Tag Archives: Home Middle

ଏଆଇ ବିପ୍ଳବ: ନିଯୁକ୍ତି ପାଇଁ ବଡ଼ ବିପଦ

ଓ୍ବାଶିଂଟନ୍‌,୩୦ା୭: କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାରା ବିଶ୍ୱର ନିଯୁକ୍ତି କ୍ଷେତ୍ରରେ ବଡ଼ ବିପଦ ହେବାକୁ ଯାଉଛି। ଏଆଇ ପାଇଁ ନିକଟ ଭବିଷ୍ୟତରେ ଅଗଣିତ କର୍ମଚାରୀ ସେମାନଙ୍କ ନିଯୁକ୍ତି ହରାଇବାକୁ ଯାଉଛନ୍ତି। ଏଆଇ ଆମେରିକାର ନିଯୁକ୍ତି ବଜାରକୁ କିଭଳି ପ୍ରଭାବିତ କରିବ...

‘ଏବେ ବି ଶୋଇଛି କେନ୍ଦ୍ର’

ନୂଆଦିଲ୍ଲୀ/ ଚୁରାଚାନ୍ଦପୁର/କୋଲକାତା,୩୦ା୭(ପି.ଟି.): ମଣିପୁରରେ ପ୍ରାୟ ୩ ମାସ ହେଲା ଜାତିଆଣ ହିଂସା ଓ ଯୌନହିଂସା ଲାଗିରହିଛି। ସଂଘର୍ଷ ଯୋଗୁ ପ୍ରାୟ ୨୦୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ହଜାର ଲୋକ ଘରଦ୍ୱାର ଛାଡ଼ି ପଳାୟନ କରିଛନ୍ତି। ଭାଜପା ଶାସିତ ଏହି...

ଦେଶରେ ବଢ଼ିଛି, ଓଡ଼ିଶାରେ କମିଛି

ନୂଆଦିଲ୍ଲୀ/ବାରିପଦା,୩୦ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ)ଦେଶରେ ବାଘ ସଂଖ୍ୟା ବୃଦ୍ଧି ପାଇଥିବାବେଳ ଓଡ଼ିଶାରେ ବାଘଙ୍କ ସଂଖ୍ୟା ଲଗାତର କମିବାରେ ଲାଗିଛି। ୨୦୦୬ରେ ରାଜ୍ୟରେ ୪୫ ମହାବଳ ବାଘ ଥିବାବେଳେ ୨୦୧୦ରେ ଏହା ୩୨କୁ ଖସିଥିଲା। ୨୦୧୮ରେ ପୁଣି ହ୍ରାସ ପାଇ ୨୮ ଏବଂ...

ନୀତୀଶ ଆମର, ସେ ପୁଣି ଏନଡିଏକୁ ଫେରିବେ: ରାମଦାସ ଅଠାଓ୍ବଲେ…

ପାଟନା,୨୯।୭ : କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଅଠାଓ୍ବଲେ ଶନିବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ନୀତୀଶ କୁମାର ଆମର। ସେ ଯେ କୌଣସି ସମୟରେ...

ମହରମ ଶୋଭାଯାତ୍ରା କଲେ ମିଳିବନି ଭୋଟ: ଭାଜପାକୁ ଫାରୁକଙ୍କ ଟାର୍ଗେଟ…

ଶ୍ରୀନଗର,୨୯।୭ : ଜମ୍ମୁ-କଶ୍ମୀରର ଶ୍ରୀନଗରରେ ତିନି ଦଶନ୍ଧିରୁ ଅଧିକ ସମୟ ବ୍ୟବଧାନ ପରେ ପୁଣି ଆରମ୍ଭ ହୋଇଥିବା ମହରମ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା ଭାଜପାକୁ ଟାର୍ଗେଟ କରିଛନ୍ତି। ସେ...

ୟୁସିସିରେ ଦିବ୍ୟାଙ୍ଗଙ୍କ ସୁରକ୍ଷା କରୁଥିବା ଆଇନ ସାମିଲ କରିବାକୁ ପ୍ରସ୍ତାବ…

ନୂଆଦିଲ୍ଲୀ,୨୯।୭ : ଦେଶରେ ୟୁସିସି ବିଷୟରେ ଆଲୋଚନା ହେଉଛି। କେତେକ ଏହାକୁ ନେଇ ଚିନ୍ତା ପ୍ରକଟ କରୁଛନ୍ତି ଏବଂ କେତେକ ଏହାକୁ ସମର୍ଥନ କରୁଛନ୍ତି। ଏଥି ସହିତ ଦିବ୍ୟାଙ୍ଗ ଅଧିକାର ସଂଗଠନ ଏବଂ କାର୍ଯ୍ୟକର୍ତ୍ତାମାନେ ଆଇନ ଆୟୋଗକୁ ଅନୁରୋଧ କରିଛନ୍ତି...

୪୬୦୦୦ ବର୍ଷ ପୂର୍ବର ଏକ ପୋକକୁ ପୁନର୍ଜୀବିତ କଲେ ବୈଜ୍ଞାନିକ

ବର୍ଲିନ,୨୯ା୭: ବୈଜ୍ଞାନିକମାନେ ୪୬,୦୦୦ ବର୍ଷ ପୂର୍ବେ ନଷ୍ଟ ହୋଇଥିବା ଏକ ପୋକକୁ ପୁନର୍ଜୀବିତ କରିଛନ୍ତି। ମ୍ୟାକ୍ସ ପ୍ଲାଙ୍କ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମଲିକୁଲାର୍‌ ସେଲ ବାୟୋଲୋଜି ଏବଂ ଜେନେଟିକ୍ସର ପ୍ରଫେସର ଏମିରିଟସ୍‌ ଟେମୁରାସ କୁର୍ଜଚାଲିଆଙ୍କ ଅନୁଯାୟୀ, ସେମାନେ ୪୬୦୦୦ବର୍ଷ ପୂର୍ବେ ଫ୍ରିଜ୍‌...

କିମଙ୍କଠାରୁ ଅସ୍ତ୍ରଶସ୍ତ୍ର ଚାହୁଁଛନ୍ତି ପୁଟିନ୍‌: ଆମେରିକା…

ଓ୍ବାଶିଂଟନ,୨୯।୭ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକଙ୍କ କିମ୍‌ ଜୋଙ୍ଗ ଉନଙ୍କଠାରୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଅସ୍ତ୍ରଶସ୍ତ୍ର ଚାହୁଁଛନ୍ତି। ଏସମ୍ପର୍କରେ ଆମେରିକା ସୂଚନା ପ୍ରଦାନ କରିଛି। ୟୁକ୍ରେନ୍‌ ଯୁଦ୍ଧରେ ନିଜର ଅସ୍ତ୍ରଶସ୍ତ୍ର ଶେଷ ହୋଇଥିବାରୀୁ ପୁଟିନ ଏଭଳି କରୁଥିବା...

ବଙ୍ଗୋପସାଗରରୁ ୩ ଡଙ୍ଗାକୁ ଉଦ୍ଧାର କଲା ନୌସେନା, ୩୬ ଧୀବର ସୁରକ୍ଷିତ…

ଚେନ୍ନାଇ,୨୯।୭ : ଭାରତୀୟ ନୌସେନା ଜାହାଜ ଖଞ୍ଜର ବଙ୍ଗୋପସାଗରରୁ ତିନୋଟି ଡଙ୍ଗାକୁ ସଫଳତାର ସହ ଉଦ୍ଧାର କରିଛି। ସୂଚନା ଅନୁଯାୟୀ, ତାମିଲନାଡୁ ଉପକୂଳରୁ ୧୩୦ନ୍ୟୁଟିକାଲ ମାଇଲ ଦୂରରେ ଖରାପ ପାଗ ଯୋଗୁ ତିନୋଟି ମାଛଧରା ଡଙ୍ଗା ଅଟକି ରହିଥିଲ। ଏହି...

ଅଗଷ୍ଟ ୧ରୁ ଭାରତୀୟଙ୍କୁ ଇ-ଭିଜା ପ୍ରଦାନ କରିବ ରୁଷିଆ

ମସ୍କୋ,୨୯ା୭: ରୁଷିଆ ଏକ ଇ-ଭିଜା ପ୍ରଣାଳୀ ପ୍ରଣୟନ କରିଛି। ଯାହା ଦେଶ ପରିଦର୍ଶନ କରୁଥିବା ଯାତ୍ରୀମାନଙ୍କ ପାଇଁ ଭିଜା ପ୍ରକ୍ରିୟାକୁ ସରଳ କରିବା ପାଇଁ ଚଳିତ ବର୍ଷ ଅଗଷ୍ଟ ୧ରୁ କାର୍ଯ୍ୟକାରୀ ହେବ। ଭାରତ ସମେତ ମୋଟ୍‌ ୫୨ଟି ଦେଶର...

ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ହସ୍ପିଟାଲରେ ଭର୍ତ୍ତି…

କୋଲକାତା,୨୯।୭ : ଶ୍ୱାସ ଜନିତ ସମସ୍ୟା ଯୋଗୁ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଗୁରୁତର ହେବା ପରେ ତାଙ୍କୁ ଶନିବାର ଅପରାହ୍ନରେ କୋଲକାତାର ଉଡଲାଣ୍ଡ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା।...

ପ୍ରଧାନମନ୍ତ୍ରୀ ଛୋଟ ପିଲାଙ୍କୁ ପଚାରିଲେ ମୋଦିଙ୍କୁ ଜାଣିଛ, ମିଳିଲା ଏଭଳି ଉତ୍ତର…

ନୂଆଦିଲ୍ଲୀ,୨୯।୭ : ନୂତନ ଜାତୀୟ ଶିକ୍ଷା ନୀତି (ଏନଇପି) ଆରମ୍ଭ ହେବାର ୩ ବର୍ଷ ପୂରଣ ଅବସରରେ ଆୟୋଜିତ ଅଲ ଇଣ୍ଡିଆ ଶିକ୍ଷା ସମ୍ମିଳନୀର ଉଦଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଏକ ପ୍ରଦର୍ଶନୀ ପରିଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri