Tag Archives: Home Middle

୨୭ ଜୁଲାଇ ପର୍ଯ୍ୟନ୍ତ ‘ଗୋ ଫାଷ୍ଟ’ର ଉଡାଣ ବାତିଲ

ନୂଆଦିଲ୍ଲୀ,୨୪।୭: ‘ଗୋ ଫାଷ୍ଟ’ ଏୟାରଲାଇନ୍ସ ୨୭ ଜୁଲାଇ ପର୍ଯ୍ୟନ୍ତ ଏହାର ବିମାନ କାର୍ଯ୍ୟ ବାତିଲ କରିବାକୁ ଘୋଷଣା କରିଛି।‘ଗୋ ଫାଷ୍ଟ’ ଟୁଉଟ୍‌ କରି କହିଛି ଯେ, ପରିଚାଳନାଗତ କାରଣରୁ ୨୭ ଜୁଲାଇ ୨୦୨୩ ଯାଏ ନିର୍ଦ୍ଧାରିତ ‘ଗୋ ଫାଷ୍ଟ’ ଉଡାଣ...

ଶାହା କହିଲେ ଆମେ ମଣିପୁର ଘଟଣାକୁ ନେଇ ଚର୍ଚ୍ଚା କରିବାକୁ ପ୍ରସ୍ତୁତ, ହେଲେ ଜଣାପଡୁନି ବିରୋଧୀ କାହିଁକି ଏହା ଚାହୁଁନାହାନ୍ତି

ନୂଆଦିଲ୍ଲୀ,୨୪।୭: ମଣିପୁର ପ୍ରସଙ୍ଗକୁ ନେଇ ସୋମବାର ବି ପାର୍ଲାମେଣ୍ଟରେ ଖୁବଜୋରରେ ହଙ୍ଗାମା ହୋଇଛି। ଏହି ଘଟଣାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବୟାନ ଦେଇଛନ୍ତି। ଲୋକ ସଭାରେ ସେ କହିଛନ୍ତି ଆମେ ଏହାକୁ ନେଇ ଗୃହରେ ଚର୍ଚ୍ଚା କରିବାକୁ ପ୍ରସ୍ତୁତ...

ଗୁଜରାଟ ଜୁନାଗଡ଼ରେ ଭାଙ୍ଗିଲା ଦୁଇ ମହଲା ଘର, ଅନେକ ଲୋକ ଦବି ହୋଇଥିବା ଆଶଙ୍କା

ଜୁନାଗଡ଼,୨୪।୭: ଗୁଜରାଟରେ ଲଗାଣ ବର୍ଷା ଗୋଟିଏ ପରେ ଗୋଟିଏ ବିପଦ ସୃଷ୍ଟି କରି ଚାଲିଛି। ଏବେ ପର୍ଯ୍ୟନ୍ତ ଏହି ବର୍ଷାରେ ବହୁ ପରିମାଣରେ ଧନ ଜୀବନ କ୍ଷୟକ୍ଷତି ହେଲାଣି। ଇତିମଧ୍ୟରେ ଗୁଜରାଟର ଜୁନାଗଡ଼ରେ ଏକ ବଡ ଦୁର୍ଘଟଣା ଘଟିଛି। ଜୁନାଗଡ଼ରେ...

କେରଳରେ ପ୍ରବଳ ବର୍ଷା: ୩ ମୃତ, ୯ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି

ଥିରୁଭାନନ୍ତପୁରମ୍‌,୨୪ା୭: ଆଜିକାଲି ଦେଶର ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେଉଛି। ଏହି ସମୟରେ କେରଳର କେନ୍ଦ୍ରୀୟ ଏବଂ ଉତ୍ତର ଅଞ୍ଚଳରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। କେନ୍ଦ୍ରୀୟ ଏବଂ ଉତ୍ତର କେରଳ ଜିଲାରେ ପ୍ରବଳ ବର୍ଷା ପାଇଁ ପାଣିପାଗ...

ଭୂସ୍ଖଳନ ପାଇଁ ଫସିଛନ୍ତି ହଜାର ହଜାର ପର୍ଯ୍ୟଟକ

ଇସଲାମାବାଦ,୨୪ା୭: ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ଉତ୍ତର ପାକିସ୍ତାନର ଅନେକ ପ୍ରମୁଖ ରାସ୍ତାକୁ ଅବରୋଧ କରିଛି। ଅଧିକାରୀମାନେ ସୋମବାର କହିଛନ୍ତି, ଏହି ଭୂସ୍ଖଳନ ଅନେକ ପର୍ଯ୍ୟଟକ ଫସି ରହିଛନ୍ତି। ଉଲ୍ଲେଖନୀୟ ଯେ, ଗତ ମାସରେ ପାଣିପାଗ ସମ୍ବନ୍ଧୀୟ ଘଟଣା ଯୋଗୁ...

‘ଖରାପ ଅର୍ଥନୈତିକ ସଙ୍କଟ ପାଇଁ ଇମ୍ରାନ ଦାୟୀ’

ଇସଲାମାବାଦ,୨୪ା୭: ପାକିସ୍ତାନ ଅତ୍ୟନ୍ତ ଖରାପ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଯେଉଁ କାରଣରୁ ଦେଶରେ ଖାଦ୍ୟ ଏବଂ ପାନୀୟର ମୂଲ୍ୟ ମଧ୍ୟ ଆକାଶଛୁଆଁ ହୋଇଛି। ଏହି ସମୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ...

ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ: ଏଏପି ଏମପି ସଞ୍ଜୟ ସିଂ ସମ୍ପୂର୍ଣ୍ଣ ଅଧିବେଶନ ପାଇଁ ନିଲମ୍ବିତ…

ନୂଆଦିଲ୍ଲୀ,୨୪।୭ : ଏଏପି ଏମପି ସଞ୍ଜୟ ସିଂଙ୍କୁ ସମ୍ପୂର୍ଣ୍ଣ ମୌସୁମୀ ଅଧିବେଶନ ପାଇଁ ନିଲମ୍ବିତ କରାଯାଇଛି। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଆସାମରୁ ରାଜ୍ୟସଭା ଏମପି ଥିବା ସଞ୍ଜୟ ମଣିପୁର ଘଟଣାରେ ସରକାରଙ୍କୁ ଘେରିବା ଆରମ୍ଭ...

ଜ୍ଞାନବ୍ୟାପୀର ସର୍ଭେ ଉପରେ ୨୬ ଜୁଲାଇ ସନ୍ଧ୍ୟା ୫ ପର୍ଯ୍ୟନ୍ତ ରୋକ ଲଗାଇଲେ ସୁପ୍ରିମକୋର୍ଟ, ହାଇକୋର୍ଟ ଯିବେ ମସଜିଦ ପକ୍ଷ

ବାରାଣସୀ,୨୪।୭: ବାରାଣସୀର ଜ୍ଞାନବ୍ୟାପୀ ମସଜିଦରେ ହେଉଥିବା ସର୍ଭେ ଉପରେ ସୁପ୍ରିମକୋର୍ଟ ବୁଧବାର ଅର୍ଥାତ୍‌ ଜୁଲାଇ ୨୬ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ରୋକ ଲଗାଇଛନ୍ତି। ଏହି ସମୟରେ ମସଜିଦ କମିଟିକୁ ହାଇକୋର୍ଟଙ୍କ ନିକଟକୁ ଯିବାର ସୁଯୋଗ ଦିଆଯାଇଛି। ଜ୍ଞାନବ୍ୟାପୀ ମସଜିଦ...

ମହିଳା ନିର୍ଯାତନା: ସଂସଦରେ ଏନଡିଏ-ଇଣ୍ଡିଆ ମୁହାଁମୁହିଁ…

ମଣିପୁର ହିଂସା ସହିତ ଦେଶରେ ବୃଦ୍ଧି ପାଉଥିବା ମହିଳା ନିର୍ଯାତନା ନେଇ ଶାସକ ଏନଡିଏ ଏବଂ ବିରୋଧୀ ଇଣ୍ଡିଆ ମୁହାଁମୁହିଁ ହୋଇଛନ୍ତି। ସଂସଦ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମା ନିକଟରେ ଉଭୟ ପକ୍ଷ ଧାରଣା ଦେବା ସହିତ ପ୍ରଦର୍ଶନ...

ଏଏପିର ଘୋଷଣା: ମଧ୍ୟପ୍ରଦେଶରେ ୨୩୦ ଆସନରେ ଲଢ଼ିବ ନିର୍ବାଚନ…

ଭୋପାଳ,୨୪।୭ : ଆମ ଆଦମୀ ପାର୍ଟି (ଏଏପି)ର ମଧ୍ୟପ୍ରଦେଶ ୟୁନିଟ କହିଛି ଚଳିତ ବର୍ଷ ଶେଷ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ଦଳ ସମସ୍ତ ୨୩୦ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ଏବଂ ଖୁବ ଶୀଘ୍ର ପ୍ରାର୍ଥୀ ତାଲିକା...

ଆମ୍ବେଡ଼କରଙ୍କ ସ୍ବପ୍ନକୁ ଭାଙ୍ଗି ଚୁରମାର କରିଛି ଭାଜପା: କଂଗ୍ରେସ…

ନୂଆଦିଲ୍ଲୀ,୨୪।୭ : ମଧ୍ୟପ୍ରଦେଶରେ ଚଳିତ ବର୍ଷ ଶେଷରେ ନିର୍ବାଚନ ହେବ। ଏହାପୂର୍ବରୁ ଉଭୟ ଶାସକ ଏବଂ ବିରୋଧୀ ଆରୋପ ପ୍ରତ୍ୟାରୋପ ଜାରି ରଖିଛନ୍ତି। ଛତ୍ରପୁରରେ ମାନବ ମଳ ଦଲିତଙ୍କୁ ଖାଇବାକୁ ଦେବା ଘଟଣା ସାମ୍ନାକୁ ଆସିଛି। ଏହା ଉପରେ କଂଗ୍ରେସ...

ଜ୍ଞାନବ୍ୟାପୀରେ ଜାରି ରହିବ ସର୍ଭେ, ଖନନ ଉପରେ ଦୁଇ ସପ୍ତାହର ରୋକ

ବାରାଣସୀ,୨୪।୭: ବାରାଣସୀର ଜ୍ଞାନବ୍ୟାପୀ ମସଜିଦରେ ସର୍ଭେକୁ ନେଇ ସୁପ୍ରିମକୋର୍ଟ ରୋକ ଲଗାଇବାକୁ ମନା କରି ଦେଇଛନ୍ତି। ଏହାସହ ୨ ସପ୍ତାହ ପର୍ଯ୍ୟନ୍ତ ମସଜିଦ ପରିସରରେ କୌଣସି ପ୍ରକାର ଖନନ କରିବାକୁ ମନା କରି ଦିଆଯାଇଛି। ଦିନ ୨ଟାରେ ପୁଣିଥରେ ମାମଲାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri