Tag Archives: Home Middle

‘ଇଣ୍ଡିଆ’ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଆସନ୍ତା ସପ୍ତାହରେ ମଣିପୁର ଯାଇପାରନ୍ତି ବିରୋଧୀ ଦଳ ନେତା

ନୂଆଦିଲ୍ଲୀ,୨୧।୭: ମଣିପୁରରେ ହିଂସା ଜାରି ରହିଥିବା ବେଳେ ବୁଧବାର ଦୁଇ ମହିଳାଙ୍କ ସହ ହୋଇଥିବା ବର୍ବରତାର ଏକ ଭିଡିଓ ଭାଇରାଲ ହୋଇଯାଇଛି। ଏହି ଭିଡିଓ ଏବେ ଅନେକ ପ୍ରଶ୍ନ ଉଠାଇଛି ଆଉ ଏହାକୁ ନେଇ ବିରୋଧୀ ଏବେ ସରକାରଙ୍କୁ ଟାର୍କେଟ...

ଇଣ୍ଡୋନେସିଆରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ହେବେ ସନ୍ଦୀପ ଚକ୍ରବର୍ତ୍ତୀ

ନୂଆଦିଲ୍ଲୀ,୨୧।୭: ଆଇଏଫଏସ ଅଧିକାରୀ ସନ୍ଦୀପ ଚକ୍ରବର୍ତ୍ତୀଙ୍କୁ ଇଣ୍ଡୋନେସିଆ ରିପବ୍ଲିକରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରାଯାଇଛି। ବୈଦେଶିକ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇଛି। ସନ୍ଦୀପ ଚକ୍ରବର୍ତ୍ତୀ ବର୍ତ୍ତମାନ ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଅଛନ୍ତି।

ଓ୍ବେବସାଇଟ୍‌ରେ ଇ-ସିଗାରେଟ୍‌ ବ୍ୟାନ୍‌କୁ ଉଲ୍ଲଘଂନ ସମ୍ପର୍କରେ ସୂଚନା ଦେବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଲା କେନ୍ଦ୍ର, ନଜରରେ ୬ ଇ-ସିଗାରେଟ୍‌ ବିକ୍ରୟ ଓ୍ବେବସାଇଟ୍‌

ନୂଆଦିଲ୍ଲୀ,୨୧।୭: ଦେଶରେ ୨୦୧୯ ଠାରୁ ଇ-ସିଗାରେଟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ତଥାପି ଏହା କିଛି ଅନଲାଇନ ସପିଂ ସାଇଟ୍‌ ଏବଂ ଖୁଚୁରା ଆଉଟଲେଟମାନେ ବେଆଇନ ଭାବେ ଏହାକୁ ବିକ୍ରି କରୁଛନ୍ତି। ତେବେ ଏନେଇ କଠୋର ହୋଇଛନ୍ତି କେନ୍ଦ୍ର ସରକାର। ସବୁ...

ଏନସିଆରବିର ଚାଞ୍ଚଲ୍ୟକର ରିପୋର୍ଟ: ଦେଶରେ ପ୍ରତିଦିନ ୮୭ଜଣ ମହିଳାଙ୍କ ସହ ହେଉଛି ବଳତ୍କାର!

ନୂଆଦିଲ୍ଲୀ,୨୧।୭: ମଣିପୁରର ଲୋମଟାଙ୍କୁରା ଭିଡିଓ ଭାଇରାଲ ହେବା ପରେ ଦେଶ ସ୍ତବ୍ଧ। ସାରାଦେଶ ଏହାକୁ ନିନ୍ଦା କରୁଛି। ଭିଡିଓ ଭାଇରାଲ ହେବାର ଦୁଇଦିନ ପରେ ପୁଣି ସମାନ ଘଟଣା ସାମ୍ନାକୁ ଆସିଛି। ଗଶ୍ଚିମବଙ୍ଗରେ ମହିଳାଙ୍କୁ ଉଲଗ୍ନ କରି ପରେଡ କରାଯାଇଛି।...

କୃଷ୍ଣ ଜନ୍ମଭୂମି ବିବାଦର ସମସ୍ତ ମାମଲା ସମ୍ପର୍କରେ ସୂଚନା ପ୍ରଦାନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ତିନି ସପ୍ତାହ ପରେ ଶୁଣାଣି

ନୂଆଦିଲ୍ଲୀ,୨୧।୭: ମଥୁରା କୃଷ୍ଣ ଜନ୍ମଭୂମି ଜମି ବିବାଦ ସହ ଜଡିତ ସମସ୍ତ ମାମଲା ସମ୍ପର୍କରେ ସୂଚନା ପ୍ରଦାନ କରିବାକୁ ଆହ୍ଲାବାଦ ହାଇକୋର୍ଟର ରେଜିଷ୍ଟ୍ରାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କମିଟି ଅଫ ମ୍ୟାନେଜମେଣ୍ଟ ଟ୍ରଷ୍ଟ ଶାହି ମସଜିଦ ଇଦ୍‌ଗାହଙ୍କ ଆବେଦନ ଉପରେ...

ଜ୍ଞାନବ୍ୟାପୀ ମାମଲାରେ ମୁସଲିମ ପକ୍ଷକୁ ବଡ ଝଟକା, ଏଏସଆଇ ସର୍ଭେକୁ ମଞ୍ଜୁରୀ ଦେଲେ ବାରାଣସୀ କୋର୍ଟ

ବାରାଣସୀ,୨୧।୭: ବାରାଣସୀ କୋର୍ଟ ଶୁକ୍ରବାର ଜ୍ଞାନବ୍ୟାପୀ ସର୍ଭେ ପକ୍ଷରେ ଶୁଣାଣି କରିଛନ୍ତି। କୋର୍ଟ ଏଏସଆଇ ସର୍ଭେକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ବିବାଦୀୟ ଅଂଶକୁ ଛାଡି ସମ୍ପୂର୍ଣ୍ଣ ପରିସରକୁ ଏଏସଆଇ ସର୍ଭେ କରିବାକୁ ମଞ୍ଜୁରୀ ଦିଆଯାଇଛି। ଜ୍ଞାନବ୍ୟାପୀ ମସଜିଦ ମାମଲାରେ ହିନ୍ଦୁ...

ମଣିପୁର ହିଂସାରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନଙ୍କ ଏଣ୍ଟ୍ରି: ଗୁଇନ୍ଦା ବିଭାଗ

ଇମ୍ଫାଲ,୨୧।୭: ୭୪ଦିନ ପରେ ମଣିପୁର ହିଂସା ଥମିବାକୁ ନାଁ ନେଉନାହିଁ। ଏହି ସମୟରେ ଦୁଇ ମହିଳାଙ୍କ ଲୋମଟାଙ୍କୁରା ଭିଡିଓ ଦେଶକୁ ସ୍ତବ୍ଧ କରିଛି। ତେବେ ଏମଧ୍ୟରେ ନିଆଁରେ ଘିଅ ଢାଳିବା କାମ ଆରମ୍ଭ କରିଦେଇଛି ପାକିସ୍ତାନର ଆତଙ୍କବାଦୀ ସଂଗଠନ। ଗୁଇନ୍ଦା...

ପୁଣି ଉଡାଣ ଭରିବ ‘ଗୋ ଫାଷ୍ଟ’, ସର୍ତ୍ତ ସହିତ ଅନୁମତି ଦେଲା ଡିଜିସିଏ

ନୂଆଦିଲ୍ଲୀ,୨୧।୭: ‘ଗୋ ଫାଷ୍ଟ’ ପୁଣି ଉଡାଣ ଭରିବ। ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ ସର୍ତ୍ତ ସହିତ ‘ଗୋ ଫାଷ୍ଟ’ ଉଡ଼ିବାକୁ ଅନୁମତି ଦେଇଛି। ‘ଗୋ ଫାଷ୍ଟ’ର ରିଜୋଲ୍ୟୁଶନ ପ୍ରଫେସନାଲ ଶୈଳେନ୍ଦ୍ର ଅଜମେରାଙ୍କୁ ଚିଠି ଲେଖି ଡିଜିସିଏ ଏହି ନିଷ୍ପତ୍ତି ବିଷୟରେ...

ଔଷଧ-ଚିକିତ୍ସା ଉପକରଣ ବିକ୍ରି ତଥା ଉତ୍ପାଦନ ପାଇଁ ଅନଲାଇନରେ ମିଳିବ ଲାଇସେନ୍ସ, ବିଭାଗ ଆରମ୍ଭ କଲା ଡିଜିଟାଲ ବ୍ୟବସ୍ଥା

ନୂଆଦିଲ୍ଲୀ,୨୧।୭: ନକଲି ତଥା ଖରାପ ଗୁଣବତ୍ତା ଔଷଧକୁ ରୋକିବା ପାଇଁ ସରକାର ଲାଇସେନ୍ସ ପ୍ରକ୍ରିୟାରେ ସ୍ବଚ୍ଛତା ଆଣିଛନ୍ତି। ସରକାର ଏକ ଡିଜିଟାଲ ନିୟାମକ ବ୍ୟବସ୍ଥା ଆରମ୍ଭ କରିଛନ୍ତି, ଯାହା ମାଧ୍ୟମରେ ଔଷଧ, ପ୍ରସାଧନ ସାମଗ୍ରୀ ଏବଂ ଚିକିତ୍ସା ଉପକରଣ ବିକ୍ରୟ...

ଅମିତ ଶାହା, ଏସ ଜୟଶଙ୍କରଙ୍କ ଗସ୍ତକୁ ନେଇ ସୂଚନା ଦେବା ବ୍ୟକ୍ତିଙ୍କ ପାଇଁ ପୁରସ୍କାର ଘୋଷଣା କଲେ ଖଲିସ୍ତାନ ଆତଙ୍କବାଦୀ ପନ୍ନୁ, ଆଲର୍ଟ ଜାରି

ନୂଆଦିଲ୍ଲୀ,୨୧।୭: ପଞ୍ଜିକୃତ ଖଲିସ୍ତାନୀ ସଙ୍ଗଠନ ଶିଖ ଫର ଜଷ୍ଟିଶ(ଏସଏଫଜେ)ର ମୁଖ୍ୟ ଗୁରପତଓ୍ବନ୍ତ ସିଂ ପନ୍ନୁଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଦେଶର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଟାର୍ଗେଟ...

ମଣିପୁର ପରେ ପଶ୍ଚିମବଙ୍ଗରେ ଲଜ୍ଜା: ମହିଳାଙ୍କୁ ଉଲଗ୍ନ କରି ପରେଡ କରାଇଲେ

କୋଲକତା,୨୧।୭: ମଣିପୁରର ଏହି ଲଜ୍ଜାଜନକ ଘଟଣା ନେଇ ବିବାଦ ଥମି ନ ଥିବା ବେଳେ ପଶ୍ଚିମବଙ୍ଗରେ ସମାନ ଘଟଣା ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗର ହାୱଡାର ପାଞ୍ଚଲାରେ ଜଣେ ମହିଳାଙ୍କୁ ଉଲଗ୍ନ କରି ପରେଡ କରାଯାଇଛି। ପୀଡିତା ଜଣକ ହେଉଛନ୍ତି ପଶ୍ଚିମବଙ୍ଗର...

ଏଣିକି ଶ୍ରୀଲଙ୍କା ସହ ୟୁପିଆଇ ମାଧ୍ୟମରେ ପେମେଣ୍ଟ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେଙ୍କ ଉପସ୍ଥିତିରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଅନେକ ଚୁକ୍ତି ବିନିମୟ ହୋଇଛି। ଏହି ଚୁକ୍ତିନାମା ମଧ୍ୟରୁ ଗୋଟିଏ ହେଉଛି ଶ୍ରୀଲଙ୍କାରେ ୟୁପିଆଇ ସ୍ବୀକୃତି ପାଇଁ ଏକ ନେଟୱାର୍କ-ଟୁ-ନେଟୱାର୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri