Tag Archives: Home Middle

ନାଇଜରରେ ୪ଟି ଦେଶର ରାଷ୍ଟ୍ରଦୂତଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ

ନିୟାମି,୨୬।୮: ନାଇଜରକୁ ସାମରିକ ଶାସକମାନେ ଦଖଲ କରିବା ପରେ ୪ଟି ଦେଶର ରାଷ୍ଟ୍ରଦୂତଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫ୍ରାନ୍ସ, ଜର୍ମାନ, ନାଇଜେରିଆଇ ଓ ଆମେରିକାର ରାଷ୍ଟ୍ରଦୂତମାନଙ୍କୁ ଦେଶ ଛାଡିବାକୁ ୪୮ ଘଣ୍ଟା ସମୟ ଦିଆଯାଇଛି। ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ...

ଟ୍ରମ୍ପଙ୍କ ସହିତ ଆଗାମୀ ଉପରାଷ୍ଟ୍ରପତି ହେବାକୁ ବିବେକ ରାମସ୍ବାମୀ ଆଶାବାଦୀ…

ଓ୍ବାଶିଂଟନ,୨୬।୮ : ଭାରତୀୟ ମୂଳ ବିବେକ ରାମସ୍ବାମୀ ମଧ୍ୟ ଆସନ୍ତା ବର୍ଷ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପାର୍ଟି ପକ୍ଷରୁ ନିଜର ପ୍ରାର୍ଥୀତ୍ୱ ଉପସ୍ଥାପନ କରୁଛନ୍ତି। ବିଶେଷ କଥା ହେଉଛି ବିବେକ ରାମସ୍ବାମୀଙ୍କ ଲୋକପ୍ରିୟତା ମଧ୍ୟ କ୍ରମାଗତ...

ଦେଶ ପ୍ରତି ବିଶ୍ୱସ୍ତ ରହିବେ ବୋଲି ଶପଥ ନେଲେ ଓ୍ବାଗନର ଗ୍ରୁପ୍‌, ପୁଟିନ୍‌ଙ୍କ ଆଦେଶ

ମସ୍କୋ,୨୬।୮: ଋଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ବିରୋଧରେ ବିଦ୍ରୋହ କରି ଏକ ଦୁର୍ଘଟଣାରୋ ନିହତ ହୋଇଛନ୍ତି ଓ୍ବାଗନର ସେନା ମୁଖ୍ୟ ୟେଭେଗିନ ପ୍ରିଗୋଜିନ। ତେବେ ଏହା ଷଡଯନ୍ତ୍ର ନା ଦୁର୍ଘଟଣା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ତେବେ ଶୁକ୍ରବାର ପ୍ରିଗୋଝିନଙ୍କ ମୃତ୍ୟୁରେ...

ଜେଲ୍‌ରେ ଇମ୍ରାନଙ୍କ ପ୍ରତି ବିପଦ,ସୁପ୍ରିମକୋର୍ଟରେ ପିଟିଶନ ଦାଖଲ କଲେ ଇମ୍ରାନଙ୍କ ସ୍ତ୍ରୀ ବ୍ରୁଶା ବିବି

ଇସଲାମବାଦ,୨୬।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ ଖାନଙ୍କ ପତ୍ନୀ ବୁଶ୍ରା ବିବି ଦାବି କରିଛନ୍ତି ଯେ ଜେଲରେ ତାଙ୍କ ସ୍ବାମୀଙ୍କ ଜୀବନ ପ୍ରତି ବିପଦ ଅଛି। ସୂଚନାଯୋଗ୍ୟ, ବ୍ରୁଶା ବିବି ଇମ୍ରାନଙ୍କୁ ୨୨ ଅଗଷ୍ଟରେ...

ଶିକ୍ଷୟିତ୍ରୀଙ୍କୁ କୋର୍ଟ ଚାଲାଣ କରାଯିବ ନା’ ଘୃଣା ସଂସ୍କୃତି ବଢ଼ିବାକୁ ଦିଆଯିବ: ମୋଦିଙ୍କୁ ସିବଲଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୨୬।୮ :  ରାଜ୍ୟସଭା ଏମପି କପିଲ ସିବଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶନିବାର କଡା ସମାଲୋଚନା କରିଛନ୍ତି। ଊତ୍ତର ପ୍ରଦେଶରେ ଜଣେ ଶିକ୍ଷୟିତ୍ରୀ ସଂଖ୍ୟାଲଘୁ ଛାତ୍ରଙ୍କ ପ୍ରତି କରିଥିବା ଅନ୍ୟାୟ ଘଟଣାରେ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ସର୍ବସାଧାରଣରେ ନିନ୍ଦା କରି...

ମୁଖ୍ୟମନ୍ତ୍ରୀ ବିଜୟନ-ଝିଅଙ୍କୁ ଆଶ୍ୱସ୍ତି: କୋର୍ଟରେ ଅଭିଯୋଗ ଖାରଜ…

ଥିରୁଭାନନ୍ତପୁରମ,୨୬।୮ : କେରଳର ଭିଜିଲାନ୍ସ କୋର୍ଟ ପିନାରାଇ ବିଜୟନ ଏବଂ ତାଙ୍କ ଝିଅଙ୍କୁ ଆଶ୍ୱସ୍ତି ମିଳିଛି। ସିଏମଆରଏଲ ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କର ଆଇଟି କମ୍ପାନୀ ଉପରେ ଆର୍ଥିକ କାରବାର ଯାଞ୍ଚ ପାଇଁ କୋର୍ଟ ତାଙ୍କ ବିରୋଧରେ ହୋଇଥିବା ଏକ...

ସୁଦାନ ଗୃହ ଯୁଦ୍ଧ ଜନିତ ଯୌନ ହିଂସାକୁ ନିନ୍ଦା କଲା ଆମେରିକା

ଓ୍ବାଶିଂଟନ୍‌,୨୬।୮:ସୁଦାନ ଗୃହ ଯୁଦ୍ଧ ଜନିତ ଯୌନ ହିଂସାକୁ ନିନ୍ଦା କରିଛି ଆମେରିକା। ବୈଦେଶିକ ବିଭାଗ ରାପିଡ ସପୋର୍ଟ ଫୋର୍ସ (ଆରଏସଏଫ) ଏବଂ ସେମାନଙ୍କର ସହଯୋଗୀ ମିଲିସିଆକୁ ହିଂସା ପାଇଁ ଦାୟୀ କରିଛି। ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ମାଥ୍ୟୁ ମିଲର...

ଏନସିପିରେ କୌଣସି ବିଭାଜନ ନାହିଁ: ଶରଦ ପାଓ୍ବାର…

ମୁମ୍ବାଇ,୨୬।୮: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର ଶନିବାର ତାଙ୍କ ଦଳରେ ବିଭାଜନକୁ ଏଡ଼ାଇ ଦେଇ କହିଛନ୍ତି ୍‌ ଏହା ସତ କଥା କିଛି ବିଧାୟକ ଦଳ ଛାଡିଛନ୍ତି, କିନ୍ତୁ କେବଳ ବିଧାୟକମାନେ ସମଗ୍ର ରାଜନୈତିକ ଦଳର...

ସ୍ପେସଏକ୍ସ ଲଞ୍ଚ କଲା ନୂଆ ସ୍ପେଶ ଷ୍ଟେଶନ ଦଳ, ଏଥିରେ ରହିବେ ୪ ଦେଶର ମହାକାଶ ଯାତ୍ରୀ

ଓ୍ବାଶିଂଟନ,୨୬।୮: ଚାରୋଟି ଦେଶର ୪ ମହାକାଶ ଯାତ୍ରୀଙ୍କୁ ନେଇ ସ୍ପେସଏକ୍ସ ଏକ ନୂଆ ମହାକାଶ ଷ୍ଟେଶନ ଦଳ ଲଞ୍ଚ କରିଛି। ସୂଚନାଯୋଗ୍ୟ, ଚାରିଜଣ ବ୍ୟକ୍ତି ସ୍ପେସ ଏକ୍ସ ଫାଲକନ ୯ ରକେଟରେ ଫ୍ଲୋରିଡାର କେନେଡି ସ୍ପେସ ସେଣ୍ଟରରୁ ଏକ ସଫଳ...

ବ୍ରିକ୍ସ ସମ୍ମିଳନୀରେ ମିଳିଲାନି ପାକିସ୍ତାନକୁ ଏଣ୍ଟ୍ରି

ଇସଲାମବାଦ,୨୬।୮: ନିକଟରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀ ଶେଷ ହୋଇଛି। ଅଗଷ୍ଟ ୨୨ରୁ ଆରମ୍ଭ ହୋଇ ଅଗଷ୍ଟ ୨୪ରେ ବ୍ରିକ୍ସ ସମ୍ମିଳନୀ ଶେଷ ହୋଇଥିଲା। ଏହି ସମ୍ମିଳନୀରେ ୬ଟି ନୂଆ ଦେଶ ଯୋଡି ହୋଇଥିଲେ କିନ୍ତୁ ପାକିସ୍ତାନକୁ ସାମିଲ...

ଆମେରିକାରେ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା କରିଥିବା ପାକିସ୍ତାନୀ ଡାକ୍ତରଙ୍କୁ ୧୮ବର୍ଷ ଜେଲ୍‌

ଓ୍ବାଶିଂଟନ୍‌,୨୬।୮: ଆମେରିକାରେ ଏଚ-୧ବି ଭିସା ଉପରେ କାର୍ଯ୍ୟ କରୁଥିବା ଜଣେ ପାକିସ୍ତାନୀ ଡାକ୍ତର ଆତଙ୍କବାଦୀ ସଂଗଠନ ଆଇଏସଆଇଏସକୁ ସାହାଯ୍ୟ କରୁଥିବାର ଏକ ମାମଲା ସାମ୍ନାକୁ ଆସିଛି। ଡାକ୍ତର ଜଣକ ଆମେରିକାରେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସକୁ ମେଣ୍ଟୋରିଆଲ ସ୍ପୋଟର୍‌ସ ଓ ଲୋନ...

ହିନ୍ଦୁସ୍ତାନ, ଇଣ୍ଡିଆ ରଖାଯାଇ ପାରିଥାଆନ୍ତା, ‘ଶିବଶକ୍ତି’ କାହିଁକି,ଚନ୍ଦ୍ରାୟନ-୩ ଲ୍ୟାଣ୍ଡିଂ ପଏଣ୍ଟକୁ ନେଇ ପ୍ରଶ୍ନ ଉଠାଇଲେ ମୌଲାନା ସୈଫ

ନୂଆଦିଲ୍ଲୀ,୨୬।୮: ଅଗଷ୍ଟ ୨୩ରେ ଭାରତ ଇତିହାସ ରଚିଛି। ଚନ୍ଦ୍ରାୟାନ-୩ ଚନ୍ଦ୍ରର ସାଉଥ ପୋଲରେ ଲ୍ୟାଣ୍ଡିଂ କରି ଭାରତକୁ ଏହି କ୍ଷେତ୍ରରେ ବିଶ୍ୱରେ ପ୍ରଥମ ଦେଶ ଭାବେ ପରିଚିତ କରାଇଲା। ଏହାସହ ଚନ୍ଦ୍ରରେ ପହଞ୍ଚିଥିବା ଚତୁର୍ଥ ଦେଶର ମାନ୍ୟତା ପାଇଲା ଭାରତ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri