Tag Archives: Home Middle

ଆବଶ୍ୟକ ପଡ଼ିଲେ କୋର୍ଟଙ୍କ ଦ୍ୱାରସ୍ଥ ହେବି: ଅଧୀର ରଞ୍ଜନ…

ନୂଆଦିଲ୍ଲୀ,୧୨।୮ : ଅସାମ୍ବିଧାନିକ ଆଚରଣ କାରଣରୁ ଲୋକସଭାରୁ ନିଲମ୍ବିତ ହେବାର ଗୋଟିଏ ଦିନ ପରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଶନିବାର କହିଛନ୍ତି ତାଙ୍କ ମନ୍ତବ୍ୟ କାହାକୁ ଆଘାତ ଦେବା ପାଇଁ ଉଦ୍ଦିଷ୍ଟ ନୁହେଁ। ସେ ସ୍ପଷ୍ଟ ଉପସ୍ଥାପନ...

ନିରବ ମୋଦି ଟିପ୍ପଣୀକୁ ନେଇ ଭାଜପାକୁ ଟାର୍ଗେଟ କଲେ ଅଧୀର ରଂଜନ, ଗେରୁଆ ଶଦ୍ଦକୋଷ ପ୍ରସ୍ତୁତ କରନ୍ତୁ ସରକାର

ନୂଆଦିଲ୍ଲୀ,୧୨।୮: ନୂଆଦିଲ୍ଲୀର ଏଆଇସିସି ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ। ସଂସଦରେ ସେ ଅନିୟନ୍ତ୍ରିତ ବ୍ୟବହାର ପାଇଁ ନିଲମ୍ବିତ ହୋଇଛନ୍ତି। ତେଣୁ ସେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ମୋର ମନ୍ତବ୍ୟ କାହାକୁ ଆଘାତ...

ସ୍ବାଧୀନତା ଦିବସରେ ପଞ୍ଜାବରେ ଖୋଲିବ ୭୬ ନୂଆ ମୋହଲା କ୍ଲିନିକ…

ଚଣ୍ଡିଗଡ଼,୧୨।୮ : ସ୍ବାଧୀନତା ଦିବସର ୭୬ ତମ ବାର୍ଷିକୀ ଅବସରରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ସରକାର ରାଜ୍ୟରେ ଆଉ ୭୬ ମୋହଲା କ୍ଲିନିକ ଖୋଲିବେ । ଏଥି ସହ ୪୦ ଟି ସରକାରୀ ଡାକ୍ତରଖାନାର ମଧ୍ୟ ନବୀକରଣ କରାଯିବ...

ରୁଷିଆରେ ଜରୁରୀକାଳିନ ପରିସ୍ଥିତି ଘୋଷଣା

ମସ୍କୋ,୧୨ା୮: ଶନିବାର ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରୁଷିଆ ପୂର୍ବର କିଛି ଅଞ୍ଚଳରେ ଜରୁରୀକାଳିନ ପରିସ୍ଥିତି ଘୋଷଣା କରାଯାଇଛି। ଏହା ସହିତ ଲୋକଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସ୍ପାସୋଭ୍‌କା ଏବଂ କୁଲେଶୋଭ୍‌କା ନଦୀରେ ଜଳସ୍ତର...

ବ୍ରିଟିଶ ସମୟର ଆଇନରେ ହେବ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୨।୮ : ଭାରତୀୟ ଆଇନରେ ପରିବର୍ତ୍ତନ ଆଣିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି। ଭାରତରେ ଅପରାଧ ନ୍ୟାୟ ବ୍ୟବସ୍ଥାରେ ଏକ ଐତିହାସିକ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ପ୍ରାୟ ଚାରି ବର୍ଷ ଧରି ଆଲୋଚନା ପରେ ଏହି ପ୍ରସ୍ତାବ...

ତାପମାତ୍ରା ବୃଦ୍ଧି ହେଲେ ପିଲାଙ୍କ ଠାରେ ଦେଖାଯାଏ ଅଧିକ ଡାଇରିଆ ମାମଲା: ଆଇସିଏମଆର ରିପୋର୍ଟ

ନୂଆଦିଲ୍ଲୀ,୧୨।୮: ତାପମାତ୍ରା ୩୩ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ହେଲେ ପିଲାଙ୍କ ଠାରେ ଡାଇରିଆ ମାମଲା ୪୩ ଶତକଡା ବୃଦ୍ଧି ପାଉଛି। ଡାଇରିଆ ସଂକ୍ରମିତ ଶିଗେଲା ଜୀବାଣୁ ବିଷୟରେ ନୂଆ ତଥ୍ୟ ପ୍ରକାଶ କରିଛି ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆନ କାଉନସିଲ...

ଇଣ୍ଡିଆ ମେଣ୍ଟରେ ଫାଟ, କାବେରୀ ଜଳ ବିବାଦ ନେଇ ତାମିଲନାଡୁ-କର୍ନାଟକ ମୁହାଁମୁହିଁ…

ଚେନ୍ନାଇ/ବେଙ୍ଗାଲୁରୁ,୧୨।୮ : କାବେରୀ ଜଳ ବିବାଦ ନେଇ ଇଣ୍ଡିଆ ମେଣ୍ଟରେ ଫାଟ ସୃଷ୍ଟି ହୋଇଛି। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ସରକାର କର୍ନାଟକ ସହ ଚାଲିଥିବା କାବେରୀ ଜଳ ବିବାଦ ଉପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁୁ ନିଷ୍ପତ୍ତି ନେଇଛନ୍ତି। ପଡୋଶୀ...

ରାହୁଲଙ୍କ ଦଣ୍ଡାଦେଶ କାଏମ ରଖିଥିବା ବିଚାରପତିଙ୍କ ବଦଳି, ୨୩ ବିଚାରପତି ବଦଳିଲେ…

ନୂଆଦିଲ୍ଲୀ,୧୨।୮ : ଦେଶର ବିଭିନ୍ନ ହାଇକୋର୍ଟର ୨୩ ଜଣ ବିଚାରପତିଙ୍କୁ ବଦଳି କରିବାକୁ ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ କରିଛନ୍ତି। ଯେଉଁ ବିଚାରପତିଙ୍କୁ ବଦଳି କରାଯିବ ସେମାନଙ୍କ ମଧ୍ୟରେ ଗୁଜରାଟ ହାଇକୋର୍ଟର ଜଷ୍ଟିସ ହେମନ୍ତ ଏମ ପ୍ରଚ୍ଛକଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ...

ଜମ୍ମୁ-କଶ୍ମୀରରେ ୭୧ ଆତଙ୍କବାଦୀ ସକ୍ରିୟ, ୩୮ ସ୍ଥାନୀୟ ସଦସ୍ୟ…

ଶ୍ରୀନଗର,୧୨।୮ : ଜମ୍ମୁ-କଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀଙ୍କ ଉପରେ ସୁରକ୍ଷା ବାହିନୀ କଡା ନଜର ରଖିଛନ୍ତି। କ୍ରମାଗତ ଏନକାଉଣ୍ଟରରେ ପାକିସ୍ତାନୀ ଏବଂ ସ୍ଥାନୀୟ ଆତଙ୍କବାଦୀମାନେ ନିହତ ହେଉଛନ୍ତି। ଗତ ବର୍ଷ ସୁରକ୍ଷା ବାହିନୀ ସହିତ ଏନକାଉଣ୍ଟରରେ ୧୮୭ ଆତଙ୍କବାଦୀ ନିହତ...

ଆଇନ୍‌ରେ ପରିଣତ ହେଲା ଦିଲ୍ଲୀ ବିଲ୍‌, ଅନୁମୋଦନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୨।୮: ବିବାଦୀୟ ଦିଲ୍ଲୀ ସେବା ବିଲକୁ ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ। ଏହା ଏବେ ଏକ ଆଇନରେ ପରିଣତ ହୋଇଛି। ଭାରତ ସରକାରଙ୍କ ବିଜ୍ଞପ୍ତିରେ ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀ ସରକାର (ସଂଶୋଧନ) ଅଧିନିୟମ ୨୦୨୩ କାର୍ଯ୍ୟକାରୀ କରିବାକୁ...

ନ୍ୟୁଜ୍‌କ୍ଲିକ୍‌ ମାମଲା: ବରିଷ୍ଠ ବିଚାରପତିଙ୍କ ଠାରୁ ଆରମ୍ଭ କରି ଅଧିକାରୀ ଯାଏଁ ସୁପ୍ରିମକୋର୍ଟଙ୍କ ପାଖରେ କାର୍ଯ୍ୟନୁଷ୍ଠାନ ନେବାକୁ କଲେ ଅନୁରୋଧ

ନୂଆଦିଲ୍ଲୀ,୧୨।୮: ବିବାଦୀୟ ନ୍ୟୁଜ ପୋର୍ଟାଲ ନ୍ୟୁଜକ୍ଲିକ୍‌ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିବେଦନ କରିଛନ୍ତି ୨୫୦ରୁ ଅଧିକ ବରିଷ୍ଠ ଅଧିକାରୀ। ପୂର୍ବତନ ବିଚାରପତି ତଥା ରାଷ୍ଟ୍ରଦୂତଙ୍କ ସମେତ ୨୫୫ ବିଶିଷ୍ଟ ବ୍ୟକ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଏବଂ ପ୍ରଧାନ ବିଚାରପତି...

ଏଣିକି ଅଭିଯୁକ୍ତ ଗିରଫ ହେଲେ ତୁରନ୍ତ ପରିବାରକୁ ଦିଆଯିବ ସୂଚନା, ୨୦୨୭ ସୁଦ୍ଧା ଅନଲାଇନ ହେବ ସବୁ କୋର୍ଟ

ନୂଆଦିଲ୍ଲୀ,୧୨।୮: ଗୃହମନ୍ତ୍ରୀ ଅମିତ ଶାହା ଲୋକସଭାରେ ତିନୋଟି ବିଲ ଆଗତ କରିବାବେଳେ ଏହା ଭାରତୀୟ ଅପରାଧିକ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି କହିଛନ୍ତି। ଅଭିଯୋଗକାରୀ ଶୀଘ୍ର ନ୍ୟାୟ ପାଇବା, ଲୋକମାନଙ୍କର ସମସାମୟିକ ଆବଶ୍ୟକତା ଏବଂ ଆକାଂକ୍ଷା ସହିତ ଆଇନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri