Tag Archives: Home Middle

ଆୟୁଷ୍ମାନ ଭାରତରେ ୧.୬ଲକ୍ଷରୁ ଅଧିକ ସମସ୍ୟାକୁ ଏଆଇ ମାଧ୍ୟମରେ କରାଯାଇଛି ସମାଧାନ

ନୂଆଦିଲ୍ଲୀ,୧୨।୮: ଆୟୁଷ୍ମାନ ଭାରତରେ ୧.୬ଲକ୍ଷରୁ ଅଧିକ ସମସ୍ୟାକୁ ଏଆଇ ମାଧ୍ୟମରେ ସମାଧାନ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଲୋକସଭାରେ ଏନେଇ ସୂଚନା ଦେଇଛନ୍ତି। ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ର ଜନ ଆରୋଗ୍ୟ ଯୋଜନା ଅଧୀନରେ ୨୮୭ କୋଟି ଟଙ୍କାର...

ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ହୋଇଥିଲେ ଖୋଲି ଯାଇଥାଆନ୍ତା ବିରୋଧୀଙ୍କ ଅହଂକାରୀ ମେଣ୍ଟର ମୁଖା: ମୋଦିି

ନୂଆଦିଲ୍ଲୀ,୧୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଆଞ୍ଚଳିକ ପଞ୍ଚାୟତ ରାଜ ପରିଷଦକୁ ସମ୍ବୋଧିତ କରିବାବେଳେ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ସମଗ୍ର ଦେଶ ଦେଖିଛି ଯେ ବିରୋଧୀଦଳପାର୍ଲାମେଣ୍ଟରୁ ପଳାୟନ କରିଛନ୍ତି। ଯଦି ଏମାନେ ସେଠାରେ ରହିଥାନ୍ତେ,...

ୟୁପି ଏନକାଉଣ୍ଟର: ଏନକାଉଣ୍ଟରରେ ୧୪୪ଟି ମାମଲାରେ ହୋଇଛି କେସ୍‌ କ୍ଲୋଜ୍‌

ଲକ୍ଷ୍ନୌ,୧୨।୮: ୨୦୧୭ରୁ ଏବେ ଯାଏଁ ଉତ୍ତରପ୍ରଦେଶରେ ହୋଇଥିବା ୧୮୩ଟି ଏନକାଉଣ୍ଟରର ଯାଞ୍ଚ ଉପରେ ୟୁପି ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ। ମାମଲାଗୁଡ଼ିକ ମଧ୍ୟରୁ କେତୋଟି ସନ୍ଦିଗ୍ଧ ବୋଲି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ତେବେ ସନ୍ଦିଗ୍ଧ ମାମଲାରୁ କାହାକୁ...

ବିଦେଶ ଯିବେ ରାହୁଲ

ନୂଆଦିଲ୍ଲୀ,୧୨।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ବିଦେଶ ଯାତ୍ରା କରିବାକୁ ପ୍ରସ୍ତୁତ ହେଲେଣି। ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ସେ ୟୁରୋପ ଯିବେ ବୋଲି ଜଣାପଡିଛି। ଏହାପୂର୍ବରୁ ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଯାଇଥିଲେ ଯେତେବେଳେ ପାର୍ଲାମେଣ୍ଟରୁ ତାଙ୍କର ସଦସ୍ୟତା...

ପ୍ରଦୀପ କୁରୁଲକରଙ୍କୁ ସୁରକ୍ଷା ଦେବା ପାଇଁ ଦେଶଦ୍ରୋହ ଆଇନ ହଟାଇଛନ୍ତି ସରକାର!

ମୁମ୍ବାଇ,୧୨।୮: ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଭାଜପା ଓ ମୋଦି ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ଭାଜପାକୁ ଟାର୍ଗେଟ କରି କହିଛନ୍ତି, ପୁଣେ ବୈଜ୍ଞାନିକ ପ୍ରଦୀପ କୁରୁଲକରଙ୍କ ବିରୋଧରେ ଦେଶଦ୍ରୋହ ଲଗାଇନାହାନ୍ତି। ସେ ଦେଶର ପ୍ରତିରକ୍ଷା ସମ୍ବନ୍ଧରେ...

ଅପଡେଟ୍‌ ନ କଲେ ଡି ଆକ୍ଟିଭ ହୋଇଯିବ ଜିମେଲ ଆକାଉଣ୍ଟ, ଆଲର୍ଟ କଲା ଗୁଗୁଲ

ନୂଆଦିଲ୍ଲୀ,୧୨।୮: ଜିମେଲ ଆକାଉଣ୍ଟ ହୋଇଯିବ ବନ୍ଦ। ଏନେଇ ପ୍ରତିଟି ମେଲ ଆକାଉଣ୍ଟରେ ଆଲର୍ଟ ମେସେଜ ଦେଇଛି ଗୁଗଲ। ଆକାଉଣ୍ଟ ଖୋଲି ବ୍ୟବହାର କରୁ ନ ଥିଲେ ଆକାଉଣ୍ଟ ଡି ଆକ୍ଟିଭ ହୋଇଯିବ। କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରସାରଣ...

ଜମ୍ମୁ-କଶ୍ମୀର ଆକାଶରେ ଉଡିବ ମିଗ-୨୯, ବଢିବ ଚାଇନା-ପାକିସ୍ତାନର ଚିନ୍ତା

ନୂଆଦିଲ୍ଲୀ,୧୨।୮: ଭବିଷ୍ୟତର ନିରାପତ୍ତାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଭାରତୀୟ ବାୟୁସେନା ଏକ ବଡ ନିଷ୍ପତ୍ତି ନେଇଛି। ଜାମ୍ମୁ କାଶ୍ମୀର ଭଳି ରଣନୈତିକ କ୍ଷେତ୍ରରେ ପ୍ରତିରକ୍ଷା ସ୍ଥିତିକୁ ମଜବୁତ କରିବା ଲକ୍ଷ୍ୟରେ ବାୟୁସେନା ଶ୍ରୀନଗର ବିମାନବନ୍ଦରରେ ଉନ୍ନତ ମିଗ-୨୯ ଯୁଦ୍ଧ ବିମାନର...

୨୦୨୦ରେ ଅସ୍ତ୍ରବିରତି ଉଲ୍ଲଂଘନରେ ୨୪ ସୈନିକ ହୋଇଛନ୍ତି ଶହିଦ

ନୂଆଦିଲ୍ଲୀ,୧୨।୮: ସଂସଦରେ ମୌସୁମୀ ଅଧିବେଶନ ଶେଷ ହୋଇଛି। ତେବେ ଅଧିବେଶନରେ ପାକିସ୍ତାନ ଉପରେ ଆଲୋଚନା କରାଯାଇଥିଲା। ପାକିସ୍ତାନ ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ବିବରଣୀ ସରକାର ପ୍ରଦାନ କରିଥିଲେ। ସରକାର କହିଛନ୍ତି,୨୦୨୦ରେ ୨୪ ସୈନିକ ନିହତ ହୋଇଥିଲେ।...

ଦକ୍ଷିଣ ଚୀନ ସାଗର ବିବାଦକୁ ନେଇ ଭାରତ ରଖିଲା ଆଭିମୁଖ୍ୟ, ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବାକୁ ଦାବି

ନୂଆଦିଲ୍ଲୀ,୧୨।୮:ଦକ୍ଷିଣ ଚୀନ ସାଗରରେ ଚାଇନା ଓ ଫିଲିପାଇନ୍ସ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଭାରତ ପୁଣି ନିଜର ଆଭ୍‌ିମୁଖ୍ୟ ପ୍ରକାଶ କରିଛି। ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ଆହ୍ବନ କରିଛି। ସୂଚନାଯୋଗ୍ୟ, ନିକଟରେ ଦକ୍ଷିଣ ଚୀନ ସାଗରରେ ଫିଲିପାଇନ୍ସ...

ଜାତିସଂଘର ଅପହୃତ କର୍ମଚାରୀଙ୍କୁ ୧୮ ମାସ ପରେ ମୁକ୍ତ କଲା ଅଲ-କାଏଦା

ସନା(ୟମନ),୧୨।୮: ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ୟେମେନର ଏକ ଅଲ-କାଏଦା ଶାଖା ଦ୍ୱାରା ୧୮ ମାସ ଧରି ବନ୍ଧକ ଥିବା ପାଞ୍ଚଜଣ କର୍ମଚାରୀଙ୍କ ସୁରକ୍ଷିତ ମୁକ୍ତିକୁ ସ୍ବାଗତ କରିଛନ୍ତି ବୋଲି ଆମେରିକାର ଗଣମାଧ୍ୟମ ରିପୋର୍ଟ କରିଛି। ଜାତିସଂଘର ମହାସଚିବ...

ମଣିପୁର ପ୍ରସଙ୍ଗରେ ଫିଲ୍ଡ କମାଣ୍ଡର୍ସଙ୍କ ସହ ବୈଠକ କଲେ ବିଏସଏଫ ଏଡିଜି

କୋଲକତା, ୧୨।୮: ବିଏସଏଫ ଏଡିଜି ସୋନାଲି ମିଶ୍ର କୋଲକତାସ୍ଥିତ ଇଷ୍ଟର୍ନ କମାଣ୍ଡ ମୁଖ୍ୟାଳୟରେ ଦ୍ୱିତୀୟ ତ୍ରିମାସିକ ଫିଲ୍ଡ କମାଣ୍ଡର୍ସ ସମ୍ମିଳନୀରେ ଅଧ୍ୟକ୍ଷତା କରିଛନ୍ତି। ଏଥିରେ ବିଏସଏଫର ଇଷ୍ଟର୍ନ କମାଣ୍ଡର ୬ ଫ୍ରଣ୍ଟିଅର ଦକ୍ଷିଣ ବଙ୍ଗଳା, ଉତ୍ତର ବଙ୍ଗଳା, ଗୌହାଟି, ମେଘାଳୟ,...

ହାଓ୍ବାଇ ଜଙ୍ଗଲରେ ଲାଗିଥିବା ନିଆଁରେ ମୃତକଙ୍କ ସଂଖ୍ୟା ୬୭ ଛୁଇଁଲା

ଓ୍ବାଶିଂଟନ,୧୨।୮: ଆମେରିକାର ହାୱାଇ ଜଙ୍ଗଲରେ ଲାଗିଥିବା ଭୟଙ୍କର ନିଆଁରେ ମୃତ୍ୟୁ ସଂଖ୍ୟା ୬୭କୁ ବୃଦ୍ଧି ପାଇଛି। ଅଧିକାଂଶ ମୃତ୍ୟୁ ହାୱାଇର ମାଉଇ କାଉଣ୍ଟି ଅଞ୍ଚଳରେ ଘଟିଛି। ଉଲ୍ଲେଖନୀୟ ଯେ, ଅନେକ ଅଞ୍ଚଳରେ ନିଆଁକୁ ନିୟନ୍ତ୍ରଣ କରାଯାଇନାହିଁ। ହାୱାଇ ଗଭର୍ଣ୍ଣର ଜୋଶ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri