Tag Archives: Home Middle

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଘରଭଡ଼ା ବଢ଼ିଲା: ଜୁଲାଇ ୧ରୁ ଲାଗୁ…

ନୂଆଦିଲ୍ଲୀ,୧୧।୭ : ଜିପିଆରଏ ଅଧୀନରେ ଥିବା ସରକାରୀ ଘର ପାଇଁ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ଅଧିକ ଘରଭଡ଼ା ଦେବାକୁ ପଡ଼ିବ। ମୁଦ୍ରାସ୍ଫୀତିର ସମୟରେ କେନ୍ଦ୍ର ସରକାର ମଧ୍ୟ ଏହାର ଘରଭଡ଼ା ହାରକୁ ସଂଶୋଧନ କରିଛନ୍ତି । ଜୁଲାଇ...

ବାଚସ୍ପତିଙ୍କ ନିଷ୍ପତ୍ତି ନେବା ସମୟ ସୀମା ଧାର୍ଯ୍ୟ କରି ପାରିବେ ନାହିଁ କୋର୍ଟ: ରାହୁଲ ନାର୍ଭେକର…

ମୁମ୍ବାଇ,୧୧।୭ : ଶିବସେନା (ୟୁବିଟି) ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସମେତ ୧୬ ଜଣ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିବାର କିଛି ଦିନ ପରେ ରାହୁଲ ନାର୍ଭେକର କହିଛନ୍ତି ବାଚସ୍ପତି ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବା...

ଭାରତ ପାଇଁ ଖୁସି ଖବର, ୟୁଏନଡିପି ରିପୋର୍ଟ: ଭାରତରେ କମିଛି ଗରିବୀ

ଓ୍ବାଶିଂଟନ୍‌,ନୂଆଦିଲ୍ଲୀ,୧୧।୭: ଭାରତ ପାଇଁ ଖୁସି ଖବର। ଦାରିଦ୍ର୍ୟ ସୂଚକାଙ୍କରେ ଭାରତ ଏକ ବଡ ସଫଳତା ହାସଲ କରିଛି। ମଙ୍ଗଳବାର ମିଳିତ ଜାତିସଂଘ ରିପୋର୍ଟ ଅନୁଯାୟୀ, ଗତ ୧୫ ବର୍ଷ ମଧ୍ୟରେ ଭାରତରେ ପ୍ରାୟ ୪୧.୫ କୋଟି ଲୋକ ଦାରିଦ୍ର ସୀମା...

ଯାଞ୍ଚ ଟିମ୍‌ ସାମ୍ନାରେ ହାଜର ହେଲେ ଇମ୍ରାନ

ଇସଲାମବାଦ,୧୧।୭: ପାକିସ୍ତାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଇମ୍ରାନ ଖାନଙ୍କ ବିବାଦ ଥମିବାର ନାଁ ନେଉନାହିଁ। ୧୨ଟି ଅପରାଧିକ ମାମଲାରେ ତାଙ୍କ ବୟାନି ରେକର୍ଡ କରିବାକୁ ଇମ୍ରାନ ଖାନ ଦୁଇଟି ଯାଞ୍ଚ ଟିମ୍‌ ନିକଟରେ ହାଜର ହୋଇଛନ୍ତି। ଇମ୍ରାନଙ୍କ ବିରୋଧରେ ପାକିସ୍ତାନ ପେନାଲ...

କୁକୁରଙ୍କୁ ମିଳିବ ଭରଣପୋଷଣ: କୋର୍ଟଙ୍କ ନିର୍ଦ୍ଦେଶ…

ମୁମ୍ବାଇ,୧୧।୭ : ଏକ ଘରୋଇ ହିଂସା ମାମଲାରେ ମୁମ୍ବାଇର ଏକ କୋର୍ଟ କହିଛନ୍ତି ଗୃହପାଳିତ ପ୍ରାଣୀମାନେ ଲୋକଙ୍କୁ ସୁସ୍ଥ ଜୀବନଯାପନ କରିବାରେ ସାହାଯ୍ୟ କରନ୍ତି ଏବଂ ସମ୍ପର୍କର ଦ୍ୱନ୍ଦ୍ୱ କାରଣରୁ ଉପୁଜୁଥିବା ଭାବପ୍ରବଣତାକୁ ଦୂର କରିବାରେ ସାହାଯ୍ୟ କରନ୍ତି। ଏହି...

ବିଦ୍ରୋହ ସମୟରେ ରୁଷିଆର ଆଣବିକ କାରଖାନା ଦଖଲ କରିବାକୁ ଚାହୁଁଥିଲା ୱାଗନର ଗୋଷ୍ଠୀ…

ମସ୍କୋ,୧୧।୭ : ରୁଷିଆର ଆଣବିକ ଭଣ୍ଡାର ବିଷୟରେ ୟୁକ୍ରେନ ଏକ ବଡ଼ ସୂଚନା ଦେଇଛି। ୱାଗନର ଗୋଷ୍ଠୀ ତାଙ୍କ ବ୍ୟକ୍ତିଗତ ସେନା ଦ୍ୱାରା ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଗତ ୨୪ ଜୁନ ବିଦ୍ରୋହ ସମୟରେ ଆଣବିକ ଅସ୍ତ୍ରଶସ୍ତ୍ର...

ନେପାଳରୁ ଉଡାଣ ଭରିଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ଥ, ୫ଯାତ୍ରୀ ମୃତ

କାଠମାଣ୍ଡୁ,୧୧।୭: ନେପାଳର ସୋଲୁଖୁରୁ କାଠମାଣ୍ଡୁ ଯାଉଥିବା ଏକ ହେଲିକପ୍ଟର ନିଖୋଜ ହେବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ଥିବା ୬ଜଣଙ୍କ ମଧ୍ୟରୁ ୫ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଖବର ମୁତାବକ, ହେଲିକପ୍ଟରଟି ସକାଳ ପ୍ରାୟ ୧୦ଟାରେ କଣ୍ଟ୍ରୋଲ ଟାୱାର ସହ...

ଜାପାନରେ ବର୍ଷା ବିତ୍ପାତ: ୬ମୃତ

ଟୋକିଓ,୧୧।୭: ଲଗାଣ ବର୍ଷା ଯୋଗୁ ଜାପାନର ଦକ୍ଷିଣ-ପଶ୍ଚିମ ଦ୍ୱୀପପୁଞ୍ଜରେ ଫ୍ଲାସ ବନ୍ୟା ଓ ଭୂସ୍ଖଳନ ହୋଇଛି। ବର୍ଷାରେ ୬ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ଜଣ ନିଖୋଜ ଅଛନ୍ତି। ଉଦ୍ଧାରକାରୀମାନେ ନିଖୋଜ ବ୍ୟକ୍ତିଙ୍କୁ ଖୋଜୁଛନ୍ତି। ଜାପାନର ପାଣିପାଗ ବିଭାଗ କ୍ୟୁସୁର ଦକ୍ଷିଣ ମୁଖ୍ୟ...

ବାଂଲାଦେଶରେ ବୟନ ଶିଳ୍ପ ସଙ୍କଟ…

ଢାକା,୧୧।୭ : ବାଂଲାଦେଶର ପ୍ରସିଦ୍ଧ ବୟନ ଏବଂ ପୋଷାକ ଶିଳ୍ପ ଏହାର ଅସ୍ତିତ୍ୱ ପାଇଁ ସଂଘର୍ଷ କରୁଛି ଶିଳ୍ପ ମୁଖ୍ୟତଃ ରପ୍ତାନି ଉପରେ ଆଧାରିତ। କିନ୍ତୁ ବିଗତ ମାସଗୁଡିକରେ ବିଦେଶରୁ ଆସିଥିବା ଅର୍ଡରଗୁଡିକ ହ୍ରାସ ପାଇଛି। ଏହି ସମୟରେ, ଶକ୍ତି...

ଇଡ଼ି ନିର୍ଦ୍ଦେଶକ ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ବେଆଇନ: କେନ୍ଦ୍ରକୁ ଝଟକା ଦେଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୧।୭ : ତୃତୀୟ ଥର ପାଇଁ ଇଡି ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ବେଆଇନ। ସୁପ୍ରିମ୍‌କୋର୍ଟ ଏଭଳି ରାୟ ଦେଇଛନ୍ତି। ଫଳରେ କେନ୍ଦ୍ରକୁ ବଡ଼ ଝଟକା ଲାଗିଛି। ଇଡି ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ର ଏହି...

ଭାରତରେ ସଂଖ୍ୟାଲଘୁ ଅନ୍ୟ ଦେଶ ତୁଳନାରେ ଅଧିକ ସୁରକ୍ଷିତ…

ଓ୍ବାଶିଂଟନ,୧୧।୭ : ଦେଶର ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କହିଛନ୍ତି ଆମେରିକା ସମେତ ଅନେକ ଦେଶ ଅପେକ୍ଷା ଭାରତରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଅଧିକ ସୁରକ୍ଷିତ ଅଛନ୍ତି। ଧର୍ମନିରପେକ୍ଷତା ଭାରତର ରକ୍ତରେ ଅଛି। ଭେଙ୍କୟା ନାଇଡୁ ୱାଶିଂଟନରେ ନ୍ୟାଶନାଲ କାଉନସିଲ ଅଫ...

‘ଏମ୍ବାସଡର ଆଟ ଲାର୍ଜ’ ହେଲେ ଭାରତୀୟ ବଂଶୋଦ୍ଭବ ଗୀତା ରାଓ ଗୁପ୍ତା

ଓ୍ବାଶିଂଟନ୍‌,୧୧।୭: ଭାରତୀୟ ଆମେରିକୀୟ ବଂଶୋଦ୍ଭବ ଗୀତା ରାଓ ଗୁପ୍ତା ବୀଦେଶ ମନ୍ତ୍ରଣାଳୟରେ ମହିଳାମାନଙ୍କ ସହ ଜଡିତ ବୈଶିକ ସମସ୍ୟା ଇପସ୍ଥାପନା କରିବା ପାଇଁ ‘ଏମ୍ବାସେଡର ଏଟ ଲାର୍ଜ’ ଭାବେ ଶପଥ ଗ୍ରହଣ କରିଛନ୍ତି। ସେ ବାଳିକା ଏବଂ ମହିଳାଙ୍କ ପାଇଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri