Tag Archives: Home Middle

କ’ଣ ଏହି ‘ବାଂଲାଦେଶୀ ପ୍ଲାନ୍‌’, ଯାହାକୁ ନେଇ ବଢୁଛି ଭାରତର ଟେନ୍‌ସନ୍‌

ଢାକା,୧୪ା୮: ବାଂଲାଦେଶରେ ଶେଖ୍‌ ହାସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଦୁଇଟି ମୌଳବାଦୀ ସଂଗଠନ ଅତ୍ୟନ୍ତ ଖୁସି। ସେଥିମଧ୍ୟରୁ ଗୋଟିଏ ହେଉଛି ଜମାତ-ଇ-ଇସ୍‌ଲାମି ଏବଂ ଅନ୍ୟଟି ହେଉଛି ହିଫାଜତ୍‌-ଇ-ଇସ୍‌ଲାମ ବାଂଲାଦେଶ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଦିନ ଉଭୟ...

ଟ୍ରେନିଂ ଦେବେ ନବୀନ ହେଲେ ଯୋଗ ଦେବନି ବିଜେଡି!

ଭୁବନେଶ୍ୱର,୧୪।୮: ଟ୍ରେନିଂ ନେବେ ବିଧାନସଭାର ନବ ନିର୍ବାଚିତ ବିଧାୟକ । ସପ୍ତଦଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ୮୪ ଜଣ ନବ ନିର୍ବାଚିତ ବିଧାୟକଙ୍କୁ ପ୍ରଶିକ୍ଷଣ ଦିଆଯିବ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ...

କେଜ୍‌ରିଓ୍ବାଲଙ୍କୁ ବଡ଼ ଝଟକା ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୪।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ସୁପ୍ରିମକୋର୍ଟଙ୍କରୁ ଆଶ୍ୱସ୍ତି ପାଇନାହାଁନ୍ତି। ବୁଧବାର କେଜ୍‌ରିୱାଲଙ୍କ ଜାମିନ ଆବେଦନ ଶୁଣାଣି ବେଳେ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ଦେବାକୁ ମନା କରି ଦେଇଛନ୍ତି। କେଜ୍‌ରିଓ୍ବାଲଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଥିବା ବରିଷ୍ଠ...

ଦଳ ବଦଳାଇ ପୁଣି ରାଜ୍ୟ ସଭାକୁ ଯିବେ କି ମମତା: ରେସ୍‌ରେ ରହିଛି …

ଭୁବନେଶ୍ୱର,୧୪।୮: ରାଜ୍ୟ ସଭା ନିର୍ବାଚନ ପାଇଁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ରାଜ୍ୟ ସଭାକୁ କିଏ ଯିବେ ସେ ନେଇ  ଚର୍ଚ୍ଚା ଜୋର ଧରିଛି। ଏହି ରେସ୍‌ରେ  ନିକଟରେ  ବିଜେଡି ଛାଡ଼ି ଭାଜପାରେ ମିଶିଥିବା ମମତା ମହନ୍ତଙ୍କ ନାଁ ...

ସାହସିକତା ପୁରସ୍କାର ଘୋଷଣା: ବିଶିଷ୍ଟ ସେବା ପାଇଁ ୧୦୩୭ଙ୍କୁ ମିଳିବ ପଦକ

ନୂଆଦିଲ୍ଲୀ,୧୪।୮: ସ୍ବାଧୀନତା ଦିବସ ୨୦୨୪ ଅବସରରେ ସାହସିକତା ଏବଂ ସେବା ପଦକ ପାଇଁ ପୋଲିସ, ଫାୟାର ବ୍ରିଗେଡ, ହୋମଗାର୍ଡ ଏବଂ ସିଭିଲ ଡିଫେନ୍ସ ଏବଂ ସଂଶୋଧନ ସେବା ବିଭାଗର ମୋଟ ୧୦୩୭ କର୍ମଚାରୀ ଚୟନ କରାଯାଇଛି। ଗୃହ ମନ୍ତ୍ରଣାଳୟ ବୁଧବାର...

ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ୯ ରାଜ୍ୟର ୧୨ ଆସନ ପାଇଁ ହେବ ନିର୍ବାଚନ

ଭୁବନେଶ୍ୱର,୧୪।୮: ରାଜ୍ୟ ସଭା ନିର୍ବାଚନ ପାଇଁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ୯ ରାଜ୍ୟର ୧୨ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଆଜିଠୁ ପ୍ରାର୍ଥୀମାନେ ନାମାଙ୍କ ପତ୍ର ଦାଖଲ କରିପାରିବେ। ଅଗଷ୍ଟ ୨୧ରେ ନାମାଙ୍କନ ଦାଖଲର ଶେଷ...

ବିଭାଜନର ଭୟାବହତାକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଭାରତ ବିଭାଜନ ସମୟରେ ଅମାନୁଷିକ ଯନ୍ତ୍ରଣା ଦେଇ ଗତି କରିଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଯେଉଁମାନେ ବିଭାଜନର ଶିକାର ହୋଇଥିଲେ ଏବଂ ପୁନର୍ବାର ଜୀବନ ଆରମ୍ଭ କରିଥିଲେ ସେମାନଙ୍କ...

ଭିନେଶଙ୍କୁ ପଦକ ମିଳିବ ନା ନାହିଁ, ବଡ଼ ସଙ୍କେତ ଦେଲେ ଫୋଗଟଙ୍କ ଓକିଲ

ନୂଆଦିଲ୍ଲୀ,୧୪।୮: ରେସଲର ଭିନେଶ ଫୋଗଟଙ୍କ ମାମଲାରେ ଆଜି ସିଏଏସ୍‌ ନିଷ୍ପତ୍ତି ଶୁଣାଇବ। ଏଭଳି ପରିସ୍ଥିତିରେ ସମଗ୍ର ଭାରତ ବିନେଶ ମାମଲାର ନିଷ୍ପତ୍ତିକୁ ଅପେକ୍ଷା କରିଛି। କୋଟି କୋଟି ଦେଶବାସୀଙ୍କ ମନରେ ପ୍ରଶ୍ନ ହେଉଛି ଭାରତୀୟ ରେସଲରଙ୍କୁ ରୌପ୍ୟ ପଦକ ମିଳିବ...

ନରେନ୍ଦ୍ର ମୋଦି ଆଉ ଏନଡିଏର ଖେଳ ବିଗାଡିବେ ରାହୁଲ, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୧୪।୮: ଚଳିତ ବର୍ଷ ଚାରିଟି ସ୍ଥାନରେ (ହରିୟାଣା, ମହାରାଷ୍ଟ୍ର, ଝାଡଖଣ୍ଡ ଏବଂ ଜମ୍ମୁ-କଶ୍ମୀର) ଏବଂ ଗୋଟିଏ ରାଜ୍ୟ (ୟୁପି)ରେ ବିଧାନସଭା ଉପ-ନିର୍ବାଚନ ହେବ। ଏହା ପୂର୍ବରୁ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଏକ ବଡ଼ ରାଜନୈତିକ...

ଡେପୁଟି କଲେକ୍ଟରଙ୍କ ଘରେ ପଶିଲା ଭିଜିଲାନ୍ସ

ନୀଳଗିରି,୧୪।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଭିଜିଲାନ୍ସ ଜାଲରେ ଆଉ ଜାଲରେ ଆଉ ଜଣେ ବାବୁ। ନୀଳଗିରି ଡେପୁଟି କଲେକ୍ଟର ପରିକ୍ଷିତ ଜେନାଙ୍କ ଘରେ ବୁଧବାର ସକାଳୁ ଭିଜିଲାନ୍ସ ରେଡ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏହି...

ଅଗଷ୍ଟ ୨୨ରେ କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନ

ନୂଆଦିଲ୍ଲୀ,୧୪ା୮(ପି.ଟି.):ଆମେରିକୀୟ ରିସର୍ଚ୍ଚ ଫାର୍ମ ହିଣ୍ଡେନ୍‌ବର୍ଗ ପୁଞ୍ଜି ବଜାର ନିୟନ୍ତ୍ରକ ସେବିର ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌ଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିବା ପରେ ବିବାଦ ଜୋର୍‌ ଧରିଛି। ମାଧବୀଙ୍କ ଇସ୍ତଫା ଏବଂ ଆଦାନୀ ପ୍ରସଙ୍ଗର ତଦନ୍ତ ଯୁଗ୍ମ ସଂସଦୀୟ କମିଟି...

ଦ୍ରୁତ ଗତିରେ ବଢୁଛି ଭାରତର ଜନସଂଖ୍ୟା; ୧୦୦୦ ପୁରୁଷରଙ୍କ ତୁଳନାରେ ଏତିକି ମହିଳା

ନୂଆଦିଲ୍ଲୀ,୧୩।୮: ୨୦୩୬ ସୁଦ୍ଧା ଦେଢ଼ଶହ କୋଟି ଟପିବ ଭାରତର ଜନସଂଖ୍ୟା। କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ ୨୦୩୬ ବେଳକୁ ଭାରତର ଜନସଂଖ୍ୟା ୧୫୨ କୋଟି ୨୦ ଲକ୍ଷ ହେବ। ତେବେ ଜନସଂଖ୍ୟା ବଢିଲେ ମଧ୍ୟ ସେ ସମୟରେ ପୁରୁଷ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri