Tag Archives: Home Middle

ଅଧ ଘଣ୍ଟାରେ ଫେରି ଆସିଲା ଦିଲ୍ଲୀରୁ ପ୍ୟାରିସ ଯାଉଥିବା ବିମାନ

ନୂଆଦିଲ୍ଲୀ,୨୮।୭: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ(ଆଇଜିଆଇ)ରେ ଶୁକ୍ରବାର ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଥିଲା। ଯେତେବେଳେ ଦିଲ୍ଲୀରୁ ପ୍ୟାରିସ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଏମରଜେନ୍ସି ଲ୍ୟାଣ୍ଡିଂ କରିବାର ସୂଚନା ଦିଆଯାଇଥିଲା। ଏହି ସୂଚନା ମିଳିବା ପରେ...

ମଣିପୁର ଘଟଣାକୁ ନେଇ ପାର୍ଲାମେଣ୍ଟରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ମୋଦି: ଗୋୟଲ

ନୂଆଦିଲ୍ଲୀ,୨୮।୭: ମଣିପୁର ଘଟଣାକୁ ନେଇ ଜାରି ରହିଥିବା ହଙ୍ଗାମା ଭିତରେ ଉଭୟ ଲୋକ ସଭା ଓ ରାଜ୍ୟ ସଭାକୁ ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଇତିମଧ୍ୟରେ ବିରୋଧୀ ପୁଣିଥରେ ସ୍ଲୋଗାନ ଦେବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ହିଂସାକୁ ନେଇ ଜବାବ...

ଭିମା କୋରେଗାଓଁ ମାମଲା: ଦୁଇ ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୨୮।୭: ସୁପ୍ରିମକୋର୍ଟ ୨୦୧୮ରେ ଭିମା କୋରୋଗାଓଁ ହିଂସା ସହ ଜଡିତ ଏଲ୍ଗାର ପରିଷଦ ମାମଲାରେ ଅଭିଯୁକ୍ତ ବର୍ନୋନ ଗ୍ୟାସଲିଭସ ଓ ଅରୁଣ ଫେରେରାଙ୍କୁ ଶୁକ୍ରବାର ଜାମିନ ପ୍ରଦାନ କରିଛନ୍ତି। କୋର୍ଟ କହିଛନ୍ତି ଅଭିଯୋଗ ଗୁରୁତର, ହେଲେ ଏମାନେ ୫ ବର୍ଷ...

ଜୁଲାଇରେ ବରଫପାତ, ବୈଜ୍ଞାନିକ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୮ା୭: ଜୁଲାଇ ଶେଷ ହେବାକୁ ଥିବାବେଳେ କାଲିଫର୍ନିଆର ପର୍ବତଗୁଡ଼ିକ ବରଫରେ ଆଚ୍ଛାଦିତ ହୋଇରହିଛି। ଯାହା ଦେଖି ପାଣିପାଗ ବିଜ୍ଞାନୀମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ପାଣିପାଗ ବିଜ୍ଞାନୀମାନେ ଜୁନ୍‌ ୧କୁ ଗ୍ରୀଷ୍ମର ପ୍ରଥମ ଦିନ ବୋଲି ବିବେଚନା କରନ୍ତି। କିନ୍ତୁ...

ଏଲଏସି ନିକଟରେ ନିଜର ସେନା ଶକ୍ତି ମଜଭୁତ କରୁଛି ଚାଇନା

ନୂଆଦିଲ୍ଲୀ,୨୮।୭: ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଶେଷ ହେବାର ନାଁ ନେଉନାହିଁ, ଉଭୟ ସେନାଙ୍କ ମଧ୍ୟରେ ଅନେକ ଥର ଏହାକୁ ନେଇ ଆଲୋଚନା ବି ହେଲାଣି। ହେଲେ ପ୍ରତିଥର ଚାଇନା ଏପରି କିଛି କରୁଛି, ଯାହା ଫଳରେ...

ଡକ୍ଟର ଆଶିଷ ଘୋଷ ଭୁବନେଶ୍ୱର ଇଣ୍ଟରନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇନ୍‌ଫର୍‌ମେଶନ ଟେକ୍ନୋଲୋଜିର ନୂଆ ନିର୍ଦ୍ଦେଶକ

ଭୁବନେଶ୍ୱର,୨୮ା୭(ଅସମାପିକା ସାହୁ): ମାନ୍ୟବର ରାଜ୍ୟପାଳ ତଥା କୁଳପତି ପ୍ରଫେସର ଗଣେଶୀ ଲାଲ୍‌ ଡକ୍ଟର ଆଶିଷ ଘୋଷଙ୍କୁ ଭୁବନେଶ୍ୱରର ଇଣ୍ଟରନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇନ୍‌ଫର୍‌ମେଶନ ଟେକ୍ନୋଲୋଜି ନିର୍ଦ୍ଦେଶକ ଭାବରେ ନିଯୁକ୍ତ ଦେଇଛନ୍ତି। ଏହା ପୂର୍ବରୁ ସେ କୋଲକାତାର ଭାରତୀୟ ପରିସଂଖ୍ୟାନ ପ୍ରତିଷ୍ଠାନ,...

୩୧ ଜୁଲାଇ ପର୍ଯ୍ୟନ୍ତ ରାଜ୍ୟ ସଭା ସ୍ଥଗିତ

ନୂଆଦିଲ୍ଲୀ,୨୮।୭: ରାଜ୍ୟ ସଭାରେ ମଣିପୁର ଘଟଣାକୁ ନେଇ ଆରମ୍ଭ ହୋଇଥିବା ଚର୍ଚ୍ଚା ମଧ୍ୟରେ ସ୍ଲୋଗାନ ଓ ହଙ୍ଗାମା ପରେ ରାଜ୍ୟ ସଭାର କାର୍ଯ୍ୟକୁ ସୋମବାର ଅର୍ଥାତ୍‌ ୩୧ ଜୁଲାଇ ସକାଳ ୧୧ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ମଣିପୁର ହିଂସା ମାମଲାରେ...

ଯୁଦ୍ଧ ପାଇଁ ରୁଷିଆକୁ ସେନା ଉପକରଣ ଦେଉଛି ଚାଇନା, ଆମେରିକା ଗୁଇନ୍ଦା ବିଭାଗର ଦାବି

ଓ୍ବାଶିଂଟନ,୨୮।୭: ରୁଷିଆ ଓ ଚାଇନାର ବନ୍ଧୁତ୍ୱ ଏବେ ପଦାରେ ପଡିଛି। ରୁଷିଆ-ୟୁକ୍ରେନ ଯୁଦ୍ଧରେ ଚାଇନା ବିନା କୌଣସି ଦ୍ୱିଧାରେ ରୁଷିଆକୁ ସହଯୋଗ କରିଛି। ହେଲେ ଚାଇନା କହିଛି ଯେ ସେ ଯୁଦ୍ଧ ପାଇଁ ରୁଷିଆକୁ ସେନା ଉପକରଣ ଦେଇ ନାହିଁ।...

ନ୍ୟାୟିକ ସୁଧାର ଆଇନକୁ ନେଇ ତୀବ୍ର ହୋଇପାରେ ବିରୋଧ ପ୍ରଦର୍ଶନ, ଶାନ୍ତି ପାଇଁ ଜନତାଙ୍କୁ ଅପିଲ କଲେ ରାଷ୍ଟ୍ରପତି

ଜେରୁଜେଲମ,୨୮।୭: ଇସ୍ରାଏଲ ସଂସଦ ସୋମବାର ଅର୍ଥାତ୍‌ ଜୁଲାଇ ୨୪ରେ ବିବାଦସ୍ପଦ ନ୍ୟାୟିକ ସୁଧାର ବିଲକୁ ଆଇନର ରୂପ ଦେଇଦେଇଛନ୍ତି। ଏହି ବିଧେୟକକୁ ଶାସକ କଟ୍ଟର ଦକ୍ଷିଣପନ୍ଥି ମେଣ୍ଟର ସମସ୍ତ ୬୪ ସାଂସଦ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏପଟେ ବିରୋଧି ସାଂସଦମାନେ...

ପ୍ରଧାନ ବିଚାରପତି ଅସୁସ୍ଥ: ମଣିପୁର ମହିଳାଙ୍କ ସହ ହୋଇଥିବା ଅସଦାଚରଣ ମାମଲା ଉପରେ ଆଜି ହେବନାହିଁ ଶୁଣାଣି

ନୂଆଦିଲ୍ଲୀ,୨୮।୭: ସୁପ୍ରିମକୋର୍ଟରେ ମଣିପୁର ହିଂସା ଏବଂ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ମାମଲାର ଶୁଣାଣି କରିବାକୁ ସିଜେଆଇ ଡି.ଓ୍ବାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ମନୋଜ ମିଶ୍ରାଙ୍କ ଏକ ବେଞ୍ଚ ଶୁଣାଣି କରିବାର ଥିଲା। ତେବେ ପ୍ରଧାନ ବିଚାରପତି...

ଚାଇନାରେ ତାଣ୍ଡବ ରଚିବ ‘ଡୋକସୁରି’! ଚଳିତ ବର୍ଷର ପଞ୍ଚମ ଘୂର୍ଣ୍ଣିଝଡ଼

ବେଜିଂ,୨୮।୭: ପ୍ରଶାନ୍ତ ମହାସାଗରେ ରବିବାର ସୃଷ୍ଟି ହୋଇଥିବା ‘ଡୋକସୁରି’ ଘୂର୍ଣ୍ଣିଝଡ଼ ଚାଇନାରେ ତାଣ୍ଡବ ରଚିବାକୁ ପ୍ରସ୍ତୁତ ହୋଇଗଲାଣି। ଏବେ ଚାଇନାରେ ଖୁବ ଜୋରରେ ପବନ ବହିବା ସହ ବର୍ଷା ଲାଗି ରହିଛି। କୁହାଯାଉଛି କି ଶୁକ୍ରବାର ଚଳିତ ବର୍ଷର ପଞ୍ଚମ...

ବିଦେଶରେ ଅବସାଦ, ଅନାହାରରେ ଛାତ୍ରୀ, ଭାରତ ଫେରାଇ ଆଣିବାକୁ ଗୁହାରି କଲେ ମାଆ

ନ୍ୟୁୟର୍କ/ହାଇଦ୍ରାବାଦ,୨୮।୭: ଜଣେ ଭାରତୀୟ ଛାତ୍ରୀ ସିକାଗୋ ସଡ଼କରେ ଅବସାଦ ଓ ଅନାହାରରେ ଥିବା ଦେଖିବାକୁ ମିଳିଛି। ହାଇଦ୍ରାବାଦର ଏହି ଛାତ୍ରୀ ଜଣଙ୍କର ଏଭଳି ଅବସ୍ଥା ଦେଖିବା ପରେ ତାଙ୍କୁ ଭାରତ ଫେରାଇ ଆଣିବାକୁ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି ତାଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri