Tag Archives: Home Middle

୭୮% ଗ୍ରାମାଞ୍ଚଳ ଭାରତୀୟ ଚାହାନ୍ତି ‘ଝିଅ ଗ୍ରାଜୁଏଟ ହେଉ’

ନୂଆଦିଲ୍ଲୀ,୧୦।୮: ଭାରତର ଗ୍ରାମାଞ୍ଚଳରେ ରହୁଥିବା ୭୮ ପ୍ରତିଶତ ଅଭିଭାବକ ଚାହାନ୍ତି ଯେ, ସେମାନଙ୍କ ଝିଅ ଅତିକମରେ ସ୍ନାତକ ପର୍ଯ୍ୟନ୍ତ ପଢ଼ୁ। ଏହା ଏକ ସର୍ଭେରୁ ଜଣାପଡିଛି। ୨୦ଟି ରାଜ୍ୟର ୬୨୨୯ ଗ୍ରାମୀଣ ପରିବାରକୁ ନେଇ ଏହି ସର୍ଭେ କରାଯାଇଥିଲା। ଏହାର...

ଏଏସ୍‌ଆଇ ସର୍ଭେକୁ ନେଇ ଗଣମାଧ୍ୟମ ଉପରେ କଟକଣା ଲଗାଯାଉ

ବାରାଣସୀ, ୧୦।୮: ଜ୍ଞାନବାପି ମସ୍‌ଜିଦକୁ ନେଇ ବିବାଦ ଅଧିକ ଜଟିଳ ହେବାରେ ଲାଗିଛି। ପ୍ରତ୍ନତତ୍ତ୍ୱ ବିଭାଗ ଗତ ୬ ଦିନ ହେଲା ଏହାର ଉପରେ ସର୍ଭେ ଜାରି ରଖିଛି। ପ୍ରତିଦିନ ଗଣମାଧ୍ୟମରେ ଏହି ସମ୍ପର୍କିତ ଖବର ପ୍ରସାରଣ ହୋଇ ଆସୁଛି।...

ମୃତ୍ୟୁ ପରେ ବି ଚିକିତ୍ସା ଜାରି

ନୂଆଦିଲ୍ଲୀ,୧୦ା୮: ଦେଶର ଅଭାବୀ ଲୋକଙ୍କ ଚିକିତ୍ସା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିବା ଆୟୁଷ୍ମାନ ଭାରତ ଯୋଜନାରେ ବଡ଼ ଧରଣର ଅନିୟମିତତା ହୋଇଥିବା ସାମ୍ନାକୁ ଆସିଛି। ‘ମୃତ’ ଦର୍ଶାଯାଇଥିବା ରୋଗୀଙ୍କ ଚିକିତ୍ସା ଜାରି ରଖିବା ଏବଂ ଗୋଟିଏ ମୋବାଇଲ ନମ୍ବରରେ...

ମଣିପୁରରେ ଭାରତମାତାକୁ ହତ୍ୟା କରିଛି ଭାଜପା

ନୂଆଦିଲ୍ଲୀ,୧୦ା୮(ପି.ଟି.): ଭାଜପାର ରାଜନୀତି ମଣିପୁରରେ ଭାରତ ମାତାକୁ ହତ୍ୟା କରିଛି ବୋଲି ବୁଧବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ ଆଣିଛନ୍ତି। ଏଥିସହ ଶାସକ ଦଳର ସଦସ୍ୟମାନଙ୍କୁ ସେ ବିଶ୍ୱାସଘାତକ ଭାବେ ଅଭିହିତ କରି ଏହି ଉତ୍ତର-ପୂର୍ବ ରାଜ୍ୟରେ ହିଂସା...

ଜନଜାତିଙ୍କ ବିକାଶରେ ନୂଆ ମାଇଲଷ୍ଟୋନ୍‌ ସୃଷ୍ଟି ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯ା୮(ଅସମାପିକା ସାହୁ): ବିଶ୍ୱ ଦେଶଜ ଅଧିବାସୀ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ମୋ ଜଙ୍ଗଲ ଜମି ଯୋଜନାର ଶୁଭାରମ୍ଭ କରିଛନ୍ତି । ସମସ୍ତଙ୍କ ସହଯୋଗରେ ଜନଜାତିଙ୍କ ବିକାଶ କ୍ଷେତ୍ରରେ ଏହି ଯୋଜନା ଦ୍ବାରା ଏକ ମାଇଲଷ୍ଟୋନ୍‌ ସୃଷ୍ଟି...

ସ୍ବାଧୀନତା ପରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ବିନା ଛୁଟି ନେଇ ୧୭ ଘଣ୍ଟା କାମ କରୁଛନ୍ତି ନରେନ୍ଦ୍ର ମୋଦି: ଶାହା

ନୂଆଦିଲ୍ଲୀ,୯।୮: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବୁଧବାର ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନାରେ ଭାଗ ନେଇଥିଲେ। ଏହି ଅବସରରେ ସେ କହିଛନ୍ତି, ଦେଶର ୬୦ କୋଟି ଗରିବ ଲୋକଙ୍କୁ ନୂଆ ଆଶା ଦେଇଛନ୍ତି ମୋଦି ସରକାର। ମୁଁ...

ଦିନରେ ମାଛି, ରାତିରେ ପୋକ, ମୋତେ ଏଠୁ ଶୀଘ୍ର ବାହାର କର

ଇସଲାମାବାଦ,୯ା୮: ପାକିସ୍ତାନର ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ଓକିଲଙ୍କୁ କହିଛନ୍ତି, ଦିନରେ ମାଛି ଏବଂ ରାତିରେ କୀଟପତଙ୍ଗରେ ପରିପୂର୍ଣ୍ଣ ଏହି କୋଠରୀରେ ରହିବାକୁ ଚାହୁଁନାହିଁ। ତୋସାଖାନା ମାମଲାରେ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ୩...

କଂଗ୍ରେସର ସ୍ବାର୍ଥ ଯୋଗୁ ପ୍ରଧାନମନ୍ତ୍ରୀ ହୋଇପାରିଲେନି ଶରଦ ପାଓ୍ବାର, ପ୍ରଣବ ମୁଖାର୍ଜୀ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୯।୮: କଂଗ୍ରେସର କ୍ଷମତା ସ୍ବାର୍ଥ ଯୋଗୁ ପ୍ରଣବ ମୁଖାର୍ଜୀ ଏବଂ ଶରଦ ପାଓ୍ବାରଙ୍କ ପରି ବଡ ବଡ ନେତାମାନେ ପ୍ରଧାନମନ୍ତ୍ରୀ ହୋଇପାରିଲେ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନ ଏବଂ ମହାରାଷ୍ଟ୍ରର ଏନଡିଏ ସାଂସଦଙ୍କ ସହ ଦୁଇଟି ପୃଥକ ବୈଠକ...

ଭାଜପା ନେତ୍ରୀ ସାନା ଖାନ ନିଖୋଜ…

ନୂଆଦିଲ୍ଲୀ,୯।୮ : ଭାରତୀୟ ଜନତା ପାର୍ଟିର ମହିଳା ନେତା ସାନା ଖାନ ଗତ ପାଞ୍ଚ ଦିନ ହେବ ନିଖୋଜ ଥିବା ସୂଚନା ମିଳିଛି। ସାନାଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ଉପରେ ମାନକପୁର ପୋଲିସ ଷ୍ଟେଶନ ଏକ ମାମଲା ରୁଜୁ କରି ତଦନ୍ତ...

ବିଶ୍ୱ ଆଦିବାସୀ ଦିବସ: ଏହି ଦ୍ୱୀପରେ ରୁହନ୍ତି ଦୁନିଆର ସବୁଠାରୁ ପୁରୁଣା ଜନଜାତି

ଆଜି ବିଶ୍ୱ ଆଦିବାସୀ ଦିବସ। ମାନବ ସଭ୍ୟତାର ସଦ୍ୟତମ ବା ଅପଡେଟ୍‌ ଢାଞ୍ଚାରୁ ବଞ୍ଚିତ ରୁହନ୍ତି ଆଦିବାସୀ। ଏହାପରେ ବି ନିଜର ସଂସ୍କୃତି, ପରମ୍ପରାକୁ ବଜାୟ ରଖିବାକୁ ଏମାନେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖିନ ହୁଅନ୍ତି। ତେବେ ଆଣ୍ଡାମାନ ଦ୍ୱୀପପୁଞ୍ଜରେ...

୭୩୦ ଦିନର ଶିଶୁ ଲାଳନପାଳନ ଛୁଟି ପାଇବେ ମହିଳା, ଏକୁଟିଆ ପୁରୁଷ ସରକାରୀ କର୍ମଚାରୀ: କେନ୍ଦ୍ର…

ନୂଆଦିଲ୍ଲୀ,୯।୮ : ମହିଳା ଏବଂ ଅବିବାହିତ ଏକୁଟିଆ ପୁରୁଷ ସରକାରୀ କର୍ମଚାରୀମାନେ ୭୩୦ ଦିନର ଶିଶୁ ଲାଳନପାଳନ ଛୁଟି ପାଇବାକୁ ଯୋଗ୍ୟ ବୋଲି କେନ୍ଦ୍ର ସରକାରଙ୍କ ରାଷ୍ଟ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ବୁଧବାର କହିଛନ୍ତି। ୟୁନିଅନର ବ୍ୟାପାର ସଂପର୍କରେ ସିଭିଲ...

ଦିବ୍ୟାଙ୍ଗ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ: ୧୧ ଜଣଙ୍କ ପତ୍ତା ମିଳୁନି, ୧୭ ସ୍ଥାନାନ୍ତର

ପ୍ୟାରିସ୍‌,୯ା୮: ଫ୍ରାନ୍ସରେ ଦିବ୍ୟାଙ୍ଗ ପାଇଁ ଥିବା ଏକ କେୟାର ସେଣ୍ଟରରେ ନିଆଁ ଲାଗିବା ପରେ ୧୧ ଜଣ ନିଖୋଜ ହୋଇଥିବା ବେଳେ ୧୭ ଜଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ସ୍ଥାନୀୟ ପ୍ରଶାସନ କହିଛି, ବୁଧବାର ଓ୍ବିଣ୍ଟଜେନହିମ୍‌ର ଏକ ଘରୋଇ କେୟାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri