Tag Archives: Home Middle

ସାଧାରଣ ନିର୍ବାଚନ ପୂର୍ବରୁ ୩ ନୂଆ ରାଜନୈତିକ ଦଳକୁ ମିଳିଲା ମାନ୍ୟତା, ମୋଟ ସଂଖ୍ୟା ୧୭୦ ପାର

ଇସଲାମାବାଦ,୧୨।୮: ଖୁବ ଶୀଘ୍ର ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ପାକିସ୍ତାନର ପ୍ରାୟ ସମସ୍ତ ରାଜନୈତିକ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ସମୟରେ ଦେଶର ନିର୍ବାଚନ ଆୟୋଗ ତିନୋଟି ନୂତନ ରାଜନୈତିକ ଦଳକୁ ସ୍ବୀକୃତି...

ଜୀବନକୁ ବାଜି ଲଗାଇ ସୁରକ୍ଷିତ ରଖିବାକୁ ପଡିବ କିମଙ୍କ ଫଟୋ, ନ ମାନିଲେ ମିଳିବ ମୃତ୍ୟୁ ଦଣ୍ଡ!

ପୋଙ୍ଗୟାଙ୍ଗ,୧୨।୮: ଉତ୍ତର କୋରିଆର ଲୋକଙ୍କୁ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଫଟୋକୁ ନିଜ ଜୀବନକୁ ବାଜି ଲଗାଇ ସୁରକ୍ଷା ଦେବାକୁ ବା ସାଇତି ରଖିବାକୁ ପଡିବ। ଘୂର୍ଣ୍ଣିଝଡ଼ ଖାନୁନ ଉତ୍ତର କୋରିଆ ଆଡକୁ ଗତି କରୁଛି, ଯେଉଁ କାରଣରୁ...

ସମସ୍ତ ସେନା ଅଧିକାରୀଙ୍କୁ ଚାକିରିରୁ ବାହାର କଲେ ଜେଲେନସ୍କି

କ୍ୱିଭ,୧୨।୮: ଯୁଦ୍ଧ ମଧ୍ୟରେ ଦେଶର ସେନା ଅଧିକାରୀଙ୍କୁ ଚାକିରିରୁ ବାହାର କରିବା ଘଟଣା କମ ଦେଖିବାକୁ ମିଳିଥାଏ। ଯଦି ଏହା ଘଟେ, ତେବେ ଏହା ପଛରେ କିଛି ବଡ କାରଣ ରହିବା ଆବଶ୍ୟକ। ୟୁକ୍ରେନରେ ମଧ୍ୟ ସମାନ ଘଟଣା ଦେଖିବାକୁ...

ଆଜି ଭାରତ- ଓ୍ବେଷ୍ଟଇଣ୍ଡିଜ୍‌ ଚତୁର୍ଥ ମ୍ୟାଚ୍‌

ଲୌଡରହିଲ (ଆମେରିକା), ୧୨।୮: ଲୌଡରହିଲ ସ୍ଥିତି ସେଣ୍ଟ୍ରାଲ ବ୍ରୋଓ୍ବାର୍ଡ ଷ୍ଟାଡିୟମରେ ଶନିବାର ଭାରତ- ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ସିରିଜର ୪ର୍ଥ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବ। ଭାରତ ତୃତୀୟ ମ୍ୟାଚ ଜିତିବାରୁ ଓ୍ବେଷ୍ଟଇଣ୍ଡିଜ ୨-୧ରେ ସିରିଜ ଅଗ୍ରଣୀ ରହିଛି। ତେଣୁ ଭାରତ...

ରବିଦାସ ମନ୍ଦିରର ଶିଳାନ୍ୟାସ କରିବେ ମୋଦି

ନୂଆଦିଲ୍ଲୀ,୧୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସାଗର ଜିଲ୍ଲାର ସନ୍ଥ ରବିଦାସ ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ୧୦୦କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବ ଏହି ମନ୍ଦିରର ଶିଳାନ୍ୟାସ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯିବ। ନାଗାରା ଶୈଳୀରେ ଏହି...

ହୁ ହୁ ଜଳୁଛି ହାଓ୍ବାଇ ଦ୍ୱୀପ

କାହୁଲୁଇ/ନ୍ୟୁୟର୍କ,୧୨ା୮: ଆମେରିକାର ପ୍ରଶାନ୍ତ ମହାସାଗର ମଧ୍ୟସ୍ଥିତ ହାଓ୍ବାଇ ରାଜ୍ୟର ମଉଇ ଦ୍ୱୀପରେ ହୁ ହୁ ହୋଇ ଜଳୁଛି ଜଙ୍ଗଲ। ମଙ୍ଗଳବାର ଲାଗିଥିବା ଏହି ବନାଗ୍ନିରେ ଅଦ୍ୟାବଧି ଅନୂ୍ୟନ ୫୫ ଜଣଙ୍କ ପ୍ରାଣହାନି ଘଟିଥିବାବେଳେ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଜୀବଜନ୍ତୁ, ବୃକ୍ଷଲତା...

ଅନିର୍ଦ୍ଦିଷ୍ଟ କାଳ ପାଇଁ ସଂସଦ ମୁଲତବୀ

ନୂଆଦିଲ୍ଲୀ,୧୨ା୮: ମଣିପୁରର ଜାତିଆଣ ହିଂସାକୁ ନେଇ ପାର୍ଲାମେଣ୍ଟରେ ହଟ୍ଟଗୋଳଜନିତ ଅଚଳାବସ୍ଥା ଏବଂ ଭାଜପା ସରକାରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଜୋର୍‌ଦାର ବିତର୍କ ପରେ ଶୁକ୍ରବାର ଉଭୟ ଲୋକ ସଭା ଏବଂ ରାଜ୍ୟ ସଭାକୁ ଅନିର୍ଦ୍ଦିଷ୍ଟ କାଳ...

ଯୌନହିଂସା ରୋକିବାକୁ ରାଜ୍ୟ ବାଧ୍ୟ

ନୂଆଦିଲ୍ଲୀ,୧୨ା୮: ମଣିପୁର ହିଂସା ବେଳେ ମହିଳାମାନଙ୍କ ପ୍ରତି ଯେଭଳି ଅତ୍ୟାଚାର କରାଯାଇଛି, ତାହାକୁ ନେଇ ସୁପ୍ରିମକୋର୍ଟ ବ୍ୟଥିତ ହୋଇଛନ୍ତି। ଅନ୍ୟ ସମ୍ପ୍ରଦାୟକୁ ପଦାନତ କରିବାର ବାର୍ତ୍ତା ଦେବା ପାଇଁ ଉତ୍ତ୍ୟକ୍ତ ଲୋକେ ଯୌନ ହିଂସାକୁ ବ୍ୟବହାର କରିଥିଲେ। ଏହାକୁ ବନ୍ଦ କରିବାକୁ...

ଆଜି ଓ୍ବାୟନାଡ ଯିବେ ରାହୁଲ

ନୂଆଦିଲ୍ଲୀ,୧୨।୮: କଂଗ୍ରେସ ନେତା ରାହୁଲ ଗାନ୍ଧି ଶନିବାର ଦୁଇ ଦିନିଆ ଓ୍ବାୟନାଡ ଗସ୍ତରେ ଯିବେ। ନିକଟରେ ଲୋକ ସଭାର ସଦସ୍ୟତା ଫେରିପାଇବା ପରେ ଏହା କଂଗ୍ରେସ ନେତାଙ୍କ ପ୍ରଥମ ଓ୍ବାୟନାଡ ଗସ୍ତ। ରାହୁଲ ଗାନ୍ଧୀଙ୍କ ଗସ୍ତକୁ ନେଇ କଂଗ୍ରେସର କେରଳ...

ବଦଳିବ ଆଦିବସୀ ଭୋଟର ସମୀକରଣ, କଂଗ୍ରେସରୁ ଇସ୍ତଫା ଦେଲେ ଅରବିନ୍ଦ ନେତମ

ନୂଆଦିଲ୍ଲୀ,୧୧।୮: କଂଗ୍ରେସରୁ ଇସ୍ତଫା ଦେଲେ ଅରବିନ୍ଦ ନେତମ। ଛତିଶଗଡରେ ଆଦିବସୀ ସମ୍ପଦ୍ରାୟର ଭୋଟବ୍ୟାଙ୍କ କୁହାଯାଉଥିବା ସେ ଲୋକସଭା ନିର୍ବାଚନରେ ଆଦିବସୀ ଆସନରୁ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି। ନେତମଙ୍କ ଇସ୍ତଫା କଂଗ୍ରେସକୁ ଝଟକା ଦେଇଛି। ଏଥିସହ ତାଙ୍କର ଏହି...

ସୁପ୍ରିମକୋର୍ଟରୁ ପାକିସ୍ତାନ ସରକାରଙ୍କୁ ଝଟକା, ମଉଳିଲା ନଓ୍ବାଜଙ୍କ ନିର୍ବାଚନ ଲଢିବା ଆଶା

ଇସଲାମବାଦ,୧୧।୮: ପାକିସ୍ତାନ ସୁପ୍ରିମକୋର୍ଟଙ୍କ ରାୟରେ ଶେହବାଜ ସରିଫ୍‌ ସରକାରଙ୍କୁ ଲାଗିଛି ଝଟକା। ଶୁକ୍ରବାର କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। ପାକିସ୍ତାନ ସର୍ବୋଚ୍ଚ ଅଦାଲତ ନିଷ୍ପତ୍ତି ଏବଂ ଆଦେଶ ସମୀକ୍ଷା ଅଧିନିୟମ, ୨୦୨୩ ସଂପୂର୍ଣ୍ଣ ଭାବରେ ‘ଅସମ୍ବିଧାନିକ’ ବୋଲି କହିଛନ୍ତି।...

ଚାଇନାରେ ବନ୍ୟା ବିଭୀଷିକା: ୨୯ମୃତ, ୧୭ଲକ୍ଷ ଲୋକ ସ୍ଥାନାନ୍ତର

ବେଜିଂ,୧୧।୮: ଚାଇନାର ହେବେଇରେ ଭୀଷଣ ବନ୍ୟା ପରିସ୍ଥିତି ଦେଖା ଦେଇଛି। ପ୍ରବଳ ବନ୍ୟାରେ ୨୯ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୬ଜଣ ନିଖୋଜ ଅଛନ୍ତି। ଚାଇନାର ସରକାରୀ ମୁଖପାତ୍ର ଗ୍ଲୋବାଲ ଟାଇମ୍ସ ଏହି ସୂଚନା ଦେଇଛି। ରିପୋର୍ଟ ଅନୁଯାୟୀ, ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri