Tag Archives: Home Middle

ମଣିପୁର ବିଧାନସଭା ଅଧିବେଶନ: ଆରମ୍ଭ ହେବାର ଘଣ୍ଟାକ ମଧ୍ୟରେ ହୋଇଗଲା ବନ୍ଦ

ଇମ୍ଫାଲ,୨୯।୮: ମେ ମାସରୁ ଜାରି ହିଂସା ମଧ୍ୟରେ ମଣିପୁର ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ତେବେ ମଙ୍ଗଳବାର ବିଧାନସଭା ଆରମ୍ଭ ହେବାର ଏକ ଘଣ୍ଟା ମଧ୍ୟରେ ଗୃହକୁ ଅନିଶ୍ଚତକାଳ ପାଇଁ ସ୍ଥଗିତ ରଖାଯାଇଛି। ଅଧିବେଶନରେ ପୂର୍ବତନ ମଣିପୁର ମୁଖ୍ୟମନ୍ତ୍ରୀ...

ମମତା, ରାଜ୍ୟପାଳ କଳି: ପରସ୍ପର ପାଇଁ ଲକ୍ଷ୍ମଣ ରେଖା ଟାଣିବାକୁ ଚେଷ୍ଟା କରନ୍ତୁ ନାହିଁ…

କୋଲକତା,୨୯।୮ : ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଜାରି ରହିଛି। ବେଳେବେଳେ ରାଜ୍ୟପାଳ ଏବଂ ସିଏମ ପରସ୍ପରକୁ ଟାର୍ଗେଟ କରୁଛନ୍ତିି। ରାଜ୍ୟପାଳ ମମତାଙ୍କ କଡ଼ା ସମାଲୋଚନା କରି କହିଛନ୍ତି...

‘ଇଣ୍ଡିଆ’ର ସଂଯୋଜକ ହୋଇପାରନ୍ତି ଖାର୍ଗେ

ନୂଆଦିଲ୍ଲୀ, ୨୯।୮: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ସଂଯୋଜକ ହୋଇପାରନ୍ତି। ମଙ୍ଗଳବାର ମେଣ୍ଟ ପକ୍ଷରୁ ଏହି ସୂଚନା ମିଳିଛି। ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ବୈଠକରେ ‘ଇଣ୍ଡିଆ’ ମେଣ୍ଟର ସଂଯୋଜକ ଭାବରେ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାମ...

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ, ଜମ୍ମୁ କଶ୍ମୀରକୁ କେବେ ଦିଆଯିବ ରାଜ୍ୟ ମାନ୍ୟତା

ନୂଆଦିଲ୍ଲୀ,୨୯।୮:ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଜାରି ରହିଛି। ମଙ୍ଗଳବାର ଏନେଇ ମଧ୍ୟ ଶୁଣାଣି ହୋଇଥିଲା। ଶୁଣାଣିରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଜମ୍ମୁ କଶ୍ମୀରକୁ କେବେ ରାଜ୍ୟ ମାନ୍ୟତା ଦିଆଯିବ ନେଇ ପ୍ରଶ୍ନ କରିଛନ୍ତି। ମାମଲାର...

କାଲିଫର୍ନିଆରେ ଜାତିଗତ ଭେଦଭାବ ଉପରେ ପ୍ରତିବନ୍ଧକ ପାଇଁ ବିଲ ପାରିତ…

ଓ୍ବାଶିଂଟନ,୨୯।୮ : ଆମେରିକାର ଅନ୍ୟତମ ବୃହତ୍ତମ ରାଜ୍ୟ କାଲିଫର୍ନିଆ ଷ୍ଟେଟରେ ଜାତି ଭେଦଭାବକୁ ନିଷିଦ୍ଧ କରୁଥିବା ଏକ ବିଲ ପାରିତ ହୋଇଛି। ଭେଦଭାବ ବିରୋଧୀ ଆଇନରେ ଜାତିକୁ ସଂରକ୍ଷିତ ବର୍ଗ ଭାବରେ ଯୋଡିଥିବା ଏହା ବର୍ତ୍ତମାନ ଆମେରିକାର ପ୍ରଥମ ରାଜ୍ୟ...

ଶସ୍ତା ହେଲା ଏଲପିଜି ସିଲିଣ୍ଡର

ନୂଆଦିଲ୍ଲୀ,୨୯।୮: ମୁଦ୍ରାସ୍ଫୀତି ବୃଦ୍ଧିରୁ ମୁକ୍ତି ଦେଇ କେନ୍ଦ୍ରର ମୋଦg ସରକାର ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା ହ୍ରାସ କରି ଜନସାଧାରଣଙ୍କୁ ଉପହାର ଦେଇଛନ୍ତି। ଉଜ୍ଜାଳା ଯୋଜନା ଅଧୀନରେ ଆସୁଥିବା ସମସ୍ତ ହିତାଧିକାରୀଙ୍କ ପାଇଁ ସରକାର ଘରୋଇ ଗ୍ୟାସ...

ମଧ୍ୟପ୍ରଦେଣ ଡାକ୍ତରଙ୍କୁ ମିଳିବ ୨୦୧୬ଠାରୁ ସପ୍ତମ ବେତନ କମିଶନ ଦରମା…

ଭୋପାଳ,୨୯।୮: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘୋଷଣା କରିଛନ୍ତି ରାଜ୍ୟର ମେଡିକାଲ କଲେଜଗୁଡ଼ିକର ଡାକ୍ତରମାନେ ୧ ଜାନୁୟାରୀ ୨୦୧୬ ଠାରୁ ପର୍ଯ୍ୟାୟକ୍ରମେ ଦରମା ବୃଦ୍ଧି ସହିତ ସପ୍ତମ ବେତନ କମିଶନ ଦରମା ପାଇବେ। ସେ କହିଛନ୍ତି ସମସ୍ତ ବିଭାଗର...

୨୦୧୬ ଇରାକ ବୋମା ବିସ୍ଫୋରଣର ୩ଦୋଷୀଙ୍କୁ ଫାଶୀ, ୩୦୦ରୁ ଅଧିକ ଲୋକଙ୍କ ହୋଇଥିଲା ମୃତ୍ୟୁ

ବାଗବାଦ,୨୯।୮: ଇରାକରେ ୨୦୧୬ ବୋମା ବିସ୍ଫୋରଣର ତିନିଜଣ ଦୋଷୀଙ୍କୁ ଫାଶୀ ଦିଆଯାଇଛି। ଇରାକର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ୨୦୧୬ରେ ବାଗଦାଦର ସପିଂ ଜିଲାରେ ହୋଇଥିବା ବିସ୍ଫୋରଣରେ ୩୨୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ବିସ୍ଫୋରଣରେ...

ଆମେରିକୀୟ ଡ୍ରୋନର କ୍ରିମିଆ ଦ୍ୱୀପରେ ଅନୁପ୍ରବେଶ, ପ୍ରତିରୋଧ କଲା ଋଷିଆ

ମସ୍କୋ,୨୯।୮: କ୍ରିମିଆ ସୀମାରେ ଅନୁପ୍ରେବଶ କରୁଥିବା ଦୁଇଟି ଆମେରିକୀୟ ଡ୍ରୋନକୁ ବାଧା ଦେଇଛି ଋଷିଆ। ଉଭୟ ଡ୍ରୋନ ଋଷିଆର ସୀମା ଆଡକୁ ଯାଉଥିଲେ। ଋଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟର ଏନେଇ ସୂଚନା ଦେଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଉଭୟ ଡ୍ରୋନ...

ଫ୍ଲୋରିଡାରେ ତାଣ୍ଡବ ରଚିବ ବାତ୍ୟା ‘ଇଦାଲିଆ’, ଆଲର୍ଟ କଲେ ରାଜ୍ୟପାଳ

ଟାମ୍ପା,୨୯।୮: ମାଡି ଆସୁଛି ଭୟଙ୍କର ବାତ୍ୟା ‘ଇଦାଲିଆ’। ଏହା ଉଗ୍ର ରୂପ ଧାରଣ କରି ଫ୍ଲୋରିଡା ଉପକୂଳକୁ ମାଡି ଆସୁଛି। ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଉପକୂଳବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି।...

ଇମ୍ରାନ୍‌ ଖାନଙ୍କୁ ଆଶ୍ୱସ୍ତି: ଦଣ୍ଡାଦେଶ ଉପରେ ରୋକ ଲଗାଇଲେ ହାଇକୋର୍ଟ, ମୁକ୍ତ କରିବାକୁ ଦେଲେ ନିର୍ଦ୍ଦେଶ

ଇସଲାମାବାଦ୍‌,୨୯।୮: ପାକିସ୍ତାନର ଇସଲାମାବାଦ ହାଇକୋର୍ଟ ମଙ୍ଗଳବାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ତୋଶାଖାନା ମାମଲାରେ ତିନି ବର୍ଷ ଜେଲ ଦଣ୍ଡାଦେଶକୁ ସ୍ଥଗିତ ରଖିବା ଆବେଦନ ଉପରେ ରାୟ ଦେଇଛନ୍ତି। କୋର୍ଟ ଇମ୍ରାନ୍‌ ଖାନଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି, ଯାହା...

ହିଂସା ପରେ ପ୍ରଥମ ଥର ବସିବ ବିଧାନସଭା ଅଧିବେଶନ, କୁକି ସମ୍ପ୍ରଦାୟର ବିଧାୟକ ଅଧିବେଶନକୁ କଲେ ବର୍ଜନ

ଇମ୍ଫାଲ,୨୯।୮: ମଣିପୁର ହିଂସା ପରେ ପ୍ରଥମ ଥର ପାଇଁ ରାଜ୍ୟର ବିଧାନସଭା ଅଧିବେଶନ ଆରମ୍ଭ ହେବ। ଏହାପୂର୍ବରୁ ଫେବୃୟାରୀ ଏବଂ ମାର୍ଚ୍ଚରେ ବିଧାନସଭାର ବଜେଟ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ମଣିପୁର ବିଧାନସଭା ବାଚସ୍ପତି ଥୋକଚୋମ ସତ୍ୟବ୍ରତ ସିଂ କହିଛନ୍ତି ଯେ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri