Tag Archives: Home Middle

ଜୈବ ସୁରକ୍ଷା କେନ୍ଦ୍ର ବିକାଶ କରିବାକୁ ତାଇଓ୍ବାନର ଘୋଷଣା, ଜୈବିକ ଅସ୍ତ୍ର ପ୍ରସ୍ତୁତି କରିବା ଆଶଙ୍କା…

ତାଇପେ,୧୬।୭ : ଜୈବିକ ଯୁଦ୍ଧ ବିରୁଦ୍ଧରେ ପ୍ରତିରକ୍ଷାକୁ ମଜବୁତ କରିବା ପାଇଁ ତାଇୱାନ ଜୈବ ନିରାପତ୍ତା ଅନୁସନ୍ଧାନ ଏବଂ ବିକାଶ କେନ୍ଦ୍ର ଗଠନ ପାଇଁ ଯୋଜନା ସମ୍ପର୍କରେ ଘୋଷଣା କରିଛି। ଏହାକୁ ନେଇ ଅନ୍ତର୍ଜାତୀୟସ୍ତରରେ ଜୈବିକ ଅସ୍ତ୍ର ପ୍ରସ୍ତୁତି କରିବା...

ବେଲାରୁଷରେ ପହଞ୍ଚିଲେ ଓ୍ବାଗନର ଗ୍ରୁପ୍‌

ମସ୍କୋ,୧୬ା୭: ରୁଷିଆରୁ ବିଦ୍ରୋହ କରୁଥିବା ଓ୍ବାଗନର୍‌ ଗ୍ରୁପ୍‌ର ସୈନ୍ୟମାନେ ବେଲାରୁଷରେ ପହଞ୍ଚିଛନ୍ତି। ୟୁକ୍ରେନ ଏବଂ ପୋଲାଣ୍ଡର ଅଧିକାରୀମାନେ ଏନେଇ ନିଶ୍ଚିତ କରିଛନ୍ତି। ବେଲାରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ଭିଡିଓ ଜାରି କରିଛି। ଯେଉଁଥିରେ ଓ୍ବଗନର୍‌ ଯୁଦ୍ଧବିମାନ ଓସିପୋଭିଚି ସହର ନିକଟ...

ଏନଡିଏକୁ ୨୫ ବର୍ଷ: ଜୁଲାଇ ୧୮ରେ ଦିଲ୍ଲୀରେ ଶକ୍ତି ପ୍ରଦର୍ଶନ! ୧୯ ପାର୍ଟିଙ୍କୁ କରାଗଲାଣି ନିମନ୍ତ୍ରଣ

ନୂଆଦିଲ୍ଲୀ,୧୬।୭: ରାଷ୍ଟ୍ରୀୟ ଜନତାନ୍ତ୍ରିକ ମେଣ୍ଟ ବା ନାଶନାଲ ଡେମୋକ୍ରାଟିକ ଆଲାଏନ୍ସ(ଏନଡିଏ)କୁ ୨୫ ବର୍ଷ ପୂରଣ ହେବା ଅବସରରେ ଏହାର ସିଲଭର ଜୁବଲି ପାଳନ ହେବାକୁ ଯାଉଛି। ଏହାକୁ ନେଇ ୧୮ ଜୁଲାଇରେ ରାଜଧାନୀ ଦିଲ୍ଲୀରେ ମେଣ୍ଟରେ ଥିବା ଦଳମାନଙ୍କର ଏକ...

ନାସା ରୋଭରକୁ ମଙ୍ଗଳରେ ମିଳିଲା ଜୀବନ ସଙ୍କେତ…

ଓ୍ବାଶିଂଟନ,୧୬।୭ : ଆମେରିକାର ସ୍ପେସ ଏଜେନ୍ସି ନାସାର ରୋଭର ମଙ୍ଗଳ ଗ୍ରହର ମାର୍ଟିଆନ କ୍ରାଟରରେ କାର୍ବନିକ ଯୌଗିକର ପ୍ରମାଣ ଥିବା ଆବିଷ୍କାର କରିଛି। ଏହା ସୂଚିତ କରୁଛି ଏକଦା ମଙ୍ଗଳ ଗ୍ରହରେ ଜୀବନ ବିଦ୍ୟମାନ ଥିଲା। କାର୍ବନିକ ଯୌଗିକଗୁଡ଼ିକ ହେଉଛି...

ଭିଡିଓ ପ୍ରସ୍ତୁତ କରି ଲୋକଙ୍କୁ ଏହି ନିବେଦନ କଲେ ନେତାନ୍ୟାହୁ

ଜେରୁଜେଲମ,୧୬ା୭: ପ୍ରବଳ ଉତ୍ତାପ ଯୋଗୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ସେ ଘରେ ବେହୋସ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ସେ ନିଜେ...

ଜୈବ ସୁରକ୍ଷା କେନ୍ଦ୍ର ବିକଶିତ କରିବ ତାଇଓ୍ବାନ

ତାଇପେ,୧୬।୭: ଜୈବ ଯୁଦ୍ଧ ବିରୁଦ୍ଧରେ ପ୍ରତିରକ୍ଷାକୁ ମଜବୁତ କରିବା ପାଇଁ ତାଇୱାନ ଜୈବ ନିରାପତ୍ତା ଅନୁସନ୍ଧାନ ଏବଂ ବିକାଶ କେନ୍ଦ୍ର ଗଠନ ପାଇଁ ଯୋଜନା ଘୋଷଣା କରିଛି। ତେବେ ଏହି ପ୍ରକଳ୍ପରେ ଜୈବିକ ଅସ୍ତ୍ର ବିକଶିତ ହେବ ନାହିଁ ବୋଲି...

ସମ୍ପ୍ରଦାୟଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରୁଛି ଭାଜପା: ଏଆଇୟୁଡିଏଫ ବିଧାୟକ…

ଗୁଆହାଟୀ,୧୬।୭ : ମହଙ୍ଗା ପନିପରିବା ବିଷୟରେ ମୁଖ୍ୟମନ୍ତ୍ରୀ ହିମନ୍ତ ଶର୍ମାଙ୍କ ବିବୃତ୍ତି ନେଇ ଏଆଇୟୁଡିଏଫ ବିଧାୟକ କହିଛନ୍ତି ସମ୍ପ୍ରଦାୟଙ୍କ ମଧ୍ୟରେ ଭାଜପା ମତଭେଦ ସୃଷ୍ଟି କରୁଛି। ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସାରମା ପନିପରିବା ମୂଲ୍ୟରେ ବୃଦ୍ଧି ପାଇଁ ମିୟା...

ମୋଦିଙ୍କ ଫ୍ରାନ୍ସ ଗସ୍ତର ଭିଡିଓ ଶେୟାର କଲେ ରାଷ୍ଟ୍ରପତି ଇମାନ୍ବେଲ

ପ୍ୟାରିସ,୧୬।୭: ପ୍ରଧାନମନ୍ତ୍ରୀ ମୋଦିଙ୍କ ଫ୍ରାନ୍ସ ଓ ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ) ର ଯାତ୍ରା ଶନିବାର ଶେଷ ହୋଇଛି। ୧୩ ଜୁଲାଇରେ ମୋଦି ଆରମ୍ଭ କରିଥିବା ଏହି ମହତ୍ୱପୂର୍ଣ୍ଣ ଯାତ୍ରା ଶେଷ କରି ଏବେ ଭାରତ ଫେରି ଆସିଛନ୍ତି। ଇତିମଧ୍ୟରେ ଶନିବାର...

ମୁସଲମାନ ବ୍ୟକ୍ତିଗତ ଆଇନ ମହିଳାମାନଙ୍କ ପାଇଁ ଆହ୍ବାନ ସୃଷ୍ଟି କରୁଛି, ୟୁସିସି ହ୍ରାସ କରିବ ଅସମାନତା: ଏନସିଡବ୍ଲୁ..

ନୂଆଦିଲ୍ଲୀ,୧୬।୭ : ମୁସଲିମ ବ୍ୟକ୍ତିଗତ ଆଇନର ବର୍ତ୍ତମାନର ଅଣ-ସଂହିତାବଦ୍ଧ ପ୍ରକୃତିର ଭୁଲ ବ୍ୟାଖ୍ୟା କରିଛି ବୋଲି ଜାତୀୟ ମହିଳା ଆୟୋଗ  କହିଛନ୍ତି। ଏହି କାରଣରୁ ମୁସଲମାନ ମହିଳାମାନେ ଆହ୍ବାନର ସମ୍ମୁଖୀନ ହେଉଛନ୍ତି। ଏନସିଡବ୍ଲୁ ମୁସଲିମ ମହିଳାଙ୍କ ଅଧିକାର ଉପରେ ଏକ...

ପୁଣି ଥରେ ଏନ୍‌ଡିଏରେ ସାମିଲ ହେଲେ ଓମ୍‌ ପ୍ରକାଶ ରାଜଭର

ନୂଆଦିଲ୍ଲୀ,୧୬।୭: ଲୋକ ସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳକୁ ଲାଗିଛି ଆଉ ଏକ ବଡ଼ ଝଟ୍‌କା। ଉତ୍ତରପ୍ରଦେଶରେ ସୁହେଲଦେବ ଭାରତୀୟ ସମାଜବାଦୀ ପାର୍ଟି ମୁଖ୍ୟ ଓମ୍‌ ପ୍ରକାଶ ରାଜଭର ପୁଣିଥରେ ନ୍ୟାଶନାଲ ଡେମୋକ୍ରିଟିକ୍‌ ଆଲାଏନ୍ସ(ଏନ୍‌ଡିଏ)ରେ ସାମିଲ ହୋଇଛନ୍ତି। ସେ ଦିଲ୍ଲୀରେ...

୧୭୪ ବର୍ଷର ଜଳବାୟୁ ଇତିହାସରେ ଭାରତରେ ଜୁନ୍‌ରେ ସର୍ବାଧିକ ତାତି…

ନୂଆଦିଲ୍ଲୀ,୧୬।୭ : ଜଳବାୟୁ ପରିବର୍ତ୍ତନ ଯୋଗୁଁ ତାପମାତ୍ରା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହାର ଅନ୍ୟ ଏକ ଉଦାହରଣ ଜୁନ ୨୦୨୩ରେ ରେକର୍ଡ କରାଯାଇଥିଲା। ଜଳବାୟୁ ଇତିହାସର ୧୭୪ ବର୍ଷ ମଧ୍ୟରେ ଜୁନ ମାସରେ ତାପମାତ୍ରା ସର୍ବାଧିକ ସ୍ତରରେ ପହଞ୍ଚିଥିଲା।...

ଉପରାଷ୍ଟ୍ରପତି ପଦବୀ ପାଇଁ ମହିଳା ପ୍ରାର୍ଥୀଙ୍କୁ ନିର୍ବାଚନ ମଇଦାନକୁ ଆଣିବେ ଟ୍ରମ୍ପ…

ଓ୍ବାଶିଂଟନ,୧୬।୭ : ଆସନ୍ତା ବର୍ଷ ୨୦୨୪ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥି ସହିତ, ଏକ ରିପୋର୍ଟରେ ଦର୍ଶାଯାଇଛି ଯଦି ସେ ୨୦୨୪ ରିପବ୍ଲିକାନ ନାମାଙ୍କନରେ ସ୍ଥାନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri