Tag Archives: Home Middle

ହିନ୍ଦୁ ଧର୍ମ ସର୍ବ ପୁରାତନ, ଏଠାକୁ ଇସଲାମ ହାତରେ ଖଣ୍ଡା ଧରି ଆସି ନ ଥିଲା: ଗୁଲାମ ନବୀ ଆଜାଦ…

ଶ୍ରୀନଗର,୧୯।୮ : ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ଗତ ଦିନରେ ଡୋଡାଠାରେ ଏକ ବିବୃତ୍ତି ଦେଇଥିଲେ। ଉକ୍ତ ବିବୃତ୍ତିର ସ୍ପଷ୍ଟୀକରଣ ସେ ଶନିବାର ଏକ ନ୍ୟୁଜ ଏଜେନ୍ସି ସହ ବାର୍ତ୍ତାଳାପରେ ଦେଇଛନ୍ତି। ସେ ଦୋହରାଇଛନ୍ତି ହିନ୍ଦୁ ଧର୍ମ...

ମଣିପୁର ହିଂସାରେ ଭାଜପା ସରକାର ବିଫଳ ହୋଇଛନ୍ତି, ବିରେନ ସିଂଙ୍କୁ ଶୀଘ୍ର ହଟାନ୍ତୁ: ସିପିଆଇଏମର ଦାବି…

ଇମ୍ଫାଲ,୧୯।୮ : ବରିଷ୍ଠ ସିପିଆଇ (ଏମ) ନେତା ଜିତେନ୍ଦ୍ର ଚୌଧୁରୀ ମଣିପୁରରେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବାରେ ଭାଜପା ସରକାର ବିଫଳ ହୋଇଥିବା କହିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କୁ ହଟାଇବାକୁ ସେ ଦାବି କରିଛନ୍ତି। ତ୍ରିପୁରା ୟୁନିଟର...

ନିଖୋଜ ନାହାନ୍ତି ଆଫଗାନିସ୍ତାନ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧୯।୮: ଭାରତରେ ଆଫଗାନିସ୍ତାନ ରାଷ୍ଟ୍ରଦୂତ ଫରିଦ ମାମୁନ୍ଦଜଇ ନିଖୋଜ ଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ କରିଛି। ତେବେ ତାଙ୍କର କିଛି ଦିନ ହେବ ଖୋଜ ଖବର ମିଳିପାରୁ ନାହିଁ। କିନ୍ତୁ ଏହି ଗୁଜବକୁ ଖଣ୍ଡନ କରିଛନ୍ତି ଖେଶଦ୍‌ ଫାରୁଦ।...

ୟୁକ୍ରେନର ଚେର୍ନିହିଭ ଉପରେ ରୁଷିଆର କ୍ଷେପଣାସ୍ତ୍ର ଆକ୍ରମଣ: ୫ ମୃତ, ୧୧ ଶିଶୁଙ୍କ ସମେତ ୩୭ ଆହତ…

କିଭ୍‌,୧୯।୮ : ଉତ୍ତର ୟୁକ୍ରେନ ଚେର୍ନିହିଭ ସହରର ଏକ କେନ୍ଦ୍ରୀୟ ଅଞ୍ଚଳ ଉପରେ ରୁଷିଆର କ୍ଷେପଣାସ୍ତ୍ର ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୭ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୧୧ ଶିଶୁ ଅଛନ୍ତି ବୋଲି ଆଭ୍ୟନ୍ତରୀଣ...

ଉଡାଣ ଯୋଜନା ୯୩ ପ୍ରତିଶତ ରୁଟରେ କାମ କରୁନାହିଁ, ଖାର୍ଗେ ଦର୍ଶାଇଲେ ସିଏଜି ରିପୋର୍ଟ…

ନୂଆଦିଲ୍ଲୀ,୧୯।୮ : କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଶନିବାର ଦାବି କରିଛନ୍ତି କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ (ସିଏଜି) ରିପୋର୍ଟରେ କୁହାଯାଇଛି କେନ୍ଦ୍ରର ଛଡାଣ ଯୋଜନା ୯୩ ପ୍ରତିଶତ ରୁଟରେ କାମ କରୁନାହିଁ। ସାଧାରଣ ଜନତା କେବଳ ସରକାରଙ୍କଠାରୁ...

ଫଡନାଭିସ ହୋଇଗଲେଣି ଅହଂକାରୀ: ସାମନାର ଅଭିଯୋଗର ଜବାବ ଦେଲା ଭାଜପା…

ମୁମ୍ବାଇ,୧୯।୮ : ଶିବସେନା ଉଦ୍ଧବ ବାଲାସାହେବ ଠାକରେ ପକ୍ଷରୁ ଅଭିଯୋଗ କରିଛି ଉପମୁଖ୍ୟମନ୍ତ୍ରୀ ହେବା ପରେ ଦେବେନ୍ଦ୍ର ଫଡନାଭିସ ଅହଂକାରୀ ଏବଂ ଅସହିଷ୍ଣୁ ହୋଇପଡିଛନ୍ତି। ପୂର୍ବରୁ ଫଡନାଭିସ ଜଣେ ସହନଶୀଳ ବ୍ୟକ୍ତି ଥିଲେ କିନ୍ତୁ ଉପମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କଠାରେ...

ଶିନ୍ଦେ ମୁଖ୍ୟମନ୍ତ୍ରୀ ପଦରେ ରହିବେ: ଭାଜପା…

ମୁମ୍ବାଇ,୧୯।୮ : ନିକଟରେ ମହାରାଷ୍ଟ୍ର ରାଜନୀତିରେ ବହୁ ପରିବର୍ତ୍ତନ ଦେଖିବାକୁ ମିଳିଛି। ଅଜିତ ପାୱାର ଶିନ୍ଦେ ଗୋଷ୍ଠୀରେ ଯୋଗଦେବା ଶରଦ ପାୱାରଙ୍କ ପାଇଁ ଏକ ବଡ଼ ଝଟକା ଥିଲା। କିନ୍ତୁ ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ସାକ୍ଷାତ ମହାରାଷ୍ଟ୍ରରେ...

କେନ୍ଦ୍ରର ବିଭିନ୍ନ ମନ୍ତ୍ରଣାଳୟର ନିଷ୍ପତ୍ତି ନେଉଛି ଆରଏସଏସ: ରାହୁଲଙ୍କ ଅଭିଯୋଗ…

ନୂଆଦିଲ୍ଲୀ,୧୯।୮ : ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ)କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟାଗେର୍ଟ କରିଛନ୍ତି ସେ ଅଭିଯୋଗ କରିଛନ୍ତି ସଂଘ ଦେଶର ପ୍ରତ୍ୟେକ ଅନୁଷ୍ଠାନରେ ନିଜ ଲୋକଙ୍କୁ ସ୍ଥାନ ଦେଉଛି। ଲଦାଖରେ ଜନସାଧାରଣଙ୍କ ମଧ୍ୟରେ ହୋଇଥିବା ଏକ ଭିଡିଓ...

ରୁଷିଆ-ଚାଇନା କରିପାରନ୍ତି ଗୁପ୍ତ ଆକ୍ରମଣ, ଆମେରିକା ଜାରି କଲା ସତର୍କ ସୂଚନା…

ଓ୍ବାଶିଂଟନ,୧୯।୮ : ଆମେରିକାର ଗୁପ୍ତଚର ଏଜେନ୍ସିମାନେ ମହାକାଶ ଶିଳ୍ପ ସହ ଜଡିତ ଥିବା କମ୍ପାନୀଗୁଡିକୁ ସତର୍କ ସୂଚନା ଦେଇଛି। ଚାଇନା ଏବଂ ରୁଷିଆ ସେମାନଙ୍କ ଉପରେ ଉପଗ୍ରହ ଆକ୍ରମଣ କରିପାରନ୍ତି କିମ୍ବା ସେମାନଙ୍କ ଉପରେ ଗୁପ୍ତଚର କରିପାରନ୍ତି । ଆମେରିକାର...

ଝଡ଼ ହିଲାରୀ ଲସ ଏଞ୍ଜେଲସ ମୁହାଁ, ହାଇ ଆଲର୍ଟ ଜାରି…

ଲସ ଏଞ୍ଜେଲସ,୧୯।୮ : ଡାଉନ ଟାଉନ ଲସ ଆଞ୍ଜେଲସ ସମେତ ଦକ୍ଷିଣ କାଲିଫର୍ନିଆ ପାଇଁ ବିପଜ୍ଜନକ ଝଡ଼ ହିଲାରୀ ନେଇ ସତର୍କ ସୂଚନା ଜାରି କରାଯାଇଛି। ଗଣମାଧ୍ୟମ ସୂତ୍ର ଅନୁଯାୟୀ ପ୍ରଶାନ୍ତ ମହାସାଗର ଦେଇ ମେକ୍ସିକୋ ଏବଂ ଆମେରିକା ଆଡକୁ...

ତାଇଓ୍ବାନକୁ ଚାଇନାର ଚେତାବନୀ…

ବେଜିଂ,୧୯।୮ : ଚାଇନା ବାୟୁସେନା ଏବଂ ନୌସେନା ତାଇୱାନ ସୀମା ନିକଟରେ ପାଟ୍ରୋଲିଂ ଏବଂ ମିଳିତ ସମରାଭ୍ୟାସ ଆରମ୍ଭ କରିଛନ୍ତି। ତାଇୱାନର ସୀମା ନିକଟରେ ଚାଇନାର ଏଭଳି କାର୍ଯ୍ୟକୁ ଏକ ବିପଦ ଭାବରେ ବିବେଚନା କରାଯାଉଛି। ଚାଇନାର ଏହି ପ୍ରତିକ୍ରିୟା...

ଓ୍ବାଶିଂଟନରେ ବ୍ୟାପୁଛି ଜଙ୍ଗଲ ନିଆଁ…

ଓ୍ବାଶିଂଟନ,୧୯।୮ : ଆମେରିକାର ୱାଶିଂଟନ ରାଜ୍ୟରେ ଏକ ଜଙ୍ଗଲ ନିଆଁ ବ୍ୟାପିବାରେ ଲାଗିଛି। ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳର ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବ ୱାଶିଂଟନର ସ୍ପୋକାନେ ନିକଟରେ ତଥାକଥିତ ଗ୍ରେ ଫାୟାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri