Tag Archives: Home Middle

ଗରିବ ମହିଳାଙ୍କ ଲୁଗା ଚିରିବା ଘଟଣାକୁ ରାଜନୈତିକ ଚଷମାରେ ଦେଖା ନ ଯାଉ: ଟିଏମସି ମନ୍ତ୍ରୀ…

କୋଲକାତା,୨୨।୭ : ପଶ୍ଚିମବଙ୍ଗର ଟିଏମସି ନେତା ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରରେ ମହିଳା ଏବଂ ଶିଶୁ ବିକାଶ ତଥା ସାମାଜିକ କଲ୍ୟାଣ ମନ୍ତ୍ରୀ ଥିବା ଶଶି ପାଞ୍ଜା ରାଜ୍ୟର ମାଲଦା ଜିଲାର ଦୁଇଜଣ ମହିଳାଙ୍କ ଉପରେ ହୋଇଥିବା ନିର୍ଯାତନା...

୧୬ ବିପଜ୍ଜନକ ହାଇଓ୍ବେ-ଏକ୍ସପ୍ରେସଓ୍ବେରେ ହେବ ଶୂନ ମୃତ୍ୟୁ କରିଡର: ଗଡକରୀ…

ନୂଆଦିଲ୍ଲୀ,୨୨।୭ : ଜାତୀୟ ରାଜଧାନୀ ଦିଲ୍ଲୀରେ ଉଚ୍ଚ ସ୍ତରୀୟ ସଡକ ସୁରକ୍ଷା କେନ୍ଦ୍ରର ଉଦଘାଟନ କରି ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଦାବି କରିଛନ୍ତି ବର୍ତ୍ତମାନ ଦେଶର ରାସ୍ତାରେ ଦୁର୍ଘଟଣା ଯୋଗୁ ମୃତ୍ୟୁ ଘଟଣା ୫୦...

ସତ କହିବାର ଫଳ ମିଳିଲା: ରାଜେନ୍ଦ୍ର ସିଂ…

ଜୟପୁର,୨୨।୭ : ରାଜସ୍ଥାନର ଅଶୋକ ଗେହଲୋଟ ନେତୃତ୍ୱାଧୀନ କଂଗ୍ରେସ ସରକାରରେ ମନ୍ତ୍ରୀ ପଦରୁ ବହିଷ୍କୃତ ହେବା ପରେ ରାଜେନ୍ଦ୍ର ସିଂ ଗୁଦ୍ଧ କହିଛନ୍ତି ସତ୍ୟ କହିବାର ଫଳ ସ୍ବରୂପ ତାଙ୍କୁ ଦଣ୍ଡ ଦିଆଯାଇଛି। ୨୧ ଜୁଲାଇ ୨୦୨୩ ରେ ରାଜସ୍ଥାନର...

ସରକାରୀ ଚାକିରିରେ ନିଯୁକ୍ତି ଦେଲେ ଅବା ନ ଦେଲେ କଂଗ୍ରେସର ସମସ୍ୟା: ପ୍ରିୟଙ୍କାଙ୍କୁ ଶିବରାଜଙ୍କ ଜବାବ…

ଭୋପାଳ,୨୨।୭ : ସରକାରୀ ନିଯୁକ୍ତି ପ୍ରଦାନ କଲେ ଅବା ନ କଲେ ଉଭୟରେ କଂଗ୍ରେସର ସମସ୍ୟା। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଶିବରାଜଙ୍କ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ମନ୍ତବ୍ୟ ଉପରେ ଏଭଳି କହି ନିଜର ପ୍ରତିକ୍ରିୟା...

ତାଇଓ୍ବାନ ସମରାଭ୍ୟାସର ଜବାବ: ୩୭ ଫାଇଟର ଜେଟ୍‌-ଯୁଦ୍ଧପୋତ ପଠାଇଲା ଚାଇନା…

ବେଜିଂ/ତାଇପେ,୨୨।୭ : ତାଇଓ୍ବାନ ସେନାର ସମରାଭ୍ୟାସ ଏବଂ ପ୍ରସ୍ତୁତିର ଜବାବ ଦେଇଛି ଚାଇନା ନିଜର ଶକ୍ତି ପ୍ରଦର୍ଶନ କରି ଚାଇନା ୩୭ ଫାଇଟର ଜେଟ୍‌ ଏବଂ ଯୁଦ୍ଧପୋତ ତାଇୱାନ ଆଡକୁ ପଠାଇଛି। ତାଇଓ୍ବାନ ସ୍ବୟଂଶାସିତ ଅଞ୍ଚଳର ପ୍ରତିରକ୍ଷା ମନ୍ତ୍ରଣାଳୟ ଶନିବାର...

ବାଗ୍‌ଦାଦର ଗ୍ରୀନ୍‌ ଜୋନ୍‌ରେ ଆକ୍ରମଣ ଉଦ୍ୟମ

ବାଗ୍‌ଦାଦ,୨୨ା୭: ଡେନମାର୍କରେ କୁରାନ ଏବଂ ଇରାକ ପତାକା ଜାଳିବା ପ୍ରତିବାଦରେ ବାଗ୍‌ଦାଦ୍‌ର ଗ୍ରୀନ ଜୋନ୍‌ ଉପରେ ଆକ୍ରମଣ ଉଦ୍ୟମ କରିଛନ୍ତି ବିକ୍ଷୋଭକାରୀ। ଶନିବାର ପୂର୍ବାହ୍ନରେ ଶହ ଶହ ବିକ୍ଷୋଭକାରୀ ବାଗ୍‌ଦାଦ୍‌ର ଇରାକର ଦୂତାବାସ ଥିବା ଗ୍ରୀନ ଜୋନ୍‌ ଉପରେ ଆକ୍ରମଣ...

ପାକିସ୍ତାନକୁ ତାଲିବାନର ପରାମର୍ଶ ଟିଟିପି ସହିତ ଶାନ୍ତିବାର୍ତ୍ତା ଜାରି ରହୁ…

ଇସଲାମାବାଦ,୨୨।୭ : ନିଷିଦ୍ଧ ଆତଙ୍କବାଦୀ ଗୋଷ୍ଠୀ ତେହେରିକ-ଇ-ତାଲିବାନ ପାକିସ୍ଥାନ (ଟିଟିପି) ସହିତ ଆଫଗାନିସ୍ତାନ ତାଲିବାନ ପାକିସ୍ତାନ ସରକାରଙ୍କୁ ଆଉ ଏକ ରାଉଣ୍ଡ ଆଲୋଚନା ଆରମ୍ଭ କରିବାକୁ ପରାମର୍ଶ ଦେଇଛି। କାବୁଲର ଜଣେ ବରିଷ୍ଠ ନେତା ଇସଲାମାବାଦକୁ କହିଛନ୍ତି ଏହା ଯୁଦ୍ଧ...

ଗାନ୍ଧୀ-ଜୟପ୍ରକାଶଙ୍କ ଐତିହ୍ୟ ସର୍ବ ସେବା ସଂଘ ଭାଙ୍ଗିବାକୁ ପହଞ୍ଚିଲା ପ୍ରଶାସନ: ବହୁ ଗାନ୍ଧୀବାଦୀ ନେତା ହାଜତରେ …

ବାରାଣସୀ,୨୨।୭ : ଉତ୍ତରପ୍ରଦେଶର ବାରାଣସୀର ରାଜଘାଟରେ ଅବସ୍ଥିତ ସର୍ବ ସେବା ସଂଘ ଭବନର ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିବା ପରେ ଶନିବାର ସକାଳେ ପ୍ରଶାସନିକ କାର୍ଯ୍ୟ ଆରମ୍ଭ ହୋଇଥିଲା। କୋଠା ଖାଲି କରିବାକୁ ପ୍ରଶାସନିକ ଦଳ ସହିତ ଅନେକ ପୋଲିସ...

କୌଣସି ପ୍ରତ୍ୟକ୍ଷଦର୍ଶୀ ନ ଥିଲେ, ହତ୍ୟା ମାମଲାରେ ଅପରାଧର ଉଦ୍ଦେଶ୍ୟ ପ୍ରମାଣ କରିବା ଜରୁରୀ: ସୁପ୍ରିମ୍‌ କୋର୍ଟ…

ନୂଆଦିଲ୍ଲୀ,୨୨।୭ : ୨୦୦୮ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦୋଷରେ ଖଲାସ କରି କହିଛନ୍ତି ଯଦି ଘଟଣାର ପ୍ରତ୍ୟକ୍ଷଦର୍ଶୀ ନ ଥିବେ ତେବେ ଅପରାଧ କରିବାର ଉଦ୍ଦେଶ୍ୟ ପ୍ରମାଣ କରିବା ଆବଶ୍ୟକ। ଜଷ୍ଟିସ...

ଅଜିତ ଶୀଘ୍ର ହେବେ ମୁଖ୍ୟମନ୍ତ୍ରୀ ଟୁଇଟ ନେଇ ଚର୍ଚ୍ଚା, ମୋଦିଙ୍କୁ ଭେଟିଲେ ଶିନ୍ଦେ…

ମୁମ୍ବାଇ,୨୨।୭ : ମହାରାଷ୍ଟ୍ରର ରାଜନୀତି ଏକ ବଡ଼ ଧରଣର ରାଜନୈତିକ ଅଶାନ୍ତି ସମୟ ଦେଇ ଗତି କରୁଛି। ବର୍ତ୍ତମାନ ଏନସିପି ନେତାଙ୍କ ଏକ ଦାବି ସୂଚାଇ ଦେଉଛି ରାଜ୍ୟ ରାଜନୀତିରେ ଆଉ ଏକ ବଡ଼ ରାଜନୈତିକ ଘଟଣା ଘଟିବାକୁ ଯାଉଛି।...

ଋଣଭାରରେ ବୁଡ଼ିଛି ପାକିସ୍ତାନ, ଶୁଝିବା ନେଇ ବଢୁଛି ଚିନ୍ତା

ଇସଲାମାବାଦ,୨୨ା୭: ଭାରତର ପଡ଼ୋଶୀ ଦେଶ ପାକିସ୍ତାନର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ ସ୍ଥିତିରେ ପହଞ୍ଚିଛି। ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ପାକିସ୍ତାନ ଅନେକ ବିଲିୟନ ଡଲାର ଋଣ ନେଇଛି। ତେବେ ବର୍ତ୍ତମାନ ଜୁଲାଇରେ ହିଁ ପାକିସ୍ତାନକୁ ୨.୪୪ ବିଲିୟନ...

ଭାରତର ପ୍ରଥମ ଘରୋଇ ହିଲ୍‌ ଷ୍ଟେଶନ ଲାଭାସା ୧୮୧୪କୋଟି ଟଙ୍କାରେ ବିକ୍ରି, ଏନସିଏଲଟି ଦେଲା ମଞ୍ଜୁରୀ

ନୂଆଦିଲ୍ଲୀ,୨୨।୭: ନ୍ୟାସନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ (ଏନସିଏଲଟି) ଭାରତର ପ୍ରଥମ ଘରୋଇ ହିଲ୍‌ ଷ୍ଟେଶନ ଲାଭାସାକୁ ବିକ୍ରି କରିଛି। ଡାରୱିନ ପ୍ଲାଟଫର୍ମ ଇନଫ୍ରାଷ୍ଟ୍ରକଚର୍‌ିକୁ ଏହି ହିଲ୍‌ ଷ୍ଟେଶନ ବିକିବା ନେଇ ଟ୍ରିବ୍ୟୁନାଲ ମଞ୍ଜୁର କରିଛି। ଏନସିଏଲଟି ଘରୋଇ ହିଲ୍‌ ଷ୍ଟେଶନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri