Tag Archives: Home Middle

ଭାରତର ଘଡିଆଲ- କୁମ୍ଭିର କାହିଁକି ନେବାକୁ ଚାହୁଁଛି ଆମେରିକା

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୮।୭: ଆମେରିକାର ସବୁଠାରୁ ବଡ ସରିସୃପ ବ୍ୟାଙ୍କ(ପେଟାଇଳ ବ୍ୟାଙ୍କ) ଭାରତରୁ ଘଡିଆଲ ଓ ‘ମଗର’ କୁମ୍ଭିର ନେବାକୁ ଚାହୁଁଛି। ଏହାକୁ ନେଇ ଆମେରିକା କେନ୍ଦ୍ର ସରକାରଙ୍କୁ ଆବେଦନ କରିଛି। ବ୍ୟାଙ୍କ ଯୁକ୍ତି କରିଛି ଯେ ଏମିତି ହେଲେ ବିଲୁପ୍ତ ହେବାକୁ...

ଏନ୍‌ଏଚ୍‌-୧୬ରେ ଭୁଶୁଡିଲା ବ୍ରିଜ୍‌

ଯାଜପୁର,୧୮।୭(ରଞ୍ଜିତ ରାଉତ୍‌): ଯାଜପୁର ଜିଲାର ରସଲପୁର ବ୍ଲକ ଅନ୍ତର୍ଗତ ଏନ୍‌ଏଚ୍‌-୧୬ରେ ବ୍ରିଜ୍‌ ମଙ୍ଗଳବାର ସକାଳ ପ୍ରାୟ ୬.୩୦ ଭୁଶୁଡି ପଡିଛି। ସୌଭାଗ୍ୟବଶତଃ ବ୍ରିଜ୍‌ ଭୁଶୁଡିବା ସମୟରେ ସେଠାରେ କୌଣସି ଗାଡି ଯାଉ ନ ଥିଲା। ଫଳରେ ଏହି ଘଟଣାରେ କୌଣସି...

ନୂଆ ଦଳ ଗଢିଲେ ଇମ୍ରାନଙ୍କ ନିକଟତମ ପରଭେଜ ଖଟକ

ଇସଲାମାବାଦ,୧୮।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ-ଏ-ଇନସାଫର ମୁଖ୍ୟ ଇମ୍ରାନ ଖାଁଙ୍କ ନିକଟତମ ବନ୍ଧୁ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ପରଭେଜ ଖଟକ ନୂଆ ଦଳ ‘ପାକିସ୍ତାନ ତହରିକ-ଏ-ଇନସାଫ ପାର୍ଲାମେଂଟେରିୟସ ଗଠନ କରିଛନ୍ତି। ଖଟକ ପିଟିଆଇର ସାଧାରଣ ସମ୍ପାଦକ...

ଏନଡିଏ ବୈଠକରେ ଯୋଗଦେବେ ୩୮ ଦଳ, ବେଙ୍ଗାଲୁରୁରେ ବିରୋଧୀ ଦଳ ବୈଠକର ଦ୍ୱିତୀୟ ଦିନ

ନୂଆଦିଲ୍ଲୀ,୧୮।୭: ବେଙ୍ଗାଲୁରୁ ପରେ ମଙ୍ଗଳବାର ଦିଲ୍ଲୀରେ ଏନଡିଏ ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛି। ଏନଡିଏ ବୈଠକରେ ୩୮ ଦଳ ସାମିଲ ହୋଇପାରନ୍ତି। ଚିରାଗ ପାସଓ୍ବାନ ବି ଔପଚାରିକ ଭାବେ ଏନଡିଏରେ ସାମିଲ ହେବେ। ଅନ୍ୟପକ୍ଷରେ, ୨୬ ବିରୋଧୀ ଦଳର ଦୁଇ...

ଦିନକରେ ୫ ଲକ୍ଷ କୋଟିର ଅଧିକ ନିବେଶ ବୃଦ୍ଧି

ନୂଆଦିଲ୍ଲୀ,୧୮।୭: (ଅଭୟ ଦାଶ): ଗତ କିଛି ଦିନ ହେବ ଭାରତୀୟ ଶେୟାର ବଜାରରେ ଉତ୍ସାହ ପରିଲକ୍ଷିତ ହୋଇଛି। କାରଣ କ୍ରମାଗତ ଭାବେ ପୁଞ୍ଜି ବଜାରରେ ନିବେଶ ବୃଦ୍ଧି ଘଟିଛି। ଫଳରେ ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ସୋମବାର...

ଜବତ ଏତେ, ଲୁଚିଛି କେତେ

ନୂଆଦିଲ୍ଲୀ,୧୮ା୭, (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ତତ୍ତ୍ୱାବଧାନରେ ସୋମବାର ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଦ୍ୱାରା ସାରା ଦେଶରେ ୧,୪୪,୦୦୦ କେ.ଜି. ଡ୍ରଗ୍ସ ନଷ୍ଟ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୨,୩୮୧ କୋଟି ଟଙ୍କା ହେବ। ସଦ୍ୟ କାର୍ଯ୍ୟାନୁଷ୍ଠାନ...

୫ ବର୍ଷରେ ୧୩.୫ କୋଟି ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି

ନୂଆଦିଲ୍ଲୀ,୧୮ା୭(ପି.ଟି.): ୨୦୨୧ ମାର୍ଚ୍ଚରେ ଶେଷ ହେଉଥିବା ୫ ବର୍ଷ ମଧ୍ୟରେ ଭାରତର ୧୩.୫ କୋଟି ଲୋକ ବହୁବିଧ ଦାରିଦ୍ର୍ୟରୁ ମୁକ୍ତ ହୋଇଥିବା ନୀତି ଆୟୋଗ ରିପୋର୍ଟରେ କୁହାଯାଇଛି। ସେମାନଙ୍କ ସ୍ବାସ୍ଥ୍ୟ, ଶିକ୍ଷା ଓ ଜୀବନ ଧାରଣ ମାନରେ ଉନ୍ନତି ହୋଇଥିବା...

‘ନ୍ୟାୟିକ କାର୍ଯ୍ୟ ଅଟକାଇବା ଗ୍ରହଣୀୟ ନୁହେଁ’

ନୂଆଦିଲ୍ଲୀ, ୧୮ା୭: ଅଦାଲତଗୁଡ଼ିକର ନ୍ୟାୟିକ କାର୍ଯ୍ୟକୁ ଅଟକାଇବା ଗ୍ରହଣୀୟ ନୁହେଁ ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି। ଗତ ବର୍ଷକ ମଧ୍ୟରେ ବାର୍‌ ଆସୋସିଏଶନଗୁଡ଼ିକ ଯେତେବେଳେ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି, ସେତେବେଳେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସତ୍ୟପାଠ ଜରିଆରେ...

ଦିଲ୍ଲୀ ଉପରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ରାଜନୈତିକ ବିବାଦରୁ ଊର୍ଦ୍ଧ୍ୱରେ ରହିବାକୁ ହେବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୮ା୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ଉପରାଜ୍ୟପାଳ ଭି.କେ. ସାକ୍ସେନାଙ୍କୁ ରାଜନୈତିକ ବିବାଦରୁ ଊର୍ଦ୍ଧ୍ୱରେ ରହିବାକୁ ହେବ ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି। ଦିଲ୍ଲୀ ସରକାରଙ୍କର ଏହାର ପ୍ରଶାସନିକ ଅଧିକାରୀଙ୍କ ଉପରେ ଅଧିକ ନିୟନ୍ତ୍ରଣ ରହିବା ନେଇ ସର୍ବୋଚ୍ଚ...

ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ବଢୁଛି ଉତ୍ସାହ: ବିମାନ ଭଡା ୩୦୦% ବୃଦ୍ଧି, ୩ ହଜାର ଟିକେଟ୍‌ର ମୂଲ୍ୟ ହେଲା ୨୫ ହଜାର

ନୂଆଦିଲ୍ଲୀ,୧୭।୭: କ୍ରିକେଟ ବିଶ୍ୱକପ ୨୦୨୩ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଅକ୍ଟୋବର ୧୫ରେ ଭାରତ ଏବଂ ପାକିସ୍ତାନର ଦଳ ମୁହାଁମୁହିଁ ହେବେ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ପାକିସ୍ତାନ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ପାଇଁ କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ଆଶ୍ଚର୍ଯ୍ୟଜନକ...

କ୍ରିମିୟା ବ୍ରିଜ ଘଟଣାକୁ ନେଇ ଦେଶର ସେନାଙ୍କୁ ଦାୟୀ କଲା ୟୁକ୍ରେନ ମିଡିଆ

କ୍ୱିଭ,୧୭।୭: ନାମ ନ ଥିବା ତିନୋଟି ୟୁକ୍ରେନ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ କ୍ରିମିୟା ବ୍ରିଜରେ ସୋମବାର ଘଟିଥିବା ଘଟଣାରେ ୟୁକ୍ରେନର ଘରୋଇ ସୁରକ୍ଷା ଏଜେନ୍ସି ଏବଂ ନୌସେନା ରହିଛି। ଏଥିସହ ଏହା ଉପରେ ଆକ୍ରମଣ କରିବାକୁ ସେମାନେ ସାମୁଦ୍ରିକ...

କରାଚିରେ ଭଙ୍ଗା ଗଲା ୧୫୦ ବର୍ଷର ହିନ୍ଦୁ ମନ୍ଦିର, ଘଟଣାକୁ ଏଡାଇଲେ ମେୟର

କରାଚି,୧୭।୭: ପାକିସ୍ତାନର କରାଚିରେ ପ୍ରାୟ ୧୫୦ ବର୍ଷ ପୁରୁଣା ହିନ୍ଦୁ ମନ୍ଦିରକୁ ଭାଙ୍ଗି ଦିଆଯାଇଛି। ଏହା ବହୁ ପୁରାତନ ଓ ଦୁର୍ଘଟଣା ହେବାର ସ୍ଥିତିରେ ଥିବାରୁ ଏହାକୁ ଭାଙ୍ଗି ଦିଆଯାଇଥିବା କୁହାଯାଇଛି। ମନ୍ଦିର ଭାଙ୍ଗିବାର ଖବର ଜଣାପଡିବା ପରେ ପାକିସ୍ତାନର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri