Tag Archives: Home Middle

ଦିଲ୍ଲୀ ଅଧ୍ୟାଦେଶ ହେବ ଆଗତ, ହ୍ବିପ ଜାରି କଲା ଏଏପି…

ନୂଆଦିଲ୍ଲୀ,୩୧।୭ : ଦିଲ୍ଲୀ ଏବଂ ପଞ୍ଜାବର ଶାସକ ଆମ ଆଦମୀ ପାର୍ଟି (ଏଏପି) ସୋମବାର (ଜୁଲାଇ ୩୧) ଏହାର ସମସ୍ତ ରାଜ୍ୟସଭା ଏମପିଙ୍କୁ ଜୁଲାଇ ୩୧ ରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ସେବା ନିୟନ୍ତ୍ରଣ ନିୟମକୁ ବଦଳାଇବା...

ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ କଲା ରୁଷିଆ

କିଭ୍‌,୩୧ା୭: ଦୀର୍ଘଦିନ ଧରି ରୁଷିଆ-ୟୁକ୍ରେନ ଯୁଦ୍ଧ ଲାଗିଥିଲେ ମଧ୍ୟ ସରିବାର ନାଁ ନେଉନି। ଉଭୟ ଦେଶ ନିଜ ନିଜର ପରାକ୍ରମ ଦେଖାଇ ଚାଲିଛନ୍ତି। କେବେ ୟୁକ୍ରେନ ରୁଷିଆ ଉପରେ ଆକ୍ରମଣ କରୁଛନ୍ତି ତ କେବେ ରୁଷିଆ ଆକ୍ରମଣ କରି ଏହାର...

ସୋସିଆଲ ମିଡ଼ିଆରେ ହାର୍ଟ ଇମୋଜି ପଠାଇଲେ ହେବ ୫ ବର୍ଷ ଜେଲ…

ଆବୁଧାବି,୩୧।୭ : ସୋସିଆଲ ମିଡ଼ିଆରେ ହାର୍ଟ ଇମୋଜି ପଠାଇଲେ ହେବ ୫ ବର୍ଷ ଜେଲ । ସାଉଦି ଆରବରେ ସୋସିଆଲ ମିଡିଆ ଉପରେ ଏଭଳି ଆଇନ ଦ୍ୱାରା ୟୁଜର ଏବେ ଚିନ୍ତାରେ ପଡ଼ିଛନ୍ତି। ଏହା ଦ୍ୱାରା ସୋସିଆଲ ମିଡ଼ିଆରେ ବିପୁଳ...

୭୦ ବର୍ଷରେ ହୋଇ ନ ଥିବା କାମ ୯ ବର୍ଷରେ କରିଛନ୍ତି ଭାଜପା ସରକାର: ମୁହାଁମୁହିଁ ହେଲେ ଚିଦାମ୍ବରମ-ଜ୍ୟୋତିରାଦିତ୍ୟ…

ମୁମ୍ବାଇ,୩୧।୭ : କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିିଆ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଶାସନ ସମୟରେ ନିର୍ମିତ ତଥା ପରିଚାଳିତ ବିମାନବନ୍ଦର ସଂଖ୍ୟା ବିଷୟରେ ଲୋକଙ୍କୁ ବିଭ୍ରାନ୍ତ...

୩ ଏମଭିଏ ସହଯୋଗୀ ନିର୍ଣ୍ଣୟ ନେଲେ ବଦଳିଯିବ ମହାରାଷ୍ଟ୍ର ରାଜନୀତି: ଶରଦ ପାଓ୍ବାର…

ମୁମ୍ବାଇ,୩୧।୭ : ଏନସିପ ପ୍ରମୁଖ ଶରଦ ପାଓ୍ବାର କହିଛନ୍ତି ଏମଭିଏର ୩ ସହଯୋଗୀ କଂଗ୍ରେସ, ଏନସିପି ଏବଂ ଉଦ୍ଧବ ଠାକରେଙ୍କୁ ସମର୍ଥନ କରୁଥିବା ଶିବସେନା ମିଳିତ ଭାବେ ନିର୍ଣ୍ଣୟ ନେଲେ ମହାରାଷ୍ଟ୍ରର ରାଜନୈତିକ ସମୀକରଣ ବଦଳିଯିବ। ତେବେ ବର୍ତ୍ତମାନ ରାଜ୍ୟ...

ଭାରତରେ ଜଣେ ସାଧାରଣ ଲୋକଙ୍କୁ ଏକ ନିୟୁତ ଡଲାର ରୋଜଗାର କରିବାକୁ ଲାଗିବ ୧୪୮ ବର୍ଷ: ରିପୋର୍ଟ…

ନୂଆଦିଲ୍ଲୀ,୩୧।୭ : ଭାରତର ଜଣେ ସାଧାରଣ କର୍ମଚାରୀ ଭାବରେ କୋଟିପତି ହେବାକୁ କେତେ ବର୍ଷ ଲାଗିବ? ଯଦି ଏହି ପ୍ରଶ୍ନ ପଚରାଯାଏ, ତେବେ ଉତ୍ତର କ’ଣ ହେବ? ୫ ବର୍ଷ, ୧୦ ବର୍ଷ, କିମ୍ବା ବୋଧହୁଏ ୨୫ ବର୍ଷ ଅବା...

ନିର୍ମାଣାଧୀନ କଲଭର୍ଟ ଭୁଶୁଡି ୫ ମୃତ

ରାୟଗଡା,୩୧।୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲା କଲ୍ୟାଣସିଂହପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ନିର୍ମାଣାଧୀନ କଲଭର୍ଟ ଭୁଶୁଡି ୪ ଶିଶୁଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। କଲ୍ୟାଣସିଂହପୁର ବ୍ଲକର ତଳସାଜା ଏବଂ ଉପରସାଜା ମଧ୍ୟ...

ବ୍ରିଟେନରେ ଡିବ୍ୟାକିଙ୍ଗ ଦୁର୍ନୀତି: ପ୍ରତି ଦିନ ହଜାରେ ଆକାଉଣ୍ଟ ବନ୍ଦ କରୁଛନ୍ତି ବ୍ୟାଙ୍କ…

ଲଣ୍ଡନ,୩୧।୭ : ବ୍ରିଟେନରେ ଏକ ନୂଆ ସ୍କାମ ସାମ୍ନାକୁ ଆସିଛି। ବାସ୍ତବରେ, ଏକ ମିଡିଆ ରିପୋର୍ଟ ଅନୁଯାୟୀ, ଏଠାରେ ଥିବା ବ୍ୟାଙ୍କଗୁଡ଼ିକ ପ୍ରତିଦିନ ଏକ ହଜାରରୁ ଅଧିକ ଆକାଉଣ୍ଟ ବନ୍ଦ କରୁଛନ୍ତି। ଏହି ତଥାକଥିତ ସ୍କାମକୁ ଡିବ୍ୟାଙ୍କିଙ୍ଗ କୁହାଯାଉଛି। ଏଠାରେ...

ଶିବସେନା ବନାମ ଶିବସେନା: ସଞ୍ଜୟ-ପ୍ରିୟଙ୍କା ମୁହାଁମୁହିଁ…

ମୁମ୍ବାଇ,୩୧।୭ : ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସମର୍ଥକ ଶିବସେନା ବିଧାୟକ ସଞ୍ଜୟ ଶିରସାଟ ରାଜ୍ୟସଭା ଏମପି ପ୍ରିୟଙ୍କା ଚତୁର୍ବେଦୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି, ଯେଉଁଥିପାଇଁ ତାଙ୍କୁ କଡ଼ା ସମାଲୋଚନା କରାଯାଉଛି। ପ୍ରିୟଙ୍କା ଚତୁର୍ବେଦୀ ଶିବସେନା ଉଦ୍ଧବ ଠାକରେ ଦଳର...

କ୍ଷମତା ପାଇଁ ସବୁକିଛି କରିପାରିବ ଭାଜପା: ସତ୍ୟପାଲ ମଲିକ…

ନୂଆଦିିଲ୍ଲୀ,୩୧।୭ : ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରାଯାଉଛି। ଆଜି ସକାଳେ ଟୁଇଟରରେ ସତ୍ୟପାଲ ମଲିକ ଟ୍ରେଣ୍ଡିଂରେ ଅଛନ୍ତି। ୪୦ ସେକେଣ୍ଡର ଏକ ଭିଡିଓରେ ପୂର୍ବତନ ରାଜ୍ୟପାଳ କହୁଥିବାରୁ ଦେଖାଯାଉଛି ଭାଜପା...

କୁରାନରେ ଉଲ୍ଲେଖ ଅଛି ସ୍ତ୍ରୀ-ସନ୍ତାନଙ୍କ ଯତ୍ନ ନେବା ସ୍ବାମୀଙ୍କ କର୍ତ୍ତବ୍ୟ: ହାଇକୋର୍ଟ…

ବେଙ୍ଗାଲୁରୁ,୩୧।୭ : ଇସଲାମର ପବିତ୍ର ଧର୍ମଗ୍ରନ୍ଥ କୁରାନରେ ଉଲ୍ଲେଖ ଥିବା ତଥ୍ୟ ଦର୍ଶାଇ କର୍ନାଟକ ହାଇକୋର୍ଟ ଜଣେ ବ୍ୟକ୍ତିଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଅଦାଲତ କହିଛନ୍ତି କୁରାନରେ କୁହାଯାଇଛି ସ୍ତ୍ରୀ ଏବଂ ସନ୍ତାନର ଯତ୍ନ ନେବା ସ୍ବାମୀଙ୍କର କର୍ତ୍ତବ୍ୟ। ବିଶେଷ...

ଆମେରିକାରରେ ପୁଣି ବଢ଼ିଲା କରୋନା ମାମଲା, ବୁଷ୍ଟର ଡୋଜ ନେବାକୁ ପରାମର୍ଶ…

ଓ୍ବାଶିଂଟନ,୩୧।୭ : ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି) ଚେତାବନୀ ଦେଇଛି ଦେଶରେ କରୋନା ସଂକ୍ରମଣ ଯୋଗୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ପରିସଂଖ୍ୟାନ ଅନୁଯାୟୀ, ଡିସେମ୍ବର ୨୦୨୨ ତୁଳନାରେ ଡାକ୍ତରଖାନାରେ ଭର୍ତ୍ତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri