Tag Archives: Home Middle

ଆନ୍ଧ୍ରରେ ଭୟଙ୍କର ବସ୍‌ ଦୁର୍ଘଟଣା:୬ମୃତ, ୨୦ରୁ ଅଧିକ ଆହତ

କଡପା,୨୩।୭: ଆନ୍ଧ୍ରପ୍ରଦେଶର କୁଡପା ଜିଲାରେ ଏକ ଭୟଙ୍କର ବସ ସୁର୍ଘଟଣା ହୋଇଛି। ଯାତ୍ରୀବାହୀ ବସ ସହ ଲରି ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୬ଜଣ ପ୍ରାଣ ହରାଇଛନ୍ତି। ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଆରଟିସି ବସ୍‌ରେ...

ପାକିସ୍ତାନରେ ଆଣବିକ ଅସ୍ତ୍ରଶସ୍ତ୍ର ଭାରତଠାରୁ ଅଧିକ ସୁରକ୍ଷିତ…

ଓ୍ବାଶିଂଟନ,୨୩।୭ : ଆମେରିକାର ସଂଗଠନ ନ୍ୟୁକ୍ଲିୟର ଥ୍ରେଟ ଇନିସିଏଟିଭ ଦାବି କରିଛି ପାକିସ୍ତାନରେ ଆଣବିକ ଅସ୍ତ୍ରଶସ୍ତ୍ର ଭାରତ ଅପେକ୍ଷା ଅଧିକ ସୁରକ୍ଷିତ। ବାର୍ଷିକ ର଼୍ୟାଙ୍କିଙ୍ଗ ପ୍ରକାଶ କରି ସଂଗଠନ କହିଛି ଗତ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ବିଶ୍ୱରେ...

ଟୁଇଟର ଲୋଗୋରୁ ହଟିଯିବ ଚଢେଇ!

ଓ୍ବାଶିଂଟନ,୨୩।୭: ଟୁଇଟରର ମାଲିକ ଏଲନ ମସ୍କ ଖୁବଶୀଘ୍ର ଟୁଇଟର ଲୋଗୋ ଅର୍ଥାତ୍‌ ଚଢେଇର ଲୋଗୋକୁ ହଟାଇବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଟୁଇଟ କରି ସେ ଏହି ପରିବର୍ତ୍ତନର ସଙ୍କେତ ଦେଇଛନ୍ତି। ମସ୍କ ଲେଖିଛନ୍ତି ଯେ ଶୀଘ୍ର ଆମେ ଟୁଇଟର ବ୍ରାଣ୍ଡ...

ନ୍ୟାୟିକ ସୁଧାର ନେଇ ପ୍ରଦର୍ଶନ: ନେତାନ୍ୟାହୁ ହସ୍ପିଟାଲରେ ଭର୍ତ୍ତି…

ଜେରୁଜେଲମ,୨୩।୭ : ବହୁ ସଂଖ୍ୟକ ବିକ୍ଷୋଭକାରୀ ଇସ୍ରାଏଲର ନ୍ୟାୟିକ ସଂସ୍କାର ବିଲ ବିରୋଧରେ ଏକ ରାଲି କରିଥିଲେ। ନ୍ୟାୟିକ ସଂସ୍କାର ବିଲ ଉପରେ ପୂର୍ବରୁ ଆଲୋଡ଼ନ ସୃଷ୍ଟି ହୋଇଛି। ଆସନ୍ତା ସପ୍ତାହ ଆରମ୍ଭରେ ଏହି ବିଲ ଉପରେ ଚୂଡ଼ାନ୍ତ ଭୋଟ...

ମଣିପୁରର ଲୋମଟାଙ୍କୁରା ଘଟଣାରେ ଭୟଭୀତ ହୋଇ ଘର ଛାଡୁଛନ୍ତି ମିଜୋରାମର ମେଇତି ସମ୍ପ୍ରଦାୟ

ଆଇଜଓ୍ବାଲ,୨୩।୭:ମଣିପୁର ହିଂସାକୁ ନେଇ ଦେଶ ସ୍ତବ୍ଧ। ଯୌନହିଂସାର କରୁଣ ପରିଣତିକୁ ଦେଶବ୍ୟାପୀ ବିରୋଧ କରାଯାଉଛି। ବିଶ୍ୱଗୁରୁ ବୋଲାଉଥିବା ବେଶ ଅଜି ସାରା ବିଶ୍ୱ ସାମ୍ନାରେ ନତମୁଖ ହୋଇ ଆର୍ବିଭୂତ ହୋଇଛି। ତେବେ ଏହି ଭୟଙ୍କର ଗଣଦୁଷ୍କର୍ମ ଘଟଣା ପଡୋଶୀ ରାଜ୍ୟ...

୫୦ ବର୍ଷ ପରେ କାନାଡ଼ାର ନୋଭା ସ୍କୋଟିଆରେ ବନ୍ୟା…

ଟରଣ୍ଟୋ,୨୩।୭ : ପାଞ୍ଚ ଦଶନ୍ଧି ପରେ କାନାଡ଼ାର ନୋଭା ସ୍କୋଟିଆରେ ବନ୍ୟା ଦେଖାଦେଇଛି। ସମଗ୍ର ପ୍ରଦେଶରେ ବିନାଶର ଦୃଶ୍ୟ ଦେଖିବାକୁ ମିଳୁଛି। ବନ୍ୟା ଜଳରେ ଭାସି ଚାରି ଜଣ ନିଖୋଜ ଅଛନ୍ତି ପାଞ୍ଚ ଦଶନ୍ଧି ମଧ୍ୟରେ ଆଟଲାଣ୍ଟିକ କାନାଡାର ନୋଭା...

୨୦୧୯ ପିଏମକେ ହତ୍ୟା ଘଟଣାର ତଦନ୍ତ କଲା ଏନଆଇଏ, ତାମିଲନାଡୁର ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେଶନ ଜାରି

ଚେନ୍ନାଇ,୨୩।୭: ଥାନାଜୁରୁ ଜିଲାର ତିରୁବୁଭାନାମରେ ପୂର୍ବତନ ପଟ୍ଟାଲୀ ମକ୍କାଲ କାଚି (ପିଏମକେ) ର ରାମଲିଙ୍ଗମଙ୍କ ୨୦୧୯ ହତ୍ୟା ଘଟଣାରେ ଏନଆଇଏ ପୁଣିଥରେ ତଦନ୍ତ ଆରମ୍ଭ କରିଛି। ଜାତୀୟ ଯାଞ୍ଚ ଏଜେନ୍ସି (ଏନଆଇଏ)ର ଅଧିକାରୀମାନେ ରବିବାର ତାମିଲନାଡୁର ବିଭିନ୍ନ ସ୍ଥାନରେ ଯାଞ୍ଚ...

ନଓ୍ବାଜଙ୍କୁ ଭେଟିବେ ଆସିଫ ଜରଦାରୀ…

ଇସଲାମାବାଦ,୨୩।୭ : ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀ ଲଣ୍ଡନରେ ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ମୁଖ୍ୟ ନୱାଜ ସରିଫଙ୍କୁ ଭେଟିବେ। ଏଆରଓ୍ବାଇ ନ୍ୟୁଜରୁ ଏହି ସୂଚନା ମିଳିଛି । ପିପିପି ସୂତ୍ର ଅନୁଯାୟୀ ପୂର୍ବତନ ରାଷ୍ଟ୍ରପତି ଖୁବ...

ହାଜିପୁର ଆସନ ମୋ ପାଖରୁ କେହି ନେଇ ପାରିବେ ନାହିଁ: ପଶୁପତି

ପାଟନା,୨୩।୭: ଅଗାମୀ ଲୋକସଭା ନିର୍ବାଚନକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। ଆଗାମୀ ନିର୍ବାଚନ ଉଭୟ ମେଣ୍ଟରେ କଡା ଟକ୍କର ହେବାକୁ ଯାଉଛି। ତେବେ କେନ୍ଦ୍ର ମନ୍ତ୍ରୀ ପଶୁପତି ପାରଶ ବିହାରର ହାଜିପୁରରୁ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି।...

ଆଫଗାନିସ୍ତାନରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୪.୬…

କାବୁଲ,୨୩।୭ : ରବିବାର ଆଫଗାନିସ୍ତାନରେ ପୁଣି ଥରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୬ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ର ଭୂପୃଷ୍ଠର ୧୬୫ କିଲୋମିଟର ଗଭୀରତାରେ ଥିଲା। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ରବିବାର...

ଶପିଂ ମଲରେ ଗରମ ପାଣି ପାଇପ ଫାଟି ୪ ମୃତ, ୭୦ ରୁ ଅଧିକ ଆହତ…

ମସ୍କୋ,୨୩।୭ : ମସ୍କୋର ଏକ ଶପିଂ ମଲରେ ଗରମ ପାଣି ପାଇପ ଫାଟିଯିବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୦ ଜଣରୁ ଅଧିକ ଆହତ ହୋଇଛନ୍ତି। ନ୍ୟୁଜ ଏଜେନ୍ସି ତାସ ମେୟର ସରୋଜ ସୋବିୟାନିନଙ୍କ ଅନୁସାରେ ଏହି...

ଯୌନହିଂସା ଥମିବା ପାଇଁ ସମାଧାନ ବତାଇଲେ ଇରୋମ ଶର୍ମିଲା

ଇମ୍ଫାଲ,୨୩।୭: ମଣିପୁର ଲଜ୍ଜାକୁ ନେଇ ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି। ତେବେ ହିଂସା ରୋକିବା ପାଇଁ ଆଇରନ୍‌ ଲେଡି ଓ ପରିବେଶକର୍ମୀ ଇରୋମ ଶର୍ମିଲା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତ, ପ୍ରଧାନମନ୍ତ୍ରୀ ରାଜ୍ୟର ସବୁ ବିଧାୟକମାନଙ୍କ ସହ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri