Tag Archives: Home Middle

ନୁହରେ ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ, ହିଂସା ପଛରେ ଷଡଯନ୍ତ୍ର ସନ୍ଦେହ

ଚଣ୍ଡିଗଡ,୨।୮: ସୋମବାର ହରିୟାଣାର ନୁହରେ ଶୋଭାଯାତ୍ରାରେ ହୋଇଥିବା ଆକ୍ରମଣ ପରେ ସାମ୍ପ୍ରଦାୟିକ ହିଂସାରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ଶାନ୍ତି ବଜାୟ ରଖିବା ପାଇଁ ନହୁରେ କର୍ଫ୍ୟୁ ଜାରି ରହିଛି ଏବଂ ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇବାକୁ...

ନିକୋବର ଦ୍ୱୀପପୁଞ୍ଜରେ ୫.୦ ତୀବ୍ରତାର ଭୂକମ୍ପ

ପୋର୍ଟ ବ୍ଲେୟର,୨।୮: ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ ଝଟକା। ବୁଧବାର ସକାଳ ପ୍ରାୟ ୫.୪୦ରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୦ ରେକର୍ଡ କରାଯାଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ କୁହାଯାଇଛି ଯେ, ଏହି...

ମୋଦିଙ୍କୁ ବିଜେଡିର ସମର୍ଥନ

ନୂଆଦିଲ୍ଲୀ,୨ା୮: ଦିଲ୍ଲୀ ସେବା ଅଧ୍ୟାଦେଶ ସମ୍ପର୍କିତ କେନ୍ଦ୍ର ସରକାର ଆଣିଥିବା ଗଭର୍ନମେଣ୍ଟ ଅଫ୍‌ ନ୍ୟାଶନାଲ କ୍ୟାପିଟାଲ ଟେରିଟୋରି ଅଫ୍‌ ଦିଲ୍ଲୀ (ସଂଶୋଧନ) ବିଲ୍‌, ୨୦୨୩କୁ ବିଜେଡି ସମର୍ଥନ କରିଥିବା ମଙ୍ଗଳବାର ଘୋଷଣା କରିଛି। ସେହିପରି ବିରୋଧୀ ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟ...

ବଦଳିଲା ଭାରତ-ପାକ୍‌ ମ୍ୟାଚ ତାରିଖ, ୧୫ ଅକ୍ଟୋବରରେ ନୁହେଁ ଏହି ଦିନ ହେବ ମୁକାବିଲା

ନୂଆଦିଲ୍ଲୀ,୨।୮: ୨୦୨୩ ବିଶ୍ୱକପ ୫ ଅକ୍ଟୋବରରୁ ଆରମ୍ଭ ହେଉଛ। ଏଥି ସହିତ ୧୪ ଅକ୍ଟୋବରରେ ଭାରତ ଏବଂ ପାକିସ୍ଥାନର ଦଳ ମୁହାଁମୁହିଁ ହେବେ। ହେଲେ ଏହା ପୂର୍ବରୁ ଅକ୍ଟୋବର ୧୫ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ପାକିସ୍ଥାନ ମ୍ୟାଚ ଖେଳାଯିବ...

୪୦୦୧ ବିଧାୟକଙ୍କ ମୋଟ ସମ୍ପତ୍ତି ୫୪୫୪୫ କୋଟି, ୩ ରାଜ୍ୟର ବାର୍ଷିକ ବଜେଟଠାରୁ ଅଧିକ: ଏଡିଆର ରିପୋର୍ଟ…

ନୂଆଦିଲ୍ଲୀ,୧।୮ : ଦେଶର ୪୦୦୧ ସିଟିଂ ବିଧାୟକଙ୍କ ମୋଟ ସମ୍ପତ୍ତି ୫୪୫୪୫ କୋଟି ଟଙ୍କା ରହିଛି, ଯାହା ୨୦୨୩-୨୪ ପାଇଁ ନାଗାଲାଣ୍ଡ, ମିଜୋରାମ ଏବଂ ସିକ୍କିମ ଆଦି ୩ ରାଜ୍ୟର ମିଳିତ ବାର୍ଷିକ ବଜେଟ ଠାରୁ ଅଧିକ। ଯାହା ୪୯,୧୦୩...

ଚିତାବାଘଙ୍କ ମୃତ୍ୟୁ ନୁହେଁ ଚିନ୍ତାଜନକ: ସୁପ୍ରିମ୍‌କୋର୍ଟରେ କହିଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ,୧।୮ : ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ଏବଂ ଜାତୀୟ ଟାଇଗର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) କୁନୋରେ ଚିତାବାଘଙ୍କ ମୃତ୍ୟୁ ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ଉତ୍ତର ଦାଖଲ କରିଛନ୍ତି। ପରିବେଶ ଏବଂ ଜଙ୍ଗଲ ମନ୍ତ୍ରଣାଳୟ ଏବଂ ଜାତୀୟ ଟାଇଗର ସଂରକ୍ଷଣ...

ରୋଗ ସୃଷ୍ଟି କରିଛି ଏଏପି , ଆମେ କରୁଛୁ ଚିକିତ୍ସା: ଭାଜପା…

ନୂଆଦିଲ୍ଲୀ,୧।୮ : ଦିଲ୍ଲୀ ସେବା ବିଲ୍‌ ନେଇ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ବିବାଦ ଦେଖାଦେଇଛି। ମଙ୍ଗଳବାର ଲୋକସଭାରେ ଏହାର ଉପସ୍ଥାପନା ସମୟରେ ଅନେକ ହଟ୍ଟଭୋଳ ହୋଇଛି। କେନ୍ଦ୍ର ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମନ୍ତ୍ରୀ ତଥା ଦିଲ୍ଲୀର ଲୋକସଭା...

ପାକିସ୍ତାନରେ ନିର୍ବାଚନ ସମୟରେ ହେବ କି ଆତଙ୍କବାଦୀ ଆକ୍ରମଣ! କ୍ଷମତା ଲୋଭୀ ରାଜନୈତିକ ଦଳକୁ ଟାର୍ଗେଟ କରିବ ଆଇଏସକେପି

ଇସଲାମବାଦ,୧।୮: ଆସନ୍ତା ବର୍ଷ ପାକିସ୍ତାନରେ ନିର୍ବାଚନ ହେବାକୁ ଯାଉଛି। ତେବେ ନିର୍ବାଚନରେ ଆତଙ୍କବାଦୀଙ୍କ ଆକ୍ରମଣ କରିବ ବୋଲି ଆଶଙ୍କା କରାଯାଉଛି। ଖେବରପଖତୁନଖାରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ (ଆଇଏସକେପି) ନିଜକୁ ଦାୟୀ କରିଛି। ସଂଗଠନ ସ୍ପଷ୍ଟ...

ଆଉ ଲଢ଼ି ହେବନି ଯୁଦ୍ଧ: ଭାରତ ସହ ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କଲେ ଶେହବାଜ…

ଇସଲାମାବାଦ,୧।୮ : ପାକିସ୍ତାନରେ ଚାଲିଥିବା ଗୁରୁତର ଅର୍ଥନୈତିକ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଭାରତ ସହ ଆଲୋଚନା ପ୍ରସ୍ତାବ ଦେଇଛନ୍ତି। ଭାରତ ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ସରିଫ ମଙ୍ଗଳବାର କହିଛନ୍ତି ଯୁଦ୍ଧ ବିକଳ୍ପ ନୁହେଁ ଏବଂ ସେ...

ଅଗଷ୍ଟ ୨୩ ଅପରାହ୍ନ ୫ଟା ୪୭ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରାୟନ-୩, ଶେଷ ୧୫ ମିନିଟ ଗୁରୁତ୍ୱପୂର୍ଣ୍ଣ…

ନୂଆଦିଲ୍ଲୀ,୧।୮ : ଚନ୍ଦ୍ରାୟନ-୩ ଅଗଷ୍ଟ ୧ ରେ ପୃଥିବୀର କକ୍ଷପଥରେ ବୃହତ୍ତମ କକ୍ଷପଥ ତିଆରି କରି ଏହାର ମାଧ୍ୟାକର୍ଷଣରୁ ବାହାରି ଚନ୍ଦ୍ର ଆଡକୁ ଯାତ୍ରା କରିଛି। ଏହା ପରେ, ପରବର୍ତ୍ତୀ ୨୩ ଦିନ ପାଇଁ, ଏହା ଚନ୍ଦ୍ରର କକ୍ଷପଥରେ ଘୂର୍ଣ୍ଣନ...

ପ୍ରେମ ବିବାହରେ ଅଭିଭାବକଙ୍କ ଅନୁମତି ନେବା ବାଧ୍ୟତାମୂଳକ

ଗାନ୍ଧୀନଗର,୧।୮: ପ୍ରେମ ବିବାହ ପାଇଁ ଅଭିଭାବକଙ୍କ ଅନୁମତି ନେବା ବାଧ୍ୟତାମୂଳକ। ଏପରି ନିୟମ ଆଣିବାକୁ ଯାଉଛନ୍ତି ଗୁଜୁରାଟ ସରକାର। ଗୁଜୁରାଟର ମେହସାନା ଜିଲାର ପାଟିଦାର ସମ୍ପ୍ରଦାୟର ପ୍ରତିନିଧିତ୍ୱ କରୁଥିବା ସର୍ଦ୍ଦାର ପଟେଲ ଗ୍ରୁପ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ...

ବଜରଙ୍ଗ ଦଳ ଶିବିରରେ ଅସ୍ତ୍ରଶସ୍ତ୍ର ତାଲିମ ଅଭିଯୋଗ, ଭିଡ଼ିଓ ଭାଇରାଲ, ପୋଲିସ ପକ୍ଷରୁ ମାମଲା ରୁଜୁ…

ଗୁଆହାଟୀ,୧।୮ : ଆସାମର ଦରାଙ୍ଗ ଜିଲାର ଏକ ବିଦ୍ୟାଳୟରେ ଅସ୍ତ୍ରଶସ୍ତ୍ର ତାଲିମ ଶିବିର ପରିଚାଳନା ପାଇଁ ଆସାମ ପୋଲିସ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ମାମଲା ଦାଏର କରିଛି। ମଙ୍ଗଲଦାଇ ପୋଲିସ ବିଭିନ୍ନ ଧାରା ଅଧୀନରେ ମାମଲା ରୁଜୁ କରିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri