Tag Archives: Home Middle

ଗୈରିକ ରଙ୍ଗରେ ନଜର ଆସିବ ବନ୍ଦେ ଭାରତ ଏକ୍ସପ୍ରେସ, ଫଟୋ ଶେୟାର କଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ,୯।୭: ବନ୍ଦେ ଭାରତ ଏକ୍ସପ୍ରେସକୁ ବର୍ତ୍ତମାନ ଏକ ନୂଆ ରଙ୍ଗରେ ଦେଖିବାକୁ ମିଳିବ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ବିଟ୍‌ କରି ଏହାର ଝଲକ ଦେଖାଇଛନ୍ତି। ସେ ତାଙ୍କ ଟୱିଟର ହ୍ୟାଣ୍ଡେଲରେ ବନ୍ଦେ ଭାରତର ନୂଆ ଲୁକ୍‌କୁ ଶେୟାର କରିଛନ୍ତି। ଟ୍ବିଟ୍‌...

ଇମ୍ରାନଙ୍କୁ ନେଇ ପାକିସ୍ତାନୀ ସେନାକୁ ଚାଇନା ଦେଇଥିଲା ଚେତାବନୀ…

ଇସଲାମାବାଦ,୯।୭ : ପାକିସ୍ତାନରେ ସେନା ଯାହାକୁ ଚାହୁଁଛି ସେ କ୍ଷମତାରେ ରହୁ୍‌ଛନ୍ତି। ସେନା ୨୦୧୮ ରେ ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ କରିଥିଲା। ଇମ୍ରାନ ଖାନଙ୍କ କାର୍ଯ୍ୟକାଳ ମଧ୍ୟରେ ପାକିସ୍ତାନ ଏବଂ ଚାଇନା ମଧ୍ୟରେ ସମ୍ପର୍କ କୌଣସି ବିଶେଷ ଉଚ୍ଚତାକୁ ଛୁଇଁ...

ମିଶନ ୨୪: ହାଇଦ୍ରାବାଦରେ ୧୧ଟି ରାଜ୍ୟର ଭାଜପା ସଭାପତିଙ୍କ ସହ ବୈଠକ

ହାଇଦ୍ରାବାଦ,୯।୭:ଆଗାମୀ ୨୪ନିର୍ବାଚନ ପାଇଁ ଅଣ୍ଟା ଭିଡିଲାଣି ଭାଜପା। ଘନଘନ ବୈଠକ ସହ ଚାଲିଛି ସମରସଜ୍ଜା। ରବିବାର ହାଇଦ୍ରାବାଦର ଭାଜପା ମୁଖ୍ୟାଳୟରେ ୧୧ ଟି ରାଜ୍ୟର ଭାଜପା ସଭାପତିଙ୍କୁ ନେଇ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ଭାଜପା ରାଷ୍ଟ୍ରୀୟ...

ପୋକ୍ସୋ ମାମଲାରେ ନିର୍ଦ୍ଧାରିତ ଦଣ୍ଡାଦେଶରୁ କମ ଦଣ୍ଡ ଶୁଣାଇ ପାରିବେନି କୋର୍ଟ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୯।୭ : ସୁପ୍ରିମକୋର୍ଟ କହିଛନ୍ତି ଯେ ବିଭିନ୍ନ ପ୍ରକାରର ଶିଶୁ ର୍ନିଯାତନା ପାଇଁ ସର୍ବନିମ୍ନ ଦଣ୍ଡଠାରୁ କମ ଦଣ୍ଡବିଧାନ କରିବାର କ୍ଷମତା କୋର୍ଟଙ୍କ ପାଖରେ ନାହିଁ। ଜଷ୍ଟିସ ଅଭୟ ଏସ ଓକା ଏବଂ ଜଷ୍ଟିସ ରାଜେଶ ବିନ୍ଦଲଙ୍କ ଏକ ବେଞ୍ଚ...

୨୦୫୦ ସୁଦ୍ଧା ପୃଥିବୀର ୯୦ କୋଟି ଲୋକ ଭୋକିଲା ରହିବେ…

ଓ୍ବାଶିଂଟନ,୯।୭ : ଏକ ଅଧ୍ୟୟନ ଅନୁଯାୟୀ, ପୃଥିବୀର ଅନେକ ଅଞ୍ଚଳରେ ଫସଲ ଅମଳ ହ୍ରାସ ହେବାର ଆଶଙ୍କା ରହିଛି। ଜଳବାୟୁ ପରିବର୍ତ୍ତନ ଆମ ଖାଦ୍ୟ ପ୍ରଣାଳୀ ଉପରେ ବହୁତ ପ୍ରଭାବ ପକାଉଛି । ଅଧ୍ୟୟନ ଅନୁଯାୟୀ ଖାଦ୍ୟ ଉତ୍ପାଦନ ବିଶ୍ୱକୁ...

ବନ୍ୟାରେ ଭାସିଗଲେ ଦୁଇ ଯବାନ

ନୂଆଦିଲ୍ଲୀ,୯।୭: ଜମ୍ମୁ କଶ୍ମୀରର ପୁଞ୍ଚ ଜିଲାର ଏକ ଉଫନାତିି ନଦୀରେ ଭାରତୀୟ ସେନାର ଦୁଇ ଯବାନ ଭାସି ଯାଇଛନ୍ତି। ସେମାନେ ମଧ୍ୟରୁ ଜଣେ ହେଲେ ନାଏବ ସୁବେଦାର କୁଲଦୀପ ସିଂ ବୋଲି ଜଣାପଡିଛି। ଅନ୍ୟଜଣଙ୍କ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା...

ସମ୍ବେଦନଶୀଳ ବୁଥ ସମ୍ପର୍କରେ ସୂଚନା ଦେଇ ନ ଥିଲେ ରାଜ୍ୟ ନିର୍ବାଚନ ଆୟୋଗ: ବିଏସଏଫ…

କୋଲକାତା,୯।୭ : ପଶ୍ଚିମବଙ୍ଗରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନ ହିଂସା ନେଇ ସୀମା ସୁରକ୍ଷା ବଳ (ବିଏସଏଫ) ର ଜଣେ ବରିଷ୍ଠ ଅଧିକାରୀ ଏକ ବଡ଼ ସୂଚନା ପ୍ରଦାନ କରିଛନ୍ତି। ସମ୍ବେଦନଶୀଳ ବୁଥ ସମ୍ପର୍କରେ ରାଜ୍ୟ ନିର୍ବାଚନ ଆୟୋଗ ସୂଚନା ଦେଇ...

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ: ବୁଥ୍‌ କ୍ୟାପଚରିଂ ଅଭିଯୋଗରେ ଭାଜପା-ଟିଏମସି ମୁହାଁମୁହିଁ

କୋଲକତା,୯।୭: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ହିଂସାକୁ ନେଇ ଭାଜପା ଏବଂ ଟିଏମସି ମୁହାଁମୁହିଁ ହୋଇଛନ୍ତି। ହିସଂସାକୁ ନେଇ ପରସ୍ପର ମଧ୍ୟରେ ବୟାନ ବାଜିରେ କାଦୁଅ ଫୋପଡିବା ଘଟଣା ଜାରି ରହିଛି। ଭାଜପା ନିର୍ବାଚନରେ ବୁଥ୍‌ କ୍ୟାପଚର ହୋଇଛି ବୋଲି ମିଥ୍ୟା...

ସିଏପିଏଫ ଯବାନଙ୍କ ଓପିଏସ ସ୍ବପ୍ନ ଭାଙ୍ଗିଲା…

ନୂଆଦିଲ୍ଲୀ,୯।୭ : ସେଣ୍ଟ୍ରାଲ ପାରାମିଲିଟାରୀ ଫୋର୍ସ(ସିଏପିଏଫ)ର ଲକ୍ଷ ଲକ୍ଷ ଯବାନଙ୍କ ପୁରୁଣା ପେନସନ ପାଇବା ସ୍ବପ୍ନ ଭାଙ୍ଗି ଯାଇଛି। ଚଳିତ ବର୍ଷ ଜାନୁୟାରୀ ୧୧ରେ, ଦିଲ୍ଲୀ ହାଇକୋର୍ଟ ଦେଇଥିବା ସିଏପିଏଫରେ ପୁରୁଣା ପେନସନ ବ୍ୟବସ୍ଥାର କାର୍ଯ୍ୟକାରିତା ସମ୍ପର୍କରେ ନିଷ୍ପତ୍ତି ନେଇ...

୧୫ ଭାରତୀୟ ଧୀବରଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା…

ରାମେଶ୍ୱରମ,୯।୭ : ଶ୍ରୀଲଙ୍କା ନୌସେନା ପାକ ଷ୍ଟ୍ରେଟର ଡେଲଫ୍ଟ ଦ୍ୱୀପରୁ ଦୁଇଟି ଡଙ୍ଗା ସହିତ ୧୫ ଜଣ ଭାରତୀୟ ଧୀବରଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଧୀବରମାନେ ରାମେଶ୍ୱରମର ବାସିନ୍ଦା ବୋଲି ଜଣାପଡ଼ିଛି। ପାକ ଷ୍ଟ୍ରେଟ ହେଉଛି ଭାରତୀୟ ତାମିଲନାଡୁ...

ଆମେରିକୀୟ ସେନାର ଖବରୀଙ୍କୁ ଆମେରିକାରେ ଗୁଳି କରି ହତ୍ୟା

ଓ୍ବାଶିଂଟନ୍‌,୯।୭: ଆମେରିକାର ୱାଶିଂଟନରେ ଆଫଗାନିସ୍ତାନର ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଯୁବକ ଜଣକ ଆଫଗାନିସ୍ତାନରେ ରହୁଥିବାବେଳେ ଆମେରିକୀୟ ସେନାକୁ ସାହାଯ୍ୟ କରୁଥିଲେ। ତେବେ ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଆଫଗାନିସ୍ତାନ ଯୁବକ ଆମେରିକାରେ ପଳାଇ ଆସିଥିଲେ।...

ଭାରତର ମୋଷ୍ଟ ଓ୍ବାଣ୍ଟେଡ ଅଲ କାଏଦା ଆତଙ୍କବାଦୀ ଇକରାମୁଲ ଢାକାରେ ଗିରଫ…

ଢାକା,୯।୭ : ଭାରତର ‘ମୋଷ୍ଟ ୱାଣ୍ଟେଡ’ ଅଲ କାଏଦା ଆତଙ୍କବାଦୀ ଇକରାମୁଲ ହକ ଛଦ୍ମନାମ ଆବୁ ତାଲହାଙ୍କୁ ତାଙ୍କ ସ୍ତ୍ରୀ ଫରିଆ ଆଫ୍ରିନଙ୍କ ସହ ବାଂଲାଦେଶରେ ଗିରଫ କରାଯାଇଛି। ବାଂଲାଦେଶ ଦୈନିକ ପ୍ରୋଥୋମାଲୋ ରିପୋର୍ଟ କରିଛି ଢାକାର ସବୁଜ ବାଗ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri