Tag Archives: Home Middle

ନ୍ୟୁୟର୍କରେ ଟିକଟକ ଉପରେ ପ୍ରତିବନ୍ଧକ…

ଓ୍ବାଶିଂଟନ,୧୭।୮ : ସୁରକ୍ଷା ଚିନ୍ତାକୁ ଆଧାର କରି ନ୍ୟୁୟର୍କ ସିଟିରେ ଟିକଟକ ଉପରେ ସରକାରଙ୍କ ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଛି। ମେୟର ଏରିକ ଆଡାମସଙ୍କ ମୁଖପାତ୍ର ଜୋନାସ ଆଲେନ ଏକ ବିବୃତ୍ତିରେ କହିଛନ୍ତି ସହରର ସାଇବର କମାଣ୍ଡ ସ୍ଥିର କରିଛି ଏହି...

ପାକିସ୍ତାନ ଚର୍ଚ୍ଚରେ ଭଙ୍ଗାରୁଜା: ୧୦୦ରୁ ଅଧିକ ଗିରଫ, ଚିନ୍ତା ପ୍ରକଟ କଲା ଆମେରିକା…

ଇସଲାମାବାଦ,୧୭।୮ : କୁରାନ ପ୍ରତି ଅସମ୍ମାନ ଅଭିଯୋଗରେ ପାକିସ୍ତାନ ଖ୍ରୀଷ୍ଟିଆନମାନଙ୍କୁ ଟାର୍ଗେଟ କରାଯାଇଛି। ଫୈସଲାବାଦରେ କେତେକ ଚର୍ଚ୍ଚରେ ଭଙ୍ଗାରୁଜା କରାଯାଇଛି। ଏହି ମାମଲାରେ ୧୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି। ପାକିସ୍ତାନ ଖବରକାଗଜ ଡନ ଅନୁସାରେ ଜାରାନୱାଲା ଜିଲାରେ ଅନେକ...

ତାଇଓ୍ବାନ ପ୍ରସଙ୍ଗ: ଆମେରିକାକୁ ଚେତାବନୀ ଦେଲା ଚାଇନା, କହିଲା ନିଆଁ ସହ ଖେଳ ନାହିଁ…

ବେଜିଂ,୧୭।୮: ତାଇୱାନ ପ୍ରସଙ୍ଗରେ ଚାଇନା ଏବଂ ଆମେରିକା ବିବାଦ ଲାଗି ରହିଛି। ଚାଇନା ଆମେରିକାକୁ ତାଇୱାନ ବିଷୟରେ ବାରମ୍ବାର ଚେତାବନୀ ଦେଉଛି। ଏଥି ସହିତ ଆମେରିକା ଏବଂ ତାଇୱାନ ମଧ୍ୟରେ ଏକ ଭିନ୍ନ ରଣନୀତି ଚାଲିଛି। ଇତିମଧ୍ୟରେ ତାଇୱାନର ଉପରାଷ୍ଟ୍ରପତି...

ଚନ୍ଦ୍ରଶେଖରପୁର ୟୁଥ୍‌ ବିଜୟୀ

ଭୁବନେଶ୍ୱର, ୧୭।୮ (ତପନ ସ୍ବାଇଁ): ଭୁବନେଶ୍ୱର ଆଥ୍‌ଲେଟିକ ଆସୋସିଏଶନ ଆନୁକୂଲ୍ୟରେ ୟୁନିଟ-୧ସ୍ଥିତ ଫୁଟବଲ ଏକାଡେମୀ ପଡ଼ିଆରେ ଚାଲିଥିବା ଗତିକୃଷ୍ଣ ମେମୋରିଆଲ ‘ବି’ ଡିଭିଜନ ଫୁଟବଲ ଲିଗ୍‌ର ବୁଧବାର ଅନୁଷ୍ଠିତ ମ୍ୟାଚରେ ଚନ୍ଦ୍ରଶେଖରପୁର ୟୁଥ୍‌ ଆସୋସିଏଶନ ବିଜୟୀ ହୋଇଛି। ଜୟ ପଟ୍ଟନାୟକଙ୍କ...

‘ଇଣ୍ଡିଆଜ୍‌ ଗେମ୍‌’ ପ୍ରାମାଣିକ ଚଳଚ୍ଚିତ୍ର ଉଦ୍‌ଘାଟିତ

ଭୁବନେଶ୍ୱର, ୧୭।୮(ତପନ ସ୍ବାଇଁ): ସ୍ବାଧୀନତା ଦିବସ ଅବସରରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାମାଣିକ ଚଳଚ୍ଚିତ୍ର ‘ଇଣ୍ଡିଆଜ୍‌ ଗେମ୍‌-ଏ ଷ୍ଟୋରି ଅଫ୍‌ ଏ ଟିମ୍‌ ଦ୍ୟାଟ୍‌ ୟୁନାଇଟେଡ ଦି ନେଶନ’କୁ ଉଦ୍‌ଘାଟନ କରିଛନ୍ତି। ୧୯୨୮ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର...

ନେମାରଙ୍କ ୮୩୧ କୋଟିର ଚୁକ୍ତି

ରିୟାଧ,୧୭ା୮(ପି.ଟି.): ସାଉଦି ଫୁଟବଲ ଲିଗ୍‌ ସହିତ ଯୋଡି ହୋଇଛନ୍ତ ବ୍ରାଜିଲର ତାରକା ଷ୍ଟ୍ରାଇକର ନେମାର। ବିଗତ ୬ ସିଜନ ଧରି ପ୍ୟାରିସ୍‌ ସେଣ୍ଟ ଜର୍ମେନ୍‌(ପିଏସ୍‌ଜି) ପାଇଁ ଖେଳିବା ପରେ ନେମାର ଅଲ ହିଲାଲ ସହିତ ଚୁକ୍ତି କରିଛନ୍ତି। ବାର୍ଷିକ ୧୦୦...

ଓଡ଼ିଶା ରୋଲର ସ୍କେଟିଂ ଦଳର ୩ ରେକର୍ଡ

ଭୁବନେଶ୍ୱର, ୧୭।୮ (ତପନ ସ୍ବାଇଁ): ସ୍ବାଧୀନତା ଦିବସ ଅବସରରେ ମଙ୍ଗଳବାର ଓଡ଼ିଶା ରୋଲର ସ୍କେଟିଂ ଦଳ ଆଉ ଏକ ମାଇଲଖୁଣ୍ଟ ସ୍ପର୍ଶ କରିଛି। ଓଡ଼ିଶା ସ୍କେଟିଂ ଏକାଡେମୀର ୧୦୨ ସଦସ୍ୟ ବିଶିଷ୍ଟ ଦଳ କଳିଙ୍ଗ ଷ୍ଟାଡିୟମରେ କ୍ରମାଗତ ୫ ଘଣ୍ଟା...

ପ୍ରଥମ ଦିନରେ ୩ ଜାତୀୟ ରେକର୍ଡ

ଭୁବନେଶ୍ୱର, ୧୭।୮ (ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମର ନବନିର୍ମିତ ଇନ୍‌ଡୋର ଆକ୍ୱାଟିକ୍‌ ସେଣ୍ଟରରେ ବୁଧବାର ୩୯ତମ ସବ୍‌ଜୁନିୟର ଓ ୪୯ତମ ଜୁନିୟର ଜାତୀୟ ଆକ୍ୱାଟିକ୍‌ ଚାମ୍ପିୟନଶିପ୍‌ ଆରମ୍ଭ ହୋଇଛି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ଆର. ଭିନିଲ...

ମଦ ପିଇ ଇଫେଲ୍‌ ଟାଓ୍ବାର ଚଢ଼ିଲେ ପର୍ଯ୍ୟଟକ

ପ୍ୟାରିସ, ୧୭।୮: ପ୍ୟାରିସର ଇଫେଲ୍‌୍‌ ଟାଓ୍ବାରରେ ଦୁଇ ମଦ୍ୟପ ଆମେରିକୀୟ ପର୍ଯ୍ୟଟକ ଗତ ସୋମବାର ଉନ୍ମତ୍ତକାଣ୍ଡ ଭିଆଇଥିଲେ। ଉଭୟେ ଟାଓ୍ବାରର ଦ୍ୱିତୀୟ ଏବଂ ତୃତୀୟ ମହଲା ମଝିରେ ଶୋଇ ପଡିଥିଲେ। ଟାଓ୍ବାର ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନାନୁସାରେ ଉଭୟ ପର୍ଯ୍ୟଟକ ଟାଓ୍ବାରରେ...

ଆର୍‌ପିଏଫ୍‌ କନ୍‌ଷ୍ଟେବଳ ବହିଷ୍କୃତ

ମୁମ୍ବାଇ,୧୭।୮: ଜୟପୁର-ମୁମ୍ବାଇ ଏକ୍ସପ୍ରେସ୍‌ ଗୁଳିକାଣ୍ଡ ଘଟଣାର ଅଭିଯୁକ୍ତ ଆର୍‌ପିଏଫ୍‌ କନ୍‌ଷ୍ଟେବଳ ଚେତନ ସିଂଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଗତ ୧୧ ତାରିଖରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇବା ଲାଗି କୋର୍ଟ ନିର୍ଦ୍ଦେଶ ଦେବା ପରେ ଚେତନ...

ଏହି ଷ୍ଟେଶନରୁ ୬ ଟ୍ରେନ୍‌ ୧ ମାସ ପାଇଁ ହେବ ବାତିଲ

ଜୟପୁର,୧୬ା୮: ଯଦି ଆପଣ ଜୟପୁର ଜଙ୍କସନରୁ ଟ୍ରେନ୍‌ରେ ଯାତ୍ରା କରିବାକୁ ଚିନ୍ତା କରୁଛନ୍ତି ତେବେ ପ୍ରଥମେ ଟ୍ରେନର ଅବସ୍ଥାନ ଜାଣିରଖନ୍ତୁ। ଆସନ୍ତା କିଛି ଦିନ ମଧ୍ୟରେ ଜୟପୁର ରେଳ ଷ୍ଟେଶନରୁ ଚାଲୁଥିବା ୬ଟି ଟ୍ରେନ୍‌ ୧ ମାସ ପାଇଁ ଆଂଶିକ...

ଭାରତକୁ ପ୍ରଶଂସା କଲା ରୁଷିଆ

ମସ୍କୋ,୧୬ା୮: ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ ଭାରତକୁ ପ୍ରଶଂସା କରିଛନ୍ତି। ଏଥିସହ ଅନ୍ୟାନ୍ୟ ଗ୍ଲୋବାଲ ସାଉଥ୍‌ ଦେଶକୁ ମଧ୍ୟ ପ୍ରଶଂସା କରିଛନ୍ତି। ଭାରତର ନିରପେକ୍ଷ ଏବଂ ବାସ୍ତବବାଦୀ ଆଭିମୁଖ୍ୟକୁ ପ୍ରଶଂସା କରି ଲାଭ୍ରୋଭ କହିଛନ୍ତି, ଯୁଦ୍ଧର ସମାଧାନ ଖୋଜିବାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri