Tag Archives: Home Middle

ଅରବିନ୍ଦର ସିଂ ଲଭଲି ହେଲେ ଦିଲ୍ଲୀ କଂଗ୍ରେସର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ,୩୧।୮: କଂଗ୍ରେସ ଗୁରୁବାର ଦିଲ୍ଲୀର ନୂତନ ଅଧ୍ୟକ୍ଷ ଘୋଷଣା କରିଛି। ଦଳ ଏବେ ଏହି ଦାୟିତ୍ୱ ଅନୀଲ ଚୌଧୁରୀଙ୍କ ସ୍ଥାନରେ ଅରବିନ୍ଦର ସିଂ ଲଭଲିଙ୍କୁ ଦେଇଛି। ଏନେଇ କଂଗ୍ରେସ ସୋସିଆଲ ମିଡିଆ ସାଇଟ ‘ଏକ୍ସ’ ସୂଚନା ଦେଇଛି। କଂଗ୍ରେସ ଏକ...

ତାଣ୍ଡବ ରଚିଲା ‘ଇଡାଲିଆ’: ୮୫୦ରୁ ଅଧିକ ବିମାନ ଉଡ଼ାଣ ବାତିଲ

ଓ୍ବାଶିଂଟନ,୩୧ା୮: ଆମେରିକାର ଫ୍ଲୋରିଡାରେ ଭୟଙ୍କର ସାମୁଦ୍ରିକ ଝଡ଼ ‘ଇଡାଲିଆ’ ବ୍ୟାପକ କ୍ଷତି ଘଟାଇଛି। ଗଲ୍ଫ କୋଷ୍ଟରେ ୫ ମିଟର ପର୍ଯ୍ୟନ୍ତ ଉପକୂଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ପୂର୍ବାନୁମାନ କରାଯାଇଥିଲା। ପ୍ରବଳ ପବନ ଯୋଗୁ ଶହଶହ ଘର ନଷ୍ଟ କରି...

ଆମ ପ୍ରଧାନମନ୍ତ୍ରୀ ମୋଦି ଜିଙ୍କ ଠାରୁ ଅଧିକ ସଚ୍ଚୋଟ ହେବେ:ତେଜସ୍ବୀ

ମୁମ୍ବାଇ,୩୧।୮: ମୁମ୍ବାଇରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ତୃତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ପୂର୍ବରୁ ତାଙ୍କ ପିତା ଲାଲୁ ପ୍ରସାଦ ଯାଦବଙ୍କ ସହ ମୁମ୍ବାଇରେ ପହଞ୍ଚିଥିବା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ପ୍ରସାଦ ଯାଦବ କହିଛନ୍ତି ଯେ, ମୋଦିଙ୍କ ଅପେକ୍ଷା...

ଅକ୍ସାଇ ଚୀନରେ ଚାଇନା ବଙ୍କର

ନୂଆଦିଲ୍ଲୀ,୩୧ା୮: ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ଠାରୁ ୭୦ କି.ମି. ଦୂରରେ ଅବସ୍ଥିତ ଅକ୍ସାଇ ଚୀନକୁ ଆକାଶମାର୍ଗ ଆକ୍ରମଣରୁ ରକ୍ଷା କରିବା ପାଇଁ ସେଠାରେ ବଙ୍କର ଓ ଭୂତଳ ଭିତ୍ତିଭୂମି ନିର୍ମାଣ କରିଚାଲିଛି ଚାଇନାର ପିପୁଲ୍ସ ଲିବରେଶନ୍‌ ଆର୍ମି (ପିଏଲ୍‌ଏ)। ଅକ୍ସାଇ ଚୀନର...

୫ ରାଜ୍ୟରେ ବିଧାନସଭା ନିର୍ବାଚନ, ସେପ୍ଟେମ୍ବର ଶେଷ ସୁଦ୍ଧା ହୋଇପାରେ ଘୋଷଣା

ନୂଆଦିଲ୍ଲୀ,୩୦ା୮: ରାଜନୈତିକ ଦଳଗୁଡ଼ିକ ସହିତ ମଧ୍ୟପ୍ରଦେଶ, ଛତିଶଗଡ଼ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ସମ୍ପର୍କରେ ନିର୍ବାଚନ ଆୟୋଗ ମଧ୍ୟ ସକ୍ରିୟ ହୋଇଛନ୍ତି। ନିର୍ବାଚନ କମିଶନ ଏହି ସମସ୍ତ ରାଜ୍ୟରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନ କମିଶନ...

ବନ୍ଦ ରହିବ ରାଜଧାନୀର ଏହି ୧୨ ରାସ୍ତା

ନୂଆଦିଲ୍ଲୀ,୩୦ା୮: ସେପ୍ଟେମ୍ବର ୮ରୁ ୧୦ପର୍ଯ୍ୟନ୍ତ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ସମ୍ମିଳନୀ ଯୋଗୁ ଦିଲ୍ଲୀ ପୋଲିସ ସମେତ ବିଭିନ୍ନ ସୁରକ୍ଷା ଏଜେନ୍ସି ଟ୍ରାଫିକ ପାଇଁ ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ସମ୍ମିଳନୀ ସମ୍ବନ୍ଧରେ ସାଧାରଣ...

୩ରେ ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩୦ା୮(ଅନିଲ ଦାସ): ଉତ୍ତର ପୂର୍ବ ବଙ୍ଗୋପସାଗରରେ ବୁଧବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୩ ତାରିଖରେ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ପ୍ରଭାବରୁ ସେପ୍ଟେମ୍ବର ୨ରୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ୩...

ସ୍ତ୍ରୀଙ୍କୁ ବିବାହ ବାର୍ଷିକୀରେ ଏକେ-୪୭ ରାଇଫଲ ଉପହାର ଦେଇ ବିବାଦରେ ନେତା

କୋଲକାତା,୩୦ା୮: ତୃଣମୂଳ କଂଗ୍ରେସ (ଟିଏମସି)ର ପୂର୍ବତନ ନେତା ରିଆଜୁଲ ହକ୍‌ ପ୍ରଥମ ବିବାହ ବାର୍ଷିକୀରେ ସ୍ତ୍ରୀଙ୍କୁ ଏକ ଏକେ-୪୭ ରାଇଫଲ ଉପହାର ଦେଇଥିବା ବେଳେ ଏହାକୁ ନେଇ ବିବାଦ ଲାଗି ରହିଛି। ସୋସିଆଲ ମିଡିଆରେ ରିଆଜୁଲଙ୍କ ସ୍ତ୍ରୀ ସାବିନା ୟାସମିନଙ୍କ...

ବିଗ୍‌-ବି’ଙ୍କ ହାତରେ ରାଖୀ ବାନ୍ଧିଲେ ମମତା

ମୁମ୍ବାଇ: ଆଜି ଅର୍ଥାତ୍‌ ଅଗଷ୍ଟ ୩୦ରେ ସାରା ଦେଶରେ ରକ୍ଷାବନ୍ଧନ ଉତ୍ସବ ପାଳନ କରାଯାଉଛି। ରାଖୀ ହେଉଛି ଭଉଣୀ-ଭାଇଙ୍କ ମଧ୍ୟରେ ସ୍ନେହ, ଶ୍ରଦ୍ଧା ଏବଂ ଭଲପାଇବାର ପ୍ରତୀକ। ଏହି ଅବସରରେ ଭଉଣୀମାନେ ସମସ୍ତ ଭାଇଙ୍କୁ ରାଖୀ ବାନ୍ଧନ୍ତି ଏବଂ ସେମାନଙ୍କୁ...

ବର୍ଷକ ମଧ୍ୟରେ କାନାଡା ଯାଇଛନ୍ତି ୧୫୦୦୦ ଭାରତୀୟ, କାରଣ ଜାଣିଲେ…

ଓଟାଓ୍ବା,୩୦ା୮: ଭାରତରେ ଚାକିରି ସଙ୍କଟ ମଧ୍ୟରେ ଗତ ଏକ ବର୍ଷରେ ୧୫୦୦୦ରୁ ଅଧିକ ବୈଷୟିକ କର୍ମଚାରୀ କାନାଡାରେ ପହଞ୍ଚଛନ୍ତି। ରିପୋର୍ଟ ଅନୁଯାୟୀ, ଏପ୍ରିଲ ୨୦୨୨ରୁ ମାର୍ଚ୍ଚ ୨୦୨୩ ମଧ୍ୟରେ ୧୫୦୦୦ରୁ ଅଧିକ ବୈଷୟିକ କର୍ମଚାରୀ ଚାକିରି ଖୋଜିବା ପାଇଁ କାନାଡା...

ଏଣିକି ୟୁପିଆଇ ବ୍ୟବହାର କରିବ ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ,୩୦।୮: ସିଙ୍ଗାପୁର ଏବଂ ଅନ୍ୟାନ୍ୟ ଦେଶ ପରି ବର୍ତ୍ତମାନ ନ୍ୟୁଜିଲାଣ୍ଡ ମଧ୍ୟ ଭାରତ ସହ ବ୍ୟବସାୟ ପାଇଁ ୟୁପିଆଇ ବ୍ୟବହାର କରିବ। ସହଜ ଉପାୟରେ ବ୍ୟବସାୟ ପାଇଁ ଏହା ୟୁପିଆଇ ଆରମ୍ଭକୁ ନେଇ ଭାରତ ସହିତ ପ୍ରାଥମିକ ଆଲୋଚନାରେ କରିଛି...

ଆସୁଛି ବଡ଼ ବିପର୍ଯ୍ୟୟ

ଓ୍ବାଶିଂଟନ,୩୦ା୮: ସମ୍ଭାବ୍ୟ ଝଡ଼ ‘ଇଡାଲିଆ’ ଫ୍ଲୋରିଡ଼ାଠାରେ ବ୍ୟାପକ କ୍ଷତି ଘଟାଇବାର ଆଶଙ୍କା ସୃଷ୍ଟି ହୋଇଛି। ଏହି ଘୂର୍ଣ୍ଣିବଳୟ ବିପଦପୂର୍ଣ୍ଣ ବର୍ଗ-୪କୁ ବୃଦ୍ଧି ପାଇଛି। ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବେଗରେ ପବନ ବହିବା ସହ ଫ୍ଲୋରିଡାର ପଶ୍ଚିମ କୂଳରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri