Tag Archives: Home Middle

ଦୁଧଓ୍ବାରେ ପରସ୍ପର ମଧ୍ୟରେ ଲଢ଼େଇ, ସଂକ୍ରମଣ ଯୋଗୁ ହୋଇଥିଲା ୪ ବାଘଙ୍କ ମୃତ୍ୟୁ: ରିପୋର୍ଟ…

ଲକ୍ଷ୍ନୌ,୧୩।୭ : ଉତ୍ତରପ୍ରଦେଶର ଦୁଧୱା ଟାଇଗର ରିଜର୍ଭରେ ଦୁଇମାସ ମଧ୍ୟରେ ମୃତ୍ୟୁ ଘଟିଥିବା ୪ ବାଘଙ୍କ ପୋଷ୍ଟମର୍ଟମ ଅନୁସନ୍ଧାନ ରିପୋର୍ଟରେ ସେମାନଙ୍କ ମୃତ୍ୟୁର କାରଣ ଜଣାପଡିଛି। ଜଣେ ବନ ଅଧିକାରୀ କହିଛନ୍ତି ୨୧ ଏପ୍ରିଲ ୨୦୨୩ରୁ ୯ ଜୁନ ୨୦୨୩...

ସ୍ବିଡେନରେ କୁରାନ ଜଳେଇବା ଘଟଣା: ଜାତିସଂଘରେ ପାକିସ୍ତାନକୁ ସମର୍ଥନ କଲା ଭାରତ, ବିରୋଧ କଲା ଆମେରିକା

ନ୍ୟୁୟର୍କ,୧୩।୭: ସ୍ବିଡେନରେ କୁରାନ ଜଳେଇବା ଘଟଣାରେ ପାକିସ୍ତାନକୁ ସମର୍ଥନ କରିଛି ଭାରତ। ଜାତିସଂଘର ମାନବାଧିକାର ପରିଷଦରେ ଏହି ଘଟଣାରେ ଭାରତ ପାକିସ୍ତାନକୁ ସମର୍ଥନ କରିଛି। କୁରାନ ଜଳେଇବା ଘଟଣାକୁ ବିରୋଧ କରି ପାକିସ୍ତାନ ଜାତିସଂଘରେ ୟୁଏନଏଚଆରସିରେ ଏକ ପ୍ରସ୍ତାବ ଦେଇଥିଲା।...

ଚନ୍ଦ୍ରାୟନ-୩ ଉତକ୍ଷେପଣ: ଗୁରୁବାର ଅପରାହ୍ନ ୧ଟାରୁ କାଉଣ୍ଟ ଡାଉନ ଆରମ୍ଭ…

ଶ୍ରୀହରିକୋଟା,୧୩।୭ : ଚନ୍ଦ୍ରାୟନ-୩ ମିଶନର ଗୋଟିଏ ଦିନ ପୂର୍ବରୁ ଗୁରୁବାର ଅପରାହ୍ନ ୧ ଟାରୁ କାଉଣ୍ଟଡାଉନ ଆରମ୍ଭ ହେବ। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଆଇଏସଆରଓ) ପକ୍ଷରୁ ଏନେଇ ସୂଚନା ପ୍ରଦାନ କରାଯାଇଛି। ଇସ୍ରୋ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ...

‘ଗ୍ଲୋବାଲ ସାଉଥ-ନର୍ଥ ମଧ୍ୟରେ ସେତୁ ହୋଇଛି ଭାରତ’, ଫ୍ରାନ୍ସିସି ଖବର କାଗଜକୁ ଏମିତି କହିଲେ ମୋଦି

ନୂଆଦିଲ୍ଲୀ/ପ୍ୟାରିସ,୧୩।୭: ଫ୍ରାନ୍ସ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମ୍ୟାକ୍ରନଙ୍କୁ ସାକ୍ଷାତ୍‌ କରିବେ। ପ୍ରଧାନମନ୍ତ୍ରୀ ତାଙ୍କ ସହ ଡିନର ଫଲିଟିକ୍ସ ବି କରିବାର ଅଛି। ଇତିମଧ୍ୟରେ ମୋଦି ଫ୍ରାନ୍ସର ଏକ ଖବର କାଗଜ ଲେସ...

ଆତଙ୍କବାଦୀଙ୍କ ଆକ୍ରମଣରେ ପାକିସ୍ତାନର ୧୨ଯବାନ ଶହୀଦ

ଇସଲାମବାଦ,୧୩।୭: ପାକିସ୍ତାନର ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଛନ୍ତି। ବାଲୁଚିସ୍ତାନର ସୁଇ ଜିଲାରେ ପାକିସ୍ତାନୀ ସୈନିିକଙ୍କ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଆତଙ୍କବାଦୀ ଆକ୍ରମଣରେ ତିନିଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନ ଗଣମାଧ୍ୟମ ଅନୁଯାୟୀ, ସୁରକ୍ଷା କର୍ମୀ ଏବଂ...

୫୦ ଔଷଧ କମ୍ପାନୀର ଲାଇସେନ୍ସ ରଦ୍ଦ…

ନୂଆଦିଲ୍ଲୀ,୧୩।୭ : ଔଷଧ ଉତ୍ପାଦନକାରୀ କମ୍ପାନୀଗୁଡିକ ବିରୋଧରେ ଭାରତ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏକ ବୈଠକରେ ଫାର୍ମାସ୍ୟୁଟିକାଲ କମ୍ପାନୀ ବିରୋଧରେ ନିଆଯାଇଥିବା କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଉଚ୍ଚମାନର...

ଆମେରିକା ଓ୍ବାରେଣ୍ଟରେ ବ୍ରିଟେନ୍‌ରେ ଗିରଫ ହେଲେ ଭାରତୀୟ; ଆତଙ୍କବାଦୀ ସଂଗଠନ ସହ ଲିଙ୍କ୍‌ ଅଭିଯୋଗ

ଲଣ୍ଡନ,୧୩।୭: ଆତଙ୍କବାଦୀ ସଂଗଠନ ସହ ଲିଙ୍କ୍‌ ମାମଲାରେ ଜଣେ ଭାରତୀୟ ନାଗରିକଙ୍କ ଉପରେ ଆମେରିକା ୱାରେଣ୍ଟ ଜାରି କରିଛି। ଆମେରିକାର ଓ୍ବାରେଣ୍ଟ ଜାରି କରିବା ପରେ ବ୍ରିଟେନ ତାଙ୍କୁ ଗିରଫ କରି ଲଣ୍ଡନ କୋର୍ଟରେ ହାଜର କରିଛି। ମାନବିକ ଅଧିକାର...

ନିର୍ବାଚନୀ ହିଂସା ପାଇଁ ଦାୟୀ ରାମ-ଶ୍ୟାମ-ବାମ: ମମତା…

କୋଲକାତା,୧୩।୭ : ପଞ୍ଚାୟତ ନିର୍ବାଚନ ସମୟରେ ପଶ୍ଚିମବଙ୍ଗରେ ଘଟିଥିବା ଭୟଙ୍କର ହିଂସା ଏବଂ ରକ୍ତପାତ ପାଇଁ ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀ ’ରାମ, ଶ୍ୟାମ ଏବଂ ବାମ’ କୁ ଦାୟୀ କରିଛନ୍ତି। ସେ ’ରାମ, ଶ୍ୟାମ ଏବଂ ବାମପନ୍ଥୀ’ ମାଧ୍ୟମରେ...

ଅଗଷ୍ଟ ୧୪ରେ ଶେଷ ହେବ ଶେହବାଜ ସରକାରଙ୍କ କାର୍ଯ୍ୟକାଳ

ଇସଲାମବାଦ,୧୩।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଅଗଷ୍ଟ ୧୪ରେ ଶେଷ ହେବାକୁ ଯାଉଛି। ଏନେଇ ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ନିର୍ବାଚନ ଆୟୋଗ ଆଗାମୀ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ। ସ୍ଥାନୀୟ ଗଣମାଧ୍ୟମ...

ଫ୍ରାନ୍ସରେ ମୋଦିଙ୍କ ଉପସ୍ଥିତିରେ ଲଞ୍ଚ ହୋଇପାରେ ୟୂପିଆଇ

ନୂଆଦିଲ୍ଲୀ,୧୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଗୁରୁବାର ସକାଳୁ ବାହାରି ଯାଇଛନ୍ତି। ସେଠାରେ ସେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଭେଟିବେ ଓ କିଛି ପ୍ରସଙ୍ଗକୁ ନେଇ ଉଭୟ ନେତାଙ୍କ ମଧ୍ୟରେ ଚର୍ଚ୍ଚା ହେବ।...

ଦୁନିଆର ସବୁଠାରୁ ପୁରୁଣା ଗ୍ୟାସିୟରକୁ ଆବିଷ୍କାର କଲେ ବୈଜ୍ଞାନିକ

ଜୋହାନ୍ସବର୍ଗ,୧୩।୭:ବୈଜ୍ଞାନିକମାନେ ଦକ୍ଷିଣ ଆଫ୍ରିକାରୁ ଦୁନିଆର ସର୍ବ ପୁରାତନ ଗ୍ଲାସିୟର ଅଂଶକୁ ଆବିଷ୍କାର କରିଛନ୍ତି। ଏହି ଗ୍ଲାସିୟର ୨୯୦କୋଟି ବର୍ଷ ପୁରୁଣା ଏବଂ ଏହାକୁ ସୁନା ଭଣ୍ଡାରର ଚଟାଣ ତଳୁ ଆବିଷ୍କୃତ କରାଯାଇଛି। ଅନୁସନ୍ଧାନରୁ ଜଣାପଡିଛି ଯେ, ଅତୀତରେ ଏହି ମାଳଦ୍ୱୀପରେ...

ମୋଦିଙ୍କ ଫ୍ରାନ୍ସ ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଯିବା ପୂର୍ବରୁ ନିଜେ କହିଲେ

ନୂଆଦିଲ୍ଲୀ,୧୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ୩ ଦିନିଆ ବିଦେଶ ଗସ୍ତରେ ବାହାରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ୨ ଦିନ ଫ୍ରାନ୍ସ ଓ ଗୋଟିଏ ଦିନ ସଂଯୁକ୍ତ ଅରବ ଏମିରେଟ୍ସ ଗସ୍ତ କରିବେ। ଫ୍ୟାନ୍ସ ବାହାରିବା ପୂର୍ବରୁ ମୋଦି ଏକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri