Tag Archives: Home Middle

ଏନଡିଏରେ ସାମିଲ ହେବେ ଜୟନ୍ତ ଚୌଧୁରୀ: ଆରଏଲଡିକୁ ଭାଜପାର ରାଜନୈତିକ ଆମନ୍ତ୍ରଣ, ଚାରଣି ନୁହେଁ ଯେ ଓଲଟି ଯିବୁ ବୋଲି କହିଲେ ଚାରୁ……

ଲକ୍ଷ୍ନୌ,୯।୭ : ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନର ସମୟ ପାଖେଇ ଆସୁଥିବାରୁ ଭାଜପା ଏହାର ସମୀକରଣକୁ ସୁଧାରିବାକୁ ଚେଷ୍ଟା କରୁଛି। ଏହି ସମୟରେ, ପଶ୍ଚିମ ଉତ୍ତରପ୍ରଦେଶର ରାଜନୀତିରେ ଜୟନ୍ତ ଚୌଧୁରୀଙ୍କୁ କ୍ରମାଗତ ସଙ୍କେତ ମାଧ୍ୟମରେ ନୂତନ ବାର୍ତ୍ତା...

କାନାଡାରେ ଭାରତୀୟ ଦୂତାବାସ ସାମ୍ନାରେ ଏକାଠି ହେଲେ ଖଲିସ୍ତାନୀ ସମର୍ଥକ, ତ୍ରିରଙ୍ଗା ଉଡାଇ ଭାରତୀୟ ଦେଲେ କଡା ଜବାବ

ଟରଣ୍ଟୋ,୯।୭: ଖଲିସ୍ତାନି ସମର୍ଥକମାନେ ଶନିବାର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରିଛନ୍ତି। ଏହି କ୍ରମରେ ଖଲିସ୍ତାନିମାନେ କାନାଡାର ଟରଣ୍ଟୋରେ ବି ଭାରତୀୟ ବାଣିଜ୍ୟ ଦୂତାବାସ ସାମ୍ନାରେ ପ୍ରଦର୍ଶନ କରିଥିଲେ। ହେଲେ ସେଠାରେ ଥିବା ମୂଳ ଭାରତୀୟ ବାସିନ୍ଦା ଏହାର କଡା...

ମୋଦିଙ୍କ ଫ୍ରାନ୍ସ ଗସ୍ତରେ ପୁଣି ରାଫାଲ ଚୁକ୍ତି ହେବା ଆଶା…

ନୂଆଦିଲ୍ଲୀ,୯।୭ : ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ରାଫେଲ ଯୁଦ୍ଧ ବିମାନ ଚୁକ୍ତି ପୁଣି ଥରେ ହେବାକୁ ଯାଉଛି। ଏହା ରାଫେଲର ନୌସେନା ସଂସ୍କରଣ ହେବ। ଯାହାର ଅର୍ଥ ଏହା ଭାରତୀୟ ନୌସେନା ଦ୍ୱାରା ବ୍ୟବହୃତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

କିଛି ଲୋକଙ୍କ ଉପରେ ବିଶ୍ୱାସ କରି ଭୁଲ କଲି: ଶରଦ ପାଓ୍ବାର…

ମୁମ୍ବାଇ,୯।୭ : ଏନସିପି ସଭାପତି ଶରଦ ପାୱାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନସିପି ନେତାଙ୍କ ‘ଦୁର୍ନୀତି’ ବିଷୟରେ ଦେଇଥିବା ମନ୍ତବ୍ୟକୁ ମନେ ପକାଇ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ନାଶିକ ଜିଲାର ୟୋଲା ଠାରେ ଏକ ରାଲିକୁ...

୨୦୨୪ରେ କାମ କରିବ କି ଏହି ପ୍ଲାନ, ପ୍ୟାନ ଇଣ୍ଡିଆ ମିଶନରେ ଏକାଠି ହେବେ ଦଳ, ଏନଡିଏ ବୈଠକରେ ଦେଖାଯିବ ଟ୍ରେଲର

ନୂଆଦିଲ୍ଲୀ,୯।୭: ଲୋକ ସଭା ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଜନତାନ୍ତ୍ରିକ ମେଣ୍ଟ(ଏନଡିଏ)ର ବୈଠକ ପୂର୍ବରୁ ରାଜନୈତିକ ଉଷ୍ମତା ଦେଖାଦେଇଛି। ଭାଜପାର ପ୍ୟାନ ଇଣ୍ଡିଆ ପ୍ରୋଜେକ୍ଟର ପ୍ରଥମ ଝଲକ ଜୁଲାଇ ୧୮ରେ ହେବାକୁ ଯାଉଥିବା ଏନଡିଏ ବୈଠକରେ ଦେଖିବାକୁ ମିଳିବ। ଏହି ବୈଠକରେ...

ସ୍ବିଜରଲାଣ୍ଡରେ ସାମ୍ବାଦିକ ସମ୍ମିଳନୀ କଲେ ରୋବର୍ଟ, କହିଲେ ମଣିଷଙ୍କ ଠାରୁ ଦୁନିଆକୁ ଭଲ ଭାବେ ଚଳାଇପାରିବୁ

ଜେନିଭା,୯।୭: ସ୍ବିିଜରଲାଣ୍ଡର ଜେନେଭାରେ ରୋବର୍ଟମାନେ କରିଛନ୍ତି ସାମ୍ବାଦିକ ସମ୍ମିଳନୀ। ବିଶ୍ୱରେ ପ୍ରଥମ ଥର ଏହିଭଳି କିଛି ଦେଖିବାକୁ ମିଳିଛି। ଏହି ସମସ୍ତ ରୋବଟଗୁଡିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଅର୍ଥାତ୍‌ ଏଆଇ ଦ୍ୱାରା ପରିଚାଳିତ। ସମ୍ମିଳନୀରେ ପ୍ରାୟ ୫୧ଟି ରୋବର୍ଟ ଯୋଗ ଦେଇଥିଲେ।...

ଜର୍ମାନୀର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ସୁରକ୍ଷା କର୍ମୀ ଓ ଉପଦ୍ରବକାରୀଙ୍କ ସଂଘର୍ଷରେ ୨୨ପୋଲିସ କର୍ମୀ ଆହତ, ପୋଲିସର ଲାଠି ଚାର୍ଜ

ବର୍ଲିନ,୯।୭: ପଶ୍ଚିମ ଜର୍ମାନୀର ଜିସେନ ସହରରେ ଇରିଟ୍ରିଆନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦଙ୍ଗାରେ ୨୨ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ବିକ୍ଷୋଭକାରୀମାନେ ପୋଲିସ ଉପରେ ପଥର,ବୋତଲ ଏବଂ ଗ୍ୟାସ ବମ୍‌ ଫିଙ୍ଗିଥିଲେ। ସେମାନେ ବ୍ୟାରିକଡେ ଭାଙ୍ଗି ଧସି ପଶିବାକୁ ଚେଷ୍ଟା ମଧ୍ୟ...

ଅଗ୍ନିପଥ ସ୍କିମରୁ ମୁହଁ ଫେରାଉଛନ୍ତି ଯୁବବର୍ଗ, ଅଧାରୁ ପ୍ରଶିକ୍ଷଣ ଛାଡୁଥିବା ଅଗ୍ନିବୀରଙ୍କୁ ଦେବାକୁ ପଡିବ ଖର୍ଚ୍ଚ ହୋଇଥିବା ଅର୍ଥ

ନୂଆଦିଲ୍ଲୀ,୯।୭: ଭାରତୀୟ ସେନାର ଅଗ୍ନିପଥ ସ୍କିମରେ ଖୁବଶୀଘ୍ର ଅଗ୍ନିବୀର ଭିନ୍ନ ଭିନ୍ନ ୟୁନିଟରେ ସାମିଲ ହେବାକୁ ଯାଉଛନ୍ତି। ପ୍ରଥମ ବ୍ୟାଚର ପ୍ରଶିକ୍ଷଣ ଶେଷ ହୋଇଛି। ଏବେ ଦ୍ୱିତୀୟ ବ୍ୟାଚର ଟ୍ରେନିଂ ଆରମ୍ଭ ହୋଇଯାଇଛି। ଆସନ୍ତା ମାସରେ ପ୍ରଥମ ବ୍ୟାଚ ଭାରତୀୟ...

କ୍ରିକେଟ ବିଶ୍ୱକପ ୨୦୨୩ର ସେମିଫାଇନାଲରେ ଭାରତ-ଅଷ୍ଟ୍ରେଲିଆ-ଇଂଲଣ୍ଡ-ନ୍ୟୁଜିଲାଣ୍ଡ ଦଳର ପ୍ରବେଶ ନେଇ ଚର୍ଚ୍ଚା…

ନୂଆଦିଲ୍ଲୀ,୯।୭ : ବର୍ତ୍ତମାନ ସମୟ ଆସିଛି ଯେତେବେଳେ ଭାରତୀୟ କ୍ରିକେଟ ଦଳର ପ୍ରସ୍ତୁତିକୁ ମଜବୁତ କରିବାର ଶେଷ ସୁଯୋଗ ରହିଛି। କାରଣ ବିଶ୍ୱକପ ୨୦୨୩ ଆରମ୍ଭ ହେବାକୁ ୯୦ ଦିନରୁ କମ ସମୟ ବାକି ଅଛି। ଆଇସିସି ୩ ସପ୍ତାହ...

ଚାଇନାରେ ପ୍ରାକୃତିକ ବିପର୍ଯ୍ୟୟ: କେଉଁଠି ପ୍ରଚଣ୍ଡ ଗରମ ତ କେଉଁଠି ବନ୍ୟା, ଉଦ୍ଧାର କାର୍ଯ୍ୟ ଜାରି

ବେଜିଂ,୯।୭: ଚାଇନାରେ ବିଭିନ୍ନ ସ୍ଥାନରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି। ଜଳବାୟୁ ବରିବର୍ତ୍ତନ ଯୋଗୁ କେଉଁଠି ପ୍ରବଳ ବର୍ଷା ହେଉଛି ତ କେଉଁଠି ବନ୍ୟା ଯୋଗୁଁ ଚାଇନାବାନୀ ଆର୍ତ୍ତ ଚିତ୍କାର କରୁଛନ୍ତି। ଦେଶର ଅଧିକାଂଶ ଅଞ୍ଚଳରେ ବର୍ଷା ହେତୁ ଭୂସ୍ଖଳନ...

ଟିକସ ବୃଦ୍ଧି ନେଇ କେନିଆରେ ପ୍ରଦର୍ଶନ, ୩ ମୃତ…

ନାଇରୋବି,୯।୭ : ଟିକସ ବୃଦ୍ଧି ନେଇ କେନିଆରେ ଚାଲିଥିବା ବିରୋଧ ସମୟରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଜଣେ ଡାକ୍ତରଖାନା ଅଧିକାରୀ ଏବଂ ଦୁଇ ଜଣ ପୋଲିସକୁ ଏନେଇ ସୂଚନା ଦେଇଛନ୍ତି। ସେମାନେ କହିଛନ୍ତି କେନିଆରେ ହୋଇଥିବା...

ନୀତୀଶ ପୁଣି ଭାଜପା ସହିତ ହାତ ମିଳାଇବା ନେଇ ଚର୍ଚ୍ଚା…

ନୂଆଦିଲ୍ଲୀ,୯।୭ : ସମ୍ପ୍ରତି ବିହାର ରାଜନୀତିରେ ନାନା କଳ୍ପନାଜଳ୍ପନା ଜାରି ରହିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ତାଙ୍କ ଦଳ ଜେଡିୟୁ ବିଷୟରେ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି। ଅନୁମାନ କରାଯାଉଛି ସେ ପୁଣିଥରେ ଭାରତୀୟ ଜନତା ପାର୍ଟି (ଭାଜପା)...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri