୦ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ...

ସୂର୍ଯ୍ୟଙ୍କୁ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଦିଆଗଲା ଗାର୍ଡ ଅଫ୍‌ ଅନର

ଭୁବନେଶ୍ୱର,୩ା୯: ଶନିବାର ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦେହାନ୍ତ ହୋଇଥିଲା। ତେବେ ଆଜି ତାଙ୍କ ନୟାପଲ୍ଲୀସ୍ଥିତ ବାସଭବନରେ ଶେଷ ଦର୍ଶନ ପରେ ତାଙ୍କ ପାର୍ଥିବ ଶରୀରକୁ ଶଙ୍ଖ ଭବନ ନିଆଯାଇଥିଲା। ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବର୍ଗତଃ ପାତ୍ରଙ୍କ ଶେଷ...

ଉତ୍ତର ପ୍ରଦେଶ ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷିତ

ଲକ୍ଷ୍ନୌ,୩।୯: ଉତ୍ତର ପ୍ରଦେଶରେ ରାଜ୍ୟ ସଭାର ଗୋଟିଏ ଖାଲି ଆସନ ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା)ନିଜର ପ୍ରାର୍ଥୀ ଘୋଷଣା କରିଛି। ଭାଜପା ଦୀନେଶ ଶର୍ମାଙ୍କୁ ପ୍ରାର୍ଥୀ କରିଛି। ସୂଚନାଯୋଗ୍ୟ ଯେ, ଦଳର ବରିଷ୍ଠ ନେତା ହରିଦ୍ୱାର ଦୁବେଙ୍କ ମୃତ୍ୟୁ କାରଣରୁ...

ଇସ୍ରାଏଲରେ ଗୋଷ୍ଠୀ ସଂଘର୍ଷ, ୧୨ରୁ ଊର୍ଦ୍ଧ୍ୱ ଆହତ

ଜେରୁଜେଲମ,୩ା୯: ଇସ୍ରାଏଲର ରାଜଧାନୀ ତେଲ ଅଭିବ୍‌ରେ ଏକ ବଡ଼ ଧରଣର ହିଂସାକାଣ୍ଡ ଘଟିଛି। ଏହି ହିଂସାକାଣ୍ଡରେ ଇରିଟ୍ରିଆନ ସରକାରଙ୍କ ଶତାଧିକ ସମର୍ଥକ ଏବଂ ବିରୋଧୀ ପରସ୍ପର ସହ ଇସ୍ରାଏଲ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ ତେଲ ଅଭିବ୍‌...

ଜି-୨୦କୁ ନେଇ ଚାଇନାର ଅଭିଯୋଗକୁ ଖଣ୍ଡନ କଲା ଭାରତ…

ନୂଆଦିଲ୍ଲୀ, ୩।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ପ୍ରତ୍ୟେକ ଭାଗରେ ଜି-୨୦ ବୈଠକ ଅନୁଷ୍ଠିତ ହେବା ସ୍ବାଭାବିକ। ଅରୁଣାଚଳ ପ୍ରଦେଶ ଏବଂ କ୍‌ଶ୍ମୀରରେ ଜି -୨୦ ବୈଠକ ଆୟୋଜନ ଉପରେ ଚାଇନାର ଆପତ୍ତିକୁ ପ୍ରଧାନମନ୍ତ୍ରୀ ଖଣ୍ଠନ କରିଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri