Tag Archives: Home Middle

ଭାରତରୁ ୯କୋଟି ଅଣ୍ଡା ଆମଦାନୀ କରିବ ଶ୍ରୀଲଙ୍କା

ନୂଆଦିଲ୍ଲୀ,୨୯।୮: ଦେଶର ପରିବର୍ତ୍ତନଶୀଳ ମୂଲ୍ୟକୁ ପ୍ରତିହତ କରିବା ଏବଂ ଗ୍ରାହକଙ୍କ ପାଇଁ ସୁଲଭ ମୂଲ୍ୟରେ ଅଣ୍ଡା ଯୋଗାଇବା ନେଇ ଭାରତରୁ ୯.୨୧କୋଟି ଅଣ୍ଡା ଆମଦାନୀ କରିବ ଶ୍ରୀଲଙ୍କା। ଶ୍ରୀଲଙ୍କା ସରକାରଙ୍କ କ୍ୟାବିନେଟ ମୁଖପାତ୍ର ବାନ୍ଦୁଲା ଗୁନାୱାର୍ଡେନେ କହିଛନ୍ତି, କ୍ୟାବିନେଟ ବୈଠକରେ...

ବର୍ଷକରେ ୨୭ ପ୍ରତିଶତ ମହଙ୍ଗା ହେଲାଣି ହରଡ଼ ଡାଲି…

ନୂଆଦିଲ୍ଲୀ,୨୯।୮ : ସରକାରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ଡାଲିର ମୂଲ୍ୟ ହ୍ରାସ ହେବାର ନାମ ନେଉନାହିଁ। ବିଶେଷକରି ହରଡ଼ ଡାଲିର ମୂଲ୍ୟରେ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି। ଗତ ଏକ ବର୍ଷ ମଧ୍ୟରେ ହରଡ଼ ଡାଲି ୨୭ ପ୍ରତିଶତ ମହଙ୍ଗା...

ଜମ୍ମୁ କଶ୍ମୀରରେ ମିଳିଲା ‘ପେନ ପିସ୍ତଲ’, ଆଲର୍ଟ ଜାରି

ଶ୍ରୀନଗର,୨୯।୮: ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ କରିବା ସେମାନଙ୍କୁ ବିପଜ୍ଜନକ ଅସ୍ତ୍ର ଯୋଗାଉଛି ପାକିସ୍ତାନ। କଶ୍ମୀରର ବାନ୍ଦିପୋରାରେ ଏକ ’ପେନ ପିସ୍ତଲ’ ମିଳିଥିବା ନେଇ ପୋଲିସ ଆଲର୍ଟ ଜାରି କରିଛି। ଦୀର୍ଘ ୨୧ବର୍ଷ ପରେ ଜମ୍ମୁ କଶ୍ମୀରରେ ଏପରି ମାରଣାସ୍ତ୍ର...

ନିର୍ବାଚନ ପାଇଁ ଭାଜପା ଆରମ୍ଭ କଲା ଉପହାର ବାଣ୍ଟିବା: ଖାର୍ଗେ…

ନୂଆଦିଲ୍ଲୀ,୨୯।୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୦୦ଟଙ୍କା ହ୍ରାସ କରିବାକୁ ମଙ୍ଗଳବାର ନିଷ୍ପତ୍ତି ନିଆଯାଇଛି। ଏହାକୁ ନିର୍ବାଚନ ସହ ଯୋଡି କଂଗ୍ରେସ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା...

ଫୁଡ ଡେଲିଭରୀ ବୟ ନିଜେ ଭୋକିଲା: କମୁଛି ରୋଜଗାର…

ନୂଆଦିଲ୍ଲୀ,୨୯।୮ : ଅନୁସନ୍ଧାନ ସଂଗଠନ ଏନସିଏଇଆର ଏକ ରିପୋର୍ଟ ଅନୁସାରେ ଫୁଡ ଡେଲିଭରୀ ବୟ ନିଜେ ଭୋକିଲା ରହୁଛନ୍ତିି। ସାଧାରଣ କର୍ମଚାରୀଙ୍କ ଅପେକ୍ଷା ସେମାନଙ୍କୁ ଅଧିକ କାମ କରିବାକୁ ପଡିଥାଏ। ସେମାନଙ୍କ କାର୍ଯ୍ୟ ସମୟ ମଧ୍ୟରେ ପ୍ରାୟ ୧୯ ପ୍ରତିଶତ...

ମଣିପୁରରେ ସାନି ହିଂସା: ଗୁଳିମାଡରେ ଜଣେ ମୃତ

ମଣିପୁରରେ ସାନି ହିଂସା: ଗୁଳିମାଡରେ ଜଣେ ମୃତ ଇମ୍ଫାଲ,୨୯।୮: ମଣିପୁରରେ ଜାତିଆଣ ହିଂସା ଥମିବା ବଦଳରେ ଆହୁରି ହୁତୁହୁତୁ ହୋଇ ଜଳିବାରେ ଲାଗିଛି। ମଙ୍ଗଳବାର ବିଷ୍ଣୁପୁର ଜିଲାର ନାରାୟଣସେନା ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପୋଲିସର ସୂଚନାନୁସାରେ,...

ଡାକ୍ତରଖାନାକୁ ଅଣଦେଖା କରୁଛନ୍ତି ସରକାର: ଆଦିତ୍ୟ ଠାକରେ…

ମୁମ୍ବାଇ,୨୯।୮ : ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେ ମଙ୍ଗଳବାର ବୃହନମୁମ୍ବାଇ ମୁନିସିପାଲ କର୍ପୋରେଶନ (ବିଏମସି) ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ମୁମ୍ବାଇର ସରକାରୀ ଡାକ୍ତରଖାନାଗୁଡ଼ିକର ଅବସ୍ଥା ଅତ୍ୟନ୍ତ ଖରାପ ରହିଛି। ଏପରିକି...

ଅଗଷ୍ଟ ୧୫ରେ ଓସିଏସ ପ୍ରିଲିମ୍‌

ଭୁବନେଶ୍ୱର,୨୯।୮(ଅସମାପିକା ସାହୁ): ଓଡିଶା ସିଭିଲ ସର୍ଭିସ-୨୦୨୩ର ପ୍ରିଲିମ୍‌ ପରୀକ୍ଷାର ତାରିଖ ଘୋଷଣା ହୋଇଛି। ଅକ୍ଟୋବର ୧୫ତାରିଖ ରବିବାର ଏହି ପ୍ରିଲିମ୍‌ ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଓଡିଶା ଲୋକସେବା ଆୟୋଗ ଘୋଷଣା କରିଛି। ପରୀକ୍ଷାର ବିସ୍ତୃତ ବିବରିଣୀ ଆୟୋଗ ପରେ...

ମୋଦିଙ୍କ ବେକରେ ବସିବାକୁ ଯାଉଛୁ ମୁମ୍ବାଇ: ଲାଲୁଙ୍କ ବିବାଦୀୟ ମନ୍ତବ୍ୟ…

ପାଟନା,୨୯।୮ : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ଲାଲୁ ପ୍ରସାଦ ଯାଦବ ମଙ୍ଗଳବାର ଘୋଷଣା କରିଛନ୍ତି ମୁମ୍ବାଇରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ କରିବାକୁ ଇଣ୍ଡିଆ ମିଳିତ ମେଣ୍ଟ ପ୍ରସ୍ତୁତି କରୁଛି। ଅଗଷ୍ଟ...

୭୦୩ ଟଙ୍କାରେ ମିଳିବ ରନ୍ଧନ ଗ୍ୟାସ ସିଲିଣ୍ଡର …

ନୂଆଦିଲ୍ଲୀ,୨୯।୮ : ପାର୍ବଣ ଋତୁ ପୂର୍ବରୁ ଗ୍ରାହକଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ମଙ୍ଗଳବାର କ୍ୟାବିନେଟ ଘରୋଇ ବ୍ୟବହାର ପାଇଁ ତରଳ ପେଟ୍ରୋଲିୟମ ଗ୍ୟାସ (ଏଲପିଜି) ମୂଲ୍ୟରେ ହ୍ରାସ କରିବାକୁ ଘୋଷଣା କରିଛି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି...

ପ୍ରିଗୋଝିନଙ୍କ ଶେଷକୃତ୍ୟରେ ଯୋଗ ଦେବେ ପୁଟିନ୍‌!

ମସ୍କୋ,୨୯।୮: ଗତ ସପ୍ତାହରେ ୱାଗନର୍‌ ମୁଖ୍ୟ ୟେଭେଗେନି ପ୍ରିଗୋଝିନଙ୍କ ସମେତ ୧୦ଜଣଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ତେବେ ଏଥିରେ ଋଷିଆ ରାଷ୍ଟ୍ରପତି ପୁଟିନଙ୍କ ହାତ ଥିବା ନେଇ ଆଶଙ୍କା କରାଯାଉଛି। ଏଥିସହ ପୁଟିନ୍‌ ପ୍ରିଗୋଝିନଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ...

ବିହାରରେ ଜାତିଗତ ଜନଗଣନାକୁ ନେଇ ମହାଭାରତ: ସର୍ଭେକୁ ରୋକିବାକୁ ଚେଷ୍ଟା କରୁଛି କେନ୍ଦ୍ର!

ନୂଆଦିଲ୍ଲୀ,୨୯।୮: ବିହାରରେ ଜାତିଗତ ଜନଗଣନା ପ୍ରସଙ୍ଗରେ ଆରଜେଡି ଏମପି ତଥା ଦଳର ମୁଖପାତ୍ର ମନୋଜ ଝା ଙ୍କର ଏକ ବଡ ବୟାନ ଆସିଛି। ରାଷ୍ଟ୍ରିୟ ଜନତା ଦଳ ବିହାରରେ ଜାତି ସର୍ବେକ୍ଷଣକୁ ସ୍ଥଗିତ ରଖିବା ଓ ସମାଜର ଏକ ବୃହତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri