Tag Archives: Home Middle

ପିତାଙ୍କ ହତ୍ୟା ପରେ ଭାରତରେ ନେଇଥିଲେ ଶରଣ; ଏବେ ପୁଣି ଭାରତ ଭରଷା

ନୂଆଦିଲ୍ଲୀ,୫।୮: ବାଂଲାଦେଶରେ ବିଦ୍ରୋହ କାରଣରୁ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ନିଜ ପଦରୁ ଇସ୍ତଫା ଦେବା ସହିତ ଦେଶ ଛାଡ଼ିବାକୁ ପଡିଛି। ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ହସିନା ଭାରତରେ ଆସି ପହଞ୍ଚିଥିବା ବିଭିନ୍ନ ମିଡ଼ିଆ ସୂତ୍ରରୁ ଜଣ ପଡିଛି। ଅଗରତାଲାରେ ତାଙ୍କର...

ଦିଲ୍ଲୀରେ ଓଡ଼ିଶା ରାଜନୀତି: ଜୟରାମ ରମେଶ କହିଲେ, ବିଚରା ନବୀନ ବାବୁ…

ଭୁବନେଶ୍ୱର,୫।୮: ମମତା ମହାନ୍ତଙ୍କ ଇସ୍ତଫାକୁ ନେଇ କେବଳ ରାଜ୍ୟ ରାଜନୀତି ନୁହେଁ ଜାତୀୟ ରାଜନୀତି ମଧ୍ୟ ଉଠୁଛି ପଡୁଛି। ମମତା ରାଜ୍ୟ ସଭା ସଦସ୍ୟ ସହ ବିଜେଡି ଛାଡିଛନ୍ତି। ଏଥିସହ ଇସ୍ତଫା ଦେବାର ଗୋଟିଏ ଦିନ ପରେ ଭାଜପାରେ ଯୋଗ...

ଏହି ୩ ରୁଟ୍‌ରେ ସୁପରପାଓ୍ବାର ଦେଖାଇବ ଇରାନ, ଇସ୍ରାଏଲ ଉପରେ କରିବ ଆକ୍ରମଣ

ତେହରାନ,୫ା୮: ୩ଟି ରୁଟ୍‌ରେ ସୁପରପାଓ୍ବାର ଦେଖାଇବ ଇରାନ। ଯାହା ମାଧ୍ୟମରେ ଇରାନ ଇସ୍ରାଏଲ ଉପରେ କଡ଼ା ଆକ୍ରମଣ କରିପାରିବ। ଯଦି ଯୁଦ୍ଧ ଆରମ୍ଭ ହୁଏ ତେବେ ଏହି ଦେଶଗୁଡ଼ିକ ମଧ୍ୟ ଏହା ମଧ୍ୟକୁ ଆସିବେ। ହମାସ ମୁଖିଆଙ୍କ ହତ୍ୟା ପରେ...

୩ ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

କଟକ,୫ା୮: ୩ ବିଧାୟକଙ୍କୁ ନୋଟିସ୍‌ କରିଛନ୍ତି ହାଇକୋର୍ଟ। ନିର୍ବାଚନୀ ଅନିୟମିତତା ନେଇ ବିଧାୟକ ଟଙ୍କଧର ତ୍ରିପାଠୀ, ଅଶ୍ବିନୀ ପାତ୍ର ଏବଂ ବ୍ୟୋମକେଶ ରାୟଙ୍କୁ ହାଇକୋର୍ଟ ନୋଟିସ୍‌ କରିବା ସହ ଜବାବ ଦାଖଲ କରିବାକୁ କହିଛନ୍ତି।

ଚାହିଦା ପୂରା କରିପାରିଲାନି ୟୁପି! ପୁଣି ଏହି ରାଜ୍ୟରୁ ଆସିବ ଆଳୁ

ଭୁବନେଶ୍ୱର,୫୧୮: ଓଡ଼ିଶାରେ ଆଳୁ ସଙ୍କଟର ସମାଧାନ ପାଇଁ ରାଜ୍ୟ ସରକାର ପୁଣି ଏକ ରାଜ୍ୟରୁ ଆଳୁ ଆଣିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏବେ ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ପରେ ଅନ୍ୟ ଏକ ରାଜ୍ୟରୁ ଆଳୁ ଆସିବାକୁ ଯାଉଛି। ଏନେଇ ସୂଚନା ଦେଇଛନ୍ତି...

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରି କଂଗ୍ରେସ ପାଳିଲା କଳା ଦିବସ

ଶ୍ରୀନଗର,୫ା୮: ଧାରା ୩୭୦ ଉଚ୍ଛେଦ ହେବାର ୫ ବର୍ଷ ଅବସରରେ ଭାଜପା ଜମ୍ମୁ-କଶ୍ମୀର’ଏକତା ମହୋତ୍ସବ ପାଳନ କରୁଥିବା ବେଳେ କଂଗ୍ରେସ ଏହାକୁ ବିରୋଧ କରିଛି। ଜମ୍ମୁ-କଶ୍ମୀର କଂଗ୍ରେସ ସୋମବାର ଅର୍ଥାତ୍‌ ଅଗଷ୍ଟ ୫କୁ କଳା ଦିବସ ଭାବରେ ପାଳନ କରିଛି।...

ଦୁଃଖ ଜଣାଇବାକୁ ଆସିଛନ୍ତି ଶତାଧିକ ଲୋକ, ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫ା୮: ସୋମବାର ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ପଞ୍ଜୀକରଣ ପାଇଁ ଲୋକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ପଞ୍ଜୀକରଣ କରି ମୁଖ୍ୟମନ୍ତ୍ରୀଙ୍କୁ ନିଜ ଅଭିଯୋଗ ତଥା ଦୁଃଖ ଶୁଣାଇବା ପାଇଁ ଏକାଠି ହୋଇଛନ୍ତି ଶତାଧିକ ଲୋକ।...

ଦିଲ୍ଲୀ ସରକାରଙ୍କୁ ବଡ଼ ଝଟ୍‌କା, ସୁପ୍ରିମକୋର୍ଟ ଶୁଣାଇଲେ ଏହି ବଡ଼ ରାୟ

ନୂଆଦିଲ୍ଲୀ,୫ା୮: ସୁପ୍ରିମକୋର୍ଟ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ନର (ଏଲଜି)ଙ୍କ ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେଶନ (ଏମ୍‌ସିଡି)ରେ ୧୦ ଜଣ ‘ଆଲର୍ଡମ୍ୟାନ’ ବା ମନୋନୀତ କାଉନସିଲରଙ୍କୁ ମନୋନୀତ କରିବା ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଏମ୍‌ସିଡିରେ କାଉନସିଲରଙ୍କୁ ମନୋନୀତ କରିବାର...

ବାଂଲାଦେଶ ହିଂସା: ୩୦୦ ଜଣଙ୍କ ଜୀବନ ଗଲାଣି, ଅନିର୍ଦ୍ଦିଷ୍ଟ କାଳ ପାଇଁ ଜାରି ହେଲା କର୍ଫ୍ୟୁ

ଢାକା,୫ା୮: ବାଂଲାଦେଶରେ ସରକାରୀ ଚାକିରିରେ ସଂରକ୍ଷଣ ଶେଷ ହେବା ଏବଂ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ଇସ୍ତଫା ଦାବିରେ ଶାସକ ଦଳର ସମର୍ଥକ ଏବଂ ସମର୍ଥକଙ୍କ ମଧ୍ୟରେ ଘଟିଥିବା ହିଂସା ଘଟଣାରେ ୧୪ ଜଣ ପୋଲିସ କର୍ମଚାରୀଙ୍କ ସମେତ ପ୍ରାୟ ୩୦୦...

ଆଜି ଆସିବ ରତ୍ନଭଣ୍ଡାରର ବଡ଼ ନିଷ୍ପତ୍ତି

ପୁରୀ,୫ା୮: ରତ୍ନଭଣ୍ଡାରର ମରାମତି ପାଇଁ ସୋମବାର ବାଜିପାରେ ମୋହର। ଏନେଇ ଶ୍ରୀମନ୍ଦିରର ଗୁରୁତ୍ୱପୂର୍ଣ୍ଣ ପରିଚାଳନା କମିଟି ବୈଠକ ବସିବ। ଆଜିର ଏହି ବୈଠକ ପରେ ଚୂଡ଼ାନ୍ତ ରୂପରେଖ ନେଇ ବଡ଼ ନିଷ୍ପତ୍ତି ସାମ୍ନାକୁ ଆସିବ। ରତ୍ନ ସ୍ଥାନାନ୍ତର ପରେ ମରାମତି...

କିଏ ହେବେ ରାଜ୍ୟ ପୋଲିସ ମୁଖିଆ, ୩ ବରିଷ୍ଠ IPS ଙ୍କୁ ଗଲା ଚିଠି

ଭୁବନେଶ୍ୱର,୫।୮: ରାଜ୍ୟରେ ସାଧାରଣ ନିର୍ବାଚନ ଶୃଙ୍ଖଳାର ସହିତ ଶେଷ ହୋଇଛି। ନକ୍ସଲ ଉପଦ୍ରୁତ ଅଞ୍ଚଳରେ ବି। ଏଥିପାଇଁ ଖୋଦ ଜାତୀୟ ନିର୍ବାଚନ କମିଶନର ଓଡ଼ିଶା ପୋଲିସକୁ ପ୍ରଶଂସା କରିଛନ୍ତି। ତେବେ ଏହାରି ଭିତରେ ମୋହନ ମାଝି ସରକାର ପୋଲିସ ମହାନିର୍ଦ୍ଦେଶକ...

ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଟାର୍ଗେଟ କଲେ ବ୍ରିଜଭୂଷଣ, କହିଲେ ୟୁପିରେ ହେବ ବଡ଼ ଭୂକମ୍ପ…

ନୂଆଦିଲ୍ଲୀ,୮।୫: କୁସ୍ତିଯୋଦ୍ଧାଙ୍କୁ ର୍ଦୁବ୍ୟବହାର କରିବା ମାମଲାରେ ଭାଜପା ନେତା ବ୍ରିଜଭୂଷଣ ଶରଣ ସିଂ ଅଡୁଆରେ ରହି ଆସିଛନ୍ତି। ଯାହାକୁ ନେଇ ଚଳିତ ନିର୍ବାଚନରେ ଭାଜପା ତାଙ୍କୁ ଟିକେଟ୍‌ ଦେଇ ନ ଥିଲା। ତେବେ ଏହାରି ଭିତରେ ବ୍ରିଜଭୂଷଣ ନିଜ ଦଳର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri