Tag Archives: Home Middle

ହରିୟାଣାରେ ଧର୍ମୀୟ ଶୋଭାଯାତ୍ରା ବେଳେ ହିଂସା

ନୂଆଦିଲ୍ଲୀ,୧।୮: ହରିୟାଣାର ନୁହ ଜିଲା ନନ୍ଦ ଗାଁ ନିକଟରେ ବିଶ୍ୱ ହିନ୍ଦୁ ପରିଷଦ କର୍ମୀମାନେ ଏକ ଶୋଭାଯାତ୍ରା ବାହାର କରିଥିବାବେଳେ ଗୋଷ୍ଠୀସଂଘର୍ଷରୁ ହିଂସାକାଣ୍ଡ ଘଟିଛି। ଉତ୍ତ୍ୟକ୍ତ ଲୋକଙ୍କ ଗୁଳିରେ ୨ଜଣ ହୋମଗାର୍ଡଙ୍କ ମୃତ୍ୟୁ ଘଟିଥିବାବେଳେ ହିଂସା ରୋକିବା ପାଇଁ ନିୟୋଜିତ ଥିବା...

ବ୍ରିଜ୍‌ ନିର୍ମାଣବେଳେ ଖସିଲା ମେଶିନ: ୧୫ ମୃତ

ଥାନେ,୧।୮: ମହାରାଷ୍ଟ୍ରର ଥାନେ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ବ୍ରିଜ୍‌ ନିର୍ମାଣ ସମୟରେ ଗାର୍ଡର ଲଞ୍ଚିଂ ମେଶିନ ଖସି ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଥାନେର ଶାହପୁର ନିକଟରେ ସମୃଦ୍ଧି ଏକ୍ସପ୍ରେସ...

ଭାସିଲା ରାଜଧାନୀ

ଭୁବନେଶ୍ୱର,୩୧ା୭: ସୋମବାର ଅପରାହ୍ନରେ ପ୍ରବଳ ବର୍ଷା ହେବାରୁ ରାଜଧାନୀ ଭାସିଛି। କିଛି ଘଣ୍ଟା ଧଣି ବର୍ଷା ହେବାରୁ ଭୁବନେଶ୍ୱରର ଅବସ୍ଥା ବେହାଲ ହୋଇପଡ଼ିଛି। ଜୁଆଡ଼େ ଚାହିଁଲେ ଖାଲି ପାଣି ପାଣି। ଫଳରେ ରାସ୍ତାରେ ଲୋକେ ଯିବାଆସିବା ପାଇଁ ଭୟ କରୁଛନ୍ତି।...

ପଶ୍ଚିମବଙ୍ଗରେ ମଣିପୁର ହିଂସାକୁ ନେଇ ପାରିତ ହେଲା ନିନ୍ଦା ପ୍ରସ୍ତାବ

କୋଲକାତା,୩୧।୭: ମଣିପୁରର ଦୁଇ ମହିଳାଙ୍କ ଭିଡିଓ ଭାଇରାଲ ଘଟଣା ଅତ୍ୟନ୍ତ ଲଜ୍ଜାଜନକ। ଏହି ଘଟଣାକୁ ନେଇ ଦେଶ ସାରା ଉତ୍ତେଜନା ଚାଲିଛି। ଏହି ସମୟରେ ପଶ୍ଚିମବଙ୍ଗ ବିଧାନସଭାରେ ସୋମବାର ମଣିପୁର ହିଂସାକୁ ନେଇ ନିନ୍ଦା ପ୍ରସ୍ତାବ ପାରିତ ହୋଇଛି। ପଶ୍ଚିମବଙ୍ଗର...

ଅଷ୍ଟ୍ରେଲିଆ ସମୁଦ୍ର କୂଳରେ ରହସ୍ୟମୟ ବସ୍ତୁ

ସିଡନୀ,୩୧।୭: ଅଷ୍ଟ୍ରେଲିଆ ସମୁଦ୍ର କୂଳକୁ ଏକ ରହସ୍ୟମୟ ବସ୍ତୁ ଭାସିଆସିଛି। ଏହାକୁ ଭାରତୀୟ ରକେଟର ଆବର୍ଜନା ବୋଲି ଚିହ୍ନଟ କରାଯାଇଛି। ଅଧିକାରୀମାନେ ସୋମବାର କହିଛନ୍ତି ଯେ, ଏହା ରକେଟର ଏକ ଅଂଶ, ବାର୍ନିକଲ ଜୁଲାଇ ମଧ୍ୟଭାଗରେ ଅଷ୍ଟ୍ରେଲିଆର ଉପକୂଳବର୍ତ୍ତୀ ସୁଦୂର...

ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କ ସମେତ ୧୩ ଦୋଷୀ ସାବ୍ୟସ୍ତ

ବ୍ରହ୍ମପୁର,୩୧ା୭(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଞ୍ଚଳରେ ଟାଟା ଜମି ଅଧଗ୍ରହଣ ସମୟରେ ପୋଲିସ ରିଜର୍ଭ ଇନ୍ସପେକ୍ଟରଙ୍କୁ ହତ୍ୟା ଏବଂ ଜିଲାପାଳ ଓ ଏସ୍‌ପିଙ୍କ ସିକ୍ୟୁରିଟି ଅଧିକାରୀଙ୍କୁ ହତ୍ୟା ଉଦ୍ୟମ ଘଟଣାର ୨୫ବର୍ଷ ପରେ ସୋମବାର ଚୂଡାନ୍ତ...

ମହିଳାଙ୍କ ସହ ବର୍ବରତା ମାମଲାର ଶୁଣାଣି ଆରମ୍ଭ, କେନ୍ଦ୍ର କହିଲା ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଯାଞ୍ଚରେ ଆମର କୌଣସି ଆପତ୍ତି ନାହିଁ

ନୂଆଦିଲ୍ଲୀ,୩୧।୭: ମଣିପୁରରେ ଦୁଇ ମହିଳାଙ୍କ ସହ ହୋଇଥିବା ବର୍ବରତା ସାରା ବିଶ୍ୱରେ ଦେଶର ମୁଣ୍ଡକୁ ନୁଆଇଁ ଦେଇଛି। ଏହି ମାମଲାର ଶୁଣାଣି ସୋମବାର ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ମଣିପୁରରେ ଦୁଇଜଣ ମହିଳାଙ୍କ ଉପରେ ହୋଇଥିବା ବର୍ବରତା ସହ ଜଡିତ...

ଓଏଏସ୍‌ ରେଜଲ୍ଟ ପ୍ରକାଶ

କଟକ,୩୧ା୭: ସୋମବାର ଓଡ଼ିଶା ସିଭିଲ ସର୍ଭିସ (ଓଏଏସ୍‌) ପରୀକ୍ଷା ଫଳ ପ୍ରକାଶ ପାଇଛି। ସୁଦେବ କୁମାର ପୃଷ୍ଟି ଓଏଏସ୍‌ ଟପ୍ପର ହୋଇଥିବା ବେଳେ ସୁଚିସ୍ମିତା ପାଣିଗ୍ରାହୀ ଦ୍ୱିତୀୟ ଓ ପ୍ରଣବ ରଞ୍ଜନ ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏହି...

କଲଭର୍ଟ ଭୁଶୁଡ଼ି ୫ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ସରକାର

ଭୁବନେଶ୍ୱର,୩୧ା୭(ଅସମାପିକା ସାହୁ): ସୋମବାର ସକାଳେ ରାୟଗଡ଼ା ଜିଲା କଲ୍ୟାଣସିଂପୁରରେ ଏକ ନିର୍ମାଣାଧୀନ କଲଭର୍ଟ ଭାଙ୍ଗି ଯିବାରୁ ୪ ଜଣ ଶିଶୁଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ...

ଜ୍ଞାନବ୍ୟାପୀରେ କୌଣସି ତ୍ରିଶୂଳ ନାହିଁ…

ବାରଣାସୀ,୩୧।୭: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବୟାନକୁ ନେଇ ସମାଜବାଦୀ ପାର୍ଟି(ଏସପି) ଏମପି ଶଫିକୁରହମାମ ବର୍କ ଦାବି କରିଛନ୍ତି କି ମୁସଲମାନମାନଙ୍କ ଦ୍ୱାରା କୌଣସି ଭୁଲ ହୋଇନାହିଁ, ଆଉ ଜ୍ଞାନବ୍ୟାପୀ ଉପରେ ଆଇନତଃ ସେମାନଙ୍କର ବି ଅଧିକାର ରହିଛି। ସେ ଅଭିଯୋଗ...

ପଶ୍ଚିମବଙ୍ଗ ବିଧାନସଭାରେ ମଣିପୁର ଉପରେ ପ୍ରସ୍ତାବ ଉପସ୍ଥାପନ, ମମତା କହିଲେ ମୋତେ ଜ୍ଞାନର ଆବଶ୍ୟକତା ନାହିଁ

କୋଲକାତା,୩୧।୭: ମଣିପୁର ହିଂସା ମାମଲା ଗତ ୩ ମାସ ହେବ ଚର୍ଚ୍ଚାରେ ରହିଛି। ଏହାକୁ ନେଇ ବିରୋଧୀ ଲଗାତାର ମୋଦି ସରକାର ଓ କେନ୍ଦ୍ରକୁ ଜବାବ ମାଗି ଚାଲିଛନ୍ତି। ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଗୃହରେ ବିବୃତ୍ତି ରଖିବାକୁ ଦାବି କରାଯାଉଛି।...

ଟିଇଡିଏକ୍ସ ଇଭେଣ୍ଟ ବାତିଲ କଲା ଚାଇନା

ବେଜିଂ,୩୧ା୭: ଅଗଷ୍ଟ ୧୩ରେ ଧାର୍ଯ୍ୟ ହୋଇଥିବା ଟିଇଡିଏକ୍ସ ସମ୍ମିଳନୀକୁ ବନ୍ଦ କରିଛି ଚାଇନା। ବିଦେଶୀ ସଂଗଠିତ ଗୋଷ୍ଠୀକୁ ଅନ୍ତର୍ଭୁକ୍ତ କରୁଥିବା ଆଇନ ଅନୁଯାୟୀ, ଆବଶ୍ୟକତା ପୂରଣ କରିବାରେ ବିଫଳ ହୋଇଥିବା ପୋଲିସ ସଂଗଠକମାନଙ୍କୁ କହିଛି ବୋଲି ସୋମବାର ସୋସିଆଲ ମିଡିଆରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri