Tag Archives: Home Middle

ଓଡେସା ସହରରେ ରୁଷିଆ ଆକ୍ରମଣକୁ ନିନ୍ଦା କଲା ୟୁନେସ୍କୋ…

କିଭ୍‌,୨୪।୭ : ୟୁକ୍ରେନର ବନ୍ଦର ସହର ଓଡେସା ଉପରେ ରୁଷିଆ ଶକ୍ତିଶାଳୀ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏହି ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୨ ଜଣ ଆହତ ହୋଇଛନ୍ତି। ବନ୍ଦର ସହର ଓଡେସାରେ ବିଶ୍ୱ ଐତିହ୍ୟ କେନ୍ଦ୍ରର ସ୍ଥାନ ଉପରେ...

ମିଲ୍‌ଖା, ଉଷାଙ୍କୁ ଏସ୍‌ଜେଏଫ୍‌ଆଇ ପଦକ

ଭୁବନେଶ୍ୱର, ୨୪।୭ (ତପନ ସ୍ବାଇଁ): ସ୍ପୋଟର୍‌ସ ଜର୍ନାଲିଷ୍ଟ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏସଜେଏଫ୍‌ଆଇ)ର ବାର୍ଷିକ ସାଧାରଣ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ରବିବାର ଅହବଦାବାଦରେ ଅନୁଷ୍ଠିତ ହୋଇଯାଇଛି। ଫ୍ଲାଇଂ ଶିଖ୍‌ ମିଲ୍‌ଖା ସିଂ ଏବଂ ଟ୍ରାକ୍‌ ଷ୍ଟାର ପି.ଟି. ଉଷାଙ୍କୁ...

ଓଡ଼ିଶାରୁ ଭାଗନେବେ ୧୮ ଆଥ୍‌ଲେଟ

ଭୁବନେଶ୍ୱର, ୨୪।୭ (ତପନ ସ୍ବାଇଁ): ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସ ଚାଇନାର ଚେଙ୍ଗଡୁଠାରେ ଚଳିତ ମାସ ୨୮ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଭାରତରୁ ମୋଟ ୩୨୫ ଜଣିଆ ପ୍ରତିନିଧି ଦଳ ଅଂଶଗ୍ରହଣ କରିବ। ଏହା ମଧ୍ୟରେ ଓଡ଼ିଶାର...

ପୁଣି ବିପଦ ସଙ୍କେତ ଟପିଲା ଯମୁନା

ନୂଆଦିଲ୍ଲୀ,୨୪ା୭ : ହରିୟାଣାର ହାଥନିକୁଣ୍ଡ ବ୍ୟାରେଜରୁ ୨ ଲକ୍ଷ କ୍ୟୁସେକ୍‌ ଜଳ ଛଡ଼ାଯିବା ପରେ ଦିଲ୍ଲୀରେ ଯମୁନା ଜଳସ୍ତର ପୁଣିଥରେ ବିପଦ ସଙ୍କେତ ଅତିକ୍ରମ କରିଛି। ରବିବାର ଅପରାହ୍ନ ୩ଟାରେ ଜଳସ୍ତର ୨୦୬.୨୬ ମିଟର ହୋଇଥିବାବେଳେ ଆହୁରି ବଢ଼ିବା ଆଶଙ୍କା...

ଭାରତରେ ‘ଅକିରା’ ଆତଙ୍କ

ନୂଆଦିଲ୍ଲୀ,୨୪ା୭: ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଗତ ଡେଟା ଚୋରି ପରେ ଲୋକଙ୍କଠାରୁ ଅର୍ଥ ଅସୁଲ ପାଇଁ ବ୍ୟବହୃତ ଇଣ୍ଟରନେଟ୍‌ ରାନ୍‌ସମଓ୍ବେର ଭାଇରସ୍‌ ‘ଅକିରା’କୁ ନେଇ ଦେଶବିଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଭାରତରେ ମଧ୍ୟ ଏହାର ପ୍ରାଦୁର୍ଭାବ ବଢ଼ୁଥିବାରୁ ଦେଶର ସଂଘୀୟ ସାଇବର ସିକ୍ୟୁରିଟି...

୭ ଦେଶ ବୁଲି ୧.୭୯ କୋଟି ଖର୍ଚ୍ଚ କରିଛନ୍ତି ପ୍ରଧାନମନ୍ତ୍ରୀ

ବେଙ୍ଗାଲୁରୁ,୨୪ା୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’ ଏବଂ ଜୁଲାଇ ମାସରେ ଆମେରିକା, ଫ୍ରାନ୍ସ ସମେତ ୭ ରାଷ୍ଟ୍ର ଗସ୍ତ କରିଥିଲେ। ଏ ବାବଦରେ କେନ୍ଦ୍ର ସରକାର ୧.୭୯ କୋଟି ଟଙ୍କା ବ୍ୟୟ କରିଛନ୍ତି। ବହିର୍ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ...

ଖୁବ୍‌ଶୀଘ୍ର ପୃଥିବୀ କକ୍ଷ ଛାଡ଼ିବ ଚନ୍ଦ୍ରୟାନ-୩

ବେଙ୍ଗାଲୁରୁ,୨୪ା୭ : ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପ୍ରେରଣ କରିଥିବା ଚନ୍ଦ୍ରୟାନ-୩ ଖୁବ୍‌ଶୀଘ୍ର ପୃଥିବୀ କକ୍ଷ ଛାଡ଼ି ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବା ପାଇଁ ଅଗ୍ରସର ହେଉଛି। ଧୀରେ ଧୀରେ ଏହା ଚନ୍ଦ୍ରର ନିମ୍ନ କକ୍ଷପଥକୁ ଯିବା ସହ...

ସେକ୍ସ ସିନ୍‌ ବେଳେ ଗୀତା ପାଠକୁ ବିରୋଧ

ନୂଆଦିଲ୍ଲୀ,୨୪ା୭: ବିଶ୍ୱର ପ୍ରଥମ ପରମାଣୁ ବୋମାର ମାଷ୍ଟରମାଇଣ୍ଡ ରବର୍ଟ ଓପେନ୍‌ହାଇମରଙ୍କ ବାୟୋପିକ୍‌ (ଆତ୍ମଜୀବନୀ ଚଳଚ୍ଚିତ୍ର) ଶୁକ୍ରବାର ରିଲିଜ୍‌ ହୋଇଛି। ଏହା ଭଲ ରେଟିଂ ହାସଲ କରିବା ସହ ବକ୍ସ ଅଫିସ୍‌ରେ ଚହଳ ସୃଷ୍ଟି କରିଛି। କିନ୍ତୁ ଏହାର ଏକ ବିବାଦୀୟ...

ବିଦେଶ ଯାଉଛନ୍ତି, ମଣିପୁର ଆସନ୍ତୁ

ଇମ୍ଫାଲ/କୋଲକାତା/ନୂଆଦିଲ୍ଲୀ,୨୪ା୭: ମେଇତି ସମ୍ପ୍ରଦାୟ ତଫସିଲଭୁକ୍ତ ଜନଜାତି (ଏସ୍‌ଟି) ମାନ୍ୟତା ଦାବି କରିବା ପରେ ମଣିପୁର ହାଇକୋର୍ଟଙ୍କ ଏ ସମ୍ପର୍କିତ ରାୟ ଉତ୍ତର-ପୂର୍ବ ରାଜ୍ୟରେ ନିଅଁା ଲଗାଇ ଦେଇଥିଲା। ମେ’ ୩ରୁ ଜାତିଆଣ ହିଂସା ଏବଂ ଯୌନହିଂସାରେ ମଣିପୁର ଜଳୁଥିବାବେଳେ ପ୍ରଧାନମନ୍ତ୍ରୀ...

ଭାରତକୁ ବିଶାଳ ଲକ୍ଷ୍ୟ ଦେଲା ପାକିସ୍ତାନ

କଲମ୍ବୋ,୨୩ା୭: ଏମଜର୍ିଂ ଏସିଆ କପ୍‌ ଫାଇନାଲରେ ଭାରତ ‘ଏ’କୁ ବିଶାଳ ଲକ୍ଷ୍ୟ ଦେଇଛି ପାକିସ୍ତାନ ‘ଏ’। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ୍‌ ହରାଇ ୩୫୨ ରନ୍‌...

ରାଜସ୍ଥାନ ରାଜନୀତିରେ ମାୟାବତୀଙ୍କ ଏଣ୍ଟ୍ରି

ଜୟପୁର,୨୩।୭: ରାଜସ୍ଥାନ ରାଜନୀତିରେ ଏବେ ବହୁଜନ ସମାଜ ପାର୍ଟି(ବିଏସପି) ସୁପ୍ରିମୋ ମାୟାବତୀଙ୍କ ଏଣ୍ଟ୍ରି ହୋଇଯାଇଛି। ଟୁଇଟ କରି ସେ ଅଶୋକ ଗେହଲୋଟ ସରକାରଙ୍କୁ ସିଧା ଟାର୍ଗେଟ କରିଛନ୍ତି। ସେ ଅଶୋକ ଗେହଲଟ ସରକାରଙ୍କ ନ୍ୟୁନତମ ଆୟ ଗ୍ୟାରେଣ୍ଟି ଯୋଜନାକୁ ନେଇ...

ହୀରାକୁଦରୁ ଛଡ଼ାହେଲା ପ୍ରଥମ ବନ୍ୟାଜଳ: ତଳି ଅଞ୍ଚଳ ଜିଲାକୁ ସତର୍କ ନିର୍ଦ୍ଦେଶ

ସମ୍ବଲପୁର,୨୩ା୭(ଶୁଭାଶିଷ ପାଢ଼ୀ): ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଡ୍ୟାମ୍‌ର ଜଳସ୍ତର ବୃଦ୍ଧି ଘଟିଥିଲା। ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ୨୩ ତାରିଖ ସକାଳ ୯ଟାରେ ପ୍ରଥମେ ୭ନମ୍ବର ଗେଟ୍‌ରୁ ବନ୍ୟାଜଳ ନିଷ୍କାସନ କରିବାକୁ ଡ୍ୟାମ୍‌ କର୍ତ୍ତୃପକ୍ଷ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri