Tag Archives: Home Middle

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ହିଂସା ପ୍ରତିବାଦରେ ବିକ୍ଷୋଭ

କୋଲକାତା, ୧୦ା୭ : ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ବେଳେ ଶନିବାର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟି ୧୫ ଜଣଙ୍କ ମୃତ୍ୟୁ ଘଟଣାର ପ୍ରତିବାଦରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭାଜପା ସମର୍ଥକମାନେ ରବିବାର ରାଜ୍ୟ ନିର୍ବାଚନ କମିଶନ...

ଜୈନ ସନ୍ଥଙ୍କୁ ହତ୍ୟା

ବେଲଗାଭି, ୧୦ା୭ : କର୍ନାଟକର ବେଲଗାଭି ଜିଲାରେ ଜଣେ ଜୈନ ସନ୍ଥଙ୍କୁ ହତ୍ୟା କରାଯାଇ ତାଙ୍କ ଶରୀରକୁ ଖଣ୍ଡଖଣ୍ଡ କରି ଏକ ବୋର୍‌ଓ୍ବେଲରେ ଫିଙ୍ଗିଦିଆଯାଇଥିଲା। ଚିକୋଡି ତାଲୁକ୍‌ର ଏକ ବୋର୍‌ଓ୍ବେଲରୁ ମୃତଦେହର ବିଭିନ୍ନ ଅଙ୍ଗ ମିଳିବା ପରେ ତଦନ୍ତ ପାଇଁ...

୧୭ ବର୍ଷୀୟାଙ୍କୁ ଅର୍ଥ ଦେଇ ନ୍ୟୁଡ୍‌ ଫଟୋଶୁଟ୍‌

ଲଣ୍ଡନ,୧୦ା୭, (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ବିବିସିର ଜଣାଶୁଣା ଉପସ୍ଥାପକ ଗ୍ରାହାମ୍‌ ନର୍ଟନ ପର୍ନ ଫଟୋଶୁଟ୍‌ ପାଇଁ ଜଣେ ସ୍ବଳ୍ପବୟସ୍କାଙ୍କୁ ବିପୁଳ ଅର୍ଥ ଦେଇଥିବା ଅଭିଯୋଗ ଆସିଛି। ଏହା ଉପରେ ସମ୍ପ୍ରତି ଇଣ୍ଟରନେଟ୍‌ରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଉଥିବାବେଳେ ଏନେଇ ମୁହଁ...

ମୋତେ ଭାରତରେ ରହିବାକୁ ଦିଅ

ଲକ୍ଷ୍ନୌ,୧୦ା୭: ଅନ୍‌ଲାଇନ୍‌ ଗେମିଂ ଆପ୍‌ ପବ୍‌ଜିରେ ସାକ୍ଷାତ। କିଛିବର୍ଷର ଭାବ ବିନିମୟ ପରେ ପ୍ରେମ। ତା’ପରେ ସରହଦ ଡେଇଁ ଭାରତକୁ ଆସିଲେ ପାକିସ୍ତାନୀ ମହିଳା ସୀମା ହାଇଦର। ୪ ପିଲାଙ୍କ ମା’ ୩୦ ବର୍ଷୀୟା ସୀମା ଆଉ ପାକିସ୍ତାନ ଫେରିବାକୁ...

ଉତ୍ତର ଭାରତରେ ବର୍ଷା ବିତ୍ପାତ: ୧୯ ମୃତ

ନୂଆଦିଲ୍ଲୀ, ୧୦ା୭: ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ପବନ ସାଙ୍ଗକୁ ଭୂସ୍ଖଳନ ଯୋଗୁ ୧୯ ଜଣଙ୍କ ମୃତ୍ୟୁ ଘଟିଛି। ଲଗାଣ ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳରେ ସ୍ବାଭାବିକ ଜୀବନଯାତ୍ରା ବ୍ୟାହତ ହୋଇଛି। ଦିଲ୍ଲୀର ଯମୁନା ନଦୀ ସମେତ...

ଜୁଲାଇ ୨୧ରେ ଭାରତ ଗସ୍ତରେ ଆସିବେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ/ନୂଆଦିଲ୍ଲୀ,୯।୭ : ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ଜୁଲାଇ ୨୧ରେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦଙ୍କୁ ଭେଟିବେ ବୋଲି ଆଶା କରାଯାଉଛି।ଅଧିକାରୀଙ୍କ ପକ୍ଷରୁ ରବିବାର ଏହି ସୂଚନା ଦିଆଯାଇଛି। ଶ୍ରୀଲଙ୍କା ଏବେ...

ଦିଲ୍ଲୀରେ ଲାଗୁ ହେବ ଗୁଜରାଟ ‘ଆଇନ’! ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ପ୍ରସ୍ତାବ ଦେଲେ ଏଲଜି

ନୂଆଦିଲ୍ଲୀ,୯।୭: ଦିଲ୍ଲୀରେ ଖୁବଶୀଘ୍ର ଗୁଜରାଟ ‘ଆଇନ’ ଲାଗୁ ହେବାକୁ ଯାଉଛି। ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ‘ଦ ଗୁଜରାଟ ପ୍ରିଭେନଶନ ଅଫ ଆଣ୍ଟି-ସୋସିଆଲ ଆକ୍ଟିଭିଟିଜ ଆକ୍ଟ(ପିଏଏସଏଏ)୧୯୮୫’କୁ ରାଷ୍ଟ୍ରୀୟ ରାଜଧାନୀରେ ଲାଗୁ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏ ସମ୍ପର୍କରେ ସ୍ବରାଷ୍ଟ୍ର...

ନେତନ୍ୟାହୁ ସରକାର ଆଣିଥିବା ନ୍ୟାୟିକ ସଂସ୍କାର ବିଲ ଉପରେ ମତଦାନ ପୂର୍ବରୁ ଦେଶରେ ବିରୋଧ ପ୍ରଦର୍ଶନ

ତେଲ ଆଭିବ,୯।୭: ଇସ୍ରାଏଲରେ ନ୍ୟାୟିକ ସଂସ୍କାର ବିଲ ଉପରେ ମତଦାନ ହେବା ପୂର୍ବରୁ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଇଛି। ଆଞ୍ଚଳିକ ମିଡିଆର ସୂଚନା ଅନୁଯାୟୀ, ହଜାର ହଜାର ଲୋକ ବିଭିନ୍ନ ସହରରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ଲୋକମାନେ ଅଭିଯୋଗ...

ଭାରତରୁ ଖ୍ରୀଷ୍ଟିଆନ ଧର୍ମକୁ ଶେଷ କରିବା ନେଇ ଚିନ୍ତା କରିବା ଏକ ବଡ଼ ଭୁଲ: ଆର୍କବିଶପ କ୍ଲେମିସ…

ଥିରୁଭାନନ୍ତପୁରମ,୯।୭ : ମଣିପୁରରେ ଚାଲିଥିବା ହିଂସା ମଧ୍ୟରେ କେରଳ କ୍ୟାଥୋଲିକ ବିଶପ ପରିଷଦର ସଭାପତି କାର୍ଡିନାଲ ମାର୍‌ ବାସିଲିଓସ କ୍ଲେମିସ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ଏଥି ସହିତ ସେ କହିଛନ୍ତି ଭାରତରୁ ଖ୍ରୀଷ୍ଟିଆନ ଧର୍ମକୁ ହଟାଇ ପାରିବେ ବୋଲି...

ଜିଏସଟି ମାମଲାରେ ଇଡି ଦେବ ସିଧାସଳଖ ଦଖଲ, ବ୍ୟବସାୟୀ ସଂଗଠନର ଚିନ୍ତା ବଢ଼ିଲା…

ନୂଆଦିଲ୍ଲୀ,୯।୭ : କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଜୁଲାଇ ୭ ରେ ଏକ ବିଜ୍ଞପ୍ତି ଜାରି କରିଛି ଯେଉଁଥିରେ ପିଏମଏଲଏକୁ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ମାମଲାରେ କାର୍ଯ୍ୟ କରିବାକୁ କ୍ଷମତା ଦିଆଯାଇଛି। ତାହା ହେଉଛି, ଯଦି ଜିଏସଟିରେ କ...

ବିମାନର ଓଜନ ବଢ଼ିବାରୁ ୧୯ ଯାତ୍ରୀଙ୍କୁ ଓହ୍ଲାଇବାକୁ ଅନୁରୋଧ କଲେ ପାଇଲଟ…

ଲଣ୍ଡନ,୯।୭ : ବ୍ରିଟିଶ (ୟୁକେ) ଏୟାରଲାଇନ୍ସ ଇଜିଜେଟ ସ୍ପେନର ଲାନଜାରୋଟ ରୁ ଲିଭରପୁଲ ଅଭିମୁଖେ ଯାତ୍ରା କରୁଥିବା ୨୦ ଜଣ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇବାକୁ କହିଥିଲେ। କାରଣ ବିମାନଟି ଅତ୍ୟଧିକ ଭାରୀ ହୋଇଯାଇଥିଲା ଫଳରେ ଉଡିବା ପାଇଁ ଅସୁବିଧା ହେବାର...

ନର ହତ୍ୟାକାରୀଙ୍କ ସହିତ ହାତ ମିଳାଉଛନ୍ତି ରାହୁଲ: ସ୍ମୃତି ଇରାନୀ…

ଭୋପାଳ,୯।୭ : କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ରବିବାର ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ପହଞ୍ଚିଛନ୍ତି। ଏହି ସମୟ ରାହୁଲ ଗାନ୍ଧୀ ଟିଏମସି ସହିତ ହାତ ମିଳାଇଥିବାରୁ ସେ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ପଶ୍ଚିମବଙ୍ଗରେ ପଞ୍ଚାୟତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri