Tag Archives: Home Middle

ତିଳକ ରାଷ୍ଟ୍ରୀୟ ପୁରସ୍କାରରେ ପ୍ରଧାନମନ୍ତ୍ରୀଙ୍କୁ କରାଯିବ ସମ୍ମାନିତ, ଶରଦ ପାଓ୍ବାର ରହିବେ ମୁଖ୍ୟ ଅତିଥି

ନୂଆଦିଲ୍ଲୀ,୧୦।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧ରେ ପୁଣେରେ ଏକ କାର୍ଯ୍ୟକ୍ରମରେ ଲୋକମାନ୍ୟ ତିଳକ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ ହେବେ। ଯେଉଁଠାରେ ମୁଖ୍ୟ ଅତିଥି ଭାବରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ନିମନ୍ତ୍ରଣ କରାଯାଇଛି। ପ୍ରଧାନମନ୍ତ୍ରୀ ତାଙ୍କର ସର୍ବୋଚ୍ଚ ନେତୃତ୍ୱ...

୧୨ ଜୁଲାଇରେ ସମ୍ପ୍ରସାରଣ ହୋଇପାରେ ମୋଦି କ୍ୟାବିନେଟ

ନୂଆଦିଲ୍ଲୀ,୧୦।୭: ସମସ୍ତ ମୁଖ୍ୟ ଦଳ ଲୋକ ସଭା ନିର୍ବାଚନ-୨୦୨୪ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଗୋଟିଏ ପଟେ ବହୁ ବିରୋଧୀ ଦଳ ଏକ ବୃହତ୍‌ ମେଣ୍ଟ ଗଠନ ପ୍ରକ୍ରିୟାରେ ନିୟୋଜିତ ଥିବାବେଳେ ଅନ୍ୟ ପଟେ ଭାଜପା ମଧ୍ୟ ନିର୍ବାଚନ ପ୍ରସ୍ତୁତିରେ ନିୟୋଜିତ...

ଓ୍ବାଗନର ମୁଖ୍ୟଙ୍କୁ ଭେଟିଲେ ରୁଷିଆ ରାଷ୍ଟ୍ରପତି ପୁଟିନ

ମସ୍କୋ,୧୦।୭: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ୍ବାଗନର ଗ୍ରୁପର ମୁଖ୍ୟ ୟେଭେଗେନି ପ୍ରିଗୋଝିନଙ୍କୁ ସାକ୍ଷାତ କରିଛନ୍ତି। କ୍ରେମଲିନ ଏହି ସୂଚନା ଦେଇଛି। ପୂର୍ବରୁ ପ୍ରିଗୋଝିନ ପୁଟିନଙ୍କ ବିରୋଧରେ ଲଢିବାକୁ ଘୋଷଣା କରିଥିଲେ। ହେଲେ ବେଲାରୁଷର ମଧ୍ୟସ୍ଥତାରେ ଉଭୟଙ୍କ ମଧ୍ୟରେ ବୁଝାମଣା...

ଅଧ୍ୟାଦେଶକୁ ନେଇ କେନ୍ଦ୍ରକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୦।୭: ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ଦିଲ୍ଲୀ ସରକାରଙ୍କ ଆବେଦନ ଉପରେ ଶୁଣାଣି କରିଛନ୍ତି। ଦିଲ୍ଲୀର ଆମ ଆଦମୀ ପାର୍ଟି(ଏଏପି) ସରକାର ରାଷ୍ଟ୍ରୀୟ ରାଜଧାନୀରେ ସେବା ଉପରେ ନିୟନ୍ତ୍ରଣକୁ ନେଇ କେନ୍ଦ୍ରର ଅଧ୍ୟାଦେଶର ସମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ...

ବାଇଡେନଙ୍କ ରଣନୀତି ଉପରେ ପ୍ରତିଦ୍ୱନ୍ଦ୍ୱୀଙ୍କ ସନ୍ଦେହ

ଲଣ୍ଡନ,୧୦ା୭: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ବ୍ରିଟେନରେ ପହଞ୍ଚିଥିବା ବେଳେ ତିନି ଦେଶ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଗସ୍ତ ସମୟରେ ସେ ଲିଥୁଆନିଆରେ ନାଟୋ ସମ୍ମିଳନୀରେ ମଧ୍ୟ ଯୋଗଦେବେ। ଶିଖର ସମ୍ମିଳନୀରେ ଯୋଗଦେବା ମୁଖ୍ୟ ଉଦ୍ଦେଶ୍ୟ ହୋଇଥିବା ବେଳେ...

ନାମାଙ୍କନପତ୍ର ଦାଖଲ କଲେ ଜୟଶଙ୍କର

ଅହମ୍ମଦାବାଦ,୧୦।୭: ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କର ସୋମବାର ଗାନ୍ଧିନଗରରେ ରାଜ୍ୟ ସଭା ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଗୁଜରାଟରେ ତିନୋଟି ରାଜ୍ୟ ସଭା ଆସନ ପାଇଁ ଚଳିତ ମାସ ଶେଷ ସୁଦ୍ଧା ନିର୍ବାଚନ ଅନୁଷ୍ଠିତ ହେବ। ବାକି ଦୁଇଟି ଆସନ ପାଇଁ...

ଦଳ ବଦଳ ଚର୍ଚ୍ଚା ଭିତରେ ଦିଲ୍ଲୀରେ ମହାରାଷ୍ଟ୍ର କଂଗ୍ରେସ ନେତାଙ୍କ ବୈଠକ, ରାହୁଲ ହେବେ ସାମିଲ

ନୂଆଦିଲ୍ଲୀ,୧୦।୭: ମହାରାଷ୍ଟ୍ରର ଦୁଇଟି ବଡ ବିରୋଧୀ ଦଳ ଶିବସେନା ଓ ଏନସିପି ଏବେ ଭାଜପା ସହ ସରକାରରେ ସାମିଲ ହୋଇଯାଇଛନ୍ତି। ଏହି ଦୁଇ ଦଳର ବହୁ ବିଧାୟକ ଦଳ ବଦଳ କରି ସାରିଲେଣି ଆଉ ଦଳ ଦୁଇଫାଳ ହୋଇଗଲାଣି। ଏବେ...

ମଣିପୁର ହିଂସା: ସୁପ୍ରିମକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ରଖିଲେ ରାଜ୍ୟ ସରକାର, କହିଲେ ସ୍ଥିତି ସୁଧୁରୁଛି

ଇମ୍ଫାଲ,୧୦।୭: ମଣିପୁରର ହିଂସା ପ୍ରଭାବିତ ଅଞ୍ଚଳରେ ଇଣ୍ଟରନେଟ ସୁବିଧା ଫେରାଇ ଆଣିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ବାରମ୍ବାର ପରିସ୍ଥିତି ବଦଳୁଛି ବୋଲି ରାଜ୍ୟ ସରକାର କହିଛନ୍ତି। ବର୍ତ୍ତମାନ ଏହି ଆଦେଶକୁ କାର୍ଯ୍ୟକାରୀ କରିବା କଷ୍ଟକର...

ପ୍ରବଳ ବର୍ଷା

ନ୍ୟୁୟର୍କ,୧୦ା୭: ଆମେରିକାର ନ୍ୟୁୟର୍କ ଏବଂ ପେନ୍‌ସିଲ୍‌ଭାନିଆର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତାରେ ଯାଉଥିବା ଗାଡ଼ିମୋଟର ପାଣିରେ ଫସି ରହିଛନ୍ତି। ଏଥିରୁ ଲୋକମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।...

ୟୁସିସିକୁ ସମର୍ଥନ କରିବା ପଡ଼ିଲା ମହଙ୍ଗା: ଏଏପି ଛାଡିଲେ ପ୍ରଫୁଲ୍ଲ ଭାସାଭା …

ଅହମଦାବାଦ,୧୦।୭ : ଗୋଟିଏ ଦେଶ, ଗୋଟିଏ ଆଇନର ଲକ୍ଷ୍ୟ ନେଇ ୟୁନିଫର୍ମ ସିଭିଲ କୋଡ (ୟୁସିସି) ପାଇଁ ନୀତିଗତ ସମର୍ଥନ ଘୋଷଣା କରି ଗୁଜରାଟରେ ଆମ ଆଦମୀ ପାର୍ଟି (ଏଏପି) ଏବଂ ଅରବିନ୍ଦ କେଜରିୱାଲଙ୍କୁ ମହଙ୍ଗା ପଡ଼ିଛି। ଗୁଜରାଟର ଅନୁସୂଚିତ...

ଶିଶୁ ଉଦ୍ୟାନରେ ଛୁରାମାଡ଼: ୬ ମୃତ, ଜଣେ ଆହତ

ବେଜିଂ,୧୦ା୭: ଚାଇନାର ଗୁଆଙ୍ଗଡୋଙ୍ଗ ପ୍ରଦେଶର ଏକ ଶିଶୁ ଉଦ୍ୟାନରେ ଛୁରି ଆକ୍ରମଣରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ଏନେଇ ସୋମବାର ସ୍ଥାନୀୟ ପୋଲିସ ସୂଚନା ଦେଇଛି। ଦକ୍ଷିଣ ଚାଇନାର ହେଙ୍ଗଶାନ ସହରରେ ଏହି ଘଟଣା...

ଇଣ୍ଟରନେଟ ଚାଲୁ କରିବା ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟ ପହଞ୍ଚିଲେ ମଣିପୁର ସରକାର

ଇମ୍ଫାଲ,୧୦।୭: ମଣିପୁରର ହିଂସା ପ୍ରଭାବିତ ଅଞ୍ଚଳରେ ଇଣ୍ଟରନେଟ ସେବା ପୁଣି ଯୋଗାଇଦେବାକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟ ପହଞ୍ଚିଛନ୍ତି। ରାଜ୍ୟ ସରକାର କହିଛନ୍ତି ସ୍ଥିତିରେ ବାରମ୍ବାର ପରିବର୍ତ୍ତନ ହେଉଛି। ଏବେ ଏହି ନିର୍ଦ୍ଦେଶ ପରେ ଭିନ୍ନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri