Tag Archives: Home Middle

ଚାଇନା ଯିବେ ପୁଟିନ୍‌, ଗିରଫ ପରୱାନା ଜାରି ହେବା ପରେ ଏହା ହେବ ପ୍ରଥମ ବିଦେଶ ଯାତ୍ରା

ମସ୍କୋ,୩୦।୮: ବ୍ରିକ୍ସ ପରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ମଧ୍ୟ ଭାରତରେ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ଭାଗ ନେଉନାହାଁନ୍ତି। ସେ ୟୁକ୍ରେନ ଯୁଦ୍ଧ ଯୋଗୁ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ...

ଭାରତୀୟ ଉଚ୍ଚ ଆୟୋଗ ଉପରେ ଖଲିସ୍ଥାନୀଙ୍କ ଆକ୍ରମଣକୁ ନିନ୍ଦା କଲେ ବ୍ରିଟେନ ମନ୍ତ୍ରୀ

ଲଣ୍ଡନ,୩୦।୮: ମାର୍ଚ୍ଚରେ ଲଣ୍ଡନସ୍ଥିତ ଭାରତୀୟ ଉଚ୍ଚ ଆୟୋଗ ଉପରେ ଖଲିସ୍ତାନ ଉଗ୍ରବାଦୀ ସମର୍ଥକଙ୍କ ଆକ୍ରମଣକୁ ବ୍ରିଟେନର ବାଣିଜ୍ୟ ମନ୍ତ୍ରୀ କେମି ବ୍ୟାଣ୍ଡେନୋଚ ନିନ୍ଦା କରିଛନ୍ତି। ସମସ୍ତ କୂଟନୀତିଜ୍ଞଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ବ୍ରିଟିଶ ସରକାର ପ୍ରତିବଦ୍ଧ ବୋଲି ବାଣିଜ୍ୟ ମନ୍ତ୍ରୀ...

ମୁମ୍ବାଇ ବୈଠକର କାର୍ଯ୍ୟସୂଚୀକୁ ପ୍ରକାଶ କଲା ‘ଇଣ୍ଡିଆ’

ନୂଆଦିଲ୍ଲୀ,୩୦।୮: ‘ଇଣ୍ଡିଆ’ ମେଣ୍ଟ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ବିରୋଧୀ ଦଳର ବୈଠକର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀକୁ ପ୍ରକାଶ କରିଛି। ଅଗଷ୍ଟ ୩୧ ରୁ ସେପ୍ଟେମ୍ବର ୧ରେ ମୁମ୍ବାଇର ଗ୍ରାଣ୍ଡ ହୟାତ୍‌ ହୋଟେଲରେ ଏହି ବୈଠକ ଅନୁଷ୍ଠିତ ହେବ । କାର୍ଯ୍ୟସୂଚୀ...

ଏସିଆ କପ ୨୦୨୩: ଆଜି ନେପାଳକୁ ଭେଟିବ ପାକିସ୍ତାନ

ମୁଲତାନ,୩୦।୮: ଏସିଆ କପ ୨୦୨୩ର ପ୍ରଥମ ମ୍ୟାଚ ବୁଧବାର ଖେଳାଯିବ। ପ୍ରଥମ ମ୍ୟାଚରେ ନେପାଳ ପାକିସ୍ତାନକୁ ଭେଟିବ। ପାକିସ୍ତାନ ଏବଂ ନେପାଳ ମଧ୍ୟରେ ମ୍ୟାଚ ମୁଲତାନରେ ଖେଳାଯିବ। ଏଥି ସହିତ, ଏହି ମ୍ୟାଚ ଭାରତୀୟ ସମୟ ଅପରାହ୍ନ ୩ଟାରୁ ଆରମ୍ଭ...

ମୁଁ ସର୍ବଦା କହୁଛି ପ୍ରଧାନମନ୍ତ୍ରୀ ମିଛ କହୁଛନ୍ତି: ଚାଇନାର ମ୍ୟାପ୍‌ ବିବାଦକୁ ନେଇ କହିଲେ ରାହୁଲ

ନୂଆଦିଲ୍ଲୀ,୩୦।୮: ଚାଇନା ସୋମବାର ଆନୁଷ୍ଠାନିକ ଭାବେ ଏହାର ‘ଷ୍ଟାଣ୍ଡାର୍ଡ ମ୍ୟାପ୍‌’ ୨୦୨୩ ସଂସ୍କରଣ ଜାରି କରିଛି। ଏଥିରେ ଅରୁଣାଚଳ ପ୍ରଦେଶ ଓ ଅକ୍ସାଇକୁ ନିଜ ଭୂଖଣ୍ଡର ଅଂଶ ବୋଲି ଦାବି କରିଛି। ଯାହାକୁ ନେଇ ଭାରତ ଅସନ୍ତୋଷ ବ୍ୟକ୍ତ କରିଛି।...

ଆଜି କର୍ନାଟକ ଗସ୍ତ କରିବେ ରାହୁଲ, ରାଜ୍ୟ ସରକାରଙ୍କ ଗୃହଲକ୍ଷ୍ମୀ ଯୋଜନାର କରିବେ ଶୁଭାରମ୍ଭ

ନୂଆଦିଲ୍ଲୀ,୩୦।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର କର୍ନାଟକ ଗସ୍ତ କରିବେ। ସେ ମୈଶୁରରେ ରାଜ୍ୟ ସରକାରଙ୍କ ଗୃହଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବେ। ଏହି ଯୋଜନା ଶୁଭାରମ୍ଭ ହେବା ପରେ ଘରର ମହିଳା ମୁଖ୍ୟଙ୍କୁ ମାସକୁ ୨୦୦୦ ଟଙ୍କା ସହାୟତା...

କଶ୍ମୀରକୁ କେବେ ଫେରାଇବ ରାଜ୍ୟ ମାନ୍ୟତା

ନୂଆଦିଲ୍ଲୀ,୩୦ା୮: ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା କେବେ ଫେରାଇବ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଏଥିସହ ଏ ସଂକ୍ରାନ୍ତ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୩୧ ସୁଦ୍ଧା ଏହା ଉପରେ ବିସ୍ତୃତ...

ମହିଳାଙ୍କ ମସ୍ତିଷ୍କରୁ ବାହାରିଲା ୮ ସେମି ଲମ୍ବ ପୋକ…

ସିଡନୀ,୨୯।୮ : ଜଣେ ମହିଳାଙ୍କ ମସ୍ତିଷ୍କରେ ଆଠ ସେମି ଲମ୍ବ ଜୀବନ୍ତ ପରଜୀବୀ (ପୋକ) ପାଇ ଅଷ୍ଟ୍ରେଲିୟ ନ୍ୟୁରୋ ସର୍ଜନମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ମହିଳାଙ୍କଠାରେ ସଫଳ ଅସ୍ତ୍ରୋପଚାର କରିଥିବା ଡାକ୍ତରମାନେ କହିଛନ୍ତି ଏହା ବୋଧହୁଏ ଦୁନିଆରେ ପ୍ରଥମ ଘଟଣା।...

ଚନ୍ଦ୍ରରେ ଅମ୍ଳଜାନ-ସଲଫରର ସନ୍ଧାନ: ପ୍ରଜ୍ଞାନ ଦେଲା ଖବର…

ନୂଆଦିଲ୍ଲୀ,୨୯।୮ : ଚନ୍ଦ୍ରର ଦକ୍ଷିଣ ପୋଲରେ ଚନ୍ଦ୍ରୟାନ -୩ ର ସଫଳ ଅବତରଣ ପରେ ଇସ୍ରୋ ସମଗ୍ର ବିଶ୍ୱକୁ ଆଉ ଏକ ବଡ଼ ଖୁସି ଖବର ଦେଇଛି। ଇସ୍ରୋ କହିଛି ଚନ୍ଦ୍ରୟାନ ରୋଭର ପ୍ରଜ୍ଞାନ ଚନ୍ଦ୍ରର ଦକ୍ଷିଣ ପୋଲରେ ସଲଫର,...

ଚନ୍ଦ୍ରପୃଷ୍ଠରୁ ‘ପ୍ରଜ୍ଞାନର’ ମେସେଜ, “ନମସ୍କାର ପୃଥିବୀବାସୀ…

ନୂଆଦିଲ୍ଲୀ,୨୯।୮: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚନ୍ଦ୍ରାୟାନ ୩ ର ସଦ୍ୟତମ ସୂଚନା ଟ୍ବିଟର ହ୍ୟାଣ୍ଡେଲରେ ଶେୟାର କରିଛି। ପୃଥିବୀବାସୀଙ୍କ ପାଇଁ ପ୍ରଜ୍ଞାନ ରୋଭରର ମେସେଜ ପଠାଇଛି। ଯାହାକୁ ଇସ୍ରୋ ଏକ୍ସ(ଟ୍ବିଟର)ରେ ପୋଷ୍ଟ କରିଛି। ପ୍ରଜ୍ଞାନ କହିଛି, ନମସ୍କାର...

ପରିବେଶରେ ହୋଇଥିବା କ୍ଷତି ପୂରଣ ହୋଇପାରିବ ନାହିଁ : ଜିଏମ ସୋରିଷ ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ,୨୯।୮ : ଜିଏମ ସୋରିଷର ବ୍ୟବସାୟିକ ଚାଷ ଉପରେ ସ୍ଥିତି ବଜାୟ ରଖିବା ପାଇଁ ଦିଆଯାଇଥିବା ‘ମୌଖିକ ଶପଥ’ ପ୍ରତ୍ୟାହାର ପାଇଁ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଶୁଣାଣି ସ୍ଥଗିତ ରଖିଛନ୍ତି। ବର୍ତ୍ତମାନ ଏହି ଆବେଦନ ଉପରେ ୨୬ସେପ୍ଟେମ୍ବରରେ...

ପଶ୍ଚିମବଙ୍ଗର ଇତିହାସକୁ ବଦଳାଇବାକୁ ଚେଷ୍ଟା କରୁଛି ଭାଜପା: ମମତା…

କୋଲକାତା,୨୯।୮ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଅଭିଯୋଗ କରିଛନ୍ତି ଭାଜପା ରାଜ୍ୟର ଇତିହାସକୁ ବଦଳାଇବାକୁ ଚେଷ୍ଟା କରୁଛି ଏବଂ ଯଦି ଏହାକୁ ବିରୋଧ ନ ହୁଏ ତେବେ ଜୁନ ୨୦ ରାଜ୍ୟର ପ୍ରତିଷ୍ଠା ଦିବସ ଭାବରେ ପାଳନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri