Tag Archives: Home Middle

ମହାକାଶରେ ରୋଗ ପ୍ରତିରୋଧକ ଶକ୍ତି ହୋଇଥାଏ କମ…

ଓ୍ବାଶିଂଟନ,୨୮।୮ : ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନରେ ମହାକାଶଚାରୀଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଇଥାଏ। ତେବେ ପୃଥିବୀକୁ ଫେରିବା ପରେ ତାଙ୍କ ସ୍ବାସ୍ଥ୍ୟ ସ୍ବାଭାବିକ ଅବସ୍ଥାକୁ ଆସିଥାଏ। ସ୍ବିଡେନର ଏକ ଗବେଷକ ଦଳଙ୍କ ଦ୍ୱାରା ନିକଟରେ ହୋଇଥିବା ଏକ ଅଧ୍ୟୟନରେ...

ରୁଷିଆ-ଚାଇନା ନୌସମରାଭ୍ୟାସ…

ମସ୍କୋ/ବେଜିଂ,୨୮।୮ : ରୁଷିଆର ଯୁଦ୍ଧ ଜାହାଜ ଚାଇନା ନୌସେନା ସହିତ ପ୍ରଶାନ୍ତ ମହାସାଗରରେ ମିଳିତ ନୌସମରାଭ୍ୟାସ କରିଛି। ଦୁଇ ଦେଶ ଆମେରିକାର ପଶ୍ଚିମ ତଟ ନିକଟରେ ନୌସମରାଭ୍ୟାସ କରିଛନ୍ତି। ତିନି ସପ୍ତାହରୁ ଅଧିକ ସମୟ ନୌସମରାଭ୍ୟାସ କରିବା ପରେ ରୁଷିଆର...

ଇତିହାସ ରଚିବା ପରେ ଦେଶ ପାଇଁ ଦେଲେ ସ୍ବତନ୍ତ୍ର ମେସେଜ୍‌ ଦେଲେ ନୀରଜ

ବୁଦାପେଷ୍ଟ,୨୮।୮: ଭାରତର ଗୋଲଡେନ୍‌ ବଏ ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଛନ୍ତି। ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ସେ ସ୍ବର୍ଣ୍ଣ ଜିତିଥିବା ପ୍ରଥମ ଭାରତୀୟ ଆଥଲେଟ ହୋଇଛନ୍ତି। ହଙ୍ଗେରୀର ରାଜଧାନୀ ବୁଦାପେଷ୍ଟର ଜାତୀୟ ଆଥଲେଟିକ୍ସ ସେଣ୍ଟରରେ ଜାଭେଲିନ ଥ୍ରୋ ଇଭେଣ୍ଟରେ ନୀରଜ...

ପ୍ରଥମ ଚନ୍ଦ୍ର ମିଶନକୁ ସ୍ଥଗିତ ରଖିଲା ଜାପାନ…

ଟୋକିଓ,୨୮।୮ : ଜାପାନ ଏହାର ପ୍ରଥମ ଚନ୍ଦ୍ର ମିଶନକୁ ସ୍ଥଗିତ ରଖିଛି। ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାର ପ୍ରଥମ ପ୍ରୟାସ ଅନ୍ତର୍ଗତ ସୋମବାର ଜାପାନ ଏଚ୨ଏ ରକେଟ ଉତକ୍ଷେପଣ କରିବାର କାର୍ଯ୍ୟକ୍ରମ ଥିଲା। ତେବେ, ଏନଏଚକେ ଅନୁଯାୟୀ, ଖରାପ ପାଗ...

ଚାଇନାରୁ ଆସୁଛି ଧମକପୂର୍ଣ୍ଣ କଲ,ଫୁକୁସିମା ଆଣବିକ କାରଖାନାରୁ ଜଳ ଛାଡିବା ବିଷୟରେ କହିଲା ଜାପାନ…

ଟୋକିଓ,୨୮।୮ : ଚାଇନା ଏବଂ ଜାପାନରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଉଛି। ଜାପାନ ପ୍ରଶାନ୍ତ ମହାସାଗରରେ ଥିବା ଫୁକୁସିମା ଆଣବିକ କାରଖାନାରୁ ଜଳ ଛାଡିବା ପରେ ଏଥର ଏହି ତିକ୍ତତା ବୃଦ୍ଧି ପାଇଛି। ଜାପାନ ସରକାରଙ୍କ ମୁଖପାତ୍ର ସୋମବାର...

ଲୁଇସଭିଲ ରେଷ୍ଟୁରାଣ୍ଟରେ ଗୁଳିକାଣ୍ଡ ଜଣଙ୍କର ମୃତ୍ୟ,୬ ଜଣ ଆହତ…

ସିକାଗୋ,୨୮।୮ : ଆମେରିକାର କେଣ୍ଟୁକି ସହରର ଲୁଇସଭିଲ ସହରର ଏକ ରେଷ୍ଟୁରାଣ୍ଟରେ ଗୁଳି ବିନିମୟ ହୋଇଥିଲା। ଏହି ସମୟରେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ଆହତ ହୋଇଥିଲେ। ପୋଲିସ ଏ ସମ୍ପର୍କରେ ସୂଚନା ଦେଇଥିଲା।...

ବ୍ରିଟେନରେ ପଞ୍ଜାବ ,ଗୁଜରାଟର ମହିଳାମାନଙ୍କୁ ରେଡିଓଆକ୍ଟିଭ ରୁଟି ଖାଇବାକୁ ଦିଆଯାଇଥିଲା: ତଦନ୍ତ ଦାବି…

ଲଣ୍ଡନ,୨୮।୮ : ବ୍ରିଟେନର ଜଣେ ସାଂସଦ ଲୌହ ଅବଶୋଷଣ ଉପରେ ୧୯୬୯ ମସିହାରେ ହୋଇଥିବା ଡାକ୍ତରୀ ଅଧ୍ୟୟନର ତଦନ୍ତ ପାଇଁ କହିଛନ୍ତି। ଏହା ଅନ୍ତର୍ଗତ,୨୧ ଜଣ ଭାରତୀୟ ମୂଳ ମହିଳାଙ୍କୁ କେନ୍ଦ୍ରୀୟ ଇଂଲଣ୍ଡର ଏକ ସହରରେ ରେଡିଓଆକ୍ଟିଭ ଆଇସୋଟୋପ ଧାରଣ...

ସ୍ତ୍ରୀଙ୍କ ଯୋଗୁ ବଢ଼ିପାରେ ସୁନକଙ୍କ ସମସ୍ୟା…

ଲଣ୍ଡନ,୨୮।୮ : ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ସୁନକ ଭାରତ ସହିତ ଏକ ପ୍ରସ୍ତାବିତ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫଟିଏ) ରେ ୫୦ କୋଟି ଡଲାରର ସ୍ତ୍ରୀ ଅକ୍ଷତା ମୁର୍ତ୍ତୀଙ୍କ ଇନଫୋସିସ ଅଂଶଧନ ଉପରେ...

ସରକାରୀ ବିଦ୍ୟାଳୟରେ ଛାତ୍ରୀମାନଙ୍କୁ ଅବାୟା ପିନ୍ଧିବାକୁ କରାଯିବ ବାରଣ: ଫ୍ରାନ୍ସ ଶିକ୍ଷାମନ୍ତ୍ରୀ…

ପ୍ୟାରିସ,୨୮।୮: ଫ୍ରାନ୍ସର ଶିକ୍ଷା ମନ୍ତ୍ରୀ କହିଛନ୍ତି ସରକାରୀ ବିଦ୍ୟାଳୟଗୁଡ଼ିକ ଛାତ୍ରୀମାନଙ୍କୁ ଅବାୟା ପିନ୍ଧିବାକୁ ବାରଣ କରାଯିବ। ଦେଶ ପୂର୍ବରୁ ବିଦ୍ୟାଳୟରେ ମୁଣ୍ଡ ଆବରଣ ପିନ୍ଧିବାକୁ ବାରଣ କରାଯାଇଛି। ୨୦୧୦ରେ ଫ୍ରାନ୍ସ ସର୍ବସାଧାରଣ ସ୍ଥାନରେ ସମ୍ପୂର୍ଣ୍ଣ ମୁହଁରେ ଆବରଣ ପିନ୍ଧିବାକୁ ବାରଣ...

କୁଟୁରା ଇଂଲିଶ ନାମ ପରିବର୍ତ୍ତନରୁ ଦ୍ୱନ୍ଦ୍ୱ

ଭୁବନେଶ୍ୱର, ୨୮।୮(ଅସମାପିକା ସାହୁ): ଭାରତୀୟ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ-୧୯୭୨ରେ କୁଟୁରାକୁ ଇଂଲିଶରେ ବାର୍କିଂ ଡିଅର କୁହାଯାଉଥିଲା। ଏପ୍ରିଲ ୨୦୨୩ରେ ବନ୍ୟପ୍ରାଣୀ ସଂଶୋଧିତ ଆଇନରେ ଏହାର ନାମ ପରିବର୍ତ୍ତନ କରାଯାଇ ମୁଣ୍ଟଜାକ୍‌ ଡିଅର କରାଯାଇଛି। ତେବେ ଏହାକୁ ୩ଟି ପ୍ରଜାତିରେ ବିଭକ୍ତ...

ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍କୁଲ୍‌ ବନ୍ଦ

ଲକ୍ଷ୍ନୌ,୨୮ା୮: ଉତ୍ତରପ୍ରଦେଶ ମୁଜାଫରପୁରର ଯେଉଁ ସ୍କୁଲ୍‌ର ଶିକ୍ଷୟିତ୍ରୀ ଜଣେ ମୁସଲମାନ ଛାତ୍ରଙ୍କୁ ତାଙ୍କ ସହପାଠୀମାନଙ୍କ ଦ୍ୱାରା ମାଡ଼ ମରାଇଥିଲେ, ତାହାକୁ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଶିକ୍ଷା ବିଭାଗ ଏନେଇ ସ୍କୁଲ୍‌ ପରିଚାଳନା...

ଚନ୍ଦ୍ରର ତାପମାତ୍ରା ପ୍ରୋଫାଇଲ ପଠାଇଲା ଲ୍ୟାଣ୍ଡର

ବେଙ୍ଗାଲୁରୁ,୨୮ା୮: ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ବିକ୍ରମରେ ଥିବା ସର୍ଫେସ୍‌ ଥମୋଫିଜିକାଲ ଏକ୍ସପେରିମେଣ୍ଟ ପ୍ଲେଲୋଡ୍‌ (ଚାଷ୍ଟେ) ଚନ୍ଦ୍ର ଦକ୍ଷିଣ ମେରୁ ଚତୁଃପାର୍ଶ୍ୱରେ ଥିବା ଉପର ମୃତ୍ତିକାର ତାପମାତ୍ରା ପ୍ରୋଫାଇଲ ପଠାଇଛି। ଚନ୍ଦ୍ରପୃଷ୍ଠର ତାପମାତ୍ରା ସମ୍ପର୍କରେ ଜାଣିବାରେ ଏହା ସହାୟକ ହେବ ବୋଲି ଇସ୍ରୋ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri