Tag Archives: Home Middle

ଇଣ୍ଡିଆ ସମନ୍ବୟ କମିଟି: ୧୩ ଜଣ ସଦସ୍ୟ ସାମିଲ…

ମୁମ୍ବାଇ,୨।୯ : ୨୦୨୪ ଲୋକସଭା ନିର୍ବାଚନରେ ଏନଡିଏର ମୁକାବିଲା ପାଇଁ ରଣନୀତି ଉପରେ ଆଲୋଚନା ପାଇଁ ମୁମ୍ବାଇରେ ଇଣ୍ଡିଆ ମେଣ୍ଟର ମିଳିତ ୨ ଦିନିଆ ବୈଠକ ଚାଲିଛି। ମୁମ୍ବାଇର ଗ୍ରାଣ୍ଡ ହୟାତ ହୋଟେଲରେ ଚାଲିଥିବା ବୈଠକର ଦ୍ୱିତୀୟ ଦିନରେ ନେତାମାନେ...

ଚନ୍ଦ୍ରରେ ବିଜୟ ଓ ସୂର୍ଯ୍ୟ ନମସ୍କାର ପରେ ଇସ୍ରୋର ପରବର୍ତ୍ତୀ ମିଶନ ‘ଏକ୍ସ-ରେ ପୋଲାରିମିଟର ସାଟେଲାଇଟ’

ବେଙ୍ଗାଲୁରୁ,୨।୯: ଚନ୍ଦ୍ରାୟାନ ୩ ଓ ଆଦିତ୍ୟ-ଏଲ୍‌୧ ପରେ ଇସ୍ରୋ ପରବର୍ତ୍ତୀ ମିଶନକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛି। ଶନିବାର ଇସ୍ରୋ ଦ୍ୱାରା ଆଦିତ୍ୟ-ଏଲ୍‌୧କୁ ସଫଳତାର ସହ ଉତକ୍ଷେପଣ କରାଯାଇଥିଲା। ତେବେ ଆସନ୍ତା ବର୍ଷ ଗଗନାୟନ ମିଶନ ବିଷୟରେ ତ ଆମେ...

ଏକ ଦେଶ-ଏକ ନିର୍ବାଚନ ସପକ୍ଷରେ ଓ୍ବାଇଏସଆରସିପି ମହା ସଚିବ ବିଜୟସାଇ ରେଡ୍ଡୀ…

ହାଇଦ୍ରାବାଦ,୨।୯ : ଯୁବଜନ ଶ୍ରମିକ ରାଇଥୁ କଂଗ୍ରେସ ପାର୍ଟି (ଓ୍ବାଇଏସଆରସିପି ) ସାଧାରଣ ସଚିବ ଭି ବିଜୟସାଇ ରେଡ୍ଡୀ ଶନିବାର ଏକ ଦେଶ-ଏକ ନିର୍ବାଚନ ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଏହା ଦ୍ୱାରା ଦେଶର ହଜାର ହଜାର କୋଟି...

କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ହେବ ୪ ପ୍ରତିଶତ ବୃଦ୍ଧି !…

କୋଲକାତା,୨।୯ : କେନ୍ଦ୍ର ସରକାରରେ ଏକ କୋଟିରୁ ଅଧିକ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଖୁସି ଖବର ରହିଛି। ଜୁଲାଇ ୧ ରୁ ମହଙ୍ଗା ଭତ୍ତା (ଡିଏ) ଏବଂ ପ୍ରିୟତା ରିଲିଫ (ଡିଆର) ରେ ଚାରି ପ୍ରତିଶତ ବୃଦ୍ଧି ପ୍ରାୟ...

‘ବହୁ ବିବାହ’ ଉପରେ ଲାଗିବ ପ୍ରତିବନ୍ଧକ, ୪୫ଦିନ ମଧ୍ୟରେ ଆସିବ ବିଲ୍‌

ନୂଆଦିଲ୍ଲୀ,୨।୯: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ବହୁ ବିବାହ ପ୍ରଥା ବିରୋଧରେ ଆଇନ ଆଣିବାକୁ ଯାଉଛନ୍ତି। ବହୁ ବିବାହ ପ୍ରଥା ଉପରେ ରୋକ୍‌ ଲଗାଇବା ପାଇଁ ଖୁବଶୀଘ୍ର ବିଲ ପ୍ରସ୍ତୁତ କରୁଛନ୍ତ ସରକାର। ଏ ବାବଦରେ ଜାରି କରାଯାଇଥିବା...

ଏସିଆ କପ: ପାକିସ୍ତାନ ବିରୋଧରେ ଭାରତ ଜିତିଲା ଟସ,ପ୍ରଥମେ ବ୍ୟାଟିଂ…

କାଣ୍ଡି,୨।୯ : ଶନିବାର (ସେପ୍ଟେମ୍ବର ୨) ଏସିଆ କପର ତୃତୀୟ ମ୍ୟାଚରେ ଭାରତ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ଶ୍ରୀଲଙ୍କାର କାଣ୍ଡିର ପଲେକଲେ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି। ଗ୍ରୁପ ଏରେ ଏହି ସଂସ୍କରଣରେ ଏହା ହେଉଛି...

ପାକିସ୍ତାନୀ ସୈନ୍ୟ ଆତଙ୍କବାଦୀ ମୁହାଁମୁହିଁ: ମେଜର ସମେତ ୨ ଜଣ ମୃତ…

ଇସଲାମାବାଦ,୨।୯ : ଆଫଗାନିସ୍ତାନ ସୀମାବର୍ତ୍ତୀ ଉତ୍ତର-ପଶ୍ଚିମ ଆଦିବାସୀ ଜିଲାରେ ମାଓବାଦୀଙ୍କ ସହ ଗୁଳି ବିନିମୟରେ ଜଣେ ପାକିସ୍ତାନୀ ସେନା ପ୍ରମୁଖ ଏବଂ ଜଣେ ସୈନିକଙ୍କ ମୃତ୍ୟୁ ଘଟିଛି। ଖାଇବର ପାସ୍ତୁନଖ୍ବା ପ୍ରଦେଶରେ ନିଷିଦ୍ଧ ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ସନ୍ତ୍ରାସବାଦୀ ଗୋଷ୍ଠୀ...

ନିଜ ମନ୍ତ୍ରୀମାନଙ୍କ ପାଇଁ ୩୩ଟି ଦାମୀ ଗାଡି କିଣିବେ ସିଦ୍ଧରମେୟା ସରକାର

ବେଙ୍ଗାଲୁରୁ,୨।୯: ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କର୍ନାଟକର ୭୫ ପ୍ରତିଶତ ମରୁଡ଼ି ପରିସ୍ଥିତିର ସମ୍ମୁଖୀନ ହେବା ସହ ରାଜ୍ୟ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। କିନ୍ତୁ ଏପରି ସମୟରେ କର୍ନାଟକ ସରକାର ନିଜ ମନ୍ତ୍ରୀଙ୍କ ପାଇଁ ୩୩ଟି ବିଳାସପୂର୍ଣ୍ଣ...

ଚାଇନା ପାଖରେ ବିଶ୍ୱର ସର୍ବବୃହତ ନୌସେନା…

ବେଜିଂ,୨।୯: ଚାଇନା ବିଶ୍ୱର ସର୍ବବୃହତ ନୌସେନା ରହିଛି। ଯେଉଁଥିରେ ୩୪୦ ରୁ ଅଧିକ ଯୁଦ୍ଧ ଜାହାଜ ଅନ୍ତର୍ଭୁକ୍ତ ଅଛି। ଏହାକୁ ଗୀନ ଓ୍ବାଟର ସେନା ଭାବରେ ବିବେଚନା କରାଯାଇଥାଏ। ଏହା ପ୍ରାୟତଃ ଦେଶର ଉପକୂଳରେ କାର୍ଯ୍ୟ କରିଥାଏ, କିନ୍ତୁ ଚାଇନାର...

ଖୁବଶୀଘ୍ର ‘ସ୍ଲିପ୍‌’ ମୋଡ୍‌କୁ ଯିବେ ପ୍ରଜ୍ଞାନ, ବିକ୍ରମ

ବେଙ୍ଗାଲୁରୁ,୨।୯: ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ)ର ଅଧ୍ୟକ୍ଷ ଏସ ସୋମନାଥ ଚନ୍ଦ୍ରାୟାନ ୩ମିଶନର ରୋଭର ପ୍ରଜ୍ଞାନ ଓ ଲ୍ୟାଣ୍ଡର୍‌ ବିକ୍ରମ ଠିକ୍‌ ରୂପେ କାମ କରୁଛନ୍ତି ବୋଲି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରଜ୍ଞାନ ଲ୍ୟାଣ୍ଡର୍‌ ଠାରୁ ପ୍ରାୟ...

ଦେଶର ପ୍ରଥମ ସୋଲାର ମିଶନ ଲଞ୍ଚିଂ ସଫଳ, ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨।୯: ଇସ୍ରୋର ସୂର୍ଯ୍ୟ ମିଶନ ଆଦିତ୍ୟ- ଏଲ ୧ର ସଫଳ ଲଞ୍ଚିଂ ଅବସରରେ ପୂର୍ବତନ ଇସ୍ରୋ ଅଧ୍ୟକ୍ଷ ଜି ମାଧବନ ନାୟାର କହିଛନ୍ତି, PSLV XL ପୂର୍ବପରି ନିଜର କାର୍ଯ୍ୟ କରିସାରିଛି। ଏହାର ଏକ ସଠିକ ପଥ ଥିଲା ଏବଂ...

ଛୁଟିଦିନରେ ବି ଦେଶସେବା କରିବେ ଭାରତୀୟ ଯବାନ

ନୂଆଦିଲ୍ଲୀ,୨।୯: ଭାରତୀୟ ସେନାର ଯବାନମାନେ ଛୁଟିଦିନରେ ମଧ୍ୟ ଦେଶ ସେବାରେ ନିୟୋଜିତ ରହିବେ। ଯବାନମାନେ ଛୁଟି ସମୟରେ ସାମାଜିକ ସେବାରେ ଅଂଶଗ୍ରହଣ କରନ୍ତୁ ବୋଲି ଆଶା ପ୍ରକାଶ କରିଛି ଭାରତୀୟ ସେନା। ଦେଶର ସମସ୍ତ ସେନା ବାହିନୀକୁ ସେମାନଙ୍କ ମତାମତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri