Tag Archives: Home Middle

ହତ୍ୟା ଅଭିଯୋଗରେ ଭାରତୀୟ ବଂଶୋଦ୍ଭବଙ୍କୁ ସିଙ୍ଗାପୁରରେ ମିଳିପାରେ ମୃତ୍ୟୁଦଣ୍ଡ

ସିଙ୍‌ଗାପୁର,୨୨।୮: ଭାରତୀୟ ବଂଶୋଦ୍ଭବ ଅସୱେନ ପଚନ ପିଲ୍ଲାଇ ସୁକୁମାରନଙ୍କୁ ମିଳିବ ମୃତ୍ୟୁଦଣ୍ଡ। ଦୁଇ ନାଗରିକଙ୍କ ହତ୍ୟା ଅଭିଯୋଗରେ ସେ ଗିରଫ ହୋଇଛନ୍ତି। ସିଙ୍ଗାପୁରର କନକର୍ଡ ହୋଟେଲ ଏବଂ ସପିଂ ମଲରେ ମୋହଦ ଇସ୍ରାଟ ଓ ମୋହଦ ଇସମାଇଲଙ୍କୁ ହତ୍ୟା କରିଥିବା...

ସଡ଼କ ଦୁର୍ଘଟଣାରେ ଲାଗିବ ରୋକ, ସରକାର ଆରମ୍ଭ କଲେ ଭାରତ ଏନସିଏପି…

ନୂଆଦିଲ୍ଲୀ,୨୨।୮ : କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ମଙ୍ଗଳବାର ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତ ନୂତନ କାର ମୂଲ୍ୟାଙ୍କନ କାର୍ଯ୍ୟକ୍ରମ ଅର୍ଥାତ ଭାରତ ଏନସିଏପି ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସଡ଼କ ପରିବହନ...

ପାକିସ୍ତାନର ସୁରକ୍ଷା ବାହିନୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ, ୬ଯବାନ ମୃତ

ଇସଲାମବାଦ,୨୨।୮: ପୁଣି ପାକିସ୍ତାନର ସୁରକ୍ଷା ବାହିନୀଙ୍କୁ ଆକ୍ରମଣ ଆତଙ୍କବାଦୀ। ତେହେରିକ-ଏ-ତାଲିବାନ ପାକିସ୍ଥାନ(ଟିଟିପି)ର ଆତଙ୍କବାଦୀମାନେ ପାକିସ୍ତାନର ଖେବର ପଖତୁନଖଓ୍ବାରେ ସୁରକ୍ଷା ବାହିନୀର ଏକ ଦଳ ଉପରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୬ ପାକିସ୍ତାନୀ ଯବାନ ଓ ୪ ଜଣ ଆତଙ୍କବାଦୀ...

କଂଗ୍ରେସରେ ୧୨ ଜେଡିଏସ ବିଧାୟକ ସାମିଲ ହେବା ନେଇ ଚର୍ଚ୍ଚା…

ବେଙ୍ଗାଲୁରୁ,୨୨।୮ : ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କର୍ନାଟକ କଂଗ୍ରେସ ଜନତା ଦଳ (ଧର୍ମନିରପେକ୍ଷ) ର ଅନେକ ବିଧାୟକଙ୍କ ସହ ଯୋଗାଯୋଗରେ ଅଛି ଏବଂ ସେମାନଙ୍କୁ ଦଳକୁ ଆଣିବାକୁ ଯୋଜନା କରୁଛି। ଏକ ରିପୋର୍ଟ ଅନୁଯାୟୀ, ଅଯୋଗ୍ୟତା ଅବା...

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ: ଭାରତର ଉଦ୍ୟମକୁ ଝଟକା, ଆମେରିକା କୋର୍ଟ ଅଭିଯୁକ୍ତ ତାହୱୁରଙ୍କ ପ୍ରତ୍ୟର୍ପଣକୁ କଲେ ସ୍ଥଗିତ…

ଓ୍ବାଶିଂଟନ,୨୨।୮ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନର ଆବେଦନକୁ ପ୍ରତ୍ୟାଖ୍ୟାନ କରି ମୂଳ ପାକିସ୍ତାନୀ କାନାଡାର ନାଗରିକ ବ୍ୟବସାୟୀ ତାହୱୁର ରାଣାଙ୍କୁ ଭାରତକୁ ପ୍ରତ୍ୟର୍ପଣ ଉପରେ ଆମେରିକାର କୋର୍ଟ ସ୍ଥଗିତାଦେଶ ନିର୍ଦ୍ଦେଶ ଦେଇଛନ୍ତି। ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ...

ମହିଳାମାନେ ଆଇନଗତ ଆତଙ୍କବାଦ ବିସ୍ତାର କରୁଛନ୍ତି: ହାଇକୋର୍ଟଙ୍କ କଠୋର ମନ୍ତବ୍ୟ…

କୋଲକତା,୨୨।୮ : କଲିକତା ହାଇକୋର୍ଟ କହିଛନ୍ତି ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୪୯୮-ଏ ର ଅପବ୍ୟବହାର କରି ମହିଳାମାନେ ଏକ ଉପାୟରେ ଆଇନଗତ ଆତଙ୍କବାଦ ବିସ୍ତାର କରିଛନ୍ତି। ଏହି ନିୟମ ଜଣେ ମହିଳାଙ୍କ ପ୍ରତି ତାଙ୍କ ସ୍ବାମୀ...

ଓ୍ବାଗନର ମୁଖ୍ୟ ୟେଭେଗେନି ପ୍ରିଗୋଜିନଙ୍କ ଭାଇରାଲ ହେଉଛି ଭିଡିଓ, ପୁଟିନ୍‌ଙ୍କ ବିରୋଧରେ ପୁଣି କରିବେ ବିଦ୍ରୋହ!

ମସ୍କୋ,୨୨।୮:ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିଶ୍ୱସ୍ତ ଓ ଓ୍ବାଗନର ଗ୍ରୁପର ସେନା ମୁଖ୍ୟ ୟେଭେଗେନି ପ୍ରିଗୋଜିନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ପିଟିନଙ୍କ ସହ ବିଦ୍ରୋହ ପରେ ଏହା ତାଙ୍କ ପ୍ରଥମ ଭାଇରାଲ ଭିଡିଓ। ଭିଡିଓରେ ସେ କହୁଛନ୍ତି,...

୯/୧୧ ଆକ୍ରମଣ ପୀଡ଼ିତଙ୍କ ପରିବାର ସଦସ୍ୟ ବାଇଡେନଙ୍କୁ ଲେଖିଲେ ଚିଠି, ଅଭିଯୁକ୍ତ ଆତଙ୍କବାଦୀଙ୍କ ଆବେଦନ ଗ୍ରହଣ ନ କରାଯାଉ…

ଓ୍ବାଶିଂଟନ,୨୨।୮ : ୨୦୦୧ ମସିହା, ସେପ୍ଟେମ୍ବର ୧୧ରେ (୯/୧୧)ରେ ଆମେରିକାର ଓବିଶ୍ୱ ବାଣିଜ୍ୟ କେନ୍ଦ୍ରରେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ଘଟିଥିବା ଲୋକଙ୍କର ୨୦୦୦ରୁ ଅଧିକ ସମ୍ପର୍କୀୟ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ନିବେଦନ କରିଛନ୍ତି ଏହି ଆକ୍ରମଣରେ ସମ୍ପୃକ୍ତ ଥିବା ପାଞ୍ଚ...

କେବୁଲ କାରରେ ମଝି ଆକାଶରେ ଲଟକିଛନ୍ତି ୬ ଶିଶୁଙ୍କ ସମତେ ୮ଜଣ, ଉଦ୍ଧାରକାର୍ଯ୍ୟ କାରି…

ଇସଲାମାବାଦ,୨୨।୮: ମଙ୍ଗଳବାର ଏକ ପାକିସ୍ତାନୀ ଗଭୀର ଉପତ୍ୟକା ଉପରେ ମଝି ଆକାଶରେ ଝୁଲୁଥିବା କେବୁଲ କାର ଭିତରେ ୬ ଜଣ ଶିଶୁ ଏବଂ ଦୁଇ ବୟସ୍କଙ୍କ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରାଯିବା ପାଇଁ ଉଦ୍ୟମ ଅବ୍ୟାହତ ରହିଛି। ପିଲାମାନେ...

ଚନ୍ଦ୍ରର ନୂଆ ଫଟୋ ଆସିଲା ସାମ୍ନାକୁ, ଚନ୍ଦ୍ରାୟନ ୩କୁ ନେଇ ଇସ୍ରୋ କହିଲା, ଅଲ ଇଜ ଓ୍ବେଲ

ନୂଆଦିଲ୍ଲୀ,୨୨।୮: ଚନ୍ଦ୍ରରେ ଅବତରଣ କରିବାକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ସମୟରେ, ଇସ୍ରୋ ମିଶନ ଚନ୍ଦ୍ରୟାନ ୩ସମ୍ବନ୍ଧରେ ଏକ ଅପଡେଟ ଦେଇଛି । ଏହା ସହିତ ଇସ୍ରୋ ମଧ୍ୟ ଲ୍ୟାଣ୍ଡର ଦ୍ୱାରା ନିଆଯାଇଥିବା ଚନ୍ଦ୍ରର ନୂତନ ଫଟୋ...

ଲୁନା -୨୫ ଅସଫଳତାର ମୁଖ୍ୟ କାରଣ କହିଲେ ରୁଷିଆ ମହାକାଶ ଏଜେନ୍ସି ମୁଖ୍ୟ

ମସ୍କୋ,୨୨।୮: ରୁଷିଆର ମୁନ ମିଶନକୁ ବଡ ଝଟ୍‌କା ଲାଗିଛି। ଚନ୍ଦ୍ରରେ ପହଞ୍ଚିବାର ଆଶା ରୁଷିଆର ଶେଷ ହୋଇଯାଇଛି। କାରଣ ଏହାର ମହାକାଶ ଯାନ ଲୁନା-୨୫ କ୍ରାସ ହୋଇଯାଇଛି। ତେବେ ରୁଷିଆର ସ୍ପେସ ଏଜେନ୍ସି ରସ୍କୋସମୋସର ମୁଖ୍ୟ ୟୁରୀ ବୋରିସୋଭ ଚନ୍ଦ୍ରରେ...

ଜାପାନର ଫୁକୁସିମା ଆଣବିକ କାରଖାନାରୁ ଛଡାଯିବ ଜଳ, ବିରୋଧ ସତ୍ତ୍ୱେ ବଡ ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ

ଟୋକିଓ,୨୨।୮: ଆସନ୍ତାକାଲି ଫୁକୁସିମା ଆଣବିକ କାରଖାନାରୁ ବିଶୋଧିତ ରେଡିଓଆକ୍ଟିଭ ବର୍ଜ୍ୟଜଳ ସମୁଦ୍ରକୁ ଛାଡିବା ଆରମ୍ଭ କରିବ। ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ମଙ୍ଗଳବାର ଏହି ଘୋଷଣା କରିଛନ୍ତି। କହିବାକୁ ଗଲେ ଏହି ନିଷ୍ପତ୍ତି ଏମିତି ସମୟରେ ନିଆଯାଇଛି ଯେଉଁ ସମୟରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri