Tag Archives: Home Middle

ଭାରତରୁ ଚାଉଳ ରପ୍ତାନି ବନ୍ଦ ନେଇ ଅସୁବିଧାରେ ଆମେରିକା…

ନୂଆଦିଲ୍ଲୀ,୨୪।୭ : ନିକଟରେ ଚାଉଳ ରପ୍ତାନି ସମ୍ପର୍କରେ ଭାରତ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହା ଅନ୍ତର୍ଗତ କେନ୍ଦ୍ର ସରକାର ବାସୁମତି ଚାଉଳ ବ୍ୟତୀତ ସମସ୍ତ ପ୍ରକାର ଅରୁଆ ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଆଗାମୀ ପାର୍ବଣ...

ଓଭଲ ଅଫିସରେ ବାଇଡେନ-ମୋଦିଙ୍କ ଗୁପ୍ତ ବୈଠକରେ ମୁଖ୍ୟ ପ୍ରସଙ୍ଗ ଥିଲା ଚାଇନା

ଓ୍ବାଶିଂଟନ,୨୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଗତ ମାସରେ ହୋଇଥିବା ଗୁପ୍ତ ବୈଠକକୁ ନେଇ ଏକ ବଡ ସୂଚନା ସାମ୍ନାକୁ ଆସିଛି। ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଛନ୍ତି କି ଓଭଲ କାର୍ଯ୍ୟାଳୟରେ...

ଲାଲ ଡାଏରୀ ସୁରକ୍ଷିତ ରଖି ନ ଥିଲେ ଗେହଲଟ ଯାଇଥାନ୍ତେ ଜେଲ: ରାଜେନ୍ଦ୍ର…

ଜୟପୁର,୨୪।୭ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଉପରେ ସମାଲୋଚନା ଜୋରଦାର କରି ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଗୁଦ୍ଧ କହିଛନ୍ତି ଯଦି ସେ ଦଳରେ ନ ଥାନ୍ତେ ତେବେ ଗେହଲଟ ଜେଲରେ ଥାଆନ୍ତେ। କିନ୍ତୁ ତାଙ୍କୁ ବହିଷ୍କାର କରାଯିବା ପୂର୍ବରୁ...

୫୦ ଦିନରେ ୨୧ ଆତଙ୍କବାଦୀଙ୍କୁ ଏନକାଉଣ୍ଟର…

ଶ୍ରୀନଗର,୨୪।୭ : ଗତ କିଛି ଦିନ ହେବ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଏବଂ ଦେଶର ସୁରକ୍ଷା ବାହିନୀ ମଧ୍ୟରେ ମୁକାବିଲା ବୃଦ୍ଧି ପାଇଛି। ନିକଟରେ ଦୁଇ ଦିନ ମଧ୍ୟରେ ସେନା ପୁଞ୍ଚ ଜିଲ୍ଲାରେ ୬ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଛି। ଏକ...

୪୦ ଲକ୍ଷରୁ ଅଧିକ ପିଲାଙ୍କୁ ଦିଆଯାଇଛି ଟିକା: ଡବ୍ଲୁଏଚଓ-ୟୁନିସେଫ ରିପୋର୍ଟ…

ନୂଆଦିଲ୍ଲୀ,୨୪।୭ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଏବଂ ୟୁନିସେଫ ରିପୋର୍ଟରୁ ଜଣାପଡିଛି ଭାରତରେ ୪୦ ଲକ୍ଷରୁ ଅଧିକ ପିଲାଙ୍କୁ କରୋନା ମହାମାରୀ ପରେ ଟିକା ଦିଅଯାଇଛି। କରୋନା ମହାମାରୀ ସମୟରେ ବିଶ୍ୱର ଟିକାକରଣ ସେବା ହ୍ରାସ ପରେ ପୁଣି...

ତାଲିବାନ ସରକାରଙ୍କୁ ଅନ୍ତର୍ଜାତୀୟ ସ୍ବୀକୃତିରେ ଆମେରିକା ସାଜିଛି ପ୍ରତିବନ୍ଧକ…

କାବୁଲ,୨୪।୭ : ତାଲିବାନ ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଭାବରେ ମୁଲ୍ଲା ମହମ୍ମଦ ୟାକୁବ ମୁଜାହିଦଙ୍କୁ ନିଯୁକ୍ତ କରିଛି। ଆମେରିକାକୁ ଟାର୍ଗେଟ କରି ସେ କହିଛନ୍ତି ଆଫଗାନିସ୍ତାନର ତାଲିବାନ ସରକାରଙ୍କୁ ଅନ୍ତର୍ଜାତୀୟ ସ୍ବୀକୃତି ପାଇଁ ଆମେରିକା ଏକ ପ୍ରତିବନ୍ଧକ ସାଜିଛି। ଏକ...

ମଝି ସମୁଦ୍ରରେ ଡଙ୍ଗାବୁଡ଼ି: ୧୫ ମୃତ, ୧୯ ନିଖୋଜ…

ଜାକର୍ତ୍ତା,୨୪।୭ : ରବିବାର-ସୋମବାର ମଧ୍ୟରାତ୍ରିରେ ଇଣ୍ଡୋନେସିଆର ସୁଲାୱେସି ଦ୍ୱୀପ ନିକଟରେ ମଝି ସମୁଦ୍ରରେ ଏକ ଡଙ୍ଗା ବୁଡ଼ିଯାଇଛି। ଏଥିରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଅନ୍ୟ ୧୯ ଜଣ ନିଖୋଜ ଅଛନ୍ତି। ଜାତୀୟ ସନ୍ଧାନ ଏବଂ ଉଦ୍ଧାରକାରୀ ସଂସ୍ଥା...

୩ ବର୍ଷ ପରେ ପୁଣି ୧୫ ଦିନିଆ ଭିଜା ମୁକ୍ତ ପ୍ରବେଶ ଆରମ୍ଭ କରିବ ଚାଇନା…

ବେଜିଂ,୨୪।୭ : ଚାଇନା ପୁଣି ୧୫ ଦିନିଆ ଭିଜା ମୁକ୍ତ ପ୍ରବେଶ ଆରମ୍ଭ କରିବାକୁ ଯାଉଛି। ବୁଧବାର ଠାରୁ ସିଙ୍ଗାପୁର ଏବଂ ବ୍ରୁନେଇର ନାଗରିକଙ୍କ ପାଇଁ ଚାଇନା ୧୫ ଦିନିଆ ଭିଜା ମୁକ୍ତ ପ୍ରବେଶ ଆରମ୍ଭ କରିବ। ଉଭୟ ଦେଶର...

ସ୍ପେନ୍‌ ନିର୍ବାଚନ: ଦକ୍ଷିଣପନ୍ଥୀ ପପୁଲାର ପାର୍ଟି ବିଜୟୀ, ବହୁମତ ନ ଥିବାରୁ ସରକାର ଗଠନ କରିବା କଷ୍ଟକର…

ମାଦ୍ରିଦ,୨୪।୭ : ସ୍ପେନର ସାଧାରଣ ନିର୍ବାଚନ ପାଇଁ ଭୋଟ ଗଣନା ପ୍ରାୟ ସମ୍ପୂର୍ଣ୍ଣ ହୋଇଛି ଏବଂ ଏହା ସହିତ ଡଦକ୍ଷିଣପନ୍ଥୀ ପପୁଲାର ପାର୍ଟି (ପିପି) ନିର୍ବାଚନରେ ଜିତିଛି । ସ୍ପେନ ଭାଷା ଦୈନିକ ଖବରକାଗଜ ଏଲ ପଏସ ଅନୁଯାୟୀ, ଅନିଶ୍ଚିତ...

ଅପରେଶନ ପରେ ଏବେ ସୁସ୍ଥ ଅନୁଭବ କରୁଛି: ନେତାନ୍ୟାହୁ…

ଜେରୁଜେଲମ,୨୪।୭ : ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କର ସଫଳ ପେସମେକର ହାର୍ଟ ସର୍ଜରୀ କରାଯାଇଛି। ଏହି ଅପରେଶନ ଏପରି ଏକ ସମୟରେ ହୋଇଛି ଯେତେବେଳେ ଦେଶ ଆଗାମୀ ଦିନରେ ସଂସଦରେ ବିବାଦୀୟ ‘ଜୁଡିସିଆଲ ରିଫର୍ମସ’ ବିଲ ଉପରେ ଭୋଟ ଦେବାକୁ...

ଆସୁଛି ଆଉ ଏକ ଲଘୁଚାପ, ବଢ଼ିବ ବର୍ଷା

ଭୁବନେଶ୍ୱର,୨୪ା୭(ଅନୁରାଧା ମହାରଣା): ସାରା ରାଜ୍ୟରେ ଏବେ ମୌସୁମୀ ବର୍ଷା ଜାରି ରହିଛି। ଖରା, ଗୁଳୁଗୁଳି ଭିତରେ ତୁହାକୁ ତୁହା ବର୍ଷୁଛି। ଶନିବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ରବିବାର ଦକ୍ଷିଣ ଓଡ଼ିଶା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ୩.୧ କିମି ଉଚ୍ଚତାରେ...

ଟୁଇଟରର ନୂଆ ଲୋଗୋ : ନୀଳ ପକ୍ଷୀ ବଦଳରେ ଇଂରାଜୀ ଅକ୍ଷର ‘ଏକ୍ସ’ …

ଓ୍ବାଶିଂଟନ,୨୪।୭ : ନୀଳ ପକ୍ଷୀ ବଦଳରେ ଇଂରାଜୀ ‘ଏକ୍ସ’ ଟୁଇଟରର ନୂଆ ଲୋଗୋ ହେବ ବୋଲି ଏଲୋନ ମସ୍କ ସୂଚନା ଦେଇଛନ୍ତି। ଗତ ବର୍ଷ ଟୁଇଟରର ଦାୟିତ୍ୱ ଗ୍ରହଣ କରିବା ପରେ ଏଲନ ମସ୍କ କମ୍ପାନୀରେ ଅନେକ ପରିବର୍ତ୍ତନ କରିଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri