Tag Archives: Home Middle

ଆମେ ଚନ୍ଦ୍ର ଉପରେ ପାଦ ରଖିଛୁ: ଇସ୍ରୋ ମୁଖ୍ୟ

ଶ୍ରୀହରିକୋଟା,୨୩।୮: ବୁଧବାର ଭାରତ ଇତିହାସ ସୃଷ୍ଟି କରିଛି। ଚନ୍ଦ୍ରୟାନ-୩ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଛି। ଏହା ଉପରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ମୁଖ୍ୟ ଏସ ସୋମନାଥ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ଆମେ...

ଭାରତର ଐତିହାସିକ ମିଶନକୁ ସଫଳ କରିବାରେ ନାସା, ଇସାର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ,୨୩ା୮: ଭାରତର ଚନ୍ଦ୍ରୟାନ-୩ ବୁଧବାର ସନ୍ଧ୍ୟାରେ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି। ଇସ୍ରୋ ଦ୍ୱାରା ଚନ୍ଦ୍ରରେ ସଫଳ ଅବତରଣ ସହିତ ଭାରତ ଇତିହାସ ରଚିଛି। ଚନ୍ଦ୍ରରେ ସଫଳତାର ସହ ଅବତରଣ କରିବାରେ ଭାରତ ବିଶ୍ୱର ଚତୁର୍ଥ ଦେଶ ହୋଇପାରିଛି।...

ଏହି କ୍ଷଣ ଅବିସ୍ମରଣୀୟ: ମୋଦି

ନୂଆଦିଲ୍ଲୀ/ଜୋହାନ୍ସବର୍ଗ,୨୩ା୮: ବୁଧବାର ସନ୍ଧ୍ୟାରେ ଇତିହାସ ରଚିଛି ଭାରତ। ଇସ୍ରୋର ଚନ୍ଦ୍ରୟାନ-୩ ସୁରକ୍ଷିତ ଭାବରେ ଚନ୍ଦ୍ରର ସାଉଥ୍‌ପୋଲ ବା ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂ କରିଛି। ଏହି ସଫଳତା ହାସଲ ପରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଥାଇ ପ୍ରଧାନମନ୍ତ୍ରୀ ସେଠାରୁ ଇସ୍ରୋ ବୈଜ୍ଞାନିକ...

ଇତିହାସ ରଚିଲା ଭାରତ: ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କଲା ଚନ୍ଦ୍ରୟାନ-୩

ଶ୍ରୀହରିକୋଟା,୨୩।୮: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରି ଚନ୍ଦ୍ରୟାନ-୩ ଇତିହାସ ରଚିଛି। ବୁଧବାର ନିର୍ଦ୍ଧାରିତ ସମୟ ଅନୁଯାୟୀ ଭାରତୀୟ ସମୟ ସନ୍ଧ୍ୟା ୬.୦୪ରେ ଚନ୍ଦ୍ରୟାନ -୩ର ଲ୍ୟାଣ୍ଡର ମଡ୍ୟୁଲ (ଏଲ୍‌ଏମ୍‌) ଚନ୍ଦ୍ର ପୃଷ୍ଠରେ ଅବତରଣ କରିଛି।...

ଭାରତକୁ ଅଭିନନ୍ଦନ ଜଣାଇଲେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି

ନୂଆଦିଲ୍ଲୀ,ଜୋହାନ୍ସବର୍ଗ,୨୩ା୮: ଚନ୍ଦ୍ରୟାନ-୩ ମିଶନକୁ ନେଇ ସମଗ୍ର ବିଶ୍ୱରେ ଆନନ୍ଦର ଲହରୀ ଖେଳିଯାଇଛି। ଅଗଷ୍ଟ ୨୩ ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଚନ୍ଦ୍ରୟାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ଏନେଇ ବ୍ରିକ୍ସ ଶିଖର ସମ୍ମିଳନୀରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା ଚନ୍ଦ୍ରୟାନ-୩ ଅବତରଣ...

ସୁରକ୍ଷିତ ଅବତରଣ କରିବ ଚନ୍ଦ୍ରୟାନ-୩ : ରାକେଶ ଶର୍ମା

ନୂଆଦିଲ୍ଲୀ,୨୩ା୮: ମହାକାଶକୁ ଯାଇଥିବା ପ୍ରଥମ ଭାରତୀୟ ରାକେଶ ଶର୍ମା ବୁଧବାର ଚନ୍ଦ୍ରୟାନ-୩ର ସଫଳ ଅବତରଣ କରିବାର ଆଶା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ସୀମିତ ସମ୍ବଳ ସତ୍ତ୍ୱେ ଇସ୍ରୋ ଗତ ୪୦ ବର୍ଷ ମଧ୍ୟରେ ଏକ ଚମତ୍କାର ଯାତ୍ରା କରିଛି।...

କାଉଣ୍ଟଡାଉନ୍‌ ଆରମ୍ଭ, ଇତିହାସ ରଚିବ ଭାରତ

ନୂଆଦିଲ୍ଲୀ,୨୩ା୮: ଭାରତର ଚନ୍ଦ୍ରୟାନ-୩ ଆଉ କିଛି ସମୟ ମଧ୍ୟରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ। ଏନେଇ ସମଗ୍ର ବିଶ୍ୱବାସୀଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି। ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଆଜି ଏନେଇ ଇତିହାସ ରଚିବାକୁ ଯାଉଛି। ଚନ୍ଦ୍ରୟାନ-୩ ଆଜି...

ମଞ୍ଚରେ ପଡ଼ିଥିଲା ତ୍ରିରଙ୍ଗା, ଏମିତି କିଛି କରି ଦେଶବାସୀଙ୍କ ହୃଦୟ ଜିତିଲେ ମୋଦି, ଭିଡିଓ ଦେଖିଲେ…

ନୂଆଦିଲ୍ଲୀ,ଜୋହାନ୍ସବର୍ଗ,୨୩ା୮: ଚାଇନା, ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲରୁ ଆସିଥିବା ପ୍ରତିପକ୍ଷଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଜୋହାନ୍ସବର୍ଗରେ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେଇଛନ୍ତି। ବ୍ରିକ୍ସକୁ କିପରି ବିସ୍ତାର କରାଯିବ ସେନେଇ ଏହି ଦେଶମାନଙ୍କ ମଧ୍ୟରେ ଆଲୋଚନା କରିଛନ୍ତି। ଏଥି...

ନଦୀକୁ ଖସିଲା ବସ୍‌: ୮ ମୃତ, ୧୫ ଆହତ

କାଠମାଣ୍ଡୁ,୨୩ା୮: ନେପାଳର ବାଗମତି ପ୍ରଦେଶରେ ବୁଧବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ବୁଧବାର ନେପାଳର ବାଗମତି ପ୍ରଦେଶରେ ଏକ...

ଏନଇପି-୨୦୨୦ ରଦ୍ଦ କରିବେ କର୍ନାଟକ ସରକାର, ଅଲଗା ଶିକ୍ଷାନୀତି ପାଇଁ ପ୍ରସ୍ତୁତି…

ବେଙ୍ଗାଲୁରୁ,୨୩।୮ : କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରତିନିଧୀ ତଥା ଅଧିକାରୀଙ୍କ ସହ ଆଲୋଚନା ପରେ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର କହିଛନ୍ତି କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷା ନୀତି, ୨୦୨୦ (ଏନଇପି-୨୦୨୦ ) କୁ ରଦ୍ଦ କରି ରାଜ୍ୟ...

ମୋ ଜନ୍ମ ଦିନରେ ମୋଦି-ଶାହା ଦେଇଛନ୍ତି ଇଡ଼ି ଚଢ଼ାଉର ଉପହାର: ବାଘେଲ…

ରାୟପୁର,୨୩।୮ : ଛତିଶଗଡରେ କେନ୍ଦ୍ରୀୟ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ର ଚଢ଼ାଉ ଜାରି ରହିଛି। ବୁଧବାର ଇଡି ରାଜନୈତିକ ପରାମର୍ଶଦାତା ବିନୋଦ ବର୍ମା ଏବଂ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ଓଏସଡି ଘରେ ଚଢ଼ାଉ କରିଛି। ବିନୋଦ ବର୍ମାଙ୍କ ଦେବେନ୍ଦ୍ର ନଗର ନିବାସ...

ଇପିଏଫଓ: ୬.୫ କୋଟି କର୍ମଚାରୀଙ୍କୁ ମିଳିବ ରକ୍ଷାବନ୍ଧନ ଉପହାର,୮.୧୫ ପ୍ରତିଶତ ସୁଧ ଆକାଉଣ୍ଟରେ ହେବ ଜମା…

ନୂଆଦିଲ୍ଲୀ,୨୩।୮ : ଏଥର ରକ୍ଷାବନ୍ଧନ ପୂର୍ବରୁ ଦେଶର କୋଟି କୋଟି କର୍ମଚାରୀ ଇପିଏଫଓ ପକ୍ଷରୁ ଉପହାର ପାଇବାକୁ ଯାଉଛନ୍ତି। ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ସୂତ୍ରରୁ ପ୍ରକାଶ। ସୁଧ ଟଙ୍କା ସମସ୍ତ ଯୋଗ୍ୟ କର୍ମଚାରୀଙ୍କ ଆକାଉଣ୍ଟରେ ଜମା ହେବ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri