Tag Archives: Home Middle

ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୫କୁ ବୃଦ୍ଧି, ୮୦ରୁ ଅଧିକ ଆହତ

ଇସଲାମାବାଦ,୬ା୮: ପାକିସ୍ତାନର ସିନ୍ଧ ପ୍ରଦେଶରେ ରବିବାର ଏକ ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା ଘଟିଛି। ରାଓ୍ବଲପିଣ୍ଡି ଅଭିମୁଖେ ହାଜ୍‌ରା ଏକ୍ସପ୍ରେସର ମୋଟ୍‌ ୧୦ଟି ବଗି କରାଚିଠାରୁ ୨୭୫ କିଲୋମିଟର ଦୂରରେ ଅବସ୍ଥିତ ଏକ ଷ୍ଟେଶନ ନିକଟରେ ଲାଇନଚ୍ୟୁତ୍‌ ହେବାରୁ ପ୍ରାୟ ୨୫...

ନା ଏସି, ନା ଭିଭିଆଇପି ଟ୍ରିଟମେଣ୍ଟ; ୮୦୪ କଏଦୀ ଥିବା ଜେଲରେ ରହୁଛନ୍ତି ଇମ୍ରାନ, ବ୍ରିଟିଶ ଶାସକ ସମୟର ଅଟୋକ ଜେଲ

ଇସଲାମାବାଦ,୬।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଅଟୋକ ଜେଲରେ ବନ୍ଦୀ କରି ଦିଆଯାଇଛି। ପଞ୍ଜାବ ଅଞ୍ଚଳର ସୀମାରେ ଥିବା ଅଟୋକ ଜେଲ ଏକ ଐତିହାସିକ ଜେଲ, ଯେଉଁଠାରେ ପାକିସ୍ତାନ ମୁସଲିମ ଲିଗ-ନଓ୍ବାଜ(ପିଏମଏଲ-ଏନ) ସୁପ୍ରିମୋ ନଓ୍ବାଜ ଶରିଫ, ପାକିସ୍ତାନ ପିପୁଲ୍‌ସ...

‘ଆସିବାକୁ ବହୁ ବିଳମ୍ବ କରିଦେଲେ, ଆପଣଙ୍କ ପାଇଁ ଏହା ସଠିକ ସ୍ଥାନ’, ଅଜିତ ପାଓ୍ବାରଙ୍କୁ ନେଇ ଶାହାଙ୍କ ବଡ ବୟାନ

ପୁଣେ,୬।୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ପୁଣେରେ ଏନସିପି ନେତା ଅଜିତ ପାଓ୍ବାରଙ୍କୁ ନେଇ କହିଛନ୍ତି, ଆପଣ ଏଠାକୁ ଆସିବାକୁ ବହୁ ବିଳମ୍ବ କରିଦେଲେ, ଆପଣଙ୍କ ପାଇଁ ଏହି ସ୍ଥାନ ଠିକ। ଅଜିତ ପାୱାର ଗତ ମାସରେ ଭାଜପା...

ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା, ୧୫ ମୃତ, ବହୁ ଆହତ…

ଇସଲାମାବାଦ,୬।୮ : ପାକିସ୍ତାନରେ ଏକ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ଘଟିଛି। ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ରାୱଲପିଣ୍ଡିରୁ ଚାଲୁଥିବା ହଜାରା ଏକ୍ସପ୍ରେସର ଦଶଟି କୋଚ ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ଜଣଙ୍କର ମୃତ୍ୟୁ ହୋଇଛି। ପାଖାପାଖି ୫୦ ଜଣ ଆହତ...

ମେଟଲ୍‌ ମିଟ୍‌-୨୦୨୩: ଗ୍ରାଣ୍ଡ୍‌ ଫିନାଲେ ଆରମ୍ଭ

ଭୁବନେଶ୍ୱର,୬ା୮(ଶର୍ମିଷ୍ଠା ପାଣିଗ୍ରାହୀ): ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଆୟୋଜିତ ଦ୍ୱିତୀୟ ତଥା ଅନ୍ତିମ ଦିବସର ରାଜ୍ୟସ୍ତରୀୟ କୁଇଜ୍‌ ଇଭେଣ୍ଟ୍‌ ‘ମେଟଲ ମିଟ୍‌-୨୦୨୩’ର ଗ୍ରାଣ୍ଡ୍‌ ଫିନାଲେ ହୋଟେଲ ସ୍ବସ୍ତି ପ୍ରିମିୟମ୍‌ଠାରେ ରବିବାର ଆରମ୍ଭ ହୋଇଛି। ଗ୍ରାଣ୍ଡ୍‌ ଫିନାଲେରେ ଜୁନିୟର...

କୁପଓ୍ବାଡାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ସେନା-ପୋଲିସର ଜଏଣ୍ଟ ଅପରେଶନରେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୬।୮: ଜମ୍ମୁ-କଶ୍ମୀରର କୁପଓ୍ବାଡାରେ ରବିବାର ସେନା ଓ ପୋଲିସର ମିଳିତ ଅପରେଶନରେ ଅନୁପ୍ରବେଶ ଉଦ୍ୟମ କରୁଥିବା ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ମିଳିତ ଅପରେଶନରେ ସେନା ଏବଂ କୁପୱାଡା ପୋଲିସ ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରି କୁପୱାଡା ଜିଲାର...

ଇମ୍ରାନଙ୍କ ଗିରଫଦାରୀକୁ ନେଇ ପାକିସ୍ତାନରେ ଜନ ଅସନ୍ତୋଷ, ୧୯ ପ୍ରଦର୍ଶନକାରୀ ଗିରଫ

ଇସଲାମାବାଦ,୬।୮: ପାକିସ୍ତାନରେ ପିଟିଆଇର ୧୯ କର୍ମୀଙ୍କୁ ଗିରଫ କରାଯାଇଛି। ପିଟିଆଇ ମୁଖ୍ୟ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଗିରଫକୁ ନେଇ ବିରୋଧ ପ୍ରଦର୍ଶନ କରିବାସହ ଧାରଣା ଦେଇଥିବାରୁ ଏହି କର୍ମୀଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ତୋଶାଖାନା ମାମଲାରେ...

୨୦ ବର୍ଷରେ ଡେଙ୍ଗୁରେ ପ୍ରାଣ ହରାଇଛନ୍ତି ୩୦୦ରୁ ଊର୍ଦ୍ଧ୍ୱ, ୬୦୦୦୦ରୁ ଅଧିକ ଆକ୍ରାନ୍ତ

ଢାକା,୬ା୮: ଡେଙ୍ଗୁ ଜ୍ୱରରେ ୨୦ ବର୍ଷ ମଧ୍ୟରେ ବାଂଲାଦେଶରେ ୩୦୦ରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଥିବା ବେଳେ ୬୦୦୦୦ରୁ ଅଧିକ ଆକ୍ରାନ୍ତ ହୋଇଥିବା ଏକ ରିପୋର୍ଟରୁ ପ୍ରକାଶ। ଏପରିକି ବର୍ତ୍ତମାନ ଡାକ୍ତରଖାନାରେ ରୋଗୀମାନଙ୍କ ପାଇଁ ଶଯ୍ୟା ମିଳୁନି। ଏହି ଜନବହୁଳ...

ଜେଲ୍‌ରେ ଇମ୍ରାନ, ଅପହରଣ ଅଭିଯୋଗ ଆଣିଲା ପିଟିଆଇ

ଇସଲାମାବାଦ,୬ା୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ବର୍ତ୍ତମାନ ଜେଲରେ ଅଛନ୍ତି ଏବଂ ତାଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ (ପିଟିଆଇ) ଅଧିକାରୀଙ୍କ ଉପରେ ଅଭିଯୋଗ କରିଛି। ପିଟିଆଇ କହିଛି, ଇମ୍ରାନଙ୍କ ଆଇନଗତ ଦଳ ଆବଶ୍ୟକୀୟ ଦସ୍ତାବିଜରେ ତାଙ୍କ ଦସ୍ତଖତ ପାଇବାକୁ...

‘ମିଶନ ସମୁଦ୍ର ଯାନ’ ୩ ଜଣଙ୍କ ସହ ୬ କିଲୋମିଟର ଗଭୀର ସମୁଦ୍ରକୁ ଯିବ ‘ମତ୍ସ୍ୟ ୬୦୦୦’

ନୂଆଦିଲ୍ଲୀ,୬।୮: ଆମେରିକା, ଚାଇନା ପରି ବିକଶିତ ଦେଶ ଭଳି ଏବେ ଭାରତ ବି ପାତାଳର ରହସ୍ୟ ଭେଦ କରିବାକୁ ନିଜକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରୁଛି। ବାସ୍ତବରେ, ଆକାଶରେ ଇତିହାସ ସୃଷ୍ଟି କରିବାକୁ ପ୍ରସ୍ତୁତ ହେବା ପରେ ଭାରତ ବର୍ତ୍ତମାନ...

ନାଇଜରରେ ନୂଆ ଯୁଦ୍ଧର ପଦଧ୍ୱନୀ: ସୁନା ଭଣ୍ଡାର ମୋହରେ ରୁଷିଆ-ଆମେରିକା…

ଅବୁଜା,୬।୮ : ସାମରିକ କ୍ଷମତା ଦଖଲ ପରଠାରୁ ନାଇଜର ବିଶ୍ୱର ମହାଶକ୍ତି ମଧ୍ୟରେ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଛି। ନାଇଜରକୁ ଦଖଲ କରିବାକୁ ରୁଷିଆ ଏବଂ ଆମେରିକା ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ମାମଲା ଏତେ ଗମ୍ଭୀର ଆମେରିକାର ସମର୍ଥକ ପଡୋଶୀ ଦେଶର...

ହଠାତ ଅସ୍ତ୍ରଶସ୍ତ୍ର କାରଖାନାରେ ପହଞ୍ଚିଲେ କିମ୍‌, ଯୁଦ୍ଧ ପ୍ରସ୍ତୁତି ପାଇଁ ଦେଲେ ନିର୍ଦ୍ଦେଶ…

ପ୍ୟୋଙ୍ଗୟାଙ୍ଗ,୬।୮ : ଉତ୍ତର କୋରିଆର ଏକଛତ୍ରବାଦୀ କିମ ଜୋଙ୍ଗ ଉନ ଦେଶର ପ୍ରମୁଖ ଅସ୍ତ୍ରଶସ୍ତ୍ର ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି କାରଖାନା ଆଣବିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ପାଇଁ ଯାନବାହନ ଉତକ୍ଷେପଣ ଆଦି ନିର୍ମାଣ କରିଥାଏ। ସେନାକୁ ଆଧୁନିକ ଅସ୍ତ୍ରଶସ୍ତ୍ରରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri