Tag Archives: Home Middle

ନିବେଶକଙ୍କ ୩.୫ ଲକ୍ଷ କୋଟି ପାଣିରେ ପଡ଼ିଲା, ସେନସେକ୍ସ ୭୦୦ପଏଣ୍ଟ ହ୍ରାସ…

ମୁମ୍ବାଇ,୨।୮ : ବୁଧବାର ଘରୋଇ ଷ୍ଟକ ବଜାରରେ ଏକ ବଡ଼ ହ୍ରାସ ଘଟିଛି। ସପ୍ତାହର ତୃତୀୟ ବାଣିଜ୍ୟ ଦିନରେ, ସେନ୍ସେକ୍ସ ୭୦୨.୮୮ ପଏଣ୍ଟ ହ୍ରାସ ପାଇ ୬୫,୭୫୬.୪୩ରେ ବନ୍ଦ ହୋଇଛି। ସେନେସେକ୍ସରେ ୧.୦୬ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି। ସେହିପରି...

ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଜିଏସଟି କାଉନସିଲ ବୈଠକ, ଅନଲାଇନ ଗେମ୍‌ ଉପରେ ଟିକସ ଲଗାଇବା ନେଇ ହେବ ଚର୍ଚ୍ଚା

ନୂଆଦିଲ୍ଲୀ,୨।୮: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବୁଧବାର ଜିଏସି କାଉନସେଲିଂ ବୈଠକ ହେବାକୁ ଯାଉଛି। ଏଥିସହ ବୈଠକରେ ପରିଷଦ ଅନଲାଇନ ଗେମିଂର ସଂଜ୍ଞା ସ୍ପଷ୍ଟ କରିବା ସହ ଏହା ଉପରେ ୨୮ ପ୍ରତିଶତ ଟିକସ ଲଗାଯିବା ନେଇ ଆଲୋଚନା କରିବ।...

ପାକିସ୍ତାନ ଉପରେ ହୋଇଥିବା ଆକ୍ରମଣକୁ ଆମେରିକାର ନିନ୍ଦା

ଓ୍ବାଶିଂଟନ,୨ା୮: ମିଳିତ ଜାତିସଂଘ ଏବଂ ଆମେରିକା ପାକିସ୍ତାନରେ ହୋଇଥିବା ଆତ୍ମଘାତୀ ଆକ୍ରମଣକୁ ନିନ୍ଦା କରିଛନ୍ତି। ରବିବାର ଖାଇବର ପାଖୁତୁନ୍‌ଖଓ୍ବା ପ୍ରଦେଶର ଜାମିଆତ ଉଲେମା ଇସଲାମ-ଫଜଲର ଏକ ରାଜନୈତିକ ସମ୍ମିଳନୀରେ ଆତ୍ମଘାତୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ୫୪ ଜଣଙ୍କର ମୃତ୍ୟୁ...

ଗତ ୬ମାସରେ ୫ହଜାର କୋଟି ଟଙ୍କାର କସେମେଟିକ୍‌ କିଣିଛନ୍ତି ମହିଳା, ୪୦ପ୍ରତିଶତ ଅନଲାଇନ ଶପିଂ

ନୂଆଦିଲ୍ଲୀ,୨।୮: ଅତ୍ୟାବଶ୍ୟକୀୟ ଦ୍ରବ୍ୟର ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଅନ୍ୟପକ୍ଷରେ ଜଣାପଡିଛି କି, ଗତ ୬ମାସ ମଧ୍ୟରେ ୫୦୦୦କୋଟି ଟଙ୍କା ମୂଲ୍ୟର ଲିପଷ୍ଟିକ ଭଳି ପ୍ରସାଧନ ସାମଗ୍ରୀ ବିକ୍ରି ହୋଇଛି। କାନ୍ତାରର ରିପୋର୍ଟ ଅନୁଯାୟୀ, ଭାରତର ଟପ୍‌-୧୦ ସହରରେ...

କଲରାଡୋ ନଦୀ ୧୦ ଟ୍ରିଲିୟନ ଗ୍ୟାଲନରୁ ଅଧିକ ଜଳ ହରାଇଛି: ରିପୋର୍ଟ…

ଓ୍ବାଶିଂଟନ,୨।୮ : ଗ୍ଲୋବାଲ ୱାର୍ମିଙ୍ଗର କ୍ଷତିକାରକ ପ୍ରଭାବ ସମଗ୍ର ଆମେରିକାରେ ଅନୁଭୂତ ହେଉଛି। ଅତ୍ୟଧିକ ତାପମାତ୍ରା ଏବଂ ଉତ୍ତାପ ଲହର ଦକ୍ଷିଣ ଭାଗକୁ ଘୁଞ୍ଚିଯିବା ସହିତ ଆମେରିକୀୟମାନେ ଜଳବାୟୁ ପରିବର୍ତ୍ତନ ଅନୁଭବ କରିଛନ୍ତି। ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ତାପମାତ୍ରା...

ସିଙ୍ଗାପୁର ସଂସଦରେ ଶପଥ ଗ୍ରହଣ କଲେ ୩ଭାରତୀୟ ବଂଶୋଦ୍ଭବ

ସିଙ୍ଗାପୁର,୨।୮: ସିଙ୍ଗାପୁର ସଂସଦରେ ଶପଥ ଗ୍ରହଣ କରିଛନ୍ତି ତିନି ଭାରତୀୟ ବଂଶୋଦ୍ଭବ। ନଅ ଜଣ ମନୋନୀତ ସଦସ୍ୟ (ଏନଏମପି)ଙ୍କ ମଧ୍ୟରୁ ତିନିଜଣ ବୁଧବାର ଶପଥ ଗ୍ରହଣ କରିଛନ୍ତି। ଏଥିସହ ସିଙ୍ଗାପୁରରେ ସାମୁଦ୍ରିକ ପ୍ୟାରେଡ ଗ୍ରୁପ ପ୍ରତିନିଧିତ୍ୱ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ...

ନାବାଳିକା ଅବା ନାବାଳକଙ୍କ ସହିତ ଲିଭଇନରେ ରହିବା ଅମାନ୍ୟ, ଏହା ଆଇନ ସମାଜର ବିରୁଦ୍ଧ: ହାଇକୋର୍ଟ…

ଲକ୍ଷ୍ନୌ,୨।୮ : ଯଦି ଲିଭଇନ ସମ୍ପର୍କରେ ରହୁଥିବା ଦୁଇ ମଧ୍ୟରୁ ଜଣେ ନାବାଳିକା ଅବା ନାବାଳକ, ତେବେ ସମ୍ପର୍କକୁ ଅମାନ୍ୟ ବୋଲି ଧରାଯିବ। ଏହା ସୁରକ୍ଷା ଅଧୀନରେ ଆସିବ ନାହିଁ। ଏକ ମାମଲାର ଶୁଣାଣି ବେଳେ ଆହ୍ଲାବାଦ ହାଇକୋର୍ଟ ଏହି...

ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମରୁ ଖବର ଅପସାରଣ କଲା ମେଟା

ଅଟାଓ୍ବା,୨ା୮: ଟେକ୍‌ ଜିଆଣ୍ଟ ମେଟା କାନାଡାର ଫେସ୍‌ବୁକ ଏବଂ ଇନ୍‌ଷ୍ଟାଗ୍ରାମରୁ ସମ୍ବାଦ ବା ଖବର ହଟାଇବା ପ୍ରକ୍ରିୟା ଆରମ୍ଭ କରିଛି। ଅବଶ୍ୟ କାନାଡାର ୟୁଜରମାନଙ୍କୁ ପଠାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ନ୍ୟୁଜ୍‌ ବ୍ଲାକଆଉଟ୍‌ କେବଳ କାନାଡୀୟ ଆଉଟଲେଟ୍‌ ପାଇଁ ପ୍ରଯୁଜ୍ୟ ହୋଇ...

ମଣିପୁରରେ ଥମୁନି ହିଂସା, ୨ଟି ଘରେ ନିଆଁ ଲଗାଇଲେ ଉପଦ୍ରବକାରୀ

ଇମ୍ଫାଲ,୨।୮: ଜାତିଆଣ ହିଂସାରେ ଏବେ ବି ଜଳୁଛି ମଣିପୁର। ରାଜ୍ୟ ସରକାରଙ୍କ କର୍ଫ୍ୟୁ କୋହଳ ପରେ ମଧ୍ୟ ପୁଣି ଅଣାୟତ୍ତ ହୋଇପଡିଛି ଆଇନ ଶୃଙ୍ଖଳା ବ୍ୟବସ୍ଥା। ବୁଧବାର ପୂର୍ବାହ୍ନରେ ଇମ୍ଫାଲର ପଶ୍ଚିମ ଜଲାର ଦୁଇଟି ଘରେ ଊପଦ୍ରବକାରୀମାନେ ନିଆଁ ଲଗାଇ...

ଗୃହ ସୁରୁଖୁରୁରେ ନ ଚାଲିବା ପର୍ଯ୍ୟନ୍ତ ବାଚସ୍ପତି ଆସନରେ ବସିବି ନାହିଁ: ଓମ ବିର୍ଲା…

ନୂଆଦିଲ୍ଲୀ,୨।୮ : ମଙ୍ଗଳବାର (ଅଗଷ୍ଟ ୧) ଲୋକସଭାରେ ଘଟିଥିବା ଘଟଣାରେ ବାଚସ୍ପତି ଓମ ବିର୍ଲା ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଗୃହ ସୁରୁଖୁରୁରେ ନ ଚାଲିବା ପର୍ଯ୍ୟନ୍ତ ବାଚସ୍ପତି ଆସନରେ ବସିବି ନାହିଁ। ଦଳର ସଦସ୍ୟ ତଥା ବିରୋଧୀ...

ସମ୍ବିଧାନ ଦାୟିତ୍ୱବୋଧ ଇଞ୍ଜିନକୁ ବନ୍ଦ କରି ଚାବି ଫିଙ୍ଗି ଦେଇଛନ୍ତି ଭାଜପା ସରକାର: ଚିଦାମ୍ବରମ…

ନୂଆଦିଲ୍ଲୀ,୨।୮ : ମଣିପୁର ହିଂସାକୁ ନେଇ ପୂର୍ବତନ ଗୃହମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଚିଦାମ୍ବରମ ଅଭିଯୋଗ କରିଛନ୍ତି ହିଂସା ପ୍ରଭାବିତ ମଣିପୁର ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର...

ଦୁର୍ଘଟଣା ଜନିତ ମୃତ୍ୟୁ ସହାୟତା ବଢ଼ାଇଲେ ସରକାର

ଭୁବନେଶ୍ୱର,୨ା୮(ଅସମାପିକା ସାହୁ): ଓଡ଼ିଶା ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ କଲ୍ୟାଣ ଯୋଜନାରେ ରେଜିଷ୍ଟ୍ରିଭୁକ୍ତ ଶ୍ରମିକମାନଙ୍କୁ ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ସହାୟତାକୁ ୨ ଲକ୍ଷରୁ ୪ ଲକ୍ଷ ଟଙ୍କାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୃଦ୍ଧି କରିଛନ୍ତି। ସେହିପରି ସ୍ବାଭାବିକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri