Tag Archives: Home Middle

ସରକାରୀ କର୍ମଚାରୀଙ୍କ ଆଇଫୋନ ବ୍ୟବହାର ଉପରେ କଟକଣା ଜାରି କଲା ରୁଷିଆ…

ମସ୍କୋ,୧୨।୮ : ୟୁକ୍ରେନ ସହିତ ଚାଲିଥିବା ବିବାଦ ମଧ୍ୟରେ, ରୁଷିଆର ଡିଜିଟାଲ ବିକାଶ ମନ୍ତ୍ରଣାଳୟ ଆପଲ ଆଇଫୋନ ବ୍ୟବହାରକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛି। ଇଣ୍ଟରଫ୍ୟାକ୍ସ ନ୍ୟୁଜ ଏଜେନ୍ସି କହିଛି ମନ୍ତ୍ରୀ ମକସୁଟ ଶାଦେଭ ରୁଷିଆର ଡିଜିଟାଲ ବିକାଶ...

ଯୁଦ୍ଧ ସମୟରେ ଲାଞ୍ଚ ନେବା ଦେଶଦ୍ରୋହ, ସେନାର ସମସ୍ତ ପ୍ରମୁଖ ବରଖାସ୍ତ: ୟୁକ୍ରେନ୍‌ର କଠୋର ପଦକ୍ଷେପ…

କିଭ,୧୨।୮ : ୟୁକ୍ରେନର ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି ଦୁର୍ନୀତି ବିରୋଧରେ ଏକ କଠୋର ପଦକ୍ଷେପ ନେଇଛନ୍ତି। ସେ ୟୁକ୍ରେନର ଆଞ୍ଚଳିକ ସେନା ନିଯୁକ୍ତି କେନ୍ଦ୍ରର ସମସ୍ତ ମୁଖ୍ୟଙ୍କୁ ବରଖାସ୍ତ କରିଛନ୍ତି। ଜେଲେନସ୍କି ତାଙ୍କ ଘୋଷଣାରେ ଏହି ଲୋକଙ୍କୁ ବରଖାସ୍ତ ବିଷୟରେ...

ଆଦିବାସୀଙ୍କ ସହିତ ପାରମ୍ପରିକ ପୋଷାକରେ ନୃତ୍ୟ କଲେ ରାହୁଲ, ଭିଡ଼ିଓ ଭାଇରାଲ…

ଚେନ୍ନାଇ,୧୨।୮ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ଦୁଇ ଦିନିଆ ତାମିଲନାଡୁ ଏବଂ କେରଳ ରାଜ୍ୟ ଗସ୍ତରେ ଅଛନ୍ତି। ଶନିବାର ତାମିଲନାଡୁର ଓଟି ନିକଟ ମୁଥୁନାଡୁ ଗ୍ରାମରେ ଟୋଡା ଆଦିବାସୀ ସମ୍ପ୍ରଦାୟର ସଦସ୍ୟଙ୍କ ସହ ସେ ଏକ ଆଦିବାସୀ...

ପାକିସ୍ତାନ ଫେରିବେ ନଓ୍ବାଜ ସରିଫ!

ଇସଲାମବାଦ,୧୨।୮: ପଡୋଶୀ ଦେଶ ପାକିସ୍ତାନରେ ଅର୍ଥନୈତିକ ସଙ୍କଟ ସହ ରାଜନୈତିକ ଅଚଳାବସ୍ଥା ଜାରି ରହିଛି। ତେବେ ଏହାରି ଭିତରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଆସନ୍ତା ମାସରେ ପାକିସ୍ତାନ ଫେରିପାରନ୍ତି ବୋଲି ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଶୁକ୍ରବାର...

ବଢୁଛି ଘରୋଇ ହିଂସା ମାମଲା: ଦିଲ୍ଲୀ ମହିଳା ହେଲ୍ପ ଲାଇନକୁ ୭ ବର୍ଷରେ ୪୦ ଲକ୍ଷରୁ ଅଧିକ କଲ…

ନୂଆଦିଲ୍ଲୀ,୧୨।୮ : ୧୮୧ ମହିଳା ହେଲ୍ପ ଲାଇନ ହେଉଛି ଏକ ୨୪ ଘଣ୍ଟିଆ, ଟୋଲ ଫ୍ରି ଫୋନ ନମ୍ବର ଯାହାକି ଦିଲ୍ଲୀ ମହିଳା ଆୟୋଗ ଦ୍ୱାରା ପରିଚାଳିତ ଏବଂ ସଙ୍କଟ ସମୟରେ ଏହା ମହିଳାମାନଙ୍କୁ ତୁରନ୍ତ ସହାୟତା ଯୋଗାଇଥାଏ। ଏହା...

ଚର୍ମ ରଙ୍ଗକୁ ଚିହ୍ନଟ କରିବା ପାଇଁ କ୍ୟାମେରା ପ୍ରସ୍ତୁତ କରୁଛି ଚାଇନା

ବେଜିଂ,୧୨।୮: ଚାଇନା ନିଜ ଦେଶର ନାଗରିକଙ୍କ ଉପରେ ନଜର ରଖିବା ପାଇଁ ଆପଣାଇଛି ନୂଆ ରାସ୍ତା। ନିଜ ଦେଶର ନାଗରିକଙ୍କ ଗତିବିଧିକୁ ନଜର ରଖିବା ପ୍ରସ୍ତୁତ କରିଛି ନୂଆ ଟେକ୍ନୋଲଜିର ସିସିଟିଭି କ୍ୟାମେରା। ଏହାକୁ ଖୁଲାସା କରିଛ ଆମେରିକାର ଆଇପିଭିଏମ...

ଶାନ୍ତି ପାଇଁ ଭାରତ-ପାକିସ୍ତାନ ନିଷ୍ଠାପର ଭାବେ ଆଲୋଚନା କରିବା ଜରୁରୀ: ଫାରୁକ ଅବଦୁଲା…

ଶ୍ରୀନଗର,୧୨।୮ : ନ୍ୟାଶନାଲ କନଫରେନ୍ସ (ଏନସି) ଅଧ୍ୟକ୍ଷ ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟନ୍ତ୍ରୀ ଫାରୁକ ଅବଦୁଲ୍ଲା ଶନିବାର କହିଛନ୍ତି ସୀମା ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା କିମ୍ବା ଜମ୍ମୁ-କଶ୍ମୀରରେ ରାଲି ଆୟୋଜନ କରିବା କେବଳ ଏକ ପ୍ରହଶନ। କଶ୍ମୀର ପ୍ରସଙ୍ଗରେ ଭାରତ-ପାକିସ୍ତାନ...

ବ୍ରିଟିଶ ସମୟର ଆଇନ ପରିବର୍ତ୍ତନ ରାଜନୈତିକ ଉଦ୍ଦେଶ୍ୟରେ କରାଯାଇଛି, ନିର୍ଯାତିତ ହେବେ ସାଧାରଣ ଲୋକେ: ସିବଲ…

ନୂଆଦିଲ୍ଲୀ,୧୨।୮ : ୪୦ ବର୍ଷ ଧରି କଂଗ୍ରେସରେ କାର୍ଯ୍ୟ କରିଥିବା ପୂର୍ବତନ ଆଇନ ମନ୍ତ୍ରୀ ତଥା ବରିଷ୍ଠ ଆଡଭୋକେଟ କପିଲ ସିବଲ ଶନିବାର ଅଭିଯୋଗ କରିଛନ୍ତି ବ୍ରିଟିଶ ସମୟର ଭାରତୀୟ ପେନାଲ କୋଡ (ଆଇପିସି) କୁ ବଦଳାଇବା ପାଇଁ ଅଣାଯାଉଥିବା...

ନିୟନ୍ତ୍ରଣ ବାହାରେ ପାକିସ୍ତାନର ସ୍ଥିତି, ଜରୁରୀ ବୈଠକ ଡାକିଲେ କାମଚଳା ପ୍ରଧାନମନ୍ତ୍ରୀ

ଇସଲାମାବାଦ,୧୨ା୮: ଅନଓ୍ବର-ଉଲ୍‌-ହକ୍‌ କାକର ଶନିବାର ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଭାବରେ ମନୋନୀତ ହୋଇଛନ୍ତି। ଦେଶକୁ ଶାସନ କରିବା ଏବଂ ଚଳିତ ବର୍ଷ ସାଧାରଣ ନିର୍ବାଚନକୁ ତଦାରଖ କରିବା ପାଇଁ ସେ ମନୋନୀତ ହୋଇଛନ୍ତି। ଏହି ପ୍ରସଙ୍ଗରେ ଦୁଇ ରାଉଣ୍ଡ ଆଲୋଚନା...

ମୋର ମୁଖ୍ୟମନ୍ତ୍ରୀ ପଦବୀ ପ୍ରତି ଲୋଭ ନାହିଁ: ଅଜିତ ପାଓ୍ବାର…

ମୁମ୍ବାଇ,୧୨।୮ : ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦବୀ ସମ୍ପର୍କରେ ଆଲୋଚନା ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଶନିବାର ପୁଣେରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଅଜିତ କହିଛନ୍ତି ଗୁଜବ ପ୍ରତି ଧ୍ୟାନ ଦେବା ଉଚିତ ନୁହେଁ। ରାଜ୍ୟର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ...

ହାଓ୍ବାଇ ଜଙ୍ଗଲ ନିଆଁରେ ମୃତ୍ୟୁସଂଖ୍ୟା ୮୦କୁ ବୃଦ୍ଧି

ନ୍ୟୁୟର୍କ,୧୨ା୮: ଆମେରିକାର ପ୍ରଶାନ୍ତ ମହାସାଗର ମଧ୍ୟସ୍ଥିତ ହାଓ୍ବାଇ ରାଜ୍ୟର ମଉଇ ଦ୍ୱୀପରେ ହୁତ୍‌ହୁତ୍‌ ହୋଇ ଜଙ୍ଗଲ ଜଳୁଥିଲେ ମଧ୍ୟ ନିଆଁ ଲିଭିବାର ନାଁ ନେଉନି। ଫଳରେ ଏହି ନିଆଁ ପ୍ରଭାବରେ ଲୋକଙ୍କ ମୃତ୍ୟୁସଂଖ୍ୟା ଶନିବାର ୮୦ରେ ପହଞ୍ଚିଛି। ଏତଦ୍‌ବ୍ୟତୀତ ୧୪୧୮...

ଭାରତକୁ ଟମାଟୋ ରପ୍ତାନି କରିବ ନେପାଳ

ନୂଆଦିଲ୍ଲୀ,୧୨।୮: ଆକାଶଛୁଆଁ ଟମାଟୋର ମୂଲ୍ୟ ହ୍ରାସ କରିବା ଯୋଜନା ପ୍ରସ୍ତୁତ କରୁଛନ୍ତି ସରକାର। ଏଥିପାଇଁ କେନ୍ଦ୍ର ସରକାର ନେପାଳର ସହଯୋଗ ଲୋଡିଛନ୍ତି। ତେବେ ଏନେଇ ନେପାଳ ଟମାଟୋ ରପ୍ତାନି କରିବାକୁ ରାଜି ହୋଇଥିଲେ ମଧ୍ୟ ସିଧାସଳଖ ବଜାରକୁ ସହଜରେ ପହଞ୍ଚାଇବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri