Tag Archives: Home Middle

ପରମାଣୁ କାରଖାନା ଉପରେ ଆକ୍ରମଣକୁ ରୋକିବା ପାଇଁ ରୁଷିଆ ପାଖରେ ରେଡ ଲାଇନ ନାହିଁ: ୟୁକ୍ରେନ…

କିଭ୍‌,୧୧।୭ : ୟୁକ୍ରେନର ଶକ୍ତି ମନ୍ତ୍ରୀ କହିଛନ୍ତି ଦକ୍ଷିଣ ୟୁକ୍ରେନରେ ଏକ ଡ୍ୟାମ ଭୁଶୁଡ଼ିବା ଦ୍ୱାରା କିଭ ଚିନ୍ତାରେ ପଡିଛି ରୁଷିଆ ଜାପୋରିଜିଆ ଆଣବିକ କାରଖାନା ଉପରେ ଆକ୍ରମଣ କରିପାରେ। ହରମାନ ହାଲୁଚେଙ୍କୋ କହିଛନ୍ତି ଖେରସନ ଅଞ୍ଚଳରେ ରୁଷିଆ ନିୟନ୍ତ୍ରଣ...

ନ୍ୟୁୟର୍କରେ ଜଳ ପ୍ରଳୟ

ନ୍ୟୁୟର୍କ,୧୧।୭: ସାରା ବିଶ୍ୱରେ ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛିି। ଏହି ସମୟରେ ଆମେରିକାର ନ୍ୟୁୟର୍କ ସିଟିରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି। ଆମେରିକାର ଧନୀ ରାଜଧାନୀ ନ୍ୟୁୟର୍କରେ ଲଗାଣ ବର୍ଷା ଯୋଗୁ ଭୟଙ୍କର ବନ୍ୟା ଦେଖିବାକୁ...

ପାକିସ୍ତାନରେ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ: ୯ ମୃତ, ୫୦ ଆହତ…

ଇସଲାମାବାଦ,୧୧।୭ : ପାକିସ୍ତାନର ଖାଇବର ପାସ୍ତୁନଖ୍ବା (କେପି) ପ୍ରଦେଶର କୁରାମ ଜିଲାରେ ଜମି ବିବାଦ ଯୋଗୁଁ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷରେ ମୃତ୍ୟୁ ସଂଖ୍ୟା ନଅକୁ ବୃଦ୍ଧି ପାଇଛି। ସ୍ଥାନୀୟ ନ୍ୟୁଜ ଏଜେନ୍ସି ଏୟାରଓ୍ବାଇ ନ୍ୟୁଜ ଏହି ସୂଚନା ଦେଇଛି। ଗତ...

୧୦ ଆସନ ହାତେଇଲା ଟିଏମସି

କୋଲକାତା,୧୧।୭: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ତ୍ରୁଣ ମୂଳ କଂଗ୍ରେସ ୧୦ଟି ଆସନରେ ବିଜୟୀ ହୋଇଛି। ଏବେ ପର୍ଯ୍ୟନ୍ତ ମିଳିଥିବା ଖବର ଅନୁଯାୟୀ ଦଳ ୬୦୧ ଆସନରେ ଆଗରେ ରହିଛି। ଭାରତୀୟ ଜନତା ପାର୍ଟି(ଭାଜପା) ୧୩୦ ଆସନରେ ଆଗରେ ରହିଛି। ସେହିପରି...

ଡାଇମଣ୍ଡ ହାର୍ବର ଭୋଟିଂ ସେଣ୍ଟର ସାମ୍ନାରେ ଫୁଟିଲା ବୋମା, ପ୍ରଥମ ପର୍ଯ୍ୟାୟ ଗଣତିରେ ସବୁଠି ଟିଏମସି ଆଗରେ

କୋଲକାତା,୧୧।୭: ପଶ୍ଚିମବଙ୍ଗରେ ହୋଇଥିବା ପଞ୍ଚାୟତ ନିର୍ବାଚନର କାଉଣ୍ଟିଂ ମଙ୍ଗଳବାର ସକାଳୁ ଆରମ୍ଭ ହୋଇଛି। ଏବେ ଏହା ଜାରି ରହିଥିବା ବେଳେ ଡାଇମଣ୍ଡ ହାର୍ବରରେ ଫକିରଚନ୍ଦ କଲେଜ ସାମ୍ନାରେ ବୋମା ପଡିଥିବା ଖବର ମିଳିଛି। ଏବେ ସେଠାରେ କାଉଣ୍ଟିଂ ଜାରି ରହିଛି।...

କିଙ୍ଗ ଚାର୍ଲସ ତୃତୀୟଙ୍କ ପିଠିରେ ହାତ ରଖି ବିବାଦରେ ଫସିଲେ ବାଇଡେନ

ଓ୍ବାଶିଂଟନ,୧୧।୭: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବେ ୟୁରୋପ ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ଓ୍ବିଂଡସର କ୍ୟାସେଲରେ କିଙ୍ଗ ଚାର୍ଲସ ତୃତୀୟଙ୍କୁ ଭେଟିଛନ୍ତି। କିଙ୍ଗ ଚାର୍ଲସ ତୃତୀୟ ବି ବାଇଡେନଙ୍କୁ ଖୁବ ଆଦରର ସହ ସ୍ବାଗତ କରିଥିଲେ।...

ଆରମ୍ଭ ହେଲା ଭୋଟ ଗଣତି

କୋଲକାତା,୧୧।୭: ପଶ୍ଚିମବଙ୍ଗରେ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି।କଡା ସୁରକ୍ଷା ମଧ୍ୟରେ ଜୁଲାଇ ୮ରେ ଏଠାରେ ମତଦାନ କରାଯାଇଥିଲା। ସେଥିରେ ପଶ୍ଚିମବଙ୍ଗର ଗ୍ରାମାଞ୍ଚଳରେ ପ୍ରାୟ ୫.୬୭କୋଟି ଭୋଟର ୭୩,୮୮୭ ଆସନ ପାଇଁ ଭୋଟ ଦେଇଥିଲେ। ଏହି...

ସିରିଜ୍‌ ଜିତିବା ଲକ୍ଷ୍ୟରେ ଭାରତ

ମୀରପୁର, ୧୧ା୭: ଭାରତ ଓ ବାଂଲାଦେଶ ମହିଳା ଦଳ ମଧ୍ୟରେ ଦ୍ୱିପାକ୍ଷିକ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ ମଙ୍ଗଳବାର ଖେଳାଯିବ। ପ୍ରଥମ ମ୍ୟାଚ ଜିତିଥିବା ଭାରତ ଏହି ମ୍ୟାଚ ଜିତିବା ସହିତ ସିରିଜ୍‌ ବିଜୟୀ ହେବା ଲକ୍ଷ୍ୟରେ ରହିବ। ପ୍ରଥମ...

ଉତ୍ତର ଭାରତରେ ବର୍ଷା ବିଭୀଷିକା: ୩୪ ମୃତ

ନୂଆଦିଲ୍ଲୀ/ଶିମ୍‌ଲା, ୧୧ା୭: ଦିଲ୍ଲୀ, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ-କଶ୍ମୀର ସମେତ ସାରା ଉତ୍ତର ଭାରତରେ ୩ ଦିନ ହେଲା ପ୍ରବଳ ବର୍ଷା ଲାଗିରହିଥିବାବେଳେ ଏପର୍ଯ୍ୟନ୍ତ ୩୪ ଜଣଙ୍କ ଜୀବନ ଗଲାଣି। ବିଭିନ୍ନ ସହର ଜଳାର୍ଣ୍ଣବ ହେବା ସହ ରାସ୍ତାରେ ଆଣ୍ଠୁଏ ଉଚ୍ଚର...

ଆଇନଶୃଙ୍ଖଳା ଦାୟିତ୍ୱ ନେଇପାରିବନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୧ା୭(ପି.ଟି.): ମଣିପୁରରେ ଉତ୍ତେଜନା ବଢ଼ାଇବା ପାଇଁ ସର୍ବୋଚ୍ଚ ଅଦାଲତଙ୍କୁ ପ୍ଲାଟ୍‌ଫର୍ମ ଭାବେ ବ୍ୟବହାର କରାଯାଇ ପାରିବ ନାହଁି ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି। ହିଂସା କମାଇବା ପାଇଁ ଅଦାଲତ ଆଇନ ଶୃଙ୍ଖଳା ଦାୟିତ୍ୱ ନିଜ ହାତକୁ ନେଇପାରିବେ ନାହିଁ ବୋଲି...

ଆଜି ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଫଳାଫଳ, ସକାଳ ୮ଟାରୁ ଭୋଟ ଗଣତି

କୋଲକାତା,୧୧।୭: ପଶ୍ଚିମବଙ୍ଗରେ ହୋଇଥିବା ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ମଙ୍ଗଳବାର ହେବ। ସକାଳ ୮ଟାରୁ ଏହା ଆରମ୍ଭ ହେଉଥିବା ବେଳେ ମଙ୍ଗଳବାର ହିଁ ଏହାର ଫଳଫଳ ସାମ୍ନାକୁ ଆସିବ।ଅନେକ ହିଂସା ଘଟଣା ମଧ୍ୟରେ ଜୁଲାଇ ୮ ଏବଂ ୧୦ରେ ହୋଇଥିବା...

ଅଧ୍ୟାଦେଶରେ ରୋକ ଲଗାଇଲେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୧ା୭: ଦିଲ୍ଲୀର ସେବା ପ୍ରଶାସନକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ମେ’ ୧୯ରେ ଆଣିଥିବା ଅଧ୍ୟାଦେଶର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଦିଲ୍ଲୀର ଏଏପି ସରକାର ଦାଏର କରିଥିବା ପିଟିଶନ ଉପରେ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ରକୁ ନୋଟିସ ଜାରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri