Tag Archives: Home Middle

ସନ୍ତାନ ଜନ୍ମ ପାଇଁ ଅକ୍ଷମତା ଛାଡପତ୍ରର କାରଣ ହୋଇ ପାରିବ ନାହିଁ: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ପାଟନା,୨୯।୭ : ଏକ ମାମଲାର ବିଚାର କରି ପାଟନା ହାଇକୋର୍ଟ କହିଛନ୍ତି ସନ୍ତାନ ଜନ୍ମ ପାଇଁ ଅକ୍ଷମତା ଛାଡପତ୍ରର କାରଣ ହୋଇ ପାରିବ ନାହିଁ। ଜଷ୍ଟିସ ଜିତେନ୍ଦ୍ର କୁମାର ଏବଂ ଜଷ୍ଟିସ ପି.ବି ବାଜରଥରିଙ୍କୁ ନେଇ ଗଠିତ ବେଞ୍ଚ ମୁଜାଫରପୁର...

ମଣିପୁର ହିଂସା ପାଇଁ ମ୍ୟାନମାରରୁ ଅନୁପ୍ରବେଶ ଦାୟୀ: ରାମଦାସ ଅଠାଓ୍ବଲେ…

ପାଟନା,୨୯।୭ : ବିହାରର ମୁଙ୍ଗର ଗସ୍ତରେ ଯାଇଥିବା କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାଓ୍ବଲେ ମଣିପୁରରେ ହୋଇଥିବା ହିଂସା ଘଟଣାରେ ଆତଙ୍କବାଦୀଙ୍କ ସମ୍ପୃକ୍ତି ନେଇ ସନ୍ଦେହ ପ୍ରକଟ କରିଛନ୍ତି। ମ୍ୟାନମାରରୁ ମଣିପୁରରେ ଅନୁପ୍ରବେଶ କରି ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି...

ଇଣ୍ଡିଆରେ ଫାଟ: ମୋଦିଙ୍କ ସହିତ ଗୋଟିଏ ମଞ୍ଚରେ ସାମିଲ ହେବେ ଶରଦ ପାଓ୍ବାର, ଏଏପି ଅସନ୍ତୁଷ୍ଟ…

ନୂଆଦିଲ୍ଲୀ,୨୯।୭ : ଅଗଷ୍ଟ ୧ ରେ ମହାରାଷ୍ଟ୍ରର ପୁଣେରେ ଅନୁଷ୍ଠିତ ହେବାକୁ ଥିବା ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଏନସିପି ପ୍ରତିଷ୍ଠାତା ଶରଦ ପାୱାର ଗୋଟିଏ ମଞ୍ଚରେ ଉପସ୍ଥିତ ହେବେ। ଏହି ସମୟରେ...

ରାହୁଲଙ୍କ ବାହାଘର ଶୀଘ୍ର କରିବାକୁ ସୋନିଆଙ୍କୁ ପରାମର୍ଶ ଦେଲେ ମହିଳା କୃଷକ ଗୋଷ୍ଠୀ, ଝିଅ ଖୋଜିବାକୁ କହିଲେ ସୋନିଆ…

ନୂଆଦିଲ୍ଲୀ,୨୯।୭ : କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ସହ କଥାବାର୍ତ୍ତା ବେଳେ ହରିୟାଣାର କିଛି ମହିଳା କୃଷକ କହିଛନ୍ତି ରାହୁଲ ଗାନ୍ଧୀଙ୍କ ବିବାହ ଶୀଘ୍ର କର ଏବଂ ଏହାର ଉତ୍ତରରେ ସୋନିଆ ତାଙ୍କ ପୁଅ ପାଇଁ ଝିଅ ଖୋଜିବାକୁ କହିଛନ୍ତି।...

‘ରାଜନୈତିକ ପର୍ଯ୍ୟଟନ’ରେ ମଣିପୁରରେ ଫଟୋ ସେସନ କରୁଛନ୍ତି ବିରୋଧୀ ଦଳ ନେତା: ଭାଜପା…

ନୂଆଦିଲ୍ଲୀ,୨୯।୭ : ଭାଜପା ଏମପି ମନୋଜ ତିୱାରୀ ଶନିବାର ବିରୋଧୀ ଦଳ ମେଣ୍ଟ ଇଣ୍ଡିଆର ଏକ ପ୍ରତିନିଧି ଦଳଙ୍କର ମଣିପୁର ଗସ୍ତକୁ ‘ରାଜନୈତିକ ପର୍ଯ୍ୟଟନ’ ବୋଲି କହିଛନ୍ତି। ନେତାଙ୍କ ଉପରେ ସେମାନଙ୍କର ଯାତ୍ରା ସୋସିଆଲ ମିଡିଆରେ ଫଟୋ ଶେୟାର କରିବା...

ବାଣ କାରଖାନାରେ ବିସ୍ଫୋରଣ: ୩ ମହିଳାଙ୍କ ସମେତ ୮ ଜଣଙ୍କର ମୃତ୍ୟୁ…

ଚେନ୍ନାଇ,୨୯।୭ : ତାମିଲନାଡୁର କୃଷ୍ଣଗିରି ଜିଲାର ଏକ ବାଣ କାରଖାନାରେ ବିସ୍ଫୋରଣରେ ତିନିଜଣ ମହିଳାଙ୍କ ସମେତ ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ପୋଲିସ ଜାଣିପାରି ନାହିଁ। ଶନିବାର ସକାଳେ...

ପିଏସଏଲଭି-ସି ୫୬ ର ଉତ୍‌କ୍ଷେପଣ ପାଇଁ କାଉଣ୍ଟ ଡାଉନ ଆରମ୍ଭ, ରବିବାର ସକାଳ ସାଢ଼େ ୬ରେ ହେବ ସାତଟି ଉପଗ୍ରହ ଉତକ୍ଷେପଣ…

ହାଇଦ୍ରାବାଦ,୨୯।୭ : ଚନ୍ଦ୍ରାୟନ -୩ର ସଫଳ ଉତକ୍ଷେପଣ ପରେ ବର୍ତ୍ତମାନ ଇସ୍ରୋ ଆଉ ଏକ ରେକର୍ଡ ସ୍ଥାପନ କରିବାକୁ ଯାଉଛି। ଏନେଇ କାଉଣ୍ଟ ଡାଉନ ଆରମ୍ଭ ହୋଇଛି। ୩୦ ଜୁଲାଇ ୨୦୨୩ ରେ, ସକାଳ ସାଢ଼େ ୬ରେ ଇସ୍ରୋ ସାତଟି...

ଦେଶରେ ବାଘ ସଂଖ୍ୟାରେ ମଧ୍ୟପ୍ରଦେଶ ଶୀର୍ଷରେ…

ନୂଆଦିଲ୍ଲୀ,୨୯।୭ : ବାଘ ସଂଖ୍ୟା ଗଣନା ଆକଳନକୁ କେନ୍ଦ୍ର ସରକାର ପ୍ରକାଶ କରିଛନ୍ତି। ତାଲିକାରେ ମଧ୍ୟପ୍ରଦେଶ ୭୮୫ ବାଘ ସହିତ ଶୀର୍ଷରେ ରହିଛି। ଏହିପରି ଭାବରେ ମଧ୍ୟପ୍ରଦେଶ ବାଘ ରାଜ୍ୟର ମାନ୍ୟତା ବଜାୟ ରଖିଛି। ଦ୍ୱିତୀୟ ସ୍ଥାନରେ କର୍ନାଟକ ରହିଛି।...

ମଣିପୁର ହିଂସା ପଛରେ ବିଦେଶୀ ଏଜେନ୍ସିର ହାତ ଆଶଙ୍କା: ପୂର୍ବତନ ସେନାମୁଖ୍ୟ…

ନୂଆଦିଲ୍ଲୀ,୨୯।୭ : ମଣିପୁରରେ ଚାଲିଥିବା ଜାତିଗତ ବିବାଦରେ ପୂର୍ବତନ ସେନା ମୁଖ୍ୟ ଜେନେରାଲ ଏମ.ଏମ ନରାଓ୍ବଣେ ବିଦେଶୀ ଏଜେନ୍ସିର ଭୂମିକା ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ସେ କହିଛନ୍ତି କୌଣସି ସୀମା ରାଜ୍ୟରେ ଅସ୍ଥିରତା ପରିସ୍ଥିତି ଜାତୀୟ ସୁରକ୍ଷା ପାଇଁ...

ତାଇଓ୍ବାନକୁ ସାମରିକ ସହାୟତା ଦେବାକୁ ଘୋଷଣା କଲେ ବାଇଡେନ…

ଓ୍ବାଶିଂଟନ,୨୯।୭ : ଚାଇନାର ଆକ୍ରମଣାତ୍ମକ ମନୋଭାବ ଉପରେ ଆମେରିକା ଖୋଲାଖୋଲି ଭାବେ କହିଛି ଚାଇନା ବିରୋଧରେ ଛିଡା ହୋଇଥିବା ଦେଶଗୁଡ଼ିକୁ ପେଣ୍ଟାଗନ ସମର୍ଥନ କରିବ। ଏହି ପର୍ଯ୍ୟାୟରେ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ତାଇୱାନ ପାଇଁ ୩୪୫ ମିଲିୟନ...

ଗ୍ରୀନ କାର୍ଡ ଧାରକଙ୍କୁ ସୁବିଧା ପ୍ରଦାନ ଲାଗି ପ୍ରସ୍ତୁତି: ବାଇଡେନ ସରକାରଙ୍କୁ ଅପିଲ…

ଓ୍ବାଶିଂଟନ,୨୯।୭ : ଆମେରିକାର ଗ୍ରୀନ କାର୍ଡ ଆବେଦନକାରୀଙ୍କ ବ୍ୟାକଲଗ ହଟାଇବା ପାଇଁ କାର୍ଯ୍ୟନିର୍ବାହୀ ପଦକ୍ଷେପ ନେବାକୁ ଆମେରିକାର କେତେକ ସାଂସଦ ଗୋଷ୍ଠୀ ରାଷ୍ଟ୍ରପତି ଜୋ ବାଇଡେନ ସରକାରଙ୍କୁ ଅପିଳ କରିଛନ୍ତି। ୨୦୨୦ ମସିହାରେ, ଗ୍ରୀନ କାର୍ଡ ପାଇଁ ଆବେଦନ କରିଥିବା...

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଐତିହାସିକ ଶ୍ରୀଲଙ୍କା ଗସ୍ତ…

କଲମ୍ବୋ,୨୯।୭ : ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ତାଙ୍କର ଐତିହାସିକ ଗସ୍ତରେ ଶ୍ରୀଲଙ୍କାରେ ପହଞ୍ଚିଥିଲେ। ଏହି ସମୟରେ, ମାକ୍ରୋନ ରାଷ୍ଟ୍ରପତି ରାନିଲ ୱିକ୍ରେମସିଂହଙ୍କ ନେତୃତ୍ୱରେ ଶ୍ରୀଲଙ୍କା ପ୍ରତିନିଧୀଙ୍କ ସହ ଦ୍ୱିପାକ୍ଷିକ ସହଯୋଗ ଏବଂ ଖୋଲା ଏବଂ ଅନ୍ତର୍ଭୂକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri