Tag Archives: Home Middle

ରାଜନୀତି ଛାଡିବେ ନାହିଁ ଇମ୍ରାନ, ନୂଆ ଦଳ ଗଢିବାକୁ ହେଉଛନ୍ତି ପ୍ରସ୍ତୁତ

ଇସଲାମାବାଦ,୧୬।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ସରକାର ତଥା ଏଷ୍ଟାବ୍ଲିଶମେଣ୍ଟ (ସାମରିକ + ଗୁପ୍ତଚର ନେତୃତ୍ୱ) ଙ୍କ ଦ୍ୱାରା ହୋଇଥିବା ଦମନ ତଥା ଏହା ଯୋଗୁ ତାଙ୍କ ଦଳରେ ହୋଇଥିବା ବିଚ୍ଛିନ୍ନତା ସତ୍ତ୍ୱେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜନୀତି...

ଚାଇନାରେ ବ୍ୟାଙ୍କିଙ୍ଗ ସଙ୍କଟ…

ବେଜିଂ,୧୬।୭ : ଲାଭ ହ୍ରାସ କରିବାକୁ ଚାଇନା ସରକାର ଦେଶର ବଡ ବ୍ୟାଙ୍କଗୁଡିକ ଉପରେ ଚାପ ପକାଉଛନ୍ତି। ସ୍ଥାନୀୟ ସରକାରଙ୍କୁ ଅଧିକ ଋଣ ଦେବାକୁ ମଧ୍ୟ ଚାପ ଦିଆଯାଉଛି। ଏହି କାରଣରୁ ଦେଶରେ ଏକ ଗୁରୁତର ବ୍ୟାଙ୍କିଙ୍ଗ ସଙ୍କଟ ଆଶଙ୍କା...

ମ୍ୟାନ୍‌ମାର୍‌ ପ୍ରତିପକ୍ଷଙ୍କୁ ଭେଟିଲେ ଜୟଶଙ୍କର

ବ୍ୟାଙ୍କଙ୍କ,୧୬ା୭: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ରବିବାର ମ୍ୟାନ୍‌ମାର୍‌ ପ୍ରତିପକ୍ଷ ଥାନ ସ୍ବେଙ୍କୁ ଭେଟି ସଂଯୋଗ ପଦକ୍ଷେପ, ବିଶେଷକରି ଭାରତ-ମ୍ୟାନ୍‌ମାର୍‌-ଥାଇଲାଣ୍ଡ ତ୍ରିପାକ୍ଷିକ ରାଜପଥ ଉପରେ ଆଲୋଚନା କରିଛନ୍ତି। ଏହାସହ ସୀମାନ୍ତ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ସୁନିଶ୍ଚିତ କରିବା...

ଏନସିପିରେ ପୁଣି ଭୂକମ୍ପ: ଶରଦ ପାଓ୍ବାରଙ୍କୁ ଭେଟିବାକୁ ପହଞ୍ଚିଲେ ଛଗନ-ଆଦିତି-ହସନ…

ମୁମ୍ବାଇ,୧୬।୭ : ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଏନସିପିକୁ ନେଇ ଅଜିତ ପାୱାର ଏବଂ ଶରଦ ପାୱାରଙ୍କ ମଧ୍ୟରେ ବିବାଦ ଜାରି ରହିଛି। ଏହି ସମୟରେ ଅଜିତ ପାୱାର ଦଳର ବିଧାୟକମାନେ ଏନସିପି ଅଧ୍ୟକ୍ଷ ଶରଦ ପାୱାରଙ୍କୁ ଭେଟିବା...

ଅଧ୍ୟାଦେଶ ପ୍ରସଙ୍ଗ: କଂଗ୍ରେସର ବଡ଼ ଘୋଷଣା…

ନୂଆଦିଲ୍ଲୀ,୧୬।୭ : ଅଧ୍ୟାଦେଶ ପ୍ରସଙ୍ଗ ଉପରେ କଂଗ୍ରେସ ଏକ ବଡ ଘୋଷଣା କରିଛି। ଏହି ପ୍ରସଙ୍ଗରେ ଦଳ ଏଏପି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ସମର୍ଥନ କରୁଛନ୍ତି ବୋଲି କହିଛି। ରବିବାର କଂଗ୍ରେସ ମହାସଚିବ କେସି ଭେନୁଗୋପାଳ...

ଭଗବାନ ହନୁମାନ ଜଣେ ସର୍ବଶ୍ରେଷ୍ଠ କୂଟନୀତିଜ୍ଞ: ଜୟଶଙ୍କର…

ବ୍ୟାଙ୍କକ,୧୬।୭ : ବ୍ୟାଙ୍କକରେ ଭାରତୀୟଙ୍କସହ କଥାବାର୍ତ୍ତା ସମୟରେ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ପ୍ରସଙ୍ଗ ବୁଝିବା ଏବଂ ଏହାକୁ ପ୍ରଭାବଶାଳୀ ନୀତି ଏବଂ କାର୍ଯ୍ୟକ୍ରମରେ ପରିଣତ କରିବା ପାଇଁ ଅସାଧାରଣ ଦକ୍ଷତାକୁ ପ୍ରଶଂସା କରିଥିଲେ।...

ରାହୁଲ ଜଣେ ତପସ୍ବୀ: ଜୈନ ମୁନି ରମଣିକ…

ନୂଆଦିଲ୍ଲୀ,୧୬।୭ : କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ ଜୈନ ମୁନି ରମଣିକ ମୁନି ମହାରାଜଙ୍କ ଏକ ଭିଡିଓର ଜବାବ ଦେଇଛନ୍ତି ଯେଉଁଥିରେ ସେ ରାହୁଲ ଗାନ୍ଧୀଙ୍କୁ ୪୦୦୦ କିଲୋମିଟର ଲମ୍ବା ଭାରତ ଯୋଡୋ ଯାତ୍ରା ପାଇଁ ପ୍ରଶଂସା କରିଥିଲେ। ରମଣିକ...

ଆପଣଙ୍କ ଘରକୁ ଯିବାକୁ ଚାହୁଁଛି ହେଲେ ସମ୍ମୁଖରେ ପାଣି ଭର୍ତ୍ତି: ହିମନ୍ତଙ୍କର ମନେ ପଡ଼ିଲା କେଜରିଓ୍ବାଲଙ୍କ ନିମନ୍ତ୍ରଣ…

ନୂଆଦିଲ୍ଲୀ,୧୬।୭ : ସମ୍ପ୍ରତିି ଯମୁନା ନଦୀର ଜଳସ୍ତର କମିବାରେ ଲାଗିଛି। କିନ୍ତୁ ରାଜଧାନୀ ଦିଲ୍ଲୀ ପ୍ରବଳ ବନ୍ୟା ପରିସ୍ଥିତିର ମୁକାବିଲା କରୁଛି। ଏପରିସ୍ଥଳେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଏକ ପୁରୁଣା ନିମନ୍ତ୍ରଣକୁ...

ଥରିଲା ଆମେରିକା, ଦିଆଯାଇଛି ସୁନାମି ଚେତାବନୀ

ଆଲାସ୍କା,୧୬।୭: ଆମେରିକାର ଆଲାସ୍କା ଉପକୂଳରେ ରବିବାର ଏକ ବଡ ଧରଣର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୩ ମପାଯାଇଛି। ଏହି ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଏହାକୁ ନେଇ ସୁନାମି ଚେତାବନୀ ଦିଆଯାଇଛି। ଭୂକମ୍ପ...

ପୁଟିନଙ୍କ ଉପରେ ବିପଦ ଥିବା ଅନୁମାନ କଲେ ରୁଷିଆର ପୂର୍ବତନ ଅଧିକାରୀ, ଓ୍ବାଗନର ମୁଖ୍ୟଙ୍କୁ ନେଇ ପ୍ରକଟ କଲେ ଭୟ

ମସ୍କୋ,୧୬।୭: ରୁଷିଆ ରାଷ୍ଟ୍ରବାଦୀ ବ୍ଲଗର ତଥା ପୂର୍ବତନ ଏଫଏସବି ଅଧିକାରୀ ଇଗୋର ଗିରକିନ କହିଛନ୍ତି, ୟୁକ୍ରେନ ଉପରେ ଆକ୍ରମଣ କରିବା ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭାରି ପଡିପାରେ। ସେ କହିଛନ୍ତି, ଯଦି ଯୁଦ୍ଧ ବନ୍ଦ କରା ନ ଯାଏ...

୮୦ ଟଙ୍କାରେ ଟମାଟୋ ବିକ୍ରି କରୁଛନ୍ତି ସରକାର…

ନୂଆଦିଲ୍ଲୀ,୧୬।୭ : ତୁରନ୍ତ ପ୍ରଭାବ ସହିତ କେନ୍ଦ୍ର ସରକାର ଦିଲ୍ଲୀ-ଏନସିଆରରେ ଟମାଟୋର ଦାମକୁ କିଲୋଗ୍ରାମ ପିଛା ୮୦ ଟଙ୍କାକୁ ହ୍ରାସ କରିଛନ୍ତି। ଗ୍ରାହକ ବ୍ୟାପାର ସଚିବ ରୋହିତ କୁମାର ସିଂ ରବିବାର ଏହି ସୂଚନା ଦେଇଛନ୍ତି। ପ୍ରବଳ ମୌସୁମୀ ବର୍ଷା...

୩୩ ବର୍ଷ ପରେ ସିନେମା ହଲ ଖୋଲିଲା, ବଡ଼ ପରଦାରେ ଫିଲ୍ମର ଆନନ୍ଦ ନେବେ ଲୋକେ..

ଶ୍ରୀନଗର,୧୬।୭ : ସିନେମା ହଲ ଗୁଡିକ ୩୩ ବର୍ଷ ପରେ ଜମ୍ମୁ-କଶ୍ମୀରର ବାରମୁଳା ଏବଂ ହାଣ୍ଡୱାରା ପୁଣି ଖୋଲିଛି। ଉପରାଜ୍ୟପାଳ ମନୋଜ ସିହ୍ନା ଉତ୍ତର କଶ୍ମୀରର ଏହି ଦୁଇଟି ସହରରେ ୧୦୦ଟି ସିଟ ବିଶିଷ୍ଟ ଦୁଇଟି ସିନେମା ହଲ୍ର ଉଦଘାଟନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri