Tag Archives: Home Middle

ନାଟୋର ଲିଥୁଆନିଆ ବୈଠକରେ ହେବ ଏକତାର ଅଗ୍ନିପରୀକ୍ଷା: ୟୁକ୍ରେନ ସଦସ୍ୟତା ବଡ଼ ଆହ୍ବାନ…

ଓ୍ବାଶିଂଟନ,୧୦।୭ : ରୁଷିଆ-ୟୁକ୍ରେନ ବିବାଦ ମଧ୍ୟରେ ଲିଥୁଆନିଆର ରାଜଧାନୀ ଭିନିୟସରେ ଜୁଲାଇ ୧୧-୧୨ ଜୁଲାଇରେ ନାଟୋ ଶିଖର ସମ୍ମିଳନୀରେ ନାଟୋର ଏକତାର ଅଗ୍ନିପରୀକ୍ଷା ହେବ ବୋଲି ଚର୍ଚ୍ଚା ହେଉଛି। ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ) ସାମ୍ନା କରୁଥିବା ସବୁଠାରୁ...

ପାକିସ୍ତାନରେ ଲଗାତାର ବର୍ଷା: ୭୬ ମୃତ, ୩୦ ବର୍ଷର ରେକର୍ଡ ଭାଙ୍ଗିଲା…

ଇସଲାମାବାଦ,୧୦।୭ : ଲଗାତାର ବର୍ଷା ଓ ବନ୍ୟା ପରିସ୍ଥିତି ପାକିସ୍ତାନର ଆର୍ଥିକ ଅବସ୍ଥାକୁ ଆହୁରି ଖରାପ କରିଦେଇଛି। ପ୍ରବଳ ବର୍ଷା ଯୋଗୁ ଦେଶରେ ଇତି ମଧ୍ୟରେ ୭୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩୩ ଜଣ ଆହତ ହୋଇଛନ୍ତି। ଜାତୀୟ...

ଟୁଇଟର-ମେଟା ସିଇଓଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ…

ଓ୍ବାଶିଂଟନ,୧୦।୭ : ମେଟା ସିଇଓ ମାର୍କ ଜୁକରବର୍ଗଙ୍କ ପ୍ରତିଦ୍ୱନ୍ଦ୍ୱୀ ଟୁଇଟରକୁ ଆଣିଥିବା ନୂତନ ’ଥ୍ରେଡ୍ସ’ ପ୍ଲାଟଫର୍ମକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ବିଶେଷକରି ଟୁଇଟର ସିଇଓ ଏଲନ ମସ୍କ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ମସ୍କ ଏହି...

ଡ୍ରୋନ ଆକ୍ରମଣରେ ଆଇଏସ ନେତା ଉସମା ମୃତ: ଆମେରିକା ସେଣ୍ଟ୍ରାଲ କମାଣ୍ଡ…

କାହିରା,୧୦।୭ : ଆମେରିକାର ସେଣ୍ଟ୍ରାଲ କମାଣ୍ଡ ଦାବି କରିଛି ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ (ଆଇଏସ) ର ଜଣେ ବରିଷ୍ଠ ନେତା ଜୁଲାଇ ୭ ରେ ପୂର୍ବ ସିରିଆରେ ଆମେରିକାର ଡ୍ରୋନ ଆକ୍ରମଣରେ ନିହତ ହୋଇଛନ୍ତି। ପ୍ରତିରକ୍ଷା ବିଭାଗ କହିଛି...

ନାଟୋରେ ସ୍ବିଡେନକୁ ସାମିଲ କରିବା ପାଇଁ ଆମେରିକାର ଉଦ୍ୟମ…

ଓ୍ବାଶିଂଟନ,୧୦।୭ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସ୍ବିଡେନକୁ ନାଟୋରେ ଅନ୍ତର୍ଭୁକ୍ତ ହେବା ନେଇ ତୁର୍କୀ ରାଷ୍ଟ୍ରପତି ତାଇପ ଏର୍ଦୋଗନଙ୍କ ସହ ଫୋନରେ କଥା ହୋଇଛନ୍ତି। ହ୍ବାଇଟ ହାଉସ ପକ୍ଷରୁ ଏହା ବିଷୟରେ ସୂଚନା ଦେଇଛି। ହ୍ବାଇଟ ହାଉସ ଅନୁଯାୟୀ...

ହଡସନ ଭ୍ୟାଲିରେ ପ୍ରଳୟଙ୍କରୀ ବନ୍ୟା…

ଓ୍ବାଶିଂଟନ,୧୦।୭ : ଆମେରିକାର ଆର୍ଥିକ ରାଜଧାନୀ ନ୍ୟୁୟର୍କରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ହଡସନ ଭ୍ୟାଲି ସହରରେ ବନ୍ୟାଯୋଗୁ ଜଣଙ୍କର ମୃତ୍ୟୁ ଘଟିଛି। ବର୍ଷା ଯୋଗୁଁ ରାସ୍ତାଗୁଡ଼ିକ ବନ୍ୟା ଜଳରେ ବୁଡ଼ି ରହିଛି । ଜାତୀୟ ପାଣିପାଗ...

ହରମନ୍‌ପ୍ରୀତଙ୍କ ଅର୍ଦ୍ଧଶତକରେ ଜିତିଲା ଭାରତ

ମୀରପୁର, ୧୦ା୭(ପି.ଟି.): ବାଂଲାଦେଶ ବିପକ୍ଷ ପ୍ରଥମ ମହିଳା ଟି୨୦ ମ୍ୟାଚରେ ଭାରତକୁ ଜିତାଇଛନ୍ତି ଅଧିନାୟିକା ହରମନ୍‌ପ୍ରୀତ କୌର ଓ ସ୍ପିନର। ପ୍ରଥମେ ଭାରତୀୟ ସ୍ପିନର ବାଂଲାଦେଶକୁ ମାତ୍ର ୧୧୪ ରନ୍‌ରେ ସୀମିତ ରଖିବା ପରେ ହରମନ୍‌ପ୍ରୀତଙ୍କ ଅପରାଜିତ ୫୪ ରନ୍‌...

ଶ୍ରୀଲଙ୍କା ବିଶ୍ୱକପ୍‌ କ୍ୱାଲିଫାୟର ଚାମ୍ପିୟନ

ହରାରେ,୧୦ା୭: ନେଦରଲାଣ୍ଡ୍ସକୁ ପରାସ୍ତ କରି ବିଶ୍ୱକପ୍‌ କ୍ୱାଲିଫାୟରରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ଶ୍ରୀଲଙ୍କା। ରବିବାର ହରାରେ ସ୍ପୋଟର୍‌ସ କ୍ଲବରେ ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୩୩ ରନ୍‌ କରିଥିଲା। ଜବାବରେ ନେଦରଲାଣ୍ଡ୍ସ ୧୦୫ ରନ୍‌ରେ ସମସ୍ତ...

ବିଜୟ ସହ ଭାରତର ଅଭିଯାନ

ଭୁବନେଶ୍ୱର, ୧୦।୭ (ତପନ ସ୍ବାଇଁ): ତାଇପେରେ ଚାଲିଥିବା ଏସିଆନ ପୁରୁଷ ଭଲିବଲ ଚ୍ୟାଲେଞ୍ଜ୍‌ କପ୍‌ରେ ଭାରତୀୟ ସିନିୟର ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ରବିବାର ଅନୁଷ୍ଠିତ ମ୍ୟାଚରେ ଭାରତ ଶକ୍ତିଶାଳୀ ହଂକଂ, ଚାଇନାକୁ ୩:୦ (୨୫-୨୨, ୨୫-୧୮,...

ହେଡିଂଲେରେ ଜିତିଲା ଇଂଲଣ୍ଡ

ହେଡିଂଲେ, ୧୦ା୭: କ୍ରମାଗତ ଦୁଇଟି ମ୍ୟାଚରେ ବାଜବଲ୍‌ ଫେଲ୍‌ ମାରିବା ପରେ ହେଡିଂଲେରେ ଅନୁଷ୍ଠିତ ତୃତୀୟ ଟେଷ୍ଟ ମ୍ୟାଚକୁ ଜିତି ନେଇଛି ଇଂଲଣ୍ଡ। ହ୍ୟାରୀ ବ୍ରୁକ୍‌ଙ୍କ ଜବରଦସ୍ତ ଅର୍ଦ୍ଧଶତକ ସହିତ ନିମ୍ନକ୍ରମରେ କ୍ରିସ୍‌ ଓକ୍ସ ଓ ମାର୍କ ଉଡ୍‌ଙ୍କ ବ୍ୟାଟିଂ...

ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଗିରଫ

ଚଣ୍ଡିଗଡ଼, ୧୦ା୭: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ବରିଷ୍ଠ କଂଗ୍ରେସ ନେତା ତଥା ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଓ.ପି. ସୋନିଙ୍କୁ ରବିବାର ରାଜ୍ୟ ଭିଜିଲାନ୍ସ ବିଭାଗ ଗିରଫ କରିଛି। ୨୦୧୬ରୁ ୨୦୨୨ କଂଗ୍ରେସ କ୍ଷମତାରେ ଥିବାବେଳେ ସୋନିଙ୍କ ସମ୍ପତ୍ତି...

ଖଲିସ୍ତାନୀ ରାଲି ବିରୋଧରେ ଭାରତ ସପକ୍ଷବାଦୀଙ୍କ ସମାବେଶ

ଟରଣ୍ଟୋ, ୧୦ା୭ : କାନାଡ଼ାର ଟରଣ୍ଟୋସ୍ଥିତ ଭାରତୀୟ ବାଣିଜି୍ୟକ ଦୂତାବାସ ବାହାରେ ରବିବାର ଖଲିସ୍ତାନୀ ସମର୍ଥକମାନଙ୍କ ରାଲି ଫିକା ପଡ଼ିଯାଇଛି। କାରଣ ଉକ୍ତ ସ୍ଥାନରେ ବହୁସଂଖ୍ୟାରେ ଭାରତ ସପକ୍ଷବାଦୀମାନେ ଜାତୀୟ ପତାକା ଧରି ରୁଣ୍ଡ ହୋଇଥିଲେ। ସେମାନେ ‘ଭାରତ ମାତା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri